Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଏସଏସସି ଅଫିସ ଆଗରେ ଚାକିରୀ ଆଶାୟୀ ଦଣ୍ଡବତ ହୋଇ ପ୍ରଶ୍ନପତ୍ର ଲିକ୍ ଘଟଣାରେ ନିରପେକ୍ଷ ତଦନ୍ତ ଦାବି

ଭୁବନେଶ୍ୱର: ଜେଇ (ସିଭିଲ) ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ସମ୍ପୃକ୍ତ ଥିବା କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ସୋମବାର ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବହୁ ଆଶାୟୀ। ଏହି ସମୟରେ ଅନେକ…

ବେଦାନ୍ତ ଉପରେ ବର୍ଷିଲା କଂଗ୍ରେସ: ବିସ୍ଥାପିତଙ୍କୁ ଥଇଥାନ କରୁନି ତଥାପି ଚାଲିଛି ଖନନ

ଭୁବନେଶ୍ୱର: ନିୟମ ଉଲ୍ଲଘଂନ କରୁଛି ବେଦାନ୍ତ କମ୍ପାନୀ  । ପରିବେଶ ମଞ୍ଜୁରୀ ବିନା ଚାଲିଛି ଖନନ  । ଜମି ଅଧିଗ୍ରହଣ ନିୟମ ଖିଲାପ ପାଇଁ ହକ୍ରୁ ବଞ୍ଚିତ ହେଉଛନ୍ତି ବିସ୍ଥାପିତ  । ଏମିତି କହି ବେଦାନ୍ତ ଉପରେ ବର୍ଷିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । ରାଇରଙ୍ଗପୁର…

ବସ୍ ଯିବା ପରେ ପରେ ଧସିଗଲା ରାସ୍ତା; ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ

ପୁରୀ: ଧସିଗଲା ପୁରୀ  ଚକ୍ରତୀର୍ଥ ରୋଡ । ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏକ ଯାତ୍ରୀବାହୀ ଯିବା ପରେ ଧସିଗଲା ରାସ୍ତା । ରାସ୍ତା ମଝିରେ ବିରାଟ ଗାତ । ଏହାକୁ ନେଇ ଏବେ ପୁରୀବାସିନ୍ଦାଙ୍କ ମଧ୍ୟର ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ଆଜି ସକାଳୁ ସକାଳୁ  ପୁରୀ  ଚକ୍ରତୀର୍ଥ ରୋଡରେ…

ସରକାରୀ ଚାକିରି ଏଠି ବିକ୍ରି ହେଉଛି: ପ୍ରଶ୍ନପତ୍ର ଲିକ୍ ନେଇ ବର୍ଷିଲା ବିଜେପି

ଭୁବନେଶ୍ୱର: ଓଡ଼ିଶାରେ ସରକାରୀ ନିଯୁକ୍ତି ବିକ୍ରି ହେଉଛି । ସରକାରୀ ଚାକିରିରେ ଦୁର୍ନୀତି ହେଉଛି । ଟଙ୍କା ନେଇ ଚାକିରି ଦିଆଯାଉଛି ।  ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ୧୬ ତାରିଖ କରିଥିବା ଏକ ପରୀକ୍ଷାକୁ ଗତକାଲି  ବାତିଲ କରିଛି । କାରଣ ଏହି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା…

ଆଜି ଶ୍ରୀଜିଉଙ୍କ ଖସାପଡ଼ା ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ଆଜି ସୋମବାର ଶ୍ରାବଣ-ମଳ ଶୁକ୍ଳ ଷଷ୍ଠୀ ତିଥି ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହ ମାନଙ୍କ ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ପରେ ଦଇତାପତି ସେବକମାନେ ରତ୍ନସିଂହାସନ ଉପରେ ପ୍ରାୟ ୫ ଘଣ୍ଟା ଧରି ମହାପ୍ରଭୁଙ୍କ ଏହି ଗୁପ୍ତନୀତି ସମ୍ପାଦନ କରିବେ । ଶ୍ରୀମନ୍ଦିରରେ…

୨୫ରେ ଲଘୁଚାପ; ୪ ଦିନ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ବଙ୍ଗୋପସାଗରରେ ପୁଣି ଘୂଣ୍ଣିବଳୟ । ପଶ୍ଚିମ କେନ୍ଦ୍ରୀୟ ଓ ତତସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସୋମବାର ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ୨୫ ତାରିଖ  ଏହି ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।…

ରାଜଧାନୀରେ ବଢିଲା ଡେଙ୍ଗୁ ଭୟ: କ୍ୟାପିଟାଲ ହସ୍ପିଟାଲରେ ଆଉ ଜଣେ ସନ୍ଦିଗ୍ଧ ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର:ରାଜଧାନୀରେ ପୁଣି ଜୀବନ ନେଲା ଡେଙ୍ଗୁ । ଗତକାଲି ଡେଙ୍ଗୁରେ ଜଣେ ୭ ବର୍ଷ ନାବାଳିକାଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ପୁଣି ଜଣଙ୍କର ମୃ୍ତ୍ୟୁ ଘଟିଛି । ଫଳରେ ଏହାକୁ ନେଇ ଆତଙ୍କ ଖେଳି ଯାଇଛି । ଗତକାଲି ଖଣ୍ଡଗିରି ନିକଟ ଧର୍ମ ବିହାର ଅଞ୍ଚଳର ଜଣେ ସାତ ବର୍ଷର ବାଳିକା ଡେଙ୍ଗୁରେ…

ପାଠପଢ଼ା ସମୟରେ ସ୍କୁଲରେ ପଶିଲା ଭାଲୁ, ଭୟରେ ଛାତ୍ରଛାତ୍ରୀ

ନବରଙ୍ଗପୁର: ପାଠପଢ଼ା ଚାଲିଥିବା ସମୟରେ ସ୍କୁଲରେ ପଶିଲା ତିନୋଟି ଭାଲୁ। ମା ସହିତ ଅଛନ୍ତି ତାର ଦୁଇଟି ଛୁଆ। ସ୍କୁଲର ଦୁଇ ପାଇଖାନା ମଝିରେ ରହିଛନ୍ତି ଏହି ୩ ଟି ଭାଲୁ। ଭୟରେ ଆତଙ୍କିତ ସ୍କୁଲ ଛାତ୍ର ଛାତ୍ରୀ। ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ…

୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ; ଚାଲିଛି ଜୋରଦାର ପ୍ରସ୍ତୁତି

ଭୁବନେଶ୍ଵର: ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶ୍ରୀମତୀ ମୁର୍ମୁ ନୂଆ ଦିଲ୍ଲୀରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରେ ମହାମହିମଙ୍କୁ ଗାର୍ଡଅଫ ଅନର ପ୍ରଦାନ କରାଯିବ । ପରେ ସେଠାରୁ ରାଜଭବନ…

ହୀରାକୁଦରେ ବଢୁଛି ଜଳସ୍ତର: ଖୋଲିଲା ଆଉ ତିନି ଗେଟ

ସମ୍ବଲପୁର: ହୀରାକୁଦ ଜଳସ୍ତର ବଢୁଛି । ଗତକାଲି ୫ଟି ଗେଟ ଖୋଲିଥିବାବେଳେ ଆଜି ଆଉ ତିନୋଟି ଗେଟ ଖୋଲାଯାଇଛି ।  ଫଳରେ ଏବେ  ମୋଟ ୮ଟି ଗେଟ ଦେଇ ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ହେଉଛି । ଉପରମୁଣ୍ଡରେ ବର୍ଷା ଲାଗି ରହିଛି । ମହାନଦୀ ଜଳସ୍ତର ବୃଦ୍ଧି ପାଇବା ସହ ହରାକୁଦ ଜଳ ଭଣ୍ଡାରରେ…