Latest Odisha News

BREAKING NEWS

Browsing Category

ଓଡିଶା

Odisha

River Embankment Broke: ଭାଙ୍ଗିଲା ନଦୀବନ୍ଧ: କାଣୀନଦୀରେ ୫୦ ଫୁଟର ଘାଇ, ଉଦ୍ଧାର କାର୍ଯ୍ୟ ଜାରି

ଯାଜପୁର: ବଢୁଛି ବୈତରଣୀ ଜଳସ୍ତର । ଯାଜପୁର ଦଶରଥପୁର ବ୍ଲକ ମଲ୍ଲିକାପୁର ପଞ୍ଚାୟତ ମୁସଲିମ ବସ୍ତି ନିକଟରେ ସୃଷ୍ଟି ହୋଇଛି ଘାଇ । ବୈତରଣୀର ଶାଖା ନଦୀ କାଣୀନଦୀରେ ୫୦ ଫୁଟର ଘାଇ ସୃଷ୍ଟି ହୋଇଛି । ବ୍ୟାପକ ଅଂଚଳ ଜଳମଗ୍ନ ହୋଇଯାଇଛି । ଉପର ମୁଣ୍ଡରେ ଲଗାଣ ବର୍ଷା ଫଳରେ ବୈତରଣୀ ନଦୀରେ ତୃତୀୟ…

YouTuber Missing: ରିଲ୍ ନିଶା ହେଲା କାଳ: ଡୁଡୁମା ଜଳପ୍ରପାତରେ ଭାସିଗଲେ ୨୨ ବର୍ଷୀୟ ୟୁଟ୍ୟୁବର, ମିଳୁନି ପତ୍ତା….

କୋରାପୁଟ: ରିଲ୍ସ ପାଇଁ ଜୀବନକୁ ଲଗାଇଲେ ବାଜି । ପ୍ରଖର ସ୍ରୋତରେ ଭାସିଗଲେ ୟୁଟ୍ୟୁବର । ବ୍ରହ୍ମପୁରର ଜଣେ ୨୨ ବର୍ଷୀୟ YouTuber ସାଗର ଟୁଡୁ, ଶନିବାର ଦିନ କୋରାପୁଟ ଜିଲ୍ଲାର ଡୁଡୁମା ଜଳପ୍ରପାତ ଭାସିଯାଇଛନ୍ତି । ଏପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳୁ ନାହିଁ । ମିଳିଥିବା ସୂଚନା…

Odisha Vigilance: ଲାଞ୍ଚ ନେଉଥିବା ବେଳେ ପୁଲିସ୍ ଏସ୍‌ଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ବରଗଡ଼: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଜଣେ ପୁଲିସ୍ ଏସ୍ଆଇ। ବରଗଡ଼ ଜିଲ୍ଲା ବିଜେପୁର ଥାନାର ଜଗା ବରିହା ନାମକ ଜଣେ ପୁଲିସ୍ ଏସ୍ଆଇ ଜଣେ ସ୍କ୍ରାପ୍ ଡିଲରଙ୍କଠାରୁ ୭,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ମାଡ଼ି ବସିଲା ଓଡ଼ିଶା ଭିଜିଲାନ୍ସ। ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ…

Weather Update: ଆଜି ସୃଷ୍ଟି ହୋଇପାରେ ଲଘୁଚାପ; ବଢ଼ିବ ବର୍ଷାର ପରିମାଣ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ବର: ଉତ୍ତର ବଙ୍ଗୋପସାଗର ତଥା ଉତ୍ତର ଓଡ଼ିଶା ଉପକୂଳ ନିକଟବର୍ତ୍ତୀ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସମୁଦ୍ରପତ୍ତନ ଠାରୁ ୨.୫ କିମି ଉପରେ ସକ୍ରିୟ ରହିଛି । ଫଳରେ ଆସନ୍ତା ୨୪ ଘଣ୍ଟାରେ ମଧ୍ୟରେ ସୃଷ୍ଟିହୋଇପାରେ ଆଉ ଏକ ଲଘୁଚାପ । ଲଘୁଚାପ କ୍ଷେତ୍ର ପ୍ରଭାବରେ ଆଜିଠାରୁ ବର୍ଷା ବଢ଼ିପାରେ…

No landless in Odisha: ରାଜ୍ୟରେ କେହି ରହିବେ ନାହିଁ ଭୂମିହୀନ: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କେହି ରହିବେନି ଭୂମିହୀନ। ରାଜ୍ୟରେ ଥିବା ଭୂମିହୀନଙ୍କୁ ଖୋଜି ଖୋଜି ପଟ୍ଟା ଦେବେ ତହସିଲଦାର। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିର ସହିଦ ମିନାର ଠାରେ ସହିଦ ଦିବସ ପାଳନ ଅବସରରେ ଏହି ଘୋଷଣା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଆସନ୍ତାବର୍ଷ ଅଗଷ୍ଟ ସୁଦ୍ଧା…

National Highway: ପୁରୀ-ଭୁବନେଶ୍ବର ଜାତୀୟ ରାଜପଥକୁ ୮ ଲେନ୍‌ କରାଯିବ: ମନ୍ତ୍ରୀ

ପୁରୀ: ୮ ଲେନ୍‌ ହେବ ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ । ପୁରୀ-କୋଣାର୍କ, ପୁରୀ-ସାତପଡ଼ା ଏବଂ ପିପିଲି-କୋଣାର୍କ ରାଜପଥ ୪ ଲେନ୍‌ ବିଶିଷ୍ଟ କରାଯିବ । ଏଥିପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏଥିପାଇଁ…

Maoist: ମାଓ ଡମ୍ପ ଠାବ; ବିପୁଳ ପରିମାଣର ଦେଶୀ ବନ୍ଧୁକ ସହ ବିସ୍ଫୋରକ ଜବତ

ମାଲକାନଗିରି:ସୀମାନ୍ତ ଛତିଶଗଡ଼ରେ ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। କ୍ୟାମ୍ପ ମେଟାଗୁଡ଼ାର ସୁରକ୍ଷା ବାହିନୀ ଏକ ମିଳିତ ଅଭିଯାନ ସମୟରେ କୋଇମେଣ୍ଟା ପାହାଡିଆ ଅଞ୍ଚଳରେ ନକ୍ସଲମାନଙ୍କ ଦ୍ୱାରା ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ…

OMC: ଗନ୍ଧମାର୍ଦ୍ଦନ ଓ ଦୈତାରୀ ଖଣି ଅଞ୍ଚଳ ପରିଦର୍ଶନ ସହ ସମୀକ୍ଷା କଲେ ଓଏମସି ପରିଚାଳନା ନିର୍ଦ୍ଦେଶକ

ଭୁବନେଶ୍ୱର: ଓଡିଶା ଖଣି ନିଗମ (ଓଏମସି) ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲ, ଆଇଏଏସ, କେନ୍ଦୁଝର ଜିଲ୍ଲା ସ୍ଥିତ ନିଗମର ଗନ୍ଧମାର୍ଦ୍ଦନ ଓ ଦୈତାରୀ ଲୌହ ଖଣି ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟର ବ୍ୟାପକ ସମୀକ୍ଷା କରିଛନ୍ତି। ଏହି ଅବସରରେ ପରିଚାଳନା ନିର୍ଦ୍ଦେଶକ ଖଣି କ୍ଷେତ୍ରର…

Baliguda MLA: ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ପରଲୋକ । ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି କରେନ୍ଦ୍ର ମାଝୀ । ସେ ବାଲିଗୁଡ଼ା ବିଧାନସଭା ଆସନରୁ ୨୦୦୪ ଓ ୨୦୦୯ରେ ବିଧାନସଭାକୁ ନିର୍ବାଚିତ…

ଭଦ୍ରକରେ ବନ୍ୟା ସ୍ଥିତି; ୨ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା

ଭଦ୍ରକ: ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଯାହା ଫଳରେ ଭଦ୍ରକ ଜିଲ୍ଲା ପ୍ରଶାସନ ସ୍କୁଲ ଗୁଡ଼ିକୁ ଦୁଇ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି। ଧାମନଗର ବ୍ଲକ ଅନ୍ତର୍ଗତ ସାହାଡା, ଅର୍ଜୁନପୁର, ହସିନାବାଦ ଏବଂ ପ୍ରଧାନୀ ପଞ୍ଚାୟତର ପ୍ରାୟ ୨୫ଟି ସ୍କୁଲ…