Latest Odisha News

BREAKING NEWS

Browsing Category

ଓଡିଶା

Odisha

Cyber Safety Campaign: ସାଇବର ସେଫ୍ଟି କ୍ୟାମ୍ପେନ ଆରମ୍ଭ, ସାଇବର ଠକେଇର ମୁକାବିଲା କରିବେ ରାଜ୍ୟବାସୀ

ଭୁବନେଶ୍ୱର: ଲୋକଙ୍କୁ ସାଇବର ଠକଙ୍କ କବଳରୁ ରକ୍ଷା କରିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ସାଇବର ସେଫ୍ଟି କ୍ୟାମ୍ପେନ। ଆଜି କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ କ୍ୟାମ୍ପେନର ଶୁଭାରମ୍ଭ କରିବେ। ନଭେମ୍ବର ୧୭ ପର୍ଯ୍ୟନ୍ତ ଏକ ମାସ ଧରି ଚାଲିବ ଏହି କ୍ୟାମ୍ପେନ।…

୮ବର୍ଷ ପରେ ଏହି ୬ ଜିଲ୍ଲାରେ ହେବ ସାମୁଦ୍ରିକ ମତ୍ସ୍ୟଜୀବୀ ଜନଗଣନା; ଉପକୃତ ହେବେ ମତ୍ସ୍ୟଜୀବୀ

ପୁରୀ: ପଞ୍ଚମ ରାଷ୍ଟ୍ରୀୟ ସାମୁଦ୍ରିକ ମତ୍ସ୍ୟଜିବୀ ଜନଗଣନା ୨୦୨୫ ଓଡ଼ିଶାର ସମୁଦ୍ର ଉପକୂଳବର୍ତ୍ତୀ ୬ଟି ଜିଲ୍ଲାରେ ହେବ । ଆସନ୍ତା ନଭେମ୍ବର ୩ ତାରିଖରୁ ଆରମ୍ଭ ହୋଇ ଡ଼ିସେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ସୂଚନାଥାଉକି, ଦୀର୍ଘ ୮ ବର୍ଷ ପରେ ହେବାକୁ ଯାଉଛି ପଞ୍ଚମ ରାଷ୍ଟ୍ରୀୟ…

ନୂଆପଡ଼ା ଉପନିର୍ବାଚନ; ୪୦ ଜଣିଆ ପ୍ରଚାରକ ତାଲିକା ଜାରି କଲା କଂଗ୍ରେସ

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ୪୦ ଜଣିଆ ପ୍ରଚାରକ ତାଲିକା । ଷ୍ଟାର ପ୍ରଚାରକ ତାଲିକାରେ ବହୁ ଜାତୀୟ ନେତା ରହିଛନ୍ତି । ତାଲିକା ଅନୁସାରେ, କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପାଇଁ ପ୍ରଚାର ମଙ୍ଗ ସମ୍ଭାଳିବେ କଂଗ୍ରେସ ରାଜ୍ୟ ପ୍ରଭାରୀ ଅଜୟ ଲଲ୍ଲୁ ଓ…

ହସ୍ପିଟାଲରୁ ପୀଡ଼ିତା ମେଡିକାଲ୍‌ ଛାତ୍ରୀ ଡିସଚାର୍ଜ; ଆଉ କିଛି ଦିନ ରହିବେ ପଶ୍ଚିମବଙ୍ଗରେ…

ଭୁବନେଶ୍ବର:ପଶ୍ଚିମବଙ୍ଗ ଦୁର୍ଗାପୁର ହସ୍ପିଟାଲରୁ ପୀଡ଼ିତା ମେଡିକାଲ୍ ଛାତ୍ରୀ ଡିସଚାର୍ଜ। ଗଣଦୁଷ୍କର୍ମ ପୀଡ଼ିତାଙ୍କ ଡିସ୍‌ଚାର୍ଜ ନେଇ ମେଡିକାଲ୍‌ ପକ୍ଷରୁ ସୂଚନା ରହିଛି । ପୀଡ଼ିତାଙ୍କ ସ୍ଵାସ୍ଥ୍ୟବସ୍ଥାରେ ଉନ୍ନତି ଆସିବା ପରେ ଡିସଚାର୍ଜ କରାଯାଇଛି। ଗଣଦୁଷ୍କର୍ମର ଶିକାର ହେବା ପରେ ଗତ…

ସ୍ୱନାମଧନ୍ୟ ଲେଖକ ଓ ଗବେଷକ ସୁରେନ୍ଦ୍ରନାଥ ଦାଶଙ୍କ ପରଲୋକ

ଭୁବନେଶ୍ବର: ଶ୍ରୀଜଗନ୍ନାଥ ଗବେଷକ ଓ ଉତ୍କଳ ବିଶ୍ବବିଦ୍ୟାଳୟ, ଓଡ଼ିଆ ବିଭାଗର ଅବସରପ୍ରାପ୍ତ ପ୍ରଫେସର ସୁରେନ୍ଦ୍ରନାଥ ଦାଶଙ୍କ ପରଲୋକ । ଅକ୍ଟୋବର ୧୬ ତାରିଖ ରାତିରେ ନୂଆଦିଲ୍ଲୀଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ୭୭ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସୂଚନାଥାଉକି, ସେ…

ଏସଟିଏର କଡ଼ା ଆଭିମୁଖ୍ୟ: ନିୟମ ଉଲ୍ଲଙ୍ଘନ କଲେ ଆରସି ରଦ୍ଦ କରିବାକୁ ଆରଟିଓଙ୍କୁ ନିର୍ଦ୍ଦେଶ

କଟକ: ଅଭ୍ୟାସଗତ ଭାବେ ମୋଟର ଯାନ ଆଇନ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ରାଜ୍ୟବ୍ୟାପୀ ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଏ ନେଇ ପ୍ରସ୍ତୁତ କରିବେ ତାଲିକା । ସଡ଼କରେ ଅନ୍ୟ ବ୍ୟବହାରକାରୀଙ୍କ ପାଇଁ ବିପଦ ସାଜିଥିବା ଏଭଳି ଗାଡ଼ି ଗୁଡ଼ିକର…

Special Train service: ଯାତ୍ରୀମାନଙ୍କ ସୁବିଧା ପାଇଁ ଗଡିବ ପାର୍ବଣ ସ୍ୱତନ୍ତ୍ର ଟ୍ରେନ୍‌; ଚେକ୍ କରନ୍ତୁ ଟ୍ରେନ…

ଭୁବନେଶ୍ବର: ଆସନ୍ତା ପର୍ବପର୍ବାଣୀ ସମୟରେ ଯାତ୍ରୀମାନଙ୍କ ଅଧିକ ଭିଡ଼କୁ ଦୃଷ୍ଟିରେ ରଖି, ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ୧୮.୧୦.୨୦୨୫ (ଶନିବାର) ଏବଂ ୧୯.୧୦.୨୦୨୫ (ରବିବାର) ତାରିଖରେ ନିମ୍ନଲିଖିତ ସ୍ୱତନ୍ତ୍ର ଟ୍ରେନ୍‌ଗୁଡ଼ିକ ଚଲାଇବ। ଟ୍ରେନ୍‌ ନଂ.୦୨୮୧୧…

ଏସଆଇ ନିଯୁକ୍ତି କେଳେଙ୍କାରୀ ପ୍ରସଙ୍ଗ; ‘ବଡ଼ମୁଣ୍ଡ ମାନଙ୍କୁ ଖସାଇବା ପାଇଁ ଦାୟିତ୍ୱ ନେଇଛି…

ଭୁବନେଶ୍ୱର: ପୋଲିସ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ କେବଳ ବଡ଼ମୁଣ୍ଡ ମାନଙ୍କୁ ଖସାଇ ଦେବାକୁ ଉଦ୍ୟମ କରୁଛି । ପ୍ରାୟ ୨୫୦ କୋଟି ଟଙ୍କାର ଏହି ନିଯୁକ୍ତି ସ୍କାମରେ ସରକାରୀ ଦଳର ଓ ପୋଲିସ ବିଭାଗର ଅନେକ ବଡ଼ମୁଣ୍ଡ ସାମିଲ ଥିବାବେଳେ କ୍ରାଇମବ୍ରାଞ୍ଚ ତଳତଳିଆଙ୍କୁ ଧରିବାକୁ…

ବାତ୍ୟା ମାସରେ ଡରାଇଲାଣି ଲଘୁଚାପ, ୨୬ରେ ଅବପାତ

ଭୁବନେଶ୍ୱର: ଅକ୍ଟୋବର ମାସକୁ ବାତ୍ୟା ମାସ ବୋଲି କୁହାଯାଏ, ଏବଂ ଏବେ ବଙ୍ଗୋପସାଗରରେ ପୁଣି ଥରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଯେଉଁ ବାତ୍ୟାର ଭୟ ବଢ଼ିଛି । ଭାରତୀୟ ପାଣିପାଗ ବିଭାଗ (IMD)ର ଆକଳନ ଅନୁଯାୟୀ, ଆସନ୍ତା ୨୪ ତାରିଖ ଆଖପାଖରେ ଦକ୍ଷିଣ-ପୂର୍ବ…

ଅମରେଶ ଜେନାଙ୍କ ସର୍ତ୍ତମୂଳକ ଜାମିନ ମଞ୍ଜୁର କଲେ ହାଇକୋର୍ଟ

କଟକ: ବିଏମସି କର୍ପୋରେଟର ଅମରେଶ ଜେନାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ । ଶୁକ୍ରବାର ହାଇକୋର୍ଟଙ୍କ ପକ୍ଷରୁ ୨୫ହଜାର ଟଙ୍କାର ଦୁଇ ଜାମିନ ଦାର ବଦଳରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି । ଜଣେ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଓ ଗର୍ଭ ନଷ୍ଟ କରିବା ସହ ହତ୍ୟା ଧମକ…