Latest Odisha News

BREAKING NEWS

Browsing Category

ଓଡିଶା

Odisha

Road Accident: ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ମୃତ, ୧୪ ଜଣ ଗୁରୁତର ଆହତ

ବାଲେଶ୍ୱର: ଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ୧୬ ନମ୍ବର ଜାତୀୟ ରାଜପଥ ବାହାନଗା ବଜାର ଉପରେ ତୀର୍ଥ ଯାତ୍ରୀ ବସ ଦୁର୍ଘଟଣା ଘଟିଛି । ଏଥିରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବାବେଳେ, ବସରେ ୫୦ଜଣ ଯାତ୍ରୀ ଥିବା ବେଳେ ୧୪ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତର ଆହତଙ୍କୁ ଖନ୍ତାପଡ଼ା ଗୋଷ୍ଠୀ…

୩ ମାସ ଭିତରେ ମହାପ୍ରଭୁଙ୍କ ସମସ୍ତ ରତ୍ନଅଳଙ୍କାର ଗଣତି ମଣତି କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ: ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଜନସ୍ବାର୍ଥ ମାମଲାର ରାୟ ପ୍ରକାଶ ପାଇଛି । ଦିନ ନଗଡ଼ାଇ ତତ୍ପରତା ଦେଖାନ୍ତୁ ସରକାର । ଆସନ୍ତା ୩ ମାସ ଭିତରେ ମହାପ୍ରଭୁଙ୍କ ସମସ୍ତ ରତ୍ନଅଳଙ୍କାର ଗଣତି ମଣତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ୧୯୭୮ର ଗଣତିମଣତି ରିପୋର୍ଟ ସହ ଏହାକୁ ମେଳ…

ପୁରୀରେ ବୁଲିଲା ଖଣ୍ଡା, ୨ ଆହତ

ପୁରୀ: ପୁରୀରେ ବୁଲିଲା ଖଣ୍ଡା। ସାମାନ୍ୟ କଥାକୁ କେନ୍ଦ୍ରକରି ଦୁଇଜଣ ଯୁବକଙ୍କୁ ଖଣ୍ଡାରେ ହାଣି ଆତଙ୍କ ସୃଷ୍ଟି କଲେ ଦୁର୍ବୁତ୍ତ। ପୁରୀ ମାଟିଆପଡା ଛକରେ ଘଟିଛି ଏଭଳି ଘଟଣା। ଦୁର୍ବୁତ୍ତଙ୍କ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛି। ଆକ୍ରମଣର ଶିକାର ହୋଇଥିବା…

ବେଦାନ୍ତ ଝାରସୁଗୁଡାର ବିଦ୍ୟାଗ୍ରହ କାର୍ଯ୍ୟକ୍ରମ ମାଧ୍ୟମରେ ୨୦୦ ଛାତ୍ରଛାତ୍ରୀଙ୍କୁ ସହାୟତା

ଝାରସୁଗୁଡା: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ବ୍ୟାପକ ଶିକ୍ଷା ଶିବିର ମାଧ୍ୟମରେ ଝାରସୁଗୁଡାର ସରକାରୀ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଆଗାମୀ ବୋର୍ଡ ପରୀକ୍ଷା ପାଇଁ ସହାୟତା କରିଛି। ଏହାର ବିଦ୍ୟାଗ୍ରହ ପଦକ୍ଷେପ ଅଧୀନରେ ଆୟୋଜିତ, ଜିଲ୍ଲାର ସରକାରୀ…

ପୁଣି ନଜରକୁ ଆସିଲା ଶ୍ରୀମନ୍ଦିର ଉପରେ ଅବୈଧ ଡ୍ରୋନ ଉଡାଣ, ଯୁବକ ଅଟକ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ଚାରିପାଖରେ ଡ୍ରୋନ ଉଡାଣ ଉପରେ କଟକଣା ଜାରି ରହିଥିବା ସତ୍ତ୍ୱେ ଆଜି ସନ୍ଧ୍ୟା ୫ଟାରେ ଜଣେ ଯୁବକ ଡ୍ରୋନ ଉଡାଇବାକୁ ଚେଷ୍ଟା କରୁଥିଲା। ଏହି ସମୟରେ ପୁରୀ ପୋଲିସ ଦ୍ୱାରା ଧରାପଡ଼ିଛନ୍ତି ଯୁବକ। ସୂଚନା ଆଧାରରେ କର୍ଣ୍ଣାଟକର ଅଭ୍ୟୁଦୟ ସିନ୍ହା (ବୟସ ୨୫)…

କଟକରେ ଲେଜର୍‌ ଲାଇଟ୍‌ ବ୍ୟାନ୍‌

କଟକ: ବ୍ୟାନ ହେଲା ଲେଜର୍‌ ଲାଇଟ୍‌। କଟକରେ ଲେଜର ଲାଇଟ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କଲେ ହାଇକୋର୍ଟ। ଆଜି ସହର ସମସ୍ୟା ସମ୍ପର୍କିତ ମାମଲାର ଶୁଣାଣି ବେଳେ କଟକରେ ଲେଜର୍‌ ଲାଇଟ୍‌ କଟକଣାକୁ କଡ଼ାକଡ଼ି ଲାଗୁ କରିବା ପାଇଁ ହାଇକୋର୍ଟ କଟକ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ…

ଖୋର୍ଦ୍ଧାରେ ସେକ୍ସ ରାକେଟ ଠାବ; ୭ ଅଟକ

ଖୋର୍ଦ୍ଧା: ଖୋର୍ଦ୍ଧା ସହରର ବିକାଶ ନଗର ଅଞ୍ଚଳରେ ଚାଲିଥିବା ଏକ ସେକ୍ସ ରାକେଟକୁ ଗୁରୁବାର ଦିନ ପୋଲିସ ଠାବ କରିଛି। ଏହି ମାମଲାରେ ଅଭିଯୁକ୍ତ କିଙ୍ଗପିନ୍ ସମେତ ସାତ ଜଣଙ୍କୁ ଅଟକ ରଖାଯାଇଛି। ଗତ କିଛି ଦିନ ଧରି ଚାଲିଥିବା ଏହି ସେକ୍ସ ରାକେଟ ବିଷୟରେ ସୂଚନା ପାଇ ଖୋର୍ଦ୍ଧା ମଡେଲ୍ ପୋଲିସ…

ତହସିଲଦାରଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ଗଞ୍ଜାମ: ଭିଜିଲାନ୍ସ ଜାଲରେ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର। ତହସିଲଦାରଙ୍କୁ ମାଡ଼ି ବସିଲା ଭିଜିଲାନ୍ସ ଟିମ। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅତିରିକ୍ତ ତହସିଲଦାର କବିରାଜ ସେଠୀଙ୍କୁ ଧରିଲା ଭିଜିଲାନ୍ସ। ୪୦ ହଜାର ଟଙ୍କା ଫାଇନ ନେଇ ୩୦ ହଜାରର ରସିଦ କାଟି ଧରାପଡିଲେ। ବାଲି ବୋଝେଇ…

ଟ୍ରାନ୍ସଜେଣ୍ଡର ଅଞ୍ଜଳି ହତ୍ୟା ମାମଲାରେ ଖୁଲାସା; ଲୁଟ ଉଦ୍ଦେଶ୍ୟରେ ହୋଇଥିଲା ହତ୍ୟାକାଣ୍ଡ

ଭୁବନେଶ୍ୱର: ଫେବୃଆରୀ ୧ ତାରିଖରେ ଭୁବନେଶ୍ୱର ଉପକଣ୍ଠରେ ଜଣେ ଟ୍ରାନ୍ସଜେଣ୍ଡରଙ୍କ ହତ୍ୟା ଘଟଣାରେ ନୂଆ ମୋଡ ସାମ୍ନାକୁ ଆସିଛି। ଏହି ହତ୍ୟାକାଣ୍ଡ ପଛରେ ଡକାୟତି ଉଦ୍ଦେଶ୍ୟ ଥିବା ଜଣାପଡିଛି। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ମୁଖ୍ୟ ଅଭିଯୁକ୍ତ କୃଷ୍ଣ କାଣ୍ଡି ଲୁଟ୍ ଉଦ୍ଦେଶ୍ୟରେ…

ଭୁବନେଶ୍ବରରେ ବରିଷ୍ଠ ନାଗରିକଙ୍କୁ ଡିଜିଟାଲ ଆରେଷ୍ଟ; ୩୫ ଘଣ୍ଟା…

ଭୁବନେଶ୍ୱର: ଓଡ଼ିଶାରେ ସାଇବର ଠକେଇର ଆଉ ଏକ ମାମଲା ନଜର ଆସିଛି। ଜଣେ ଅବସରପ୍ରାପ୍ତ ଅଧିକାରୀ ଏବଂ ପୂର୍ବତନ ଅଧ୍ୟାପକ ପତ୍ନୀଙ୍କୁ ଠକମାନେ ପ୍ରାୟ ୩୫ ଘଣ୍ଟା ପାଇଁ 'ଡିଜିଟାଲ ଆରେଷ୍ଟ' କରି ରଖିଥିବା ଅଭିଯୋଗ ହୋଇଛି। ଯେଉଁମାନେ ସେମାନଙ୍କଠାରୁ ୧ କୋଟି ଟଙ୍କା ଠକେଇ କରିବାକୁ ଚେଷ୍ଟା…