Latest Odisha News

BREAKING NEWS

Browsing Category

ଓଡିଶା

Odisha

Maoists arrested: ରେଳଷ୍ଟେସନରୁ ଗିରଫ ହେଲେ ଦୁଇ ମାଓବାଦୀ

ରାଉରକେଲା: ରେଳଷ୍ଟେସନରୁ ଦୁଇ ମାଓବାଦୀ ଗିରଫ। ଗୁରୁବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ, ରାଉରକେଲା ରେଳ ସୁରକ୍ଷା ବାହିନୀ ଝାଡ଼ଖଣ୍ଡର ଲାଟେହାର ଏବଂ ପାଲାମୁ ଜିଲ୍ଲାରୁ ଦୁଇଜଣ ୱାଣ୍ଟେଡ୍ ନକ୍ସଲଙ୍କୁ ଗିରଫ କରିଛି। ଉଭୟଙ୍କୁ ଆର୍‌ପିଏଫ୍‌ ପୋଷ୍ଟରେ କଡ଼ା ପଚରାଉଚରା କରାଯାଉଛି। ଗିରଫ…

ଚୋରା ଚାଲାଣ ବେଳେ ୩୦ ଗ୍ରାମରୁ ଅଧିକ ବ୍ରାଉନସୁଗର ଜବତ, ୩ ଅଭିଯୁକ୍ତ ଗିରଫ

ସମ୍ବଲପୁର: ସମ୍ବଲପୁର ସହରରୁ ୩୦ ଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନସୁଗାର ଜବତ କରିଛି ଧନୁପାଲି ପୋଲିସ । ବ୍ରାଉନସୁଗର ବେପାର କରୁଥିବା ସମୟରେ ଅପରାଧୀ ଅରମାନ୍ ଖାନ(୨୩)କୁ ଗିରଫ କରାଯାଇଛି । ଗୁରୁବାର ଅରମାନ୍ ଡିୟର ପାର୍କ ନିକଟସ୍ଥ ଦୂରଦର୍ଶନ କେନ୍ଦ୍ର ପାଖରେ ସକାଳୁ ନିଶା କାରବାର କରୁଥିଲା ।…

ନାବାଳିକାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡାଦେଶ

ଭୁବନେଶ୍ୱର: ଚନ୍ଦକା ଅଞ୍ଚଳରେ ଘଟିଥିବା ନାବାଳିକାଙ୍କୁ ବଳାତ୍କାର ମାମଲାରେ ମାସେ ଭିତରେ ରାୟ ଶୁଣାଇଲେ ରାଜଧାନୀ ଭୁବନେଶ୍ୱରର ଏକ ପୋକ୍ସୋ ଅଦାଲତ । ନାବାଳିକାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତ ମୁନା ବେହେରାକୁ ୨୦ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି ଅଦାଲତ । ଅଦାଲତ ବିଏନଏସର ଧାରା…

କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ହେବ ୪୦ତମ ନ୍ୟାସନାଲ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ ଠାରେ ୪୦ତମ ନ୍ୟାସନାଲ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍‌ର ଆୟୋଜନ କରାଯିବ । ଅକ୍ଟୋବର ୧୦ ତାରିଖ ଠାରୁ ଅକ୍ଟୋବର ୧୪ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଭାରତୀୟ ଆଥଲେଟିକ୍ସ ମହାସଂଘ, ଓଡ଼ିଶା ଆଥଲେଟିକ୍ସ ସଂଘ ଏବଂ…

ଯୋଗାଣ ବିଭାଗ ଦ୍ୱାରା ୪୬ଟି ଘରୋଇ ରନ୍ଧନ ଗ୍ୟାସ ଜବତ

ଭୁବନେଶ୍ୱର: ବିଏମସି ଯୋଗାଣ ଉପ ବିଭାଗ ଦ୍ୱାରା ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଂଚଳରେ ଘରୋଇ ରନ୍ଧନ ଗ୍ୟାସର କଳାବଜାରୀଙ୍କ ଉପରେ ଚଢ଼ାଉ କରାଯାଇଛି । ଘରୋଇ ରନ୍ଧନ ଗ୍ୟାସ କଳାବଜାରୀ କରିବା ସହ ଚଢା ମୂଲ୍ୟରେ ଅବୈଧ ବିକ୍ରି କରାଯାଉଥିବା ନେଇ ଏହି ଅଞ୍ଚଳରେ ଅଭିଯୋଗ ହେଉଥିଲା । ଏ…

ଭୁବନେଶ୍ୱରରେ ମାଛ ମାର୍କେଟର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ 

ଭୁବନେଶ୍ୱର: ଭୁବନେଶ୍ୱରରେ ମାଛ ମାର୍କେଟର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଅଧ୍ୟକ୍ଷତାରେ ଦେଶର ସମସ୍ତ କୃଷିମନ୍ତ୍ରୀଙ୍କ ସହ ଏକ ବୈଠକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି।…

ଲେଭଲ୍ କ୍ରସିଂରେ ଦାୟିତ୍ୱପୂର୍ଣ୍ଣ ଭାବରେ କାର୍ଯ୍ୟ କରିବାକୁ ଜନସାଧାରଣଙ୍କ ସହଯୋଗ ଲୋଡିଲା ରେଳବାଇ

ଭୁବନେଶ୍ୱର: ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ଲେଭଲ୍ କ୍ରସିଂ (ଏଲ୍ସି) ଗେଟ୍ ଉଲ୍ଲଂଘନ ଏବଂ ସଡକ ଯାନ ଦ୍ୱାରା ଗେଟ୍ ଭାଙ୍ଗିବା ଘଟଣା ବୃଦ୍ଧି ଘଟଣା ସମ୍ବନ୍ଧରେ ଗମ୍ଭୀର ଚିନ୍ତା ପ୍ରକାଶ କରିଛି । ଯାହା କେବଳ ଜୀବନକୁ ବିପଦରେ ପକାଏନାହିଁ ବରଂ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳରେ ଟ୍ରେନ…

ସାକ୍ଷୀଗୋପାଳରୁ ଆରମ୍ଭ ହେଲା ବିଜେଡିର ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ୱର: ଆରମ୍ଭ ହେଲା ବିଜୁ ଜନତା ଦଳ (ବିଜେଡି)ର ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ । ଗୁରୁବାର ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ, ତାଙ୍କର ଜନ୍ମମାଟି ସୁଆଣ୍ଡୋ ଗ୍ରାମରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ବିଜେଡି ତାର ପଦଯାତ୍ରା ଅଭିଯାନ କାର୍ଯ୍ୟକ୍ରମ…

ୟୁନେସ୍କୋର ‘ଓ୍ବାର୍ଲ୍‌ଡ୍ କଂଗ୍ରେସ ଅଫ୍ ପୋଏଟ୍‌ସ୍’ରେ ଯୋଗଦେଲେ ଓଡ଼ିଆ କବୟିତ୍ରୀ

ଭୁବନେଶ୍ୱର: ୟୁନେସ୍କୋର ସଂସ୍ଥା ‘ଓ୍ବାର୍ଲ୍‌ଡ୍ ଏକାଡେମୀ ଅଫ୍ ଆର୍ଟସ୍ ଆଣ୍ଡ୍ କଲଚର’ ଦ୍ବାରା ଆମେରିକାର ମେକ୍ସିକୋ ସହରରେ ଆୟୋଜିତ ଏକ ମର୍ଯ୍ୟାଦାଜନକ ପାଞ୍ଚଦିନିଆ ବିଶ୍ବ କବି ସମ୍ମିଳନୀ (ଓ୍ବାର୍ଲ୍‌ଡ୍ କଂଗ୍ରେସ୍ ଅଫ୍ ପୋଏଟ୍‌ସ୍)ରେ ଯୋଗଦେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ବିଶିଷ୍ଟ ଓଡ଼ିଆ…

ରାଉରକେଲା ଆରପିଏଫ୍‌ ଦ୍ବାରା ପିଏଲଏଫଆଇ’ର ୨ ସଦସ୍ୟ ଗିରଫ

ସୁନ୍ଦରଗଡ଼: ରାଉରକେଲା ରେଳ ଷ୍ଟେସନରୁ ପିପୁଲ୍ସ ଲିବେରେସନ୍‌ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଲଏଫଆଇ) ର ଦୁଇଜଣ ସଦସ୍ୟଙ୍କୁ ଗିରଫ କରିଛି ଆରପିଏଫ୍‌ । ଆଜି ପ୍ରାୟ ସକାଳ ୯ଟା ବେଳେ ଆରପିଏଫ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲା । ଗିରଫ ପିଏଲଏଫଆଇ ସଦସ୍ୟମାନେ ଝାଡ଼ଖଣ୍ଡ ଲାତେହାର ଅଞ୍ଚଳର ବାସିନ୍ଦା…