Latest Odisha News

BREAKING NEWS

Browsing Category

ଓଡିଶା

Odisha

କଲେଜ ଯାଉଥିବା ତିନି ଛାତ୍ରୀଙ୍କୁ ପିଟିଦେଲା ଟ୍ରକ; ୨ ମୃତ

ବରଗଡ଼: ବରଗଡ ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ ଧକ୍କାରେ ଚାଲିଗଲା ଦୁଇ ଛାତ୍ରୀଙ୍କ ଜୀବନ । ଏପରି ଦୁର୍ଘଟଣାକୁ ନେଇ ଗୋଡ଼ଭଗା-ବିନିକା ରାସ୍ତାରେ ଉତ୍ତକ୍ତ ଲୋକେ ରାସ୍ତା ଅବରାେଧ କରିଛନ୍ତି । ସୋମବାର ମଧ୍ୟାହ୍ନରେ ଘଟିଛି ଏହି ଏହି ଦୁର୍ଘଟଣା ।  ଗୋଡ଼ଭଗା-ବିନିକା ରାସ୍ତାର…

ବିଜେପି ଦଳର ପ୍ରବଞ୍ଚନାକୁ ଓଡ଼ିଶାବାସୀ ଠିକ୍ ବୁଝି ସାରିଲେଣି – କଂଗ୍ରେସ

ଭୁବନେଶ୍ୱର: ବିଜେପି ଦଳର ପ୍ରବଂଚନାକୁ ଓଡ଼ିଶାବାସୀ ଠିକ୍ ବୁଝି ସାରିଲେଣି । ଯେତେ ତ୍ରିରଙ୍ଗା ଯାତ୍ରା କରି ପାପ ଧୋଇବାକୁ ଚେଷ୍ଟା କଲେ ମଧ୍ୟ ସେଥିରେ ସେମାନେ ସଫଳ ହେବେ ନାହିଁ ବୋଲି ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ଏପରି ଅଭିଯୋଗ ହୋଇଛି । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ…

ଗାଁ ମଶାଣିରେ ସମ୍ପନ୍ନ ହେଲା ସହିଦ ନୀଳାଞ୍ଚଳଙ୍କ ଶେଷକୃତ୍ୟ

ବରଗଡ: ଗାଁ ଦାଣ୍ଡ କୋହକୋହ । ଲୁହଭର୍ତ୍ତି ଆକାଶ ଆଉ କୋହଭର୍ତ୍ତି ପବନ । ଘରଠୁ ମଶାଣି ସବୁଆଡ ଲୋକାରଣ୍ୟ । ହେଲେ କାହା ମୁହଁରେ ଭାଷା ନ ଥିଲା । ଭାରି ହୃଦୟରେ ଏମାଟିର ବୀର ପୁଅକୁ ଶେଷଦର୍ଶନ ଟିକିଏ କରିବା ପାଇଁ ଆଖି ସେମାନଙ୍କର ଘୂରି ବୁଲୁଥିଲା । ଆଜି ଜନ୍ମମାଟିରେ ବୀର ସହିଦଙ୍କ…

ବଳ ଗୋଟାଉଛି କଂଗ୍ରେସ; ଗିରିଧର ଗମାଙ୍ଗଙ୍କ ପରେ ଦଳକୁ ଫେରିବେ ଜୟରାମ ପାଙ୍ଗି!

ଭୁବନେଶ୍ୱର: ବିଆରଏସରୁ ମୁହଁ ଫେରାଉଛନ୍ତି ନେତା । ଓଡ଼ିଶାରେ ଦଳଗଠନକୁ ନେଇ ବିଆରଏସର ଆଭିମୁଖ୍ୟକୁ ଦେଖିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ ଓ ତାଙ୍କ ପରିବାର ସଦସ୍ୟଙ୍କ ପରେ ଏବେ ଜୟରାମ ପାଙ୍ଗିଙ୍କ ପାଳି । ଜୟରାମ ଏବେ କଂଗ୍ରେସକୁ ପୁଣି ଫେରିବାକୁ ଚାହୁଁଥିବା ନେଇ…

ଆଗୁଆ ନିର୍ବାଚନ ନେଇ ମୁହାଁମୁହିଁ ବିଜେପି-ବିଜେଡି: ସାଂସଦଙ୍କୁ କାଉଣ୍ଟର କଲେ ବିଧାୟକ

ଭୁବନେଶ୍ୱର: ବିଜେଡି ସହ ମେଣ୍ଟ କରିବୁନି । ଏକା ଏକା ଲଢିବୁ । ବାରମ୍ବାର ଗୋଟିଏ କଥା ଦୋହରାଉଛନ୍ତି ବିଜେପି ନେତୃବୃନ୍ଦ । ରାଜ୍ୟ ସଭାପତିଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀଙ୍କ ଯାଏ ସମସ୍ତଙ୍କ ମୁହଁରେ ଗୋଟିଏ କଥା । ବିଜେଡି ସହ ମେଣ୍ଟ କରିବୁନି । ନିକଟରେ ବିଜେପି ସାଂସଦ ଅପରାଜିତା…

କଂଗ୍ରେସକୁ ଫେରିବେ ନିଲମ୍ବିତ ନେତା ଓ ଦଳ ଛାଡିଥିବା ନେତା, ଦିଲ୍ଲୀରେ ଚାଲିଛି ଆଲୋଚନା

ଭୁବନେଶ୍ୱର: ରାଜ୍ଯରେ ବିଜେଡି ଓ ବିଜେପି ମଧ୍ୟରେ ସଂପର୍କ ଘଣି ହେଉଥିବା ନେଇ ଚର୍ଚ୍ଚା ଭିତରେ କଂଗ୍ରେସ ଏବେ ନିଜକୁ ଆହୁରି ମଜବୁତ କରି ଭୋଟ୍ ବ୍ୟାଙ୍କ ହାତେଇବାକୁ ଯାେଜନା କରୁଛି। ତେଣୁ ଦଳ ଛାଡିଥିବା ନେତା ଏବଂ ନିଲମ୍ବିତ ନେତାଙ୍କୁ ଦଳକୁ କିଭଳି ଫେରାଇ ଅଣାଯିବ ସେ ନେଇ ପ୍ରସ୍ତୁତି…

ଖୁବଶୀଘ୍ର ଓଡ଼ିଶାରୁ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ

ଭୁବନେଶ୍ୱର: ଖୁବଶୀଘ୍ର ଓଡ଼ିଶାରେ ଆଉ ଏକ ବନ୍ଦେ ଭାରତ ଏକ୍ସପ୍ରେସ ଆରମ୍ଭ ହେବାକୁ ଯାଉଛି। ଦ୍ୱିତୀୟ ବନ୍ଦେ ଭାରତ ରାଉରକେଲାରୁ ଭୁବନେଶ୍ୱର ଯାଏଁ ଚାଲିବ ବୋଲି ଭୁବନେଶ୍ୱରରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି। ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଓ ତାଳଚେରକୁ ଯୋଡ଼ିବ ଏହି…

ସମବାୟ ବ୍ୟାଙ୍କରୁ କୋଟି କୋଟି ଟଙ୍କାର ଋଣ ଠକେଇ, ଷଡ଼ଯନ୍ତ୍ର ଭେଦିଲା ଇଓଡବ୍ଲୁ; ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଏକ ଆର୍ଥିକ ଠକେଇ ମାମଲାର ତଦନ୍ତ ଚଳାଇଥିବା ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)କୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି। ସମବାୟ ବ୍ୟାଙ୍କରୁ କୋଟି କୋଟି ଟଙ୍କାର ଋଣ ଆଣି ଠକେଇ କରିଥିବା ଇଫତଖାର ଆସିଫ୍ ଖାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାକୁ ଯାଉଛି…

ଓଡ଼ିଶାରୁ ୧୭ ପୋଲିସ ଅଧିକାରୀ ପାଇବେ ପଦକ

ଭୁବନେଶ୍ୱର: ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଘୋଷିତ ହୋଇଛି ପୋଲିସ ମେଡାଲ। ଏଥର ଓଡ଼ିଶାରୁ ମୋଟ ୧୭ ପୋଲିସ ଅଧିକାରୀ ପଦକ ପାଇବେ। ସାହସିକତା ପାଇଁ ୪ ଜଣ ପୋଲିସ କର୍ମଚାରୀ ପଦକ ପାଇବେ। ବିଶିଷ୍ଟ ସେବା ପାଇଁ ୨ ଓ ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣଙ୍କୁ ମିଳିବ ପଦକ। ବିଶିଷ୍ଟ ସେବା…