Latest Odisha News

BREAKING NEWS

Browsing Category

ଓଡିଶା

Odisha

Puri Jagannath temple: ସୋମବାର ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ:ଆସନ୍ତାକାଲି ଶ୍ରୀବିଗ୍ରହଙ୍କ ହେବ ଖସାପଡା ନୀତି। ଚୈତ୍ର କୃଷ୍ଣ ଷଷ୍ଠୀ ତିଥିରେ ଶ୍ରୀବିଗ୍ରହମାନଙ୍କ ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ। ଏନେଇ ସୋମବାର ଶ୍ରୀମନ୍ଦିରରେ ସର୍ବସାଧାରଣଙ୍କ ପାଇଁ ୪ ଘଣ୍ଟା ବନ୍ଦ ରହିବ ଦର୍ଶନ । ଏହି ସୂଚନା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଛି ।…

ରାୟଗଡ଼ାରେ ୭ ବର୍ଷର ଶିଶୁକୁ ହତ୍ୟା ଘଟଣାର ପର୍ଦ୍ଦାଫାସ, ଟଙ୍କା ପାଇଁ ହତ୍ୟା କରିଥିଲା ଦାଦା

ରାୟଗଡା: ରାୟଗଡା ଜିଲ୍ଲା ବିଷମ କଟକ ଥାନା ଚାଟିକଣା ଷ୍ଟେସନସାହିରେ ୭ ବର୍ଷର ଶିଶୁକୁ ହତ୍ୟା କରି ଫିଙ୍ଗି ଦେଇଥିବା ଘଟଣାର ପର୍ଦ୍ଦାଫାଶ । ମୃତ ଶିଶୁଙ୍କୁ ତାଙ୍କ ନିଜ ଦାଦା ଚନ୍ଦନ ଗନ୍ତାୟତ ହତ୍ୟା କରିଥିବା ଖୁଲାସା କରିଛି ରାୟଗଡା ପୋଲିସ । ଏନେଇ ଦାଦା ଚଦନ୍ଦ ଗନ୍ତାୟତଙ୍କୁ ପୋଲିସ ଗିରଫ…

‘ବିଜୁଙ୍କ ପ୍ରତିମୂର୍ତ୍ତି ଭଙ୍ଗାଗଲା ଓ ପୋଡ଼ଗଲା ବେଳେ ଦିଲ୍ଲୀପ ମୁହଁ ଖୋଲି ନଥିଲେ’

ଭୁବନେଶ୍ୱର: ବିଜୁ ବାବୁଙ୍କୁ ଦିଲ୍ଲୀପ ରାୟ ନିଜର ମେଣ୍ଟର ବୋଲି କହି ବିଜୁ ଲିଗାସୀ ମାଧ୍ୟମରେ ରାଜ୍ୟସଭା ନିର୍ବାଚନରେ କିଛି ଭୋଟ ପାଇବେ ବୋଲି ଯେଉଁ ଆଶା କରୁଛନ୍ତି, ସେହି ଆଶାକୁ ରବିବାର ପ୍ରଶ୍ନ ମାଧ୍ୟମରେ ଧୂଳିସାତ କରି ଦେଇଛି ବିଜୁ ଜନତା ଦଳ । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ…

Minor Girl Rescued: ରାଜଧାନୀରୁ ନିଖୋଜ ଦୁଇ ନାବାଳିକାଙ୍କ ମିଳିଲା ପତ୍ତା

ଭୁବନେଶ୍ବର:ରାଜଧାନୀରୁ ଗୋଟିଏ ଦିନରେ ୩ଜଣ ନିଖୋଜ ଘଟଣା । ଭୁବନେଶ୍ବର ସାଲିଆସାହି ଅଞ୍ଚଳରୁ ନିଖୋଜଆଜି ଦୁଇ ନାବାଳିକା ଉଦ୍ଧାର ହୋଇଛନ୍ତି । ରେଢ଼ାଖୋଲରେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ ଦୁଇ ନାବାଳିକା । ସେଠାରୁ ମୈତ୍ରୀ ବିହାର ଥାନା ପୋଲିସ ସେମାନଙ୍କୁ ଉଦ୍ଧାର କରିଛି । ଧଉଳି ଥାନା…

ଗିରଫ ହେଲେ ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ରାୟ

କଟକ: ଗିରଫ ହେଲେ କୋଟିପତି ସହକାରୀ ଯନ୍ତ୍ରୀ ପ୍ରମୋଦ ରାୟ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗିରଫ ପରେ ଆଜି ତାଙ୍କୁ କଟକ ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି । ତଦନ୍ତ ସମୟରେ ପ୍ରମୋଦ ରାୟଙ୍କ ପାଖରୁ କୋଟି କୋଟି ଟଙ୍କାର…

ନବୋଦୟ ବିଦ୍ୟାଳୟର ୩ ଛାତ୍ରଙ୍କ ମୃତ୍ୟୁ ଘଟଣା: ୩ ଜଣ କର୍ମଚାରୀ ନିଲମ୍ବିତ

କୋରାପୁଟ: କୋଲାବ ଜଳଭଣ୍ଡାରରେ ଗତକାଲି ୩ ଜଣ ଛାତ୍ର ବୁଡ଼ିଯାଇ ମୃତ୍ୟୁ ହେବା ଘଟଣା । ଏହି ମାମଲାରେ କର୍ତ୍ତୃପକ୍ଷ ନବୋଦୟ ବିଦ୍ୟାଳୟର ୩ଜଣ କର୍ମଚାରୀଙ୍କୁ ନିଲମ୍ବନ କରିଛି। ସେମାନେ ହେଲେ ପଦାର୍ଥ ବିଜ୍ଞାନ ଶିକ୍ଷକ ଚମନ୍ କୁମାର, କ୍ରୀଡ଼ା ଏବଂ ଶାରୀରିକ ଶିକ୍ଷା ଶିକ୍ଷକ ରାହୁଲ ସିଂ ଓ…

Love Jihad Case: ଜୟରାମ ବାହାରିଲା ଇରଫାନ…ରାଜଧାନୀରେ ଲଭ୍ ଜିହାଦ ଅଭିଯୋଗ, ବାନ୍ଧିଲା ପୋଲିସ

ଭୁବନେଶ୍ବର: ଭୁବନେଶ୍ୱରରେ ଲଭ ଜିହାଦ ଅଭିଯୋଗ । ହିନ୍ଦୁ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହ ପାଇଁ ଯୋଜନା ହୋଇଥିଲା ।ହିନ୍ଦୁ ଯୁବକର ପରିଚୟ ଦେଇ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲା ଇର୍‌ଫାନ ଅନସାରୀ । ଯୁବତୀ ଜାଣିଦେବା ପରେ ହୋଟେଲକୁ ଡାକି ନିର୍ଯାତନା ଦେଇଥିଲା ଅଭିଯୁକ୍ତ । ତେବେ…

ଶିମିଳିପାଳ ଟାଇଗର ରିଜର୍ଭରେ ୪ ଶିକାରୀଙ୍କୁ ଧରାଇଦେଲା ଏଆଇ କ୍ୟାମେରା, ଦୁଇ ଦେଶୀ ବନ୍ଧୁକ ଜବତ

ମୟୂରଭଞ୍ଜ: ଶିମିଳିପାଳ ଟାଇଗର ରିଜର୍ଭରେ ଶିକାରୀଙ୍କୁ ଧରାଇଦେଲା ଏଆଇ କ୍ୟାମେରା । ଶିକାର କରିବା ସମୟରେ ଟାଇଗର ରିଜର୍ଭରେ ଧରାପଡ଼ିଲେ ୪ ଶିକାରୀ । ତାଙ୍କ ଠାରୁ ଦୁଇଟି ଦେଶୀ ବନ୍ଧୁକ ଜବତ କରାଯାଇଛି । ଅଭିଯୁକ୍ତମାନେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ ର ବିଭିନ୍ନ ଧାରା ଉଲଂଘନ…

International Women’s Day:’ବିଜେପି ସରକାର ସମୟରେ ନାରୀ ଅତ୍ୟାଚାର ବଢ଼ି ଚାଲିଛି,ଶୁଣିବାକୁ କେହି…

ଭୁବନେଶ୍ୱର: ଶଙ୍ଖ ଭବନ ରେ ଆଜି ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। ବିଜୁ ମହିଳା ଜନତା ଦଳ ପକ୍ଷରୁ ଏହି ଅବସରରେ ଆୟୋଜିତ ସମାବେଶ କୁ ଉଦଘାଟନ କରି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଥିଲେ ଯେ ରାଜ୍ୟରେ ବିଜେପି ସରକାରରେ ନେତୃତ୍ୱ ସଙ୍କଟ ସୃଷ୍ଟି ହୋଇଛି।…

Child Marriage: ଏହି ଜିଲ୍ଲାରେ ସର୍ବାଧିକ ହେଉଛି ବାଲ୍ୟବିବାହ, ପୂର୍ବ ତୁଳନାରେ ବଢ଼ିଛି ୨ ପ୍ରତିଶତ

ପୁରୀ: ପୁରୀ ଜିଲ୍ଲାରୁ ଆସିଛି ଆଶ୍ଚର୍ଯ୍ୟକର ଖବର । ଜିଲ୍ଲାର ୧୦ ଭାଗ ଝିଅ ବାଲ୍ୟବିବାହ କବଳରେ ରହିଛନ୍ତି । ଶେଷ ଥର ପାଇଁ ୨୦୧୯-୨୧ ମଧ୍ୟରେ ଜାତୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ହୋଇଥିବା ସର୍ବେକ୍ଷଣରୁ ଜଣାପଡ଼ିଛି, ଜିଲ୍ଲାରେ ୨୦ରୁ ୨୪ ବର୍ଷ ବୟସ ବର୍ଗରେ ଥିବା ୧୦.୨…