Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦେଉଳିଆପାଟଣା ଭାଇ ଭାଇ ଆଶ୍ରମର ପର୍ଦ୍ଦାଫାଶ; ମଠ ମହନ୍ତ ଓ ବାବା ଗିରଫ

ଭୁବନେଶ୍ୱର: ରାଜଧାନୀର ଇନଫୋଭାଲି ଦେଉଳିଆ ପାଟଣା ଆଶ୍ରମ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାସ । ଦେଉଳିଆପାଟଣା ଭାଇ ଭାଇ ଆଶ୍ରମ ବାବା ଅଜୟ ସାମନ୍ତରାୟକୁ ଗିରଫ କଲା କମିଶନରେଟ୍ ପୋଲିସ । ଏହା ସହ ଗୁଳିମାଡ଼ କରିଥିବା ଦୁଇ ଅଭିଯୁକ୍ତ ମୁକ୍ତି ଦାସ ଓ ସୁରଜ୍ ରାଉତକୁ ଭଦ୍ରକରୁ ଗିରଫ କରିଛି ପୋଲିସ ।…

‘ପଞ୍ଚାୟତର ନିର୍ବାଚିତ ପ୍ରତିନିଧିଙ୍କ ଅଧିକାରର ସୁରକ୍ଷା ପାଇଁ ଦରକାର ହେଲେ ବିଜେଡି ସୁପ୍ରିମ କୋର୍ଟ…

ଭୁବନେଶ୍ୱର: ଆଜି ନବୀନ ନିବାସ ଠାରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ପ୍ରାୟ ୫୦ରୁ ଅଧିକ ପଞ୍ଚାୟତ ସମିତିର ଚେୟାରମ୍ୟାନ । ନବୀନଙ୍କୁ ଭେଟି ପଞ୍ଚାୟତର ନିର୍ବାଚିତ ପ୍ରତିନଧିମାନଙ୍କ ପ୍ରଶାସନିକ ଓ ଆର୍ଥିକ କ୍ଷମତା ସଂକୋଚନ ପାଇଁ ରାଜ୍ୟ ସରକାରଙ୍କ ଅଗଣତାନ୍ତ୍ରିକ ନିଷ୍ପତ୍ତି…

ମେଡିକାଲ କଲେଜରୁ ନବଜାତ ଚୋରି ଘଟଣା; ଶିଶୁ ଉଦ୍ଧାର, ମହିଳା ଗିରଫ

ବାରିପଦା: ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ତ୍ରୀ ଓ ପ୍ରସୂତୀ ୱାର୍ଡରୁ ନବଜାତ ଶିଶୁ ଚୋରି ନେଇ ଅଭିଯୋଗ ହୋଇଛି। ଶନିବାର ସକାଳୁ ଶିଶୁଟି ଚୋରି ହୋଇଥିବା ନେଇ ନବଜାତକର ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଟାଉନ୍ ଥାନାରେ ପରିବାର ପକ୍ଷରୁ ଅଭିଯୋଗ ପରେ…

ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ: ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ…

ଭୁବନେଶ୍ବର: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଅଭିଯୁକ୍ତମାନ ବିରୁଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ସେ…

ଶ୍ରୀଜଗନ୍ନାଥ ମନ୍ଦିରକୁ ରେଡ୍ ଜୋନ୍ ଘୋଷଣା କଲା ଡିଜିସିଏ

ପୁରୀ: ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଆଜି ଐତିହାସିକ ପଦକ୍ଷେପ ନିଆଯାଇଛି । ପୂର୍ବରୁ ଶ୍ରୀମନ୍ଦିର ଉପରକୁ ନୋଫ୍ଲାଇଂ ଜୋନ୍ ଭାବେ ଘୋଷଣା କରାଯାଇଥିବା ବେଳେ ଏବେ ମନ୍ଦିରକୁ ରେଡ୍ ଜୋନ୍ ଘୋଷଣା କଲା ଡିଜିସିଏ । ଏୟାରସ୍ପେଶ୍ ମ୍ୟାପରେ କିଛି ଏଭଳି ତଥ୍ୟ ରହିଥିବା ଭାରତ ସରକାରଙ୍କ ଡିଜିସିଏ…

କାମାକ୍ଷାନଗରରେ ବାଘ ଆତଙ୍କ, ଗାଈ ପରେ ଷଣ୍ଢକୁ ମାରିଲା ବାଘ

ଢେଙ୍କାନାଳ: ଗତ କିଛିଦିନ ଧରି କାମାକ୍ଷାନଗର ଅଞ୍ଚଳରେ ବାଘ ମାତିଛି । ଆଜି କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କନ୍ତାରିପାଟ ଗାଁ ଜଙ୍ଗଲରେ ବାଘଟି ଗୋଟେ ଷଣ୍ଢକୁ ଘୋଷାଡ଼ି ମାରି ଦେଇଛି । ସୂଚନାଥାଉକି, କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜରେ ଗତଦୁଇ ଦିନ ଧରି ଗାଈକୁ ଘୋଷାଡ଼ି ଆକ୍ରମଣ…

କନ୍ଧମାଳ, ମାଲକାନଗିରି, ସୁନ୍ଦରଗଡ ଓ ନୂଆପଡ଼ା ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା କାର୍ଯ୍ୟକାରୀ

ଭୁବନେଶ୍ୱର: ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନ ଠାରେ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଏବଂ ଡାଲି ଜାତୀୟ ଫସଲରେ ଆତ୍ମନିର୍ଭରତା ମିଶନର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଏହି ସବୁ ଯୋଜନା ଗୁଡ଼ିକ କୃଷିକ୍ଷେତ୍ରରେ କୃଷକମାନଙ୍କୁ ଆତ୍ମନିର୍ଭର କରିବାରେ…

ସବୁ କଳ୍ପନାଜଳ୍ପନାର ଅନ୍ତ, ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ। ପଦ୍ମ ଧରିଲେ ଜୟ ଢୋଲକିଆ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଶାତାଧିକ ସମର୍ଥକଙ୍କ ସହ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଢୋଲକିଆ। ବିଜେପିର ବରିଷ୍ଠ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ଜୟ ଢୋଲକିଆ। ଏକ ମିଶ୍ରଣ ପର୍ବ…

ଅପରେସନ୍ ପ୍ରହାରକୁ ବଡ଼ ସଫଳତା: ନିଶାଦ୍ରବ୍ୟ ଚୋରା ଚାଲାଣ ମାମଲାରେ ୬ ଗିରଫ

ବରଗଡ଼: ବେଆଇନ ନିଶା କାରବାର ବିରୋଧରେ ଲଢ଼େଇରେ ଏକ ବଡ଼ ସଫଳତା ହାସଲ କରିଛି ବରଗଡ଼ ପୋଲିସ। ଶନିବାର ଦିନ ଓଡ଼ିଶାର ବରଗଡ଼ ଜିଲ୍ଲାରେ ଚାଲିଥିବା 'ଅପରେସନ୍ ପ୍ରହାର' ଅଧୀନରେ ଛଅ ଜଣଙ୍କୁ ଗିରଫ କରିବା ସହିତ ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ କରିଛି। ପାଇକମାଳ ଥାନାକୁ ମିଳିଥିବା ଏକ…

ଅର୍ଚ୍ଚନା-ଜଗବନ୍ଧୁଙ୍କ ପୁଣି ବଢ଼ିଲା ଅଡୁଆ, ଜଗବନ୍ଧୁଙ୍କୁ ୫ ଘଣ୍ଟା ଜେରା

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକ୍‌ମେଲିଂ ମାମଲା ଦିନକୁ ଦିନ ଅଡୁଆ ହେବାରେ ଲାଗିଛି । ଏହି ମାମଲାରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଜଗବନ୍ଧୁଙ୍କୁ ୫ ଘଣ୍ଟା ଜେରା କରିଛି ଇଡି। ଶୁକ୍ରବାର ସକାଳୁ ଆରମ୍ଭ ହୋଇଥିବା ଜେରା…