Latest Odisha News
Browsing Category

ଓଡିଶା

Odisha

Internet Service: କଟକରେ ଆରମ୍ଭ ହେଲା ଇଣ୍ଟରନେଟ ସେବା, ଫେରୁଛି ସ୍ୱାଭାବିକ ସ୍ଥିତି

କଟକ: କଟକରେ ଆରମ୍ଭ ହେଲା ଇଣ୍ଟରନେଟ ସେବା । ୪୮ ଘଣ୍ଟା ଧରି ବନ୍ଦ ଥିଲା ଇଣ୍ଟରନେଟ। ସନ୍ଧ୍ୟା ୭ଟା ରୁ ପୁଣି ଇଣ୍ଟରନେଟ ସେବା ଆରମ୍ଭ ହୋଇଛି କଟକ ସହରରେ। କଟକରେ ଲାଗି ରହିଥିବା ଉତ୍ତେଜନା ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥିଲା। କର୍ଫ୍ୟୁ ଆଜି ଦିନ ୧୦ଟାରୁ ହଟି ସାରିଥିବା ବେଳେ ଆଜି…

SI ପରୀକ୍ଷା କେଳେଙ୍କାରୀ: OPRB କୁ ଜବାବ ମାଗିଲେ ସରକାର

ଭୁବନେଶ୍ୱର: ପୋଲିସ ସବ-ଇନ୍ସ୍‌ପେକ୍ଟର (SI) ଭର୍ତ୍ତି ପରୀକ୍ଷାରେ ଅନିୟମିତତା ଓ ପ୍ରଶ୍ନପତ୍ର ଲିକ୍‌ ବିବାଦରେ ଓଡ଼ିଶା ସରକାର ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ (OPRB)କୁ ଜବାବ ମାଗିଛନ୍ତି। ଘରୋଇ କମ୍ପାନୀଗୁଡ଼ିକୁ ପରୀକ୍ଷା ଆୟୋଜନରେ ସମ୍ପୃକ୍ତ କରିବା ପାଇଁ ଜବାବ ମାଗିଛନ୍ତି ରାଜ୍ୟ…

Weather Update: ରାଜ୍ୟରେ ୧୧ ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା, ଅଧିକାଂଶ ଜିଲ୍ଲା ପାଇଁ ୟେଲୋ…

ଭୁବନେଶ୍ୱର: ଟ୍ରପ୍‌ ଲାଇନ୍‌ ପ୍ରଭାବରେ ଗତ ୨୪ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ବିଭିନ୍ନ ସ୍ଥାନରେ ୧୧ ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି। ଅଧିକାଂଶ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ…

କଟକ ଘଟଣାରୁ ସମ୍ବଲପୁରରେ ହାଇଆଲର୍ଟ: ସମ୍ବେଦନଶୀଳ ଅଞ୍ଚଳରେ ୨୪ ଘଣ୍ଟିଆ ପହରା

ସମ୍ବଲପୁର: କଟକ ଅଶାନ୍ତି ପରେ ସମ୍ବଲପୁରରେ ହାଇଆଲର୍ଟ। ସହରର ପ୍ରବେଶ ପଥକୁ ନାକାବନ୍ଦୀ କରାଯାଇଛି। ଯାଞ୍ଚକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଜଣା ତଥା ସନ୍ଦେହଜନକ ବ୍ୟକ୍ତିଙ୍କ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ବସଷ୍ଟାଣ୍ଡ, ରେଳ ଷ୍ଟେସନ ଏବଂ ଟୋଲ୍‌ଗେଟ୍‌ରେ ପାଟ୍ରୋଲିଂ ଟିମ୍‌କୁ…

ରାଜ୍ୟରେ ଅଧିକ କ୍ରିୟାଶୀଳ ହେବ ସମବାୟ ଅନୁଷ୍ଠାନ, ଚୂଡାନ୍ତ ନୀତି ପ୍ରସ୍ତୁତ ପୂର୍ବରୁ ମତାମତ ଲୋଡିଲା ବିଭାଗ

ଭୁବନେଶ୍ୱର: ରାଜ୍ୟରେ ଅଧିକ କ୍ରିୟାଶୀଳ ହେବ ସମବାୟ ଅନୁଷ୍ଠାନ। ଆସିବ ନୂଆ ସମବାୟ ନୀତି। ଏଥିପାଇଁ ଜନସାଧାରଣଙ୍କଠାରୁ ମତାମତ ଲୋଡିଲା ବିଭାଗ। ରାଜ୍ୟରେ ସମବାୟ ଅନୁଷ୍ଠାନଗୁଡ଼ିକୁ ଅଧିକ ଶକ୍ତିଶାଳୀ କରାଯିବ। କେନ୍ଦ୍ର ଭଳି ରାଜ୍ୟ ମଧ୍ୟ ସମବାୟ ପରିଚାଳନାରେ ନୂଆ ନୀତି ଆଣିବ। ତେବେ ବିଭିନ୍ନ…

ପୋଲିସକୁ ସଫଳତା, ୩ ଜଣିଆ ଛିନତାଇ ଗ୍ୟାଙ୍ଗ ଗିରଫ

ଯାଜପୁର: ଯାଜପୁର ପୋଲିସକୁ ସଫଳତା । ୩ ଜଣିଆ ଛିନତାଇ ଗ୍ୟାଙ୍ଗକୁ ଗିରଫ କଲା ପୋଲିସ । ଗିରଫ ଅଭିଯୁକ୍ତମାନଙ୍କଠାରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ବାଇକ ଜବତ କରାଯାଇଛି । ଯାଜପୁରରେ ଛିନତାଇ ଏବଂ ଲୁଟ ଅଭିଯୋଗ ଆସିବା ପରେ ଥାନାଧିକାରୀ ଶରତଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଏକ ଟିମ ଗଠନ…

Crocodile Dragging Woman: କୁମ୍ଭୀର ପାଟିରେ ମହିଳା, କ୍ୟାମେରାରେ କଏଦ ହେଲା ଦୃଶ୍ୟ

ଯାଜପୁର: ନଦୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ଚାହୁଁ ଚାହୁଁ ଟାଣିନେଲା କୁମ୍ଭୀର। ନଦୀକୂଳରେ ରଖାଯାଇଛି ମହିଳାଙ୍କ ଜିନିଷ। ଆଉ ନଦୀ ଗର୍ଭରେ କୁମ୍ଭୀର ପାଟିରେ ମହିଳା। କୁମ୍ଭୀର ଅତି ନୃଂଶସଭାବେ ମହିଳାଙ୍କୁ ପାଟିରେ ଧରି ଖାଉଛି, ଯାହାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। କୁମ୍ଭୀର…

ଆମ ବସରେ ପଶି ଯାତ୍ରୀଙ୍କୁ ଆକ୍ରମଣ; ୪ ଗୁରୁତର

ପୁରୀ: ହରଶପଡ଼ାରୁ ପୁରୀ ଜିଲ୍ଲାର ସୁକଳ ଯାଉଥିବା ଏକ ଆମ ବସରେ ମଙ୍ଗଳବାର ଦିନ ଯାତ୍ରୀମାନଙ୍କୁ ଜଣେ ଯୁବକ ଅତର୍କିତ ଆକ୍ରମଣ କରିବା ଫଳରେ ଚାରି ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଯୁବକ ଜଣକର ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସେ ପ୍ରାୟ ୧୧ଟା ସମୟରେ ବିଧାନ ଛକ ନିକଟରେ ଏକ…

କଟକରେ କର୍ଫ୍ୟୁ କୋହଳ, ସ୍ଵାଭାବିକ ହେଉଛି ସ୍ଥିତି

କଟକ: କଟକରେ ୩୬ ଘଣ୍ଟିଆ କର୍ଫ୍ୟୁ ମଙ୍ଗଳବାର ସକାଳ ୧୦ଟାରେ ଶେଷ ହେବା ପରେ ସ୍ଵାଭାବିକ ହେଉଛି ଜନଜୀବନ। ରବିବାର ସହରରେ ହିଂସା ପାଇଁ ହ୍ୱାଟ୍ସଆପ୍, ଫେସବୁକ୍ ଏବଂ ଏକ୍ସ ଭଳି ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମର ଅପବ୍ୟବହାର ଯୋଗୁଁ ତଥା ଉତ୍ତେଜନାପୂର୍ଣ୍ଣ ବାର୍ତ୍ତା ପ୍ରସାରିତ ହେଉଥିବା…

ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣା; ଖୁବଶୀଘ୍ର ଦୋଷୀଙ୍କୁ ଧରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗତକାଲି ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ଜଘନ୍ୟ ଓ ଅମାନୁଷିକ ହତ୍ୟାକାଣ୍ଡରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହିତ ଘଟଣାରେ ସଂପୃକ୍ତ ଅପରାଧୀ ମାନଙ୍କୁ ଖୋଜି ବାହାର…