Latest Odisha News
Browsing Category

ଓଡିଶା

Odisha

ଟ୍ରେଣ୍ଡିଙ୍ଗରେ ରାଜନେତାଙ୍କ ଦ୍ଵିତୀୟ ଇନିଂସ୍, ଆଜି ବିବାହ କରିବେ ବିଜେଡି ନେତା ପ୍ରଦୀପ ମାଝୀ

ଭୁବନେଶ୍ଵର: ଟ୍ରେଣ୍ଡିଙ୍ଗରେ ଚାଲିଛି ରାଜନେତା ମାନଙ୍କର ଦ୍ଵିତୀୟ ଇନିଂସ୍ ତଥା ଦ୍ଵିତୀୟ ବିବାହ । କିଛି ଦିନ ତଳେ କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ଦ୍ଵିତୀୟ ବିବାହ କରିଥିବା ବେଳେ ଗତକାଲି ଜାଗ୍ରତିଙ୍କ ହାତ ଧରିଛନ୍ତି ବାଳୁଙ୍ଗା ଟୋକା ଅନୁଭବ । ଦିଲ୍ଲୀରେ ବାନ୍ଧବୀ…

ଆସିଲା ଡଲ୍‌‌ଫିନ୍‌‌ ଗଣନା ରିପୋର୍ଟ, ଚିଲିକା ଡିଭିଜନ୍‌‌ରେ ରହିଛି ସର୍ବାଧିକ

ଭୁବନେଶ୍ୱର: ଆସିଲା ରାଜ୍ୟର ଡଲ୍‌‌ଫିନ୍‌‌ ଗଣନା ରିପୋର୍ଟ। ରାଜ୍ୟରେ ମୋଟ ୭୧୦ ଡଲଫିନ୍‌‌ ରହିଛି ବୋଲି ସୂଚନା ମିଳିଛି। ଏନେଇ ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ଓଡ଼ିଶାରେ ଡଲ୍‌‌ଫିନ୍‌‌ ଗଣଣା ରିପୋର୍ଟ ଅନୁଯାୟୀ,…

ରାଜ୍ୟରେ ଆହୁରି ୩ ଦିନ କଲବଲ କରିବ ତାତି, ୪୦ ଡିଗ୍ରୀ ଟପିବ ତାପମାତ୍ରା

ଭୁବନେଶ୍ୱର: ଆକାଶରୁ ହେବ ଅଗ୍ନିବର୍ଷା। ସାରା ରାଜ୍ୟରେ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଥିବାବେଳେ ଆସନ୍ତା ୨ ଦିନ ଅଗ୍ନିବର୍ଷା ନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରାଜ୍ୟରେ ୪୦ ଡିଗ୍ରୀ ଟପିବ ତାପମାତ୍ରା। ଆସନ୍ତା ଦୁଇ ଦିନ ହୋଇପାରେ…

ଅଭୟାରଣ୍ୟରେ ଅତର୍କିତ ଚଢ଼ାଉ: ୨ ଶିକାରୀ ଗିରଫ

ନୀଳଗିରୀ: କୁଳଡିହା ବନବିଭାଗ ପକ୍ଷରୁ ବାଘମପଡା ଵିଟ ଅଧିନରେ ଥିବା ଅଭୟାରଣ୍ୟରେ ଅତର୍କିତ ଚଢ଼ାଉ କରାଯାଇଛି। ଏହି ଘଟଣାରେ ଦୁଇ ଶିକାରୀଙ୍କୁ ଗିରଫ କରାଯାଇଛି। ଏଥିସହ ସେମାନଙ୍କଠାରୁ ୪ଟି ବନ୍ଧୁକ ଓ ବନ୍ୟଜନ୍ତୁ ହାଡ଼ ବନବିଭାଗ ଜବତ କରିଛି। ସୂଚନା ଅନୁସାରେ ହାତୀଖୁଲିଆ ନିକଟ ବାଘମପଡା…

କାରରେ ଲାଗିଲା ନିଆଁ, ଡ୍ରାଇଭର ଜୀବନ୍ତ ଦଗ୍ଧ

ପାରାଦୀପ: ପାରାଦୀପ ଲକ୍ ଥାନା କାଠଗଡ଼ା ନିକଟରେ ଅଘଟଣ। କାର୍ ସହ ଜଳିଗଲେ ଆରୋହୀ। ଗାଡ଼ି ଭିତରେ ଜୀବନ୍ତ ଦଗ୍ଧ ହୋଇଗଲେ ଡ୍ରାଇଭର। କାଠଗଡ଼ା ନିକଟରେ ଜଳିଗଲା କାର୍। ହଠାତ୍ କାରଟି ଜଳୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ କୁଜଙ୍ଗ ଅଗ୍ନିଶମ ବିଭାଗ…

ରାଉରକେଲାରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଲକୁଆ ଆହତ

ରାଉରକେଲା: ରାଉରକେଲାରେ ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନ୍‌କାଉଣ୍ଟର । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଲକୁଆ ଆହତ । ବିଶ୍ରା ଥାନା ଅକ୍ଷୟଶିଳା ଜଳପ୍ରପାତ ଅଞ୍ଚଳରେ ହୋଇଛି ଏହି ଏନ୍‌କାଉଣ୍ଟର । ଆହତ ଅପରାଧୀକୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା…

୨୪ ରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ବର: ଆସନ୍ତା ୨୪ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସୂଚନା ଅନୁସାରେ ୨୪ ତାରିଖ ଅପରାହ୍ନ ୧ଟା ୩୦ ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି। ପୂର୍ବ ଯୋଜନା ଅନୁସାରେ କଣ୍ଟିଲୋ ନିଳମାଧବଙ୍କୁ ଦର୍ଶନ କରିବେ। ଏ ସମ୍ପର୍କରେ ସୂଚନା…

ପୋଲିସକୁ ବଡ଼ ସଫଳତା; ୧୦ ହଜାର ୩୦୦ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ

ଭୁବନେଶ୍ୱର: ଆଜି କନ୍ଧମାଳ ଏବଂ ଗଜପତି ଜିଲ୍ଲା ପୋଲିସ ୫ ଟି ଥାନା ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ପ୍ରାୟ ୧୦ ହଜାର ୩୦୦ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ ହୋଇଛି। ସୂଚନା ଅନୁଯାୟୀ, ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ଡିଜିପି ଯୋଗେଶ ବାହାଦୁର ଖୁରାନିଆ…

ବରଗଡ଼-ନୂଆପଡ଼ା ରୋଡ୍ ରେଳ ଲାଇନ ଭାୟା ପଦମପୁର ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଜାରି

ଭୁବନେଶ୍ୱର: ବରଗଡ଼ ରୋଡ୍-ନୂଆପଡ଼ା ରୋଡ୍ ନୂତନ ରେଳପଥ ଭାୟା ପଦମପୁର ପ୍ରସ୍ତାବିତ ରେଳପଥର ନିର୍ମାଣ କାର୍ଯ୍ୟ ପାଇଁ ପ୍ରସ୍ତୁତିରେ ପୂର୍ବତଟ ରେଳପଥ ଦ୍ରୁତ ଅଗ୍ରଗତି କରୁଛି । ଏହା ଏକ ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଯାହାର ଲକ୍ଷ୍ୟ ହେଉଛି ଆଞ୍ଚଳିକ ସଂଯୋଗୀକରଣକୁ ବୃଦ୍ଧି…

ବିବାହ ବନ୍ଧନରେ ବାନ୍ଧି ହେଲେ ଅନୁଭବ-ଜାଗୃତି, ଦେଖନ୍ତୁ ଫଟୋ…

ଭୁବନେଶ୍ୱର: ବିବାହ ବନ୍ଧନରେ ବାନ୍ଧି ହେଲେ ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଲା। ସାମ୍ନାକୁ ଆସିଲା ସେମାନଙ୍କ ବିବାହର ଫଟୋ। ପରିବାରବର୍ଗ ଓ କିଛି ହାତଗଣତି ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ୨୦୧୯ରେ ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା…