Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାତିଅଧରେ ଜଳିଲା ଏମକେସିଜି ମେଡିକାଲ; ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସୂଚନା

ବ୍ରହ୍ମପୁର:ଏମକେସିଜି (MKCG) ମେଡିକାଲ୍‌ ରୋଗ ନିଦାନ କେନ୍ଦ୍ରରେ ଅଗ୍ନିକାଣ୍ଡ । ମୁଖ୍ୟ ପରୀକ୍ଷାଗାର ସହ ବାୟୋ କେମିକାଲ୍ ସେକ୍ସନରେ ଲାଗିଲା ନିଆଁ । ଏସି ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ରହିଛି । ଶୀତ ତାପ ନିୟନ୍ତ୍ରିତରୁ ନିର୍ଗତ ଗ୍ୟାସ ନିର୍ଗତ ହୋଇ କିଛି କର୍ମଚାରୀ…

ମେଡିକାଲ ବେଡରୁ ସାମ୍ନାକୁ ଆସିଲା ନବୀନ ଭିଡିଓ; କହିଲେ ଏପରି କିଛି..

ଭୁବନେଶ୍ବର: ପୁଣି ଥରେ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଡିହାଇଡ୍ରେସନ୍‌ ଯୋଗୁଁ ସେ ରବିବାର ସଂଧ୍ୟା ସମୟରେ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।ଏହି ସମୟରେ ମେଡିକାଲ ବେଡ୍ ରୁ ତାଙ୍କର ଏକ ଭିଡିଓ‌…

ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୪ ମାଓବାଦୀ

ମାଲକାନଗିରି: ସରକାରଙ୍କ ତରଫରୁ ଆତ୍ନନିର୍ଭରଶୀଳ ନୀତି ନକ୍ସଲଙ୍କୁ ବେଶ ଉତ୍ସାହିତ କରିଛି । ରବିବାର ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲା ପୋଲିସ ନିକଟରେ ୪ ଜଣ ମାଓବାଦୀ ଆସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ୨ ଜଣ ମହିଳା କ୍ୟାଡର ରହିଛନ୍ତି । ଏମାନେ…

ଆସନ୍ତାକାଲି ମାଲକାନଗିରିରେ ବନ୍ଦ ରହିବ ସମସ୍ତ ସ୍କୁଲ, ଛୁଟି ଘୋଷଣା କଲେ ଜିଲ୍ଲାପାଳ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ କାଲି ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ଛୁଟି ରହିବ । ଅଙ୍ଗନବାଡ଼ି ସହ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ । ଆସନ୍ତାକାଲି ତଥା ଅଗଷ୍ଟ ୧୮ ତାରିଖରେ ଅତିପ୍ରବଳ ବର୍ଷା ନେଇ ମାଲକାନଗିରି ଜିଲ୍ଲାକୁ ୱାର୍ଣ୍ଣିଂ ଜାରି…

ନୂଆଁଖାଇ: ବରଗଡ଼ ଗ୍ରାମ୍ୟଦେବୀ ମା’ ସମଲେଶ୍ୱରୀଙ୍କ ପାଇଁ ଧାର୍ଯ୍ୟ ହେଲା ଶୁଭ ଲଗ୍ନ

ବରଗଡ଼: ବରଗଡ଼ ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀ ମନ୍ଦିରରେ ନିର୍ଧାରିତ ହେଲା ଚଳିତ ବର୍ଷର ନବାନ୍ନ ଭକ୍ଷଣର ଲଗ୍ନ । ସମଲେଶ୍ବରୀ ମନ୍ଦିର ପ୍ରାଙ୍ଗଣରେ ରବିବାର ସନ୍ଧ୍ୟା ସମୟରେ ବିଜ୍ଞ ପଣ୍ଡିତ ମାନଙ୍କ ଦ୍ୱାରା ନୂଆଖାଇ ଲଗ୍ନ ଧର୍ଯ୍ୟ କରାଯାଇଛି l ତେବେ ମଆ ସମଲେଶ୍ୱରୀ ମନ୍ଦିର କମିଟି,…

“ଗରୁଡ଼” ଅଭିଯାନ ଶେଷ: ଅପରେସନର ଦ୍ଵିତୀୟ ସପ୍ତାହରେ ବିପୁଳ ମାତ୍ରାରେ ନିଶା ଦ୍ରବ୍ୟ, ଗାଡି ଓ ଟଙ୍କା…

ଭୁବନେଶ୍ୱର: ଶେଷ ହେଲା ଅପେରସନ "ଗରୁଡ଼" ଅଭିଯାନ । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଗତ ଅଗଷ୍ଟ ୧ ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲା ପୋଲିସ ଏସପିଙ୍କ ନେତୃତ୍ୱରେ ଅପେରସନ "ଗରୁଡ଼" ଅଭିଯାନକୁ କାର୍ଯ୍ୟକାରୀ କରାଯାଇଥିଲା । ଏହି ଅଭିଯାନର…

ସୁରକ୍ଷା କାର୍ଯ୍ୟ ଯୋଗୁଁ ଅସ୍ଥାୟୀ ରୂପେ ଏହି ଟ୍ରେନ ସେବା ବାତିଲ…

ଭୁବନେଶ୍ୱର: ସୁରକ୍ଷା ବୃଦ୍ଧି, କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି ଏବଂ ଉତ୍ତମ ଟ୍ରେନ ପରିଚାଳନା କ୍ଷମତା ପ୍ରଦାନ କରିବା ପାଇଁ, ପୂର୍ବ ତଟ ରେଳପଥ ଖୋର୍ଦ୍ଧା ରୋଡ୍ ଡିଭିଜନର ରାହାମା, ବଡ଼ବନ୍ଧ ଏବଂ ପାରାଦୀପ ଷ୍ଟେସନରେ ପ୍ରି-ନନ୍ ଇଣ୍ଟରଲକିଂ (ପ୍ରି-ଏନ୍ଆଇ) ଏବଂ ନନ୍ ଇଣ୍ଟରଲକିଂ (ଏନ୍ଆଇ)…

ଭିଡିଓ କରି ଜୀବନ ହାରିଲେ କନେଷ୍ଟବଳ, ଦେଖନ୍ତୁ ଶେଷ ଭିଡିଓ…

ଭୁବନେଶ୍ୱର: କୁହାଯାଏ ପ୍ରେମ ହେଉଛି ଶାଶ୍ୱତ, ପ୍ରେମ ଚିରନ୍ତନ, ପ୍ରେମ ପାଇଁ ମଣିଷ କିଛି ବି କରିବାକୁ ପଛାଏ ନାହିଁ । ହେଲେ ସେହି ପ୍ରେମ ବେଳେ ବେଳେ ବିନାଶ ଆଡକୁ ମଣିଷକୁ ଟାଣିନିଏ। ଏମିତି ଅନେକ ଘଟଣା ନୂଆପଡାରେ। https://youtu.be/DBlsJZOL66Y?si=ih2XosVSuauAZsVN ନୂଆପଡା…

ବଳଙ୍ଗା ପୀଡିତାଙ୍କ ବୟାନ ରେକର୍ଡ ବେଳର ଭିଡିଓ ଭାଇରାଲ ଘଟଣା; ସେଥିପ୍ରତି ଧ୍ୟାନ ନଦେବାକୁ ପୁରୀ ଏସପିଙ୍କ ଅନୁରୋଧ

ପୁରୀ: ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ପରେ ରାଜ୍ୟରେ ଆଇନ ବ୍ୟବସ୍ଥାକୁ ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏହି ବିବାଦ ଥମିନଥିବା ବେଳେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପିଡିତାଙ୍କ ବୟାନ ରେକର୍ଡ ହେଉଥିବାର ଭିଡିଓ ଭାଇରାଲ…

ମାଗଣାରେ ସିଭିଲ ସର୍ଭିସ କୋଚିଂ; ଏହି ଦିନରୁ ଆରମ୍ଭ ରେଜିଷ୍ଟ୍ରେସନ…

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ସିଭିଲ୍ ସର୍ଭିସ ଆଶାୟୀ ନୂତନ ଭାବରେ ଆରମ୍ଭ ହୋଇଥିବା 'ମିସନ୍ ଆକାଂକ୍ଷା' ଅଧୀନରେ ପ୍ରତିବର୍ଷ ମାଗଣା କୋଚିଂ ପାଇବେ। ସ୍ୱାଧୀନତା ଦିବସ ଅବସରରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏବଂ ନୂଆଦିଲ୍ଲୀର ଭିଜନ୍ ଆଇଏଏସ୍ ମଧ୍ୟରେ ଏହି ସମ୍ପର୍କରେ ଏକ…