Latest Odisha News

BREAKING NEWS

Browsing Category

ଓଡିଶା

Odisha

Cyber fraud: କମିଶନରେଟ୍ ପୋଲିସ ହାତରେ ବିହାରର ସାଇବର ଠକ; ଅପହରଣ ଅଭିଯୋଗରେ ବନ୍ଧାହେଲେ ୫

ଭୁବନେଶ୍ବର: ସାଇବର ଠକକୁ ଅପହରଣ ଓ ୨୫ ଲକ୍ଷରେ ମୁଣ୍ଡ ଜାମିନ ଅଭିଯୋଗରେ ୫ ଗିରଫ । ସାଇବର ଠକକୁ ବିହାରରୁ ଡାକି ଅପହରଣ କରିବା ସହ ୨୫ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ରଖିଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି ଚନ୍ଦକା ପୋଲିସ । ଅଭିଯୁକ୍ତ ମାନଙ୍କ ନିକଟରୁ ମୋବାଇଲ, ଛୁରୀ, ୩ଟି ଆକାଉଣ୍ଟ ଜବତ…

Abhijit Majumdar: ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ସ୍ୱାସ୍ଥ୍ୟମନ୍ତ୍ରୀ, କହିଲେ ଆବଶ୍ୟକ ପଡ଼ିଲେ…

ଭୁବନେଶ୍ବର: ଭୁବନେଶ୍ୱର ଏମ୍ସରେ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ବିଧାୟକ ବାବୁ ସିଂହଙ୍କ ସହ ମିଶି ଡାକ୍ତରଙ୍କ ସହ ଆଲୋଚନା କଲେ ମନ୍ତ୍ରୀ। ପ୍ରୋଟୋକଲ୍‌ ଅନୁସାରେ ଚିକିତ୍ସା ଚାଲିଛି, ଉନ୍ନତି ଆସିଛି କହିଲେ ଡାକ୍ତର। ଗୁରୁତର ଅବସ୍ଥାରେ ଭୁବନେଶ୍ୱରର…

Weather update: ଆସନ୍ତା ୧୩ ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ପୁଣି ରାଜ୍ୟରେ ବଢିବ ବର୍ଷା । ଆଞ୍ଚଳିକ ପାଣିପାଗ ସୂଚନାନୁସାରେ ସେପ୍ଟେମ୍ବର ୦୭ ରୁ ୧୩ ତାରିଖ ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି। ମୌସୁମୀ ଟ୍ରଫ୍ ବର୍ତ୍ତମାନ ପୂର୍ବ- ଦକ୍ଷିଣପୂର୍ବ ଦିଗରେ ପୂର୍ବ…

Missing Boy Found: କ୍ୟାପିଟାଲ୍‌ ଥାନା ଅଞ୍ଚଳରୁ ୧୬ ବର୍ଷର ନିଖୋଜ ବାଳକ ଉଦ୍ଧାର

ଭୁବନେଶ୍ଵର: କ୍ୟାପିଟାଲ୍‌ ଥାନା ଅଞ୍ଚଳରୁ ୧୬ ବର୍ଷର ନିଖୋଜ ବାଳକ ଉଦ୍ଧାର। ନିଖୋଜ ହେବାର ୪ ଦିନ ପରେ ୟୁନିଟ୍-୬ ଅଞ୍ଚଳ ହସ୍ପିଟାଲ୍‌ ପାଖ ଏକ ଆଶ୍ରୟସ୍ଥଳରୁ ଉଦ୍ଧାର କଲା ପୋଲିସ। କରାଟେ ସ୍କୁଲ୍‌କୁ ଆସି ୪ ଦିନ ହେଲା ନିଖୋଜ ହୋଇଥିଲେ ଏହି ବାଳକ। ପରିବାର ଓ ପୋଲିସ ବିଭିନ୍ନ ସ୍ଥାନରେ…

ପୁଅର ମାଡ଼ରେ ମା’ ମୃତ; ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ସୁନ୍ଦରଗଡ଼: ହେମଗିରି ଥାନା ବନ୍ଧପାଲି ଗ୍ରାମରେ ଅଭାବନୀୟ ଘଟଣା । ମାତ୍ର କିଛି ଟଙ୍କା ପାଇଁ ପୁଅ ସାଜିଲା ହତ୍ୟାକାରୀ । ପୁଅ ବଳିନ୍ଦ୍ର ଧରୁଆ ମା’ଙ୍କୁ ଟଙ୍କା ମାଗିଥିଲା । ମା’ ଟଙ୍କା ନଦେବାରୁ ପୁଅ ଚାପୁଡ଼ା ମାରିଥିଲା ମା’ କୁ । ଗୁରୁତର ଅବସ୍ଥାରେ ମା' କୁ ହେମଗିରି ଗୋଷ୍ଠୀ…

AI-Cameras In BBSR: ସୁରକ୍ଷିତ ରହିବ ରାଜଧାନୀ ରାସ୍ତା, କ୍ରାଇମ୍ ରୋକିବ ଆଉ ୧୫୦୦ ଏଆଇ-ଚାଳିତ କ୍ୟାମେରା

ଭୁବନେଶ୍ୱର: ରାଜଧାନୀରେ ଏବେ କ୍ରାଇମ ଜଗିବ ଏଆଇ ଚାଳିତ କ୍ୟାମେରା । ଭୁବନେଶ୍ବର ସହରର ପ୍ରମୁଖ ସ୍ଥାନରେ ୧୫୦୦ ନୂତନ ଏଆଇ-ଚାଳିତ ସିସି ଟିଭି କ୍ୟାମେରା ସ୍ଥାପନ କରାଯିବ । ଅପରାଧ ହ୍ରାସ ଏବଂ ଟ୍ରାଫିକ୍ ପରିଚାଳନାରେ ଉନ୍ନତି ଆଣିବା ପାଇଁ ସ୍ମାର୍ଟ ସିଟି କର୍ତ୍ତୃପକ୍ଷ କିଛି ଏପରି ପଦକ୍ଷେପ…

Flood Situaion: ମୁଣ୍ଡଳୀରେ ସର୍ବୋଚ୍ଚ ସ୍ଥାନରେ ମହାନଦୀ ବନ୍ୟାଜଳ, ଯେ କୌଣସି ପରିସ୍ଥିତି ଉପୁଜିଲେ ଆମେ ପ୍ରସ୍ତୁତ…

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ଅନେକ ସ୍ଥାନରେ ବର୍ଷା ଲାଗି ରହିଥିବାବେଳେ, ଆହୁରି ୩ଦିନ ବର୍ଷିବ ବୋଲି ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଆଜି ମଧ୍ୟ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ନେଇ ୫…

୧୬ ବର୍ଷର ପୁଅ ନିଖୋଜ; ବିକଳ ହୋଇ ଖୋଜୁଛି ମା’…

ଭୁବନେଶ୍ବର: ଭୁବନେଶ୍ବରର ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୧୬ ବର୍ଷର ନାବାଳକ ନିଖୋଜ । ପୁଅ ଆଉ ଘରକୁ ଫେରି ନ ଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ନିଖୋଜ ନାବାଳକର ମାଆ । ନିଖୋଜ ହେବାର ୪ ଦିନ ବିତିଯାଇଥିଲେ ମଧ୍ୟ ପିଲାଟିର କୌଣସି ଟେର୍ ପାଉନି ପୋଲିସ । ତେବେ ନାବାଳକ ଜଣକ କରାଟେ କ୍ଲାସ୍…

OTET Exam: ସିବିଏସଇ ଢାଞ୍ଚାରେ ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା, ସେପ୍ଟେମ୍ବର ୧୭ରୁ ମିଳିବ ଆଡ଼ମିଟ କାର୍ଡ

କଟକ: ଆସନ୍ତା ୨୭ ତାରିଖରେ ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ଏଥର ସିବିଏସଇ ଢାଞ୍ଚାରେ ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ଓଟିଇଟି ପରୀକ୍ଷାରେ ବିଭ୍ରାଟ ହେବା ପରେ ଏହି ସିବିଏସଇ ଓ କେନ୍ଦ୍ରୀୟ ବିଦ୍ୟାଳୟର ପରୀକ୍ଷା ସଂସ୍ଥାର ଟେକନିକ ଅନୁଧ୍ୟାନ କରାଯାଇଛି । ତେଣୁ ଦେଶର ଏହି ଦୁଇ…

ADR Report: ଫୌଜଦାରୀ ମାମଲାରେ ମନ୍ତ୍ରୀଙ୍କ ନାଁ: ତାଲିକାରେ ଶୀର୍ଷରେ ଓଡ଼ିଶା, ଆନ୍ଧ୍ର

ଭୁବନେଶ୍ବର: ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ADR) ଏବଂ ନ୍ୟାସନାଲ୍ ଇଲେକ୍ସନ୍ ୱାଚ୍ ର ଏକ ରିପୋର୍ଟ ଅନୁଯାୟୀ, ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ ଏପରି ରାଜ୍ୟ ଭାବରେ ଉଭା ହୋଇଛି ଯେଉଁଠାରେ ସର୍ବାଧିକ ପ୍ରତିଶତ ମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ଅଭିଯୋଗ ରହିଛି। ବିଶ୍ଳେଷଣରୁ…