Latest Odisha News

BREAKING NEWS

Browsing Category

ଓଡିଶା

Odisha

ସମ୍‌ ହସ୍ପିଟାଲ-୨ରେ ବିରଳ ଶ୍ୱାସନଳୀ ଅସ୍ତ୍ରୋପଚାର: ନୂଆ ଜୀବନ ପାଇଲେ କର୍କଟ ରୋଗୀ

ଭୁବନେଶ୍ୱର: ଆଧୁନିକ ଚିକିତ୍ସା ଏବଂ ଦଳଗତ କାର୍ଯ୍ୟର ଏକ ଉଲ୍ଲେଖନୀୟ ପ୍ରଦର୍ଶନରେ ଫୁଲନଖରା ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌, କ୍ୟାମ୍ପସ-୨ର ଡାକ୍ତରମାନେ ଜଣେ ୪୦ ବର୍ଷୀୟ କର୍କଟ ରୋଗୀଙ୍କ ରୁଦ୍ଧ ଶ୍ୱାସନଳୀକୁ ସଫଳତାର ସହ ଉନ୍ମୁକ୍ତ କରି ଉଦାହରଣ…

ମା’ଙ୍କ ଫୋନକୁ ମେସେଜ ପଠାଇ ଜୀବନ ହାରିଲେ ବିଏସ୍‌ଏଫ୍‌ ଯବାନ; ମେସେଜରେ ସେ ଦାୟୀ..

ଢେଙ୍କାନାଳ: ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି କରି ବିଏସ୍‌ଏଫ୍‌ ଯବାନଙ୍କ ଆତ୍ମହତ୍ୟା । ମା’ଙ୍କୁ ମୋବାଇଲ ଫୋନ୍‌ରେ ମେସେଜ ପଠାଇଲେ। ପରେ ଫୋନ୍‌ରେ ମା’ଙ୍କ ସହିତ କଥା ହେଉଥିବା ସମୟରେ ସର୍ଭିସ ବନ୍ଧୁକରେ ନିଜକୁ ଗୁଳି କରି ଜୀବନ ହାରିଛନ୍ତି ଯବାନ । ମୃତ ଯବାନ ଜଣକ ହେଲେ ଢେଙ୍କାନାଳଜିଲ୍ଲା…

ସାଧାରଣ ନିର୍ବାଚନରେ ଭୋଟ ଅସଙ୍ଗତି ଅଭିଯୋଗ: ହାଇକୋର୍ଟ ଯିବ ବିଜେଡି

ଭୁବନେଶ୍ୱର: ୨୦୨୪ ବିଧାନସଭା ଓ ଲୋକସଭା ନିର୍ବାଚନରେ ଭୋଟିଂ ବେଳେ ଅସଙ୍ଗତି ହୋଇଥିବା ଅଭିଯୋଗ ଆଣି ବିଜୁ ଜନତା ଦଳ ଓଡ଼ିଶା ହାଇକୋର୍ଟର ଦ୍ୱାରସ୍ଥ ହେବ। ନିର୍ବାଚନ ଆୟୋଗ ଏ ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇ ନାହାନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ…

ଦୀର୍ଘଦିନର ଦାବି ପରେ ପୂର୍ବତଟ ରେଳପଥ ପକ୍ଷରୁ ଅତିରିକ୍ତ ଟ୍ରେନ ଷ୍ଟପେଜ୍

ଭୁବନେଶ୍ବର: ଜନସାଧାରଣଙ୍କ ଦୀର୍ଘଦିନର ଦାବିକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଏହାର କ୍ଷେତ୍ରାଧିକାରର ବିଭିନ୍ନ ଷ୍ଟେସନରେ ଅନେକ ଟ୍ରେନ ପାଇଁ ଅତିରିକ୍ତ ଷ୍ଟପେଜ୍ ଯୋଗାଇବାକୁ ନିଷ୍ପତ୍ତି ନେଇଛି। ପାର୍ବଣ ଋତୁ ପାଖେଇ ଆସୁଥିବାରୁ ଏହି ନିଷ୍ପତ୍ତି ହଜାର ହଜାର ପରିବାରଙ୍କ ପାଇଁ…

କିଲର ‘ଥାର୍‌’ ଧକ୍କାରେ ମା’-ଝିଅଙ୍କ ମୃତ୍ୟୁ ଘଟଣା; ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Bhubaneswar thar tragedy: Odisha CM announces Rs 4 lakh compensation for each deceased ଭୁବନେଶ୍ୱର: ନିକଟରେ ପାତ୍ରପଡ଼ା V2 ସମୁଖରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆଠ ବର୍ଷର ଝିଅର ଜୀବନ ଚାଲିଯାଇଥିଲା ବେଳେ ମା’ଙ୍କ ମଧ୍ୟ ଦେହାନ୍ତ ହୋଇଛି। ଯାହାପରେ ସହାୟତା…

‘ସ୍ୱାଧୀନତା ଦିବସ’ରେ ଭୁବନେଶ୍ୱରରେ ଟ୍ରାଫିକ୍ କଟକଣା, ଜାଣନ୍ତୁ…

ଭୁବନେଶ୍ୱର: ସ୍ୱାଧୀନତା ଦିବସ ଉପଲକ୍ଷେ କମିଶନରେଟ୍ ପୋଲିସ ଅଗଷ୍ଟ ୧୫ ତାରିଖରେ ରାଜ୍ୟସ୍ତରୀୟ ଉତ୍ସବ ପାଳନ ପୂର୍ବରୁ ସହରରେ ଟ୍ରାଫିକ୍ କଟକଣା ଲାଗୁ କରିଛି। ଅଗଷ୍ଟ ୧୫ ପାଳନ ପାଇଁ ମହାତ୍ମା ଗାନ୍ଧୀ ମାର୍ଗ ଏବଂ ଏହାର ପରିଧିରେ ଅଭ୍ୟାସ କାର୍ଯ୍ୟକ୍ରମ ଏବଂ ପୂର୍ଣ୍ଣ ପୋଷାକ ଅଭ୍ୟାସ ପାଇଁ…

ପ୍ରେମ ବିବାହ କରି ହଟହଟା; ଗାଁ ଦାଣ୍ଡରେ ହଳ କରାଇଲେ ଗ୍ରାମବାସୀ.. 

କୋରାପୁଟ: କୋରାପୁଟରେ କଙ୍ଗାରୁ କୋର୍ଟ। କୋରାପୁଟ ଜିଲ୍ଲାର ବନ୍ଧୁଗାଁ ଅଞ୍ଚଳର ଏକ ଗାଁରେ ଏକ ଆଦିବାସୀ ଦମ୍ପତିଙ୍କୁ ବଳଦ ଭଳି ହଳ କରାଇଛନ୍ତି ଗ୍ରାମବାସୀ। ସମାନ ଜାତିରେ ବିବାହ କରିଥିବାରୁ ଗ୍ରାମବାସୀ ମାନେ ସେମାନଙ୍କୁ ସର୍ବସାଧାରଣରେ ଅପମାନିତ କରିଥିଲେ। ସୂଚନା ଅନୁଯାୟୀ, ଜିଲ୍ଲାର…

ତ୍ରୟୋଦଶ ପାଳି ସୁଦ୍ଧା ଗ୍ରହଣ କରାଯାଇଥିବା ଅଭିଯୋଗ ମଧ୍ୟରୁ ୮୮ ପ୍ରତିଶତ ଅଭିଯୋଗର ସମାଧାନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ୧୪ତମ ପାଳି । ଭୁବନେଶ୍ୱର ୟୁନିଟ୍-୨ ଠାରେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ମନ୍ତ୍ରୀ ମଣ୍ଡଳର ବରିଷ୍ଠ ମନ୍ତ୍ରୀଗଣ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ।…

ଆୟ ବର୍ହିଭୂତ ସମ୍ପତ୍ତି ମାମଲାରେ ଅବସରପ୍ରାପ୍ତ ଆଇଏଫଏସ ଅଧିକାରୀଙ୍କୁ ୨ ବର୍ଷ ଜେଲ

କଟକ: କଟକର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ସୋମବାର ଏକ ଆୟ ବର୍ହିଭୂତ ସମ୍ପତ୍ତି ମାମଲାରେ ଅବସରପ୍ରାପ୍ତ ଭାରତୀୟ ବନ ସେବା (ଆଇଏଫଏସ) ଅଧିକାରୀ ଅମରେଶ କୁମାର ଜୟସୱାଲଙ୍କୁ ଦୁଇ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଭିଜିଲାନ୍ସ କୋର୍ଟର ବିଚାରପତି ଅରୁଣ କୁମାର ମଲ୍ଲିକ…

୪୮ ଘଣ୍ଟାରେ ଲଘୁଚାପ; କାଲିଠୁ ପ୍ରବଳରୁ ଅତି ପ୍ରବଳ ବର୍ଷା…

ଭୁବନେଶ୍ୱର: ୪୮ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର। ଆଗାମୀ କିଛି ଦିନ ମଧ୍ୟରେ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୋମବାର କହିଛି ଯେ ଅଗଷ୍ଟ ୧୩ ତାରିଖ ପାଖାପାଖି ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ…