Latest Odisha News

BREAKING NEWS

Browsing Category

ଓଡିଶା

Odisha

ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ସାଂଘାତିକ ବୟାନ ଦେଲେ ମମତା ମହାନ୍ତ

ଭୁବନେଶ୍ଵର: ଦଳ ଛାଡିବା ପରେ ବିଜେଡି ବିରୋଧରେ ମମତା ମହାନ୍ତଙ୍କ ବିସ୍ଫୋରକ ବୟାନ । ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ସାଂଘାତିକ ବୟାନ ଦେଲେ ମମତା ମହାନ୍ତ । ୪ରେ ତୁମ ହିସାବ କରାଯିବ ବୋଲି ମମତାଙ୍କୁ ବବି କହିଥିଲେ ବୋଲି କହିଛନ୍ତି ମମତା । ପଞ୍ଚାୟତ ନିର୍ବାଚନ ପର୍ଯ୍ୟନ୍ତ ସବୁ ଠିକ ଥିଲା,…

ପୁଣି ବଢିଲା ଆଳୁ ଦର, ବୈଠକ ଡାକିଲେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟରେ ଆଳୁ ଦର ସାମାନ୍ୟ ଖସିଥିବା ବେଳେ ଏବେ ପୁଣି ଥରେ ବଢିଛି ଆଳୁ ଦର । ପୁଣୀ ଥରେ ଆଳୁ ଦର ବଢ଼ିବା ପରେ ଜରୁରୀ ବୈଠକ ଡାକିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବ୍ୟବସାୟୀ ମହାସଂଘ, ଶୀତଳ ଭଣ୍ଡାର ମାଲିକ, ଖୁଚୁରା ବ୍ୟବସାୟୀଙ୍କ ସହ ବୈଠକ କରିଛନ୍ତି ମନ୍ତ୍ରୀ ।…

ବିଡ଼ି ଓ ଖଣି ଶ୍ରମିକଙ୍କ ପିଲାଙ୍କ ପାଇଁ ବାର୍ଷିକ ଛାତ୍ରବୃତ୍ତି ଯୋଜନାରେ ଆବେଦନ ଆହ୍ୱାନ

ଭୁବନେଶ୍ୱର: କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ବିଡ଼ି, ସିନେ ଓ ଖଣି (କୋଇଲାକୁ ଛାଡ଼ି) ଶ୍ରମିକଙ୍କ ପିଲାମାନଙ୍କ ପାଇଁ ବାର୍ଷିକ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି । ଆଗ୍ରହୀ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଠାରୁ ଉକ୍ତ ଯୋଜନା ପାଇଁ ଆବେଦନ ଆହ୍ୱାନ କରାଯାଇଛି । ପ୍ରଥମରୁ ଦଶମ…

ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ; ଜଣେ ମୃତ ଓ ୬ ଗୁରୁତର

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାର ଏକ ଘରୋଇ ପ୍ଲାଣ୍ଟରେ ମଙ୍ଗଳବାର ଦିନ ବିଷାକ୍ତ କାର୍ବନ ମନୋକ୍ସାଇଡ ଗ୍ୟାସ ଲିକ ହେବା ଯୋଗୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ଝାରସୁଗୁଡା ଜିଲ୍ଲାର ବୁଢୀପଦର ସ୍ଥିତ ଓଡ଼ିଶା ମେଟାଲିକ୍…

ନବଘନ ପାଟ୍ଟଶାଣୀ ହତ୍ଯା ମାମଲା, ମୁଖ୍ୟ ଅଭିଯୁକ୍ତକୁ ବନ୍ଧିଲା ପୋଲିସ

ଭୁବନେଶ୍ୱର: ବରମୁଣ୍ଡା ନବଘନ ପାଟ୍ଟଶାଣୀ ଓରଫ ବାଙ୍କା ହତ୍ୟା ମାମଲା l ୨ ଜଣଙ୍କୁ ଗିରଫ କଲା କମିସନରେଟ ପୋଲିସ l ମୁଖ୍ୟ ଅଭିଯୁକ୍ତ ବଣ୍ଟି ସହିତ ଡ୍ରାଇଭର ବିଜୟ ନାୟକକୁ ଗିରଫ କଲା ପୋଲିସ l ଏଥିସହ ମୃତଦେହ ନେଇଥିବା ଇନୋଭା କାର୍‌କୁ ଜବତ କଲା ପୋଲିସ l ଟଙ୍କା କାରବାରକୁ ନେଇ ନବଘନକୁ ହତ୍ୟା…

ଲାଞ୍ଚ କାରବାରକୁ ନେଇ ସିଡିପିଓଙ୍କ ଉପରେ ବର୍ଷିଲେ ବିଧାୟକ

ନବରଙ୍ଗପୁର: ନବରଙ୍ଗପୁର ବିଧାୟକଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମରେ ସିଡିପିଓ ସବିତା ରାଣୀ ବ୍ରହ୍ମାଙ୍କ ଉପରେ ବର୍ଷିଲେ ବିଧାୟକ ଗୌରୀ ଶଙ୍କର ମାଝୀ । ଏସଏଚଜି ଗ୍ରୁପକୁ ପୋଷାକ ବଣ୍ଟନ ବାବଦକୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିବା ନେଇ ଖବର ମିଳିବା ପରେ ବିଧାୟକ ଗୌରୀ ଶଙ୍କର ମାଝୀ ତାଙ୍କ ଉପରେ…

ବିଜେଡିକୁ ‘ନୀଳଗିରି’ ଟେନସନ୍

ଭୁବନେଶ୍ବର: ନିର୍ବାଚନ ବେଳେ ଦଳବଦଳର ସାଇଡ୍ ଇଫେକ୍ଟ । ବିଜେଡିକୁ ମହଙ୍ଗା ପଡିପାରେ ଟିକେଟ ନିଷ୍ପତ୍ତି। ଟଳମଳ ନୀଳଗିରି ଏନଏସି ଅଧ୍ୟକ୍ଷାଙ୍କ ପଦ । ଅନାସ୍ଥା ପ୍ରସ୍ତାବ ଆଗତ କଲେ ଦଳୀୟ କାଉନସିଲର । ବାଲେଶ୍ବର ଜିଲ୍ଲା ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ରାଜନୀତି ନେଇଛି ନୂଆ ମୋଡ଼ ।…

‘ଆଗାମୀ ଦିନରେ ନୂଆପଡାକୁ ଅତ୍ୟାଧୁନିକ ଜିଲ୍ଲା ଭାବେ ପରିଗଣିତ କରି ବିକଶିତ କରାଯିବ’

ନୂଆପଡା: ନୂଆପଡାରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ଆଜି ଦିନିକିଆ ନୂଆପଡା ଜିଲ୍ଲାକୁ ଗସ୍ତ କରି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ରାଜ୍ୟରେ ବିଜେପିର ନୂତନ ସରକାର ଗଠନ ହେବାପରେ, ପ୍ରଥମ ପାଳିରେ ନୂଆପଡା ଜିଲ୍ଲାରେ ପହଞ୍ଚିବା ପରେ ଜିଲ୍ଲା…

ନବୀନଙ୍କ ନୂଆ କମିଟିରେ ବଡ଼ ସଂକେତ

ଭୁବନେଶ୍ବର: ନବୀନଙ୍କ ନୂଆ କମିଟିରେ ବିଜେଡି ରାଜନୀତିକୁ ନେଇ ବଡ ସଂକେତ । ମମତା ମହନ୍ତ ବିଜେଡି ଛାଡିବା ପରଠୁ ଦଳକୁ ଏକଜୁଟ୍ କରିବାକୁ ଦମ୍ ଲଗାଇଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ । ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମର ସଂଯୋଜନା ଓ ତଦାରଖ କରିବା ପାଇଁ ଗଠନ କରିଛନ୍ତି କମିଟି । ଦେବୀ…

ଆଗାମୀ ୩ ଘଣ୍ଟା ଯାଏଁ ଏସବୁ ଜିଲ୍ଲାରେ ବର୍ଷିବ, ଅରେଞ୍ଜ ଆଲର୍ଟ ଜାରି

ଭୁବନେଶ୍ୱର: ଆଗାମୀ ୩ ଘଣ୍ଟା ପାଇଁ ୧୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏସବୁ ଜିଲ୍ଲାଗୁଡିକ ହେଉଛି ପୁରୀ, ଖୋର୍ଦ୍ଧା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ସୁନ୍ଦରଗଡ, ସୋନପୁର, ବୌଦ୍ଧ, ସମ୍ବଲପୁର, ନବରଙ୍ଗପୁର,…