Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗଞ୍ଜାମ ସଡକ ଦୁର୍ଘଟଣା: ୨ ଲକ୍ଷ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ଗଞ୍ଜାମ ସମ୍ବରଝୋଳ ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଯାଇଛି ୪ ଜଣଙ୍କର ପ୍ରାଣ, ୨୦ ଜଣ ଗୁରୁତର ଆହତ ହୋଇଛନ୍ତି ।  ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ଏକ୍ସ ହ୍ୟାଣ୍ଡେଲରେ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏଥିସହ ମୃତକଙ୍କ…

ଚିକିଟି ମଦ ମୃତ୍ୟୁ ମାମଲା: ଅଭିଯୁକ୍ତଙ୍କ ବିରୁଦ୍ଧରେ ବଡ ଖୁଲାସା, ଆଖି ବୁଜି ଦେଇଥିଲା ପ୍ରଶାସନ

ଗଞ୍ଜାମ: ଚିକିଟି ବିଷାକ୍ତ ମଦ ପିଇ ୧୬ ଜଣ ଅସୁସ୍ଥ ହୋଇଥିବା ଘଟଣାରେ ଏଯାବତ ୨ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର । ଏନେଇ ଗଞ୍ଜାମ ଜିଲ୍ଲାରେ ଚଢାଉ କରି ୬ ଜଣଙ୍କୁ ଗିରଫ ସମେତ ପ୍ରାୟ ୩୫୦ ଲିଟର ମଦ ଜବତ କରିଛି ପୋଲିସ୍ । ସେପଟେ ମୁଖ୍ୟ…

ଦୁଇ ଦିନ ଭିତରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ୨୪ରୁ ବଢ଼ିବ ବର୍ଷା

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସକ୍ରିୟ ରହିଥିବାରୁ ରାଜ୍ୟରେ ଜାରି ରହିଛି ବର୍ଷା। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆଗାମୀ ଦୁଇ ଦିନ ଭିତରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଥିପାଇଁ ୨୪ ତାରିଖରୁ ବର୍ଷାର ପରିମାଣ ବଢ଼ିବା ନେଇ ଆକଳନ…

ପୁଣି ମଇଦାନରେ ବିଜେପି- ବିଜେଡି ଲଢେଇ, ୬ଟି ବ୍ଲକରେ ଉପନିର୍ବାଚନ

ଭୁବନେଶ୍ବର: ପୁଣି ନିର୍ବାଚନ ମଇଦାନରେ ମୁହାଁମୁହିଁ ହେବେ ବିଜେପି ବିଜେଡି । ଆଜି ରାଜ୍ୟର ୬ଟି ବ୍ଲକରେ ହେବାକୁ ଯାଉଛି ଉପନିର୍ବାଚନ । ଏଥିରେ ବି ବିଜେପି ୨୪ ମହାସଂଗ୍ରାମ ଭଳି ବାଜି ମାରିନେବ ନା ପୁଣି ବିଜେଡି ତାର ଗାଦି ବଞ୍ଚେଇବାରେ ସଫଳ ହେବ ତାକୁ ନେଇ ଚାଲିଛି ଉଭୟ ଦଳର ଅଙ୍କକଷା ।…

ଓଡ଼ିଶାକୁ ପଶ୍ଚିମବଙ୍ଗରୁ ସ୍ବାଭାବିକ ହେଲା ଆଳୁ ଆମଦାନୀ: ହଟିଲା ସୀମାନ୍ତ ବ୍ୟାରିକେଡ, କମିବ ଦର

ଭୁବନେଶ୍ୱର: ଓଡ଼ିଶାରୁ ଦୂର ହେବ ଆଳୁ ସଙ୍କଟ। ଦୀର୍ଘ ଦିନର ଛକାପନଝା ପରେ ଓଡ଼ିଶାକୁ ପଶ୍ଚିମବଙ୍ଗରୁ ସ୍ବାଭାବିକ ହେଲା ଆଳୁ ଆମଦାନୀ। ସୀମାନ୍ତ ସାଲପୋଟା ନିକଟରେ ଥିବା ପଶ୍ଚିମବଙ୍ଗର ନାକା ଗତକାଲି ରାତିରେ ପ୍ରତ୍ୟାହୃତ ହୋଇଛି। ଫଳରେ ଓଡ଼ିଶା ପହଞ୍ଚିଲା ପଶ୍ଚିମବଙ୍ଗ ଆଳୁ। ପଶ୍ଚିମବଙ୍ଗ…

ପୁଣି ମୁକୁଳା ଡ୍ରେନରେ ଭାସିଗଲା କୁନିପୁଅ, ୪ ଘଣ୍ଟା ପରେ ମିଳିଲା ମୃତଦେହ

ବ୍ରହ୍ମପୁର: ମାସେ ତଳେ ରାଜଧାନୀ ଭୁବନେଶ୍ୱର ମୁକୁଳା ଡ୍ରେନରେ ନାବାଳକ ପଡିଯିବା ଘଟଣା ମନରୁ ନଲିଭୁଣୁ ବ୍ରହ୍ମପୁରରେ ଆଉ ଏକ ସମାନ ଘଟଣା ଘଟିଛି। ଏଠାରେ ପୁଣି ମୁକୁଳା ଡ୍ରେନ ନାଳରେ ଭାସିଗଲା ୧୦ ବର୍ଷ ନାବାଳକ। ଦୀର୍ଘ ୪ ଘଣ୍ଟା ପରେ ନାବାଳକର ମୃତଦେହ ଉଦ୍ଧାର ହୋଇଛି। ତେବେ ଲଗାଣ ବର୍ଷାରେ…

ଚିକିଟି ମଦ ମୃତ୍ୟୁ ମାମଲା: ବ୍ରହ୍ମପୁର ଅବକାରୀ ଇନ୍ସପେକ୍ଟର ଓ ଏସ୍‌ଆଇଙ୍କ ବଦଳି

ଭୁବନେଶ୍ୱର: ଚିକିଟି ମଦ ମୃତ୍ୟୁ ଘଟଣା ପରେ ୨ ଅଧିକାରୀଙ୍କ ବଦଳି। ବ୍ରହ୍ମପୁର ଅବକାରୀ ଇନ୍ସପେକ୍ଟର ଓ ଏସ୍‌ଆଇଙ୍କ ବଦଳି ହୋଇଥିବା ସୂଚନା ରହିଛି। ବ୍ରହ୍ମପୁର ଅବକାରୀ ଇନ୍ସପେକ୍ଟର ରମେଶ ଚନ୍ଦ୍ର ମହାନ୍ତିଙ୍କୁ କୋରାପୁଟକୁ ବଦଳି କରାଯାଇଥିବା ବେଳେ ଏସଆଇ ପ୍ରସନ୍ନ କୁମାର ଜାଲିଙ୍କୁ…

ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସଦର ରେଞ୍ଜର: ୮ଟି ସ୍ଥାନରେ ଚଢ଼ାଉ, ଟଏଲେଟ୍ ଫ୍ଲସ ଟାଙ୍କିରୁ ୨ ବିଡ଼ା ଟଙ୍କା ଜବତ

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର। ତାଙ୍କର ଢେ଼ଙ୍କାନାଳ ବାସ ଭବନରେ ଭିଜିଲାନ୍ସ ରେଡ କରୁଛି। କଟକର ସ୍ବତନ୍ତ୍ର ଟିମ୍ ଏକ ସାଙ୍ଗରେ ଆଠଟି ଜାଗାରେ ରେଡ୍ କରାଯାଉଛି। ଢେଙ୍କାନାଳର କାଲଟାକ୍ସ ଘରେ ଓ ତାଙ୍କ ଭାଇଙ୍କ ଘରେ ଚାଲିଛି ରେଡ। ରେଡ ବେଳେ ସଦର…

୩ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଗୋଟିଏ ଉପାଧ୍ୟକ୍ଷ ପଦ ପାଇଁ ଆଜି ନିର୍ବାଚନ

ଭୁବନେଶ୍ୱର: ଆଜି ୩ ପଞ୍ଚାୟତ ସମିତି ଅଧ୍ୟକ୍ଷ ଏବଂ ଗୋଟିଏ ପଞ୍ଚାୟତ ସମିତି ଉପାଧ୍ୟକ୍ଷଙ୍କ ପାଇଁ ହେବ ଭୋଟିଂ। ଖଲ୍ଲିକୋଟ, ରାଇଘର ଓ ଭାପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ପାଇଁ ଆଜି ନିର୍ବାଚନ ହେବ । ସେହିପରି ହରଭଙ୍ଗା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଦବୀ ପାଇଁ ଭୋଟ ପଡ଼ିବ। ସାଧାରଣ ନିର୍ବାଚନ…

ବ୍ରହ୍ମପୁରରେ ଭୟଙ୍କର ଦୁର୍ଘଟଣା: ବସ୍‌କୁ ଧକ୍କା ଦେଲା ଟ୍ୟାଙ୍କର, ୫ ମୃତ

ଗଞ୍ଜାମ: ବ୍ରହ୍ମପୁରରେ ଭୟଙ୍କର ସଡକ ଦୁର୍ଘଟଣା । ବସ୍‌କୁ ଧକ୍କା ଦେଲା ଟ୍ୟାଙ୍କର। ଏହି ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ଆସିଛି। ସମରଝୋଳ ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘରୋଇ ବସଟି ଭଞ୍ଜନଗର ରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ ଦୁର୍ଘଟଣା ଘଟିଛି। ସୂଚନା…