Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅନୁଗୁଳ ତାଳଚେରରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ, ସରକାର ଦେଲେ ଅନୁମତି

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା ତାଳଚେରରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ସୋମବାର ଏକ ବିଜ୍ଞପ୍ତିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଛି, ନୂତନ ମେଡିକାଲ କଲେଜ କାର୍ଯ୍ଯକ୍ଷମ କରିବା ପାଇଁ ପ୍ରସ୍ତୁତି ସ୍ୱରୂପ ଏମସିଏଲ ବର୍ତ୍ତମାନର…

ପଦ୍ମପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥାନ ଚିହ୍ନଟ, ଜିଲ୍ଲା ମାନ୍ୟତା ଖୁବଶୀଘ୍ର!

ବରଗଡ: ବରଗଡ ଜିଲ୍ଲା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ପ୍ରତିଶ୍ରୁତି ଏବେ ସତ ହେବାକୁ ଯାଉଛି। ଉତ୍ତରାଞ୍ଚଳ ଡିଭିଜନର ରାଜସ୍ୱ ଡିଭିଜନ କମିଶନର ସୁରେଶ ଚନ୍ଦ୍ର ଦଳାଇ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଇଁ ସମ୍ଭାବ୍ୟ ସ୍ଥାନ ପରିଦର୍ଶନ…

ସମ୍ଭାବ୍ୟ ବର୍ଷା ପାଇଁ ବିଏମ୍‌ସିର ପ୍ରସ୍ତୁତି: କର୍ମଚାରୀଙ୍କ ଛୁଟି ବାତିଲ୍‌

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଯୋଗୁଁ ୬ ତାରିଖରେ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯିବା ପରେ ବିଏମ୍‌ସି ବ୍ୟାପକ ପ୍ରସ୍ତୁତି କରିଛି । ସହରରେ ଜଳ ନିଷ୍କାସନ କିପରି ଠିକ୍ ଭାବେ ହୋଇପାରିବ ସେନେଇ ବ୍ୟାପକ ପ୍ରସ୍ତୁତି କରିଛି । ଏହି ମର୍ମରେ ଏକ ପ୍ରସ୍ତୁତି ବୈଠକ ବିଏମ୍‌ସିରେ…

କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟା: ମୋହିନୀୟାଟ୍ଟମ୍‌ରେ ଶିବତତ୍ତ୍ୱ ଓ ଓଡ଼ିଶୀରେ କୃଷ୍ଣ ରସ କଲା ମନ୍ତ୍ରମୁଗ୍ଧ

କୋଣାର୍କ : ଶାସ୍ତ୍ରୀୟ ନୃତ୍ୟରେ ପୌରାଣିକ ପ୍ରସଙ୍ଗର ଅବତାରଣା ଭାବ ଓ ଭକ୍ତିର ସଂଚାର କରେ । ଏହି ଉକ୍ତିର ସତ୍ୟତାକୁ ପ୍ରକାଶ କରିଥିଲା ଅର୍କକ୍ଷେତ୍ର ସୂର୍ଯ୍ୟମନ୍ଦିର ପାଦଦେଶ ଅନ୍ତର୍ଗତ ମୁକ୍ତାକାଶ ରଙ୍ଗମଞ୍ଚ । ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ କୋଣାର୍କ ଉତ୍ସବର ଚତୁର୍ଥ ସଂଧ୍ୟାକୁ ରସମୟ…

ଗ୍ଲୋବାଲ ବାୟୋ ଇଣ୍ଡିଆ କାର୍ଯ୍ୟକ୍ରମ: ବାୟୋଟେକ୍ନୋଲୋଜିର ବିକାଶ କ୍ଷେତ୍ରରେ ଅଗ୍ରଣୀ ଓଡ଼ିଶା

ନୂଆଦିଲ୍ଲୀ: ନୂଆଦିଲ୍ଲୀର ପ୍ରଗତି ମଇଦାନର ଭାରତ ମଣ୍ଡପମରେ ଆରମ୍ଭ ହୋଇଛି ତିନିଦିନିଆ ‘ଗ୍ଲୋବାଲ ବାୟୋ ଇଣ୍ଡିଆ ୨୦୨୩’ । ଭାରତ ସରକାରଙ୍କ ବିଜ୍ଞାନ ଓ କାରିଗରି କୌଶଳ ମନ୍ତ୍ରାଳୟ ଅଧୀନରେ ଥିବା ବାୟୋଟେକ୍ନୋଲୋଜି ବିଭାଗ ଏବଂ ବାୟୋଟେକ୍ନୋଲୋଜି ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଆସିଷ୍ଟାନ୍ସ କାଉନସିଲ…

ଏଟିଏମ୍‌କୁ କାଟି ଦୁର୍ବୃତ୍ତ ଲୁଟିନେଲେ ୧୪. ୮୦ ଲକ୍ଷ ଟଙ୍କା

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ମିସନଛକଠାରେ ଥିବା ଏସ୍‌ବିଆଇ ଏଟିଏମ୍‌କୁ କାଟି ଦୁର୍ବୃତ୍ତମାନେ ୧୪ ଲକ୍ଷ ୮୦ ହଜାର ୫ଶହ ଟଙ୍କା ଲୁଟି ନେଇଛନ୍ତି । ଏନେଇ ଖଡ଼ିଆଳ ଏସ୍‌ବିଆଇର ଶାଖା ପରିଚାଳକ ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି । ରବିବାର ରାତିରେ…

ରାଜଧାନୀରେ ‘ରୟାଲ୍’ ଚୋର, କୁଖ୍ୟାତ ଗ୍ୟାଙ୍ଗର ପର୍ଦ୍ଦାଫାଶ କଲା ପୋଲିସ

ଭୁବନେଶ୍ୱର: ରାଜଧାନୀରେ ରୟାଲ୍ ଏନଫିଲ୍ଡ ଚଳାଇବାକୁ ଇଚ୍ଛୁକ ରଖୁଥିବା ବ୍ୟକ୍ତି ଏଣିକି ସାବଧାନ।  ବଡ ବଡିଆଙ୍କ ପେଣ୍ଠସ୍ଥଳୀ କୁହାଯାଉଥିବା ରାଜଧାନୀରୁ ଦୀର୍ଘ ଦିନ ଧରି ରୟାଲ ଏନଫିଲ୍ଡ ଚୋରି ହେଉଥିବା ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି ପୋଲିସ। ସୋମବାର ଦାମୀ ବାଇକ୍ ଚୋରି କରିବାରେ…

ଚଇତି ଇଡ଼ିଟାଲ ପାଇଁ ବାଜିଲା ବିଗୁଲ, ୩ ଦିନ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ

ରାୟଗଡା: ଇଡ଼ିଟାଲ ଚଇତି ୨୦୨୩ । ଗୁଣୁପୁର ଉପଖଣ୍ଡ ରେ ଚଳିତ ବର୍ଷ ଡିସେମ୍ବର ୨୧ ରୁ ୨୩ ତାରିଖ ତିନି ଦିନ ଧରି ଅନୁଷ୍ଠିତ ହେବ । ଏନେଇ ଉପଖଣ୍ଡ ସ୍ତରୀୟ ଇଡ଼ିଟାଲ ଚଇତି ପାଇଁ ଉପଜିଲ୍ଲାପାଳଙ୍କ ସଦଭାବନା ଗୃହରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗୁଣୁପୁର ବିଧାୟକ…

୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ, ମାଡିବସିଲା ଭିଜିଲାନ୍ସ

ଅନୁଗୁଳ: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ ନିତ୍ୟାନନ୍ଦ ଗାଇଗରିଆ । ସ୍ପୋର୍ଟସ ବିଭାଗର ଜୁନିଅର ଆସିଷ୍ଟାଣ୍ଡ କ୍ଳର୍କ ପୂର୍ଣ୍ଣଚନ୍ଦ୍ର ଭୁକ୍ତାଙ୍କ ଠାରୁ ଦରମା ମାମଲାରେ ଆଜି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କାବୁ କଲା ଭିଜିଲାନ୍ସ ବିଭାଗ । ମିଳିଥିବା ସୂଚନା ଅନୁସାରେ, ଅନୁଗୁଳ…

ଆଦିତ୍ୟ ବିର୍ଲା ପବ୍ଲିକ୍‌ ସ୍କୁଲର ସପ୍ତମ ସ୍ଥାପନା ଦିବସ

ଭୁବନେଶ୍ବର: ଆଦିତ୍ୟ ବିର୍ଲା ପବ୍ଲିକ୍‌ ସ୍କୁଲର ସପ୍ତମ ସ୍ଥାପନା ଦିବସ ଅୟୋଜିତ ହୋଇଯାଇଛି। ଦୁଇ ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଡିସେମ୍ବର ୨ ତାରିଖରେ ସ୍କୁଲ ପରିସର ‘କଳିଙ୍ଗ ଉତ୍ସବ’ ନାମରେ ଏକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ…