Latest Odisha News

BREAKING NEWS

Browsing Category

ଓଡିଶା

Odisha

Cold Wave: ୨ ଦିନର ବ୍ରେକ୍ ପରେ ଫେରିଲା ଶୀତ, ପୁଣି ଜାଡରେ ଥରିଲା ଓଡିଶା

ଭୁବନେଶ୍ୱର: ଖସିଲା ପାରଦ, ବଢିଲା ଶୀତ। ୨ ଦିନର ବ୍ରେକ ପରେ ଫେରିଲା ଶୀତ। ରାତି ତାପମାତ୍ରା ୨ ରୁ ୫ ଡିଗ୍ରୀ ଖସିବା ପରେ ପୁଣି ଜାଡରେ ଥରିଲା ଓଡିଶା। ରାଜ୍ୟରେ ଶୀତ ଆହୁରି ବଢ଼ିବ। ଅଭ୍ୟାନ୍ତରୀଣ ଓଡ଼ିଶା ସହିତ ଦକ୍ଷିଣ ଓଡ଼ିଶାରେ ରହିବ ଶୀତ ପରକୋପ। ଆସନ୍ତା ୪ ଦିନ ଯାଏଁ ଲାଗି ରହିବ ଶୀତ…

Low Pressure: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବା ସମ୍ଭାବନା

ଭୁବନେଶ୍ୱର: ଶୀତରେ ଆସୁଛି ବର୍ଷା। ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବା ସମ୍ଭାବନା। ଆଗକୁ କିଭଳି ରହିବ ପ୍ରଭାବ ହୋଇନି ସ୍ପଷ୍ଟ। ସେପଟେ ଫସଲ ଅମଳ ବେଳେ ଲଘୁଚାପ କଥା ଶୁଣି ଛାନିଆ ଚାଷୀକୂଳ। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ସଲଗ୍ନ…

ଭାରତୀୟ ଭଲିବଲ୍‍ ସଂଘ ମୁଖ୍ୟ ପୃଷ୍ଠପୋଷକ ମନୋନୀତ ହେଲେ ଅଚ୍ୟୁତ ସାମନ୍ତ…

ଭୁବନେଶ୍ୱର: ବାରାଣସୀରେ ୭୨ତମ ବରିଷ୍ଠ ଜାତୀୟ ଭଲିବଲ୍ ଚାମ୍ପିଅନସିପ୍ ୨୦୨୬କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଉଦ୍‍ଘାଟନ କରିଥିଲେ। ଏହି ଅବସରରେ ସୋମବାର ଭାରତୀୟ ଭଲିବଲ୍‍ ସଂଘ (ଭିଏଫ୍‍ଆଇ)ର ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଦେଶର ସବୁ ରାଜ୍ୟରେ ଥିବା…

Paddy Procurement: ସରୁନି ମଣ୍ଡି ଯନ୍ତ୍ରଣା: ଧାନ କିଣାକୁ ନେଇ ଅଚଳାବସ୍ଥା ଜାରି, ଆନ୍ଦୋଳନରେ ମିଲର୍ସ

ଭୁବନେଶ୍ୱର: ସରକାରଙ୍କ ସହ ମିଲର୍ସଙ୍କ ବୈଠକ ଫେଲ୍। ମଣ୍ଡିରେ ଧାନ ବିକିବାକୁ ଦିନ ଗଣୁଛନ୍ତି ଚାଷୀ। ପଶ୍ଚିମ ଓଡ଼ିଶାରେ ବିଭିନ୍ନ ଧାନ ମଣ୍ଡିରେ ପଡିରହିଛି ଟନ୍ ଟନ୍ ଧାନ। ସେପଟେ ଟେକନ ଶେଷ ହେବାକୁ ଯାଉଥିବାରୁ ଚିନ୍ତାରେ ଚାଷୀ। ଜ୍ୟରେ ଧାନ କିଣାକୁ ନେଇ ଅଚଳାବସ୍ଥା ଜାରି ରହିଛି।…

ଜୁଆ ଆଡ୍ଡାରେ ଚଢ଼ଉ,ଜଣେ ମହିଳାଙ୍କ ସମେତ ୫ ଗିରଫ

ଗୋପାଳପୁର:  ଜୁଆ ଆଡ୍ଡା ଉପରେ ଚଢ଼ଉ କରି ଜଣେ ମହିଳାଙ୍କ ସମେତ ୫ ଜଣକୁ ଗିରଫ କରିଛି ପୋଲିସ । ଗୋପାଳପୁର ପୋଲିସ ବାହାଦୂରପେଟା ଏକ ତୋଟାରୁ ଚଢ଼ଉ କରି ପୋଲିସ ୬୦ ହଜାର ୨ ଶହ ଟଙ୍କା, ଗୋଟିଏ ଜରି ପାଲ,ଗୋଟିଏ ତାସ ପ୍ୟାକେଟ,୫ ଟି ମୋବାଇଲ ଜବତ କରିଛି । ଗିରଫ ଜୁଆଡି ମାନେ ହେଲେ ବ୍ରହ୍ମପୁର…

ପରଲୋକରେ ଯାତ୍ରା ଜଗତର ଦୁର୍ଦ୍ଦାନ୍ତ ଖଳନାୟକ ଜ୍ଞାନରଞ୍ଜନ

ଭୁବନେଶ୍ବର: ଓଡ଼ିଆ ଯାତ୍ରା ଜଗତ ଜଣେ ସୁନାମଧନ୍ୟ କଳାକାରଙ୍କୁ ହରାଇଛି । ସୋମବାର ଜଲିଉଡ ଦୁର୍ଦ୍ଦାନ୍ତ ଖଳନାୟକ ଜ୍ଞାନ ରଞ୍ଜନ ସାହୁଙ୍କର ଚିକିତ୍ସାଧିନ ଅବସ୍ତାରେ ଭୁବନ ମେଡିକାଲରେ ଦେହାନ୍ତ ହୋଇଛି। ସେ ଜଣ୍ଡିସରେ ଆକ୍ରାନ୍ତ ଥିବା ସୂଚନା ମିଳିଛି। ଏହା ସହ ଲିଭର ସିରୋସିସ୍ ରୋଗରେ ପୀଡିତ…

Illegal Mining: ସରକାରୀ ଛତ୍ରଛାୟାରେ ଖଣି ଲୁଟ ଚାଲିଛି: ବିଜେଡି

ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲାର ଗୋପାଳପୁର ଗାଁରେ ଏକ ପଥର/ଡୋଲୋମାଇଟ୍ ଖଣିରେ ଏକ ଦୁଃଖଦ ବିସ୍ଫୋରଣ ଦୁର୍ଘଟଣା ଘଟିଛି, ଯେଉଁଥିରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ ବିଜେଡି ଦୁଃଖ ପ୍ରକାଶ କରିବା ସହ ରାଜ୍ୟ ବିଜେପି ସରକାରଙ୍କୁ ସମାଲୋଚନା କରିଛି । ଆଜି ଶଙ୍ଖ ଭବନରେ ଅନୁଷ୍ଠିତ…

Odisha Parba 2.0: ଗୌହାଟୀରେ ତିନିଦିନ ଧରି ଚାଲିବ ‘ଦ୍ୱିତୀୟ ଓଡିଶା ପରବ’; ଓଡିଶାର ସାଂସ୍କୃତିକ ଐତିହ୍ୟ ହେବ…

ଭୁବନେଶ୍ୱର: ଆସନ୍ତା ଜାନୁୟାରୀ ୩୦ରୁ ଫେବୃଆରୀ ୧ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଆସାମର ଗୌହାଟୀର ରାଡିସନ ବ୍ଲୁ ହୋଟେଲ ରେ ଆୟୋଜିତ ହେବାକୁ ଥିବା ‘ଦ୍ୱିତୀୟ ଓଡ଼ିଶା ପରବ’ ପରିପ୍ରେକ୍ଷୀରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୋଟ ୬ଟି ବିଭାଗ ତରଫରୁ ୨୦ ଟି ଷ୍ଟଲ ଏବଂ…

ସ୍କୁଲ ପରିସରରେ ଅଘଟଣ: ନିଆଁରେ ପୋଡି ୪ ଛାତ୍ର ଗୁରୁତର

ରାୟଗଡ଼ା: ରାୟଗଡ଼ାଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ପାଇକଡ଼ାକୁଲୁଗୁଡ଼ାସ୍ଥ ଉନ୍ନିତ ଉଚ୍ଚ ବିଦ୍ୟାଳୟ ପରିସରରେ ଅଘଟଣ। ବିଦ୍ୟାଳୟ ପରିସରରେ ପାଠପଢ଼ା ଚାଲିଥିଲା ବଳେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୪ ଜଣ ଛାତ୍ର ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା…

୪ ଓଡ଼ିଆଙ୍କୁ ସି ଭି ରମଣ ପୁରସ୍କାର

ଭୁବନେଶ୍ବର:୨୦୨୬ ବର୍ଷ ପାଇଁ ସି ଭି ରମଣ ସମ୍ମାନ ଚୟନ ପରିଷଦ ପକ୍ଷରୁ ସି ଭି ରମଣ ପୁରସ୍କାର ଘୋଷଣା ହୋଇଛି । ତେବେ ୪ ଓଡ଼ିଆଙ୍କୁ ମିଳିବ ସି ଭି ରମଣ ପୁରସ୍କାର । ସେମାନଙ୍କ ମଧ୍ୟରୁ ପଦାର୍ଥ ବିଜ୍ଞାନ ର ଗବେଷଣା କ୍ଷେତ୍ରରେ ମୁମ୍ବାଇ ସ୍ଥିତ ଭାବା ଆଣବିକ ଗବେଷଣା କେନ୍ଦ୍ରର ପୂର୍ବତନ…