Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆସୁଛି ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର: ଗୋଟିଏ ପରେ ଗୋଟିଏ ଧାଡ଼ିବାନ୍ଧି ଆସିବାରେ ଲାଗିଛି ଲଘୁଚାପ l ଆସନ୍ତା ୨୪ ଘଣ୍ଟା ଭିତରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ନେଇ ସମ୍ଭାବନା ରହିଛି l ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା ନିକଟ ସମୁଦ୍ରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି l ଘୂର୍ଣ୍ଣିବଳୟ…

ଜାମ୍ମୁକାଶ୍ମୀର ପୋଲିସ୍ ପ୍ରଶାସନର ମୁଖିଆ ହେଲେ ଓଡିଆ ପୁଅ

ଭୁବନେଶ୍ବର: ଜାମ୍ମୁକାଶ୍ମୀର ପୋଲିସ୍ ପ୍ରଶାସନର ମୁଖିଆ ଭାର ଗ୍ରହଣ କଲେ ଓଡିଆ ପୁଅ । ଓଡ଼ିଶାର ରଶ୍ମୀରଂଜନ ସ୍ବାଇଁ ଜାମ୍ମୁକାଶ୍ମୀର ଡିଜିପି ଭାବେ ନିଯୁକ୍ତି ହୋଇଛନ୍ତି । ଏଜିଏମୟୁଟି କ୍ୟାଡରର ଓଡ଼ିଆ ଆଇପିଏସ୍‌ ରଶ୍ମୀରଂଜନ ସ୍ବାଇଁଙ୍କ ନିଯୁକ୍ତି ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ…

ଉପରମୁଣ୍ଡରେ ବର୍ଷା ଯୋଗୁଁ ବଢୁଛି ମହାନଦୀ ଜଳସ୍ତର, ନାହିଁ ବନ୍ୟା ଆଶଙ୍କା

ସମ୍ବଲପୁର: ରାଜ୍ୟରେ ଜାରି ରହିଛି ବର୍ଷା ବିତ୍ପାତ । ଅନ୍ୟପଟେ ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣ ବଢୁଛି ହୀରାକୁଦ ଜଳସ୍ତର । ଫଳରେ ରାଜ୍ୟରେ ମହାନଦୀ ପ୍ରମୁଖ ଅନ୍ୟାନ୍ୟ ନଦୀ, ନାଳ ପୁରିଥିବାରୁ ଅନେକ ସ୍ଥାନରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯାହାକୁ ନେଇ ବନ୍ୟା ଆଶଙ୍କା…

ଲଗାଣ ବର୍ଷାରେ ବେହାଲ ଓଡିଶା, ବାଙ୍କୀରେ ସର୍ବାଧିକ ବର୍ଷା ରେକର୍ଡ

କଟକ: ରାଜ୍ୟର ଅନେକ ସ୍ଥାନରେ ଜାରି ରହିଛି ଲଗାଣ ବର୍ଷା । ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ । ଏହାରି ଭିତରେ ଗତ ୨୪ ଘଣ୍ଟାରେ କଟକ ବାଙ୍କୀରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ବାଙ୍କୀରେ ସର୍ବାଧିକ ୩୧୭ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ନୟାଗଡ଼ ଭାପୁରରେ ଦ୍ବିତୀୟ ସର୍ବାଧିକ ୨୧୦…

ହିଣ୍ଡାଲକୋ ଖଣି ମାମଲାରେ ଆକ୍ସନ ମୋଡ଼ରେ ସିବିଆଇ

ଭୁବନେଶ୍ୱର: ୨୦୧୧ରୁ ୨୦୧୩ ମଧ୍ୟରେ କୋଇଲା ଖନନ ପାଇଁ ପରିବେଶ ମଞ୍ଜୁରି ପାଇବାରେ ଦୁର୍ନୀତି ଅଭିଯୋଗରେ ଆଦିତ୍ୟ ବିର୍ଲା ଗ୍ରୁପର ଅଗ୍ରଣୀ ଆଲୁମିନିୟମ ଉତ୍ପାଦନକାରୀ ହିଣ୍ଡାଲକୋ ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମାମଲା ରୁଜୁ କରିଛି। ଓଡ଼ିଶାର ଝାରସୁଗୁଡ଼ାର ପ୍ରଦୂଷିତ…

ଭିଜିଲାନ୍ସ ଜାଲରେ ଆଠଗଡ଼ ବିଡିଓ, ୮ଟି ସ୍ଥାନରେ ଚାଲିଛି ରେଡ୍

କଟକ: ଭିଜିଲାନ୍ସ ଜାଲରେ କଟକ ଆଠଗଡ଼ ବିଡିଓ। ଏକକାନୀଳ ୮ଟି ସ୍ଥାନରେ ଚାଲିଛି ରେଡ୍। ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍‌ ଚାଲିଛି। ଭୁବନେଶ୍ବର, ଖୋର୍ଦ୍ଧା, ନୟାଗଡ଼ ଓ ଆଠଗଡ଼ ସମେତ ଏକକାଳୀନ…

ବିଜେଡି ମାରିବ ପୋଲାଭରମ୍ ବାଣ !

ଭୁବନେଶ୍ୱର: ପୋଲାଭରମ୍ ପ୍ରକଳ୍ପକୁ ଅସ୍ତ୍ର କରି ଗୋଟିଏ ଗୁଳିରେ ବିଜେଡି ମାରିବ ଦୁଇଟି ତୀର। ଉଭୟ କେନ୍ଦ୍ର ଓ ରାଜ୍ୟରେ କ୍ଷମତାରେ ବିଜେପି ରହିଥିବା ବେଳେ ପୋଲାଭରମକୁ ବଡ଼ ପ୍ରସଙ୍ଗ କରି ଜନତାଙ୍କ ବିଶ୍ବାସ ଜିତିବାକୁ ଉଦ୍ୟମ କରିବ ବିଜେଡି । ପୋଲାଭରମ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବ ବିଜେଡି…

ଗୁଳି ଫୁଟି ୨ ମୃତ ଘଟଣା, ୨ ଜଣଙ୍କୁ ଅଟକ ରଖିଲା ପୋଲିସ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ପୋଲିସ ପିସ୍ତଲରୁ ଗୁଳି ଫୁଟି ୨ ଜଣଙ୍କ ମୃତ୍ୟୁ ଘଟଣାରେ ୨ ଜଣଙ୍କୁ ଅଟକ ରଖିଛି ପୋଲିସ। ଉଭୟ ଅଭିଯୁକ୍ତ ଚୁଲିମାଲ ଗାଁର ବୋଲି ଜଣାପଡିଛି। ତେବେ ଘଟଣାର କାରଣ ଏବେ ବି ଅସ୍ପଷ୍ଟ । ଅଟକ ରଖାଯାଇଥିବା ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଆଜି ପଚରାଉଚୁରା…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି, ୪ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରାବଣ-ଶୁକ୍ଳ ତୃତୀୟା ତିଥିରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ଵିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ଏହି ଗୁପ୍ତସେବା ନୀତି ପାଇଁ ଦୀର୍ଘ ୪ ଘଣ୍ଟା ପାଇଁ…