Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରେ ଶିଶୁ କୁପୋଷଣକୁ ବଡ ତଥ୍ୟ ରଖିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଗତ ପାଞ୍ଚ ବର୍ଷ ମଧ୍ୟରେ ଓଡ଼ିଶାରେ ମୋଟ ୯୫ ହଜାର ୪୪୩ ଜଣ ଶିଶୁ ଗୁରୁତର କୁପୋଷଣ (ଏନଏଏମ)ରେ ପୀଡିତ ହୋଇଛନ୍ତି । ୨୦୧୯-୨୦ରେ ଓଡ଼ିଶାରେ ମୋଟ ୨୬,୮୨୭ ଜଣ ଶିଶୁ ଏସଏଏମରେ ପୀଡିତ ଥିଲେ । ୨୦୨୦-୨୧ରେ ଏହି ସଂଖ୍ୟା ୨୨,୬୪୧ ଥିଲା; ୨୦୨୧-୨୨ରେ ୧୬,୮୧୩ ଜଣ ଶିଶୁ; ୨୦୨୨-୨୩ରେ…

ଆହୁରି ବିଳମ୍ୱ ହେବ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା: ମନ୍ତ୍ରୀ

ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିରରେ ଧାଡି ଦର୍ଶନ ପାଇଁ ଆହୁରି କିଛି ଦିନ ଅପେକ୍ଷା କରିବାକୁ ପଡିବ ଭକ୍ତଙ୍କୁ । କାରଣ ଏଯାଏଁ ଆରମ୍ଭ ହୋଇନି ଧାଡି ଦର୍ଶନ ବ୍ୟବସ୍ଥା । ପରିଚାଳନା କମିଟିର ଅନୁମୋଦନ ଲୋଡା ରହିଛି । ନୂତନ କମିଟି ଗଠନ ହିଁ ରାମ୍ପ ଓ କାଠ ବ୍ୟାରିକେଡ୍ ସଂସ୍ଥାପନକୁ ଅନୁମତି ଦେବ ।…

ହାସ୍ୟ ଅଭିନେତା ନରିଙ୍କୁ ଉଲଗ୍ନ କରି ବାଡ଼େଇଲେ ତୁଳସୀ ଗଣନାଟ୍ୟର ମାଲିକ !

ଭୁବନେଶ୍ବର: ଯାତ୍ରା ଜଗତର ପିଛା ଛାଡୁନି ବିବାଦ । ହାସ୍ୟ ଅଭିନେତା ନରି ପଣ୍ଡାଙ୍କୁ ତୁଳସୀ ଗଣନାଟ୍ୟର ମାଲିକ ଆକ୍ରମଣ କରିଥିବା ଅଭିଯୋଗ ଆସିଛି। ଚଣ୍ଡିଖୋଲ ଅଞ୍ଚଳରେ ଏକ ଢାବାରେ ଆକ୍ରମଣ ହୋଇଥିବା ଅଭିଯୋଗ କରିଛନ୍ତି ନରି । ଟଙ୍କା ଫେରାଇବାକୁ ଯାଇଥିବା ବେଳେ ତୁଳସୀ ମାଲିକ ଅନନ୍ତ…

ଆହୁରି ୨୪ ଘଣ୍ଟା ସିଝିବ ଓଡିଶା: ୪୩ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର: ଅସହ୍ୟ ତାତି ଓ ଗୁଳୁଗୁଳିରେ କଲବଲ ରାଜ୍ୟବାସୀ । ଆହୁରି ୨୪ ଘଣ୍ଟା ଗ୍ରୀଷ୍ମ ପ୍ରବାହ ବଢିବ । ଫଳରେ ୪୩ ଡିଗ୍ରୀ ଅତିକ୍ରମ କରିପାରେ ତାପମାତ୍ରା ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏନେଇ ୮ ଜିଲ୍ଲାକୁ ହିଟ୍ ୱେଭ୍ ଜାରି କରିଛି ପାଣିପାଗ ବିଭାଗ । ସେହି…

ସୁଭଦ୍ରାରୁ ବାଦ ପଡ଼ିଲେ ୧ଲକ୍ଷ ୪୩ହଜାରରୁ ଉର୍ଦ୍ଧ୍ବ ମହିଳା: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ବଡ଼ ଖବର ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ସୁଭଦ୍ରା ଯୋଜନାରୁ ୧ଲକ୍ଷ ୪୩ହଜାର ୭୮୫ଜଣ ମହିଳା ବାଦ ପଡ଼ିଛନ୍ତି ବୋଲି ଆଜି ବିଧାନସଭାରେ ସୁଭଦ୍ରାର ପ୍ରଥମ ଓ ଦ୍ୱିତୀୟ କିସ୍ତି ନେଇ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି…

ବଡ ମେଡିକାଲରେ ୬୦ ଭେଣ୍ଟିଲେଟର ଅଚଳ

କଟକ:ସାମ୍ନାକୁ ଆସିଛି ରାଜ୍ୟର ସର୍ବବୃହତ୍‌ ମେଡିକାଲ କଲେଜ ହସ୍ପିଟାଲ ଏସସିବିରେ ବଡ ଅବ୍ୟବସ୍ଥା । ଗୋଟିଏ କି ଦୁଇଟି ନୁହେଁ, ପ୍ରାୟ ୬୦ଟି ଭେଣ୍ଟିଲେଟର ଏବେ ଅକାମୀ ହୋଇପଡିଛି । ତାହାକୁ ସଜାଡିଲେ ବି ମାତ୍ର ୨୦ ମିନିଟ୍‌ ଚାଲି ବନ୍ଦ ହୋଇଯାଉଛି। ଫଳରେ ଏସସିବିରେ ‌ରୋଗୀ ସେବା କ୍ଷେତ୍ରରେ…

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରି ଫରେଷ୍ଟର ଗିରଫ

ଗୁଣୁପୁର: ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ଫରେଷ୍ଟର । ଏଭଳି ଲଜ୍ଜା ଜନକ ଖବର ଆସିଛି ଗୁଣୁପୁରରୁ । ଜଣେ ୧୨ ବର୍ଷୀୟ ନାବାଳିକା ବଳାତ୍କାର ମାମଲାରେ ପଦ୍ମପୁର ଥାନା ପୋଲିସ ଜଣେ କାର୍ଯ୍ୟରତ ଫରେଷ୍ଟରଙ୍କୁ ଗିରଫ କରିଛି । ଗିରଫ ଫରେଷ୍ଟର ଜଣକ ହେଲେ ନରସିଂହ ଶତପଥୀ (୫୯) ।…

ଭୁବନେଶ୍ୱର ବିମାନବନ୍ଦରରୁ ସାପ ଓ କଇଁଛ ଜବତ, ଜଣେ ଗିରଫ

ଭୁବନେଶ୍ଵର: ଭୁବନେଶ୍ବର ବିମାନ ବନ୍ଦରରେ କଇଁଛ ସହ ଅନେକ ସରୀସୃପ ଉଦ୍ଧାର । ଝିଟିପିଟି, ଗୋଧି, ବୋଡ଼ା ସାପ ଆଦିକୁ ଉଦ୍ଧାର କଲା କଷ୍ଟମ ବିଭାଗ । ବ୍ୟାଂକକ୍‌ରୁ ଭାୟା ଭୁବନେଶ୍ବର ଦେଇ ଚେନ୍ନାଇ ଚାଲାଣ ହେଉଥିବା ବେଳେ ଜବତ କଲା ବିଭାଗ । ବିସ୍କୁଟ ଡବାରେ ଚାଲାଣ ହେଉଥିଲା ସାପ । ତେବେ ୯ଟି…

ଲଭ୍, ସେକ୍ସ ଏବଂ ଧୋକା: ଖାକି ପୋଷାକରେ ଲାଗିଲା ଦାଗ, ଗିରଫ ହେଲେ ଏସଆଇ ବାବୁ

ଜଳେଶ୍ବର: ପୁଣି ଖାକି ପୋଷାକରେ ଲାଗିଲା ଦାଗ । ପ୍ରେମ, ପ୍ରତାରଣା ଅଭିଯୋଗରେ ଗିରଫ ହେଲେ ଏସଆଇ ବାବୁ । ମାଲକାନଗିରି ଜିଲ୍ଲାରେ ଏସଓଜି ଟ୍ରେନିଂ ନେଉଥିବା ଏସଆଇ ବିଜୟ ସାହୁଙ୍କୁ ଗିରଫ କରିଛି ପୋଲିସ । ଏସଆଇ ବିଜୟ ସାହୁଙ୍କ ଘର ବାଲିଆପାଳ ବଡ଼ତାଳପଦା ହୋଇଥିବା ବେଳେ ସେ ମାଲକାନଗିରିରେ…

ଆସନ୍ତା ୧୨ ତାରିଖରେ ଓଡ଼ିଶା ଆସିବେ ଜେପି ନଡ୍ଡା

ଭୁବନେଶ୍ଵର: ଆସନ୍ତା ୧୨ ତାରିଖରେ ଓଡ଼ିଶା ଆସିବେ ଜେପି ନଡ୍ଡା । ଏନେଇ ସୂଚନା ଦେଇଛନ୍ତି ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ । ବିଜେପିର ସାଂଗଠନିକ କାର୍ଯ୍ୟରେ ଯୋଗ ଦେବେ ନଡ୍ଡା । ତେବେ ନଡ୍ଡାଙ୍କ ଗସ୍ତ ପରେ ରାଜ୍ୟ ବିଜେପି ସଭାପତିଙ୍କ ନାଁ ଘୋଷଣା କରାଯିବ । ଆସନ୍ତା ଏପ୍ରିଲ ୧୪ ତାରିଖ…