Latest Odisha News

BREAKING NEWS

Browsing Category

ଓଡିଶା

Odisha

ପଞ୍ଚାୟତିରାଜ କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ୍ ହାଜିରା ବ୍ୟବସ୍ଥା କଲେ ସରକାର

ଭୁବନେଶ୍ୱର: ଗ୍ରାମାଞ୍ଚଳରେ ପରିଚାଳନାକୁ ସୁଦୃଢ଼ କରିବା ଓ କର୍ମଚାରୀଙ୍କ ମଧ୍ୟରେ ନିୟମିତତା ଓ ଉତ୍ତରଦାୟିତ୍ୱ ବଢ଼ାଇବା ପାଇଁ ଓଡ଼ିଶା ସରକାର ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ୍ ଉପସ୍ଥାପନା…

Hirakud Dam: ବନ୍ଦ ହେଲା ହୀରାକୁଦ ଡ୍ୟାମର ୪ଟି ଗେଟ୍, ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ

ସମ୍ବଲପୁର: ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍ । ଉପରମୁଣ୍ଡରେ ଜଳପ୍ରବାହ ହ୍ରାସ ପାଇବାରୁ ଏହି ଗେଟ୍ ଗୁଡିକୁ ବନ୍ଦ କରିଦିଆଯାଇଛି । ବର୍ତ୍ତମାନ ୨୦ଟି ସ୍ଲୁଇସ୍‌ ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ସେଥିମଧ୍ୟରୁ ବାମ ପଟେ ୧୩ଟି ଓ ଡାହାଣ ପଟେ ୭ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ…

ଓଡ଼ିଶା ହାଇକୋର୍ଟର ବଡ଼ ରାୟ: ଅଂଶୀଦାରଙ୍କ ଅନୁମତି ବିନା ମିଳିତ ସମ୍ପତ୍ତିରେ ଅଂଶ ବିକ୍ରି କରିପାରିବେ

କଟକ: ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ଵପୂର୍ଣ୍ଣ ରାୟରେ କହିଛନ୍ତି ଯେ, ମିଳିତ ସମ୍ପତ୍ତିରେ ଜଣେ ଅଂଶୀଦାର ଅନ୍ୟ ଅଂଶୀଦାରଙ୍କ ଅନୁମତି ବିନା ନିଜର ଅଂଶ ବିକ୍ରି କରିପାରିବେ। ଏହି ରାୟ ନ୍ୟାୟମୂର୍ତ୍ତି ଆନନ୍ଦ ଚନ୍ଦ୍ର ବେହେରା ଦେଇଛନ୍ତି। ଭଦ୍ରକ ଜିଲ୍ଲାର ବସୁଦେବପୁରର ସବ-ରେଜିଷ୍ଟ୍ରାର…

ବେଦାନ୍ତ ଆଲୁମିନିୟମର ପ୍ରୋଜେକ୍ଟ ବିଦ୍ୟାଗ୍ରହ, ଗ୍ରାମୀଣ ଶ୍ରେଣୀଗୃହରେ ଡିଜିଟାଲ୍ ଶିକ୍ଷଣର ଶୁଭାରମ୍ଭ…

ଝାରସୁଗୁଡା: ପ୍ରତ୍ୟେକ ପିଲାକୁ ଗୁଣାତ୍ମକ ଶିକ୍ଷା ସମ୍ବଳରୁ ଶିଖିବାର ସମାନ ସୁଯୋଗ ଦିଆଗଲେ ସମାଜରେ ପ୍ରକୃତ ପ୍ରଗତି ଆରମ୍ଭ ହୁଏ। ଏହି ବିଶ୍ୱାସ ବେଦାନ୍ତ ଆଲୁମିନିୟମର ପ୍ରୟାସକୁ ପ୍ରୋଜେକ୍ଟ ବିଦ୍ୟାଗ୍ରହ ମାଧ୍ୟମରେ ମାର୍ଗଦର୍ଶନ କରିଛି। ଯାହାକି ଏକ ଅଗ୍ରଣୀ ଡିଜିଟାଲ୍ ଶିକ୍ଷଣ ପଦକ୍ଷେପ…

Six Maoists Died: ସୁରକ୍ଷାବାହିନୀ ଗୁଳିରେ ୬ ମାଓବାଦୀ ସଫା

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଏବଂ ଦନ୍ତେୱାଡ଼ା ଜିଲ୍ଲା ସୀମାରେ ପୋଲିସ ଏବଂ ମାଓବାଦୀମାନଙ୍କ ମଧ୍ୟରେ ଗୁଳିବିନିୟମରେ ୬ ଜଣ ମାଓବାଦୀମାନେ ନିପାତ ‌ହୋଇଥିବା ଜଣାପଡ଼ିଛି । ଏଥିସହ ବହୁ ପରିମାଣରେ ମାଓ ବିସ୍ଫୋରକ ସହ ବନ୍ଧୁକ ଜବତ କରାଯାଇଛି । ଥୁଲଥୁଲି ଜଙ୍ଗଲରେ…

BSNL: ଏଣିକି ସମସ୍ତ ସରକାରୀ କାର୍ଯ୍ୟାଳୟରେ ବିଏସଏନଏଲ୍‌ ନେଟୱାର୍କ ସେବା ବାଧ୍ୟତାମୂଳକ

ଭୁବନେଶ୍ବର: ଏଣିକି ସରକାରୀ କାର୍ଯ୍ୟାଳୟରେ ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସଏନଏଲ୍‌) ନେଟୱାର୍କ ବ୍ୟବହାର ବାଧ୍ୟତାମୂଳକ ହେବ । ବିଏସଏନଏଲ୍‌ ର ଗୌରବମୟ ଯୁଗକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ…

ଓଡିଶା ରାଜ୍ୟ କରିକୁଲମ ଫ୍ରେମୱାର୍କ, ‘ପଢିବା, ଗଢିବା ଓଡିଶା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ରାଜ୍ୟ ସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ସେ କହିଛନ୍ତି ଯେ, ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ସୁଯୋଗ ଅସିମୀତ । ପିଲାମାନଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭାକୁ…

ସ୍କିମାଟିକ୍ ଶିକ୍ଷକଙ୍କୁ ‘ନିୟମିତ ଶିକ୍ଷକ’ ଭାବେ ନିଯୁକ୍ତି ଘୋଷଣା; ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ…

ଭୁବନେଶ୍ୱର: ୨୦୨୫ରେ ନିଯୁକ୍ତି ପାଇଥିବା ରାଜ୍ୟର ୧୩ ହଜାରରୁ ଉର୍ଦ୍ଧ୍ୱ ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କୁ 'ନିୟମିତ ଶିକ୍ଷକ' ଭାବେ ନିଯୁକ୍ତି ଦେବାପାଇଁ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆଜି ରାଜ୍ୟ ଅତିଥି ଭବନ ଠାରେ ଓଡିଶା କନିଷ୍ଠ ଶିକ୍ଷକ ସଂଘ ଧନ୍ୟବାଦ…

ପଞ୍ଚଭୂତରେ ଲୀନ ହେଲେ ବରଗଡର ବୀର ପୁଅ, ଯବାନ ପୁଅକୁ ହରାଇ କାନ୍ଦୁଛି ଜନ୍ମମାଟି

ବରଗଡ: ପୁଅକୁ ହରାଇ କାନ୍ଦୁଛି ମା, ବାପାଙ୍କୁ ହରାଇ କାନ୍ଦୁଛନ୍ତି ପରିବାର ବର୍ଗ । ସମସ୍ତଙ୍କ ଆଦରର ଥିବା ଖଗେନ୍ଦ୍ର ଆଉ ନାହାଁନ୍ତି । ସହୀଦ ହୋଇ ସେ ଘରକୁ ଫେରିଛନ୍ତି । ବରଗଡ ଜିଲ୍ଲା ଗୋଡଭଗା ଗାଁର ଖଗେନ୍ଦ୍ର ମହାପାତ୍ର ସହିଦ ହୋଇଛନ୍ତି । ଅବସର ନେବା ପାଇଁ ଆଉ ମାତ୍ର ୪ ବର୍ଷ ଥିଲା ।…

Puri Police: ଆତଙ୍କ କରୁଥିବା ୭ ଦୁର୍ଦ୍ଦାନ୍ତ ଅପରାଧୀ ସହ ଜଣେ ନାବାଳକୁ ଧରିଲା ପୋଲିସ

ପୁରୀ: ପାର୍ବଣ ପାଇଁ ପୁରୀ ପୋଲିସର ସ୍ପେଶିଆଲ ଡ୍ରାଇଭ୍ । ପର୍ଯ୍ୟଟନ ନଗରୀକୁ ଅପରାଧ ମୁକ୍ତ କରିବା ପାଇଁ ଜୋରଦାର ଚଢ଼ାଉ । ଅପରାଧ ଦମନ ପାଇଁ ଏବେ ଆକ୍ଟିଭ ମୁଡରେ ସମସ୍ତ ଥାନା ଅଧିକାରୀ । ଗତ ୨୪ ଘଣ୍ଟାରେ ଅପରାଧ ଦମନ ନିମନ୍ତେ, ଆତଙ୍କ କରୁଥିବା ୭ ଦୁର୍ଦ୍ଦାନ୍ତ ଅପରାଧୀ ଓ ଜଣେ ନାବାଳକଙ୍କୁ…