Latest Odisha News

BREAKING NEWS

Browsing Category

ଓଡିଶା

Odisha

World Suicide Prevention Day: ରାଜ୍ୟରେ ଆଉ କେହି ନେବେନି ନିଜ ଜୀବନ: ମୁଖ୍ୟମନ୍ତ୍ରୀଙ୍କ ‘ଜୀବନ…

ଭୁବନେଶ୍ବର: ରାଜ୍ୟରେ ଲଗାତାର ବିଭିନ୍ନ ବୟସ ବର୍ଗର ଲୋକେ ଏବଂ କଲେଜରେ ଯୁବବର୍ଗ ନିଜ ଜୀବନ ନେବା ଘଟଣାରେ ରୋକ ଲଗାଇବା ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ସାରା ବିଶ୍ବରେ ଆତ୍ମହତ୍ୟା ଭଳି ଦୁର୍ବଳ ମାନସିକତା ବିରୋଧରେ ଜନସଚେତନା ସୃଷ୍ଟି ପାଇଁ ପ୍ରତିବର୍ଷ ସେପ୍ଟେମ୍ବର…

Odisha Vigilance: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କିରାଣି

କେନ୍ଦୁଝର: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କିରାଣି। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଫରେଷ୍ଟ ଟ୍ରେନିଂ ସ୍କୁଲ୍‌ର କିରାଣି ରୁପଚାନ୍ଦ ନାଏକ ପେନସନ୍ କରାଇ ଦେବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ମାଡିବସିଲା ଭିଜିଲାନ୍ସ। ଜଣେ ହିତାଧିକାରୀଙ୍କ ଏରିଅର ଓ…

Clean Air City Survey: ସ୍ୱଚ୍ଛ ବାୟୁ ସର୍ବେକ୍ଷଣ: କମ୍‌ ଜନସଂଖ୍ୟା ଥିବା ସହର ବର୍ଗରେ ତୃତୀୟ ସ୍ଥାନରେ ଅନୁଗୁଳ

ଭୁବନେଶ୍ୱର: ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୫ ରେ ତିନି ଲକ୍ଷରୁ କମ୍ ଜନସଂଖ୍ୟା ଥିବା ସହରଗୁଡ଼ିକ ମଧ୍ୟରୁ 'ଜାତୀୟ ସ୍ୱଚ୍ଛ ବାୟୁ ସହର' ପୁରସ୍କାରରେ ଓଡ଼ିଶାର ଅନୁଗୁଳ ଜିଲ୍ଲା ତୃତୀୟ ସ୍ଥାନ ହାସଲ କରିଛି। ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ (MoEFCC) ମଙ୍ଗଳବାର ଦିନ…

୩୧ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଉଦଯାପିତ

ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ - ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଦ୍ୱାରା ଅନୁଷ୍ଠିତ ୩୧ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ଉଦଯାପିତ ହୋଇଯାଇଛି। ଚାରିଦିନ ଧରି ଅନୁଷ୍ଠିତ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ…

Manmohan samal: ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ବିରତ ରହିବା ନେଇ ପ୍ରତିକ୍ରିୟା ରଖିଲେ ମନମୋହନ ସାମଲ

ଭୁବନେଶ୍ବର:ଦିଲ୍ଲୀରୁ ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ବିରତ ରହିବା ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଏହି ନିଷ୍ପତ୍ତି ବିଜେଡିର ଦଳୀୟ ନିଷ୍ପତ୍ତି, ବିଜେପି ନିଜ ରାସ୍ତାରେ ଅଛି । ସୂଚନାଥାଉକି, ନୂଆଦିଲ୍ଲୀ ଗସ୍ତ…

Puri Jagannath Temple: ଅଭାବନୀୟ ଘଟଣା: ଚପଲ ପିନ୍ଧି ଶ୍ରୀମନ୍ଦିର ଭିତରକୁ ପ୍ରବେଶ ଉଦ୍ୟମ, ଯୁବକ ଅଟକ

ପୁରୀ: ପୁଣି ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା। ମନ୍ଦିର ଭିତରକୁ ଚପଲ ପିନ୍ଧି ପ୍ରବେଶ ପାଇଁ ଯୁବକଙ୍କ ଉଦ୍ୟମ। ସିଂହଦ୍ଵାର ବନ୍ଦ ଥିବା ସମୟରେ ଯୁବକ ଜଣକ ଏଭଳି ଉଦ୍ୟମ କରିଥିଲେ। ଶ୍ରୀ ଜଗନ୍ନାଥ ମନ୍ଦିରରେ ଚପଲ ପିନ୍ଧି ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ପୋଲିସ ଅଟକ…

EV Policy 2025: ୨୦୩୬ ସୁଦ୍ଧା ୭୦ ପ୍ରତିଶତ ଇଲେକ୍ଟ୍ରିକ୍ ଗାଡ଼ି ଲକ୍ଷ୍ୟ: ମିଳିବ ପ୍ରୋତ୍ସାହନ ରାଶି

ଭୁବନେଶ୍ୱର: ଓଡ଼ିଶା ଭେଇକିଲ୍ ପଲିସି-୨୦୨୫ ପାଇଁ ଆସିଲା ଚିଠା ପ୍ରସ୍ତାବ। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆସିଲା ଚିଠା ପ୍ରସ୍ତାବ। ଏହି ପ୍ରସ୍ତାବ ଅନୁସାରେ ରାଜ୍ୟରେ ୨୦୩୬ ସୁଦ୍ଧା ୭୦% ଓ ୨୦୪୭ ସୁଦ୍ଧା ୮୦% ଇଭି ଭେଇକିଲ ଗଡ଼ିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୨୦୩୦ ମସିହା ସୁଦ୍ଧା…

Weather update: ୧୩ ଯାଏଁ ପ୍ରବଳ ବର୍ଷା ସମ୍ଭାବନା; ଆଜି ରାଜ୍ୟର ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଆସନ୍ତା ୧୩ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ବଜ୍ରପାତ ସହିତ ଝଡବର୍ଷାର ସମ୍ଭାବନା ରହିଛି । ତେବେ ଆଜି ରାଜ୍ୟର ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି,…

ଉପରାଷ୍ଟ୍ରପତି ନିର୍ବାଚନ: ନବୀନ ଖେଳିଲେ ସେଫ୍ ଗେମ୍, କିନ୍ତୁ ବିଜେଡିକୁ ନୂଆ ରୂପ ଦେଇ ପାରିବେ କି?

୨୦୨୪ ନିର୍ବାଚନ ପରାଜୟରୁ ବିଜୁ ଜନତା ଦଳ (ବିଜେଡି) ଏବେ ବି ଅନେକ ସମସ୍ୟାକୁ ସାମ୍ନା କରୁଛି। ମଙ୍ଗଳବାର ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ ନଦେଇ ଦଳ ସେଫ୍ ପଲିଟିକ୍ସ ଖେଳିଛି ବୋଲି କୁହାଯାଉଛି। କିନ୍ତୁ ଏହା କ’ଣ ନବୀନ ପଟ୍ଟନାୟକଙ୍କୁ ଦଳର ନୂଆ ରୂପ ଗଢ଼ିବାରେ ସାହାଯ୍ୟ କରିବ?

ଭୁବନେଶ୍ୱର-ରାଉରକେଲା ମଧ୍ୟରେ ଏହି ଟ୍ରେନ ବାତିଲ, ଜାଣନ୍ତୁ…

ଭୁବନେଶ୍ୱର: ଭାରତୀୟ ରେଳବାଇ ସେପ୍ଟେମ୍ବର ୧୦ ତାରିଖରେ ଭୁବନେଶ୍ୱର-ରାଉରକେଲା-ଭୁବନେଶ୍ୱର ଏକ୍ସପ୍ରେସ୍ ଟ୍ରେନ୍ ବାତିଲ୍ କରିଛି। ଲିଙ୍କ୍ ରେକ୍ ବିଳମ୍ବରେ ଚାଲିବା ଯୋଗୁଁ ଟ୍ରେନ୍ ନମ୍ବର-୨୨୮୪୦/୨୨୮୩୯ BBS-ROU-BBS ଏକ୍ସପ୍ରେସ୍ ବୁଧବାର ଉଭୟ ପଟୁ ବାତିଲ ରହିବ। ଏନେଇ ପୂର୍ବତଟ ରେଳବାଇ…