Latest Odisha News

BREAKING NEWS

Browsing Category

ଓଡିଶା

Odisha

୧୨ରୁ ବଢିବ ବର୍ଷା, ୧୩ ସୁଦ୍ଧା ଆଉ ଏକ ଲଘୁଚାପ !

ଭୁବନେଶ୍ୱର: ରାଜ୍ୟରେ ୧୨ ରୁ ବଢିବ ବର୍ଷା। ଆଜି ଦୁଇଟି ଜିଲ୍ଲା ଗଞ୍ଜାମ ଓ ଗଜପତିରେ ପ୍ରବଳ ବର୍ଷା ସମ୍ଭାବନା। ଆଜି ୩୦ ଜିଲ୍ଲାରୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପଟେ ଅଗଷ୍ଟ ୧୩ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।…

ରାକ୍ଷୀ ପୂର୍ଣ୍ଣିମାରେ ହିତାଧିକାରୀଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା, ସରକାର ଦେବେ ୩ୟ କିସ୍ତି

ଭୁବନେଶ୍ୱର: ଆଜି ହିତାଧିକାରୀଙ୍କୁ ମିଳିବ ‘ସୁଭଦ୍ରା’ଟଙ୍କା। ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆଜି ଜୟପୁରରୁ ଆରମ୍ଭ ହେବ ସୁଭଦ୍ରାର ତୃତୀୟ କିସ୍ତି। କୋରାପୁଟ ଜିଲାର ଜୟପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଟମ ଦବାଇ ୧ କୋଟିରୁ ଊର୍ଦ୍ଧ୍ବ ସୁଭଦ୍ରା…

ଆଧୁନିକ ମଡେଲ ହସ୍ପିଟାଲ ହେବ ଏସସିବି: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ଵର: ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର , ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର କାର୍ଯ୍ୟପଦ୍ଧତି, ରୋଗୀ ସେବା ଓ ଆଧୁନିକ ବିକାଶ…

ଓଡ଼ିଆ ପୁଅ ହେଲେ ସିକ୍କିମ ବିଶ୍ୱବିଦ୍ୟାଳୟର କୁଳପତି

ଭୁବନେଶ୍ବର:ଓଡ଼ିଆ ପୁଅ ତଥା ପ୍ରଖ୍ୟାତ ଶିକ୍ଷାବିଦ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଶାନ୍ତନୁ କୁମାର ସ୍ୱାଇଁଙ୍କୁ ସିକ୍କିମ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବରେ ନିଯୁକ୍ତ କରାଯାଇଛି। ଏହି ନିଯୁକ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟର ଭିଜିଟର ଭାବରେ…

ଆଦାନୀ ଧାମରା ପୋର୍ଟରେ ପ୍ରଥମ ଷ୍ଟିଲ ସ୍ଲାବ୍ ରେକ୍ ଲୋଡିଂର ଶୁଭାରମ୍ଭ

ଧାମରା: ଆଦାନୀ ଧାମରା ପୋର୍ଟ ଷ୍ଟିଲ ସ୍ଲାବ୍ ପରିବହନ ଯୋଗାଣ କ୍ଷେତ୍ରରେ ଐତିହାସିକ ମାଇଲଖୁଣ୍ଟ ହାସଲ କରିପାରିଛି । ଧାମରା ପୋର୍ଟ ପକ୍ଷରୁ ପ୍ରଥମଥର ପାଇଁ ଷ୍ଟିଲ ସ୍ଲାବ୍ ଟ୍ରେନ ମାଧ୍ୟମରେ ଲୋଡିଂର ଶୁଭାରମ୍ଭ କରାଯାଇଛି । ପ୍ରଥମଥର ପାଇଁ ଅଗଷ୍ଟ ୩ ତାରିଖରେ ଏମ୍ଭି ଏଚ୍ଟିକେ ନେପ୍ଚୁ୍ୟନ୍…

ପୋଲିସର ଥାର୍ଡ ଡିଗ୍ରୀ ଅଭିଯୋଗ ମାମଲା; ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ଏସପିଙ୍କ ବଡ଼ ଖୁଲାସା

ଯାଜପୁର:ବାଲିଚନ୍ଦ୍ରପୁର ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଘଟଣା । କୌଣସି ପ୍ରକାର ଥାର୍ଡ ଡିଗ୍ରୀ ହୋଇ ନଥିବା ସ୍ପଷ୍ଟ କଲେ ଯାଜପୁର ଏସ୍‌ପି । ବାଲିଚନ୍ଦ୍ରପୁର ଥାନାରେ ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ସ୍ପଷ୍ଟ କରିଛନ୍ତି ଏସ୍‌ପି । ସୂଚନାଥାଉକି,ବାଲିଚନ୍ଦ୍ରପୁର ଥାନା ଅଧୀନ ମହିପୁର…

ମାସକ ଭିତରେ ତିନି ମହିଳା ଜଳି ମରିବା ଘଟଣା, ଆଗକୁ ସିପାହୀ ବିଦ୍ରୋହ ପାଇଁ କଂଗ୍ରେସର ଚେତାବନୀ

ଭୁବନେଶ୍ୱର: ରାଜ୍ୟରେ ଗତ ତିନି ସପ୍ତାହ ମଧ୍ୟରେ ତିନି ମହିଳାଙ୍କ ଜଳିମରିବା ଘଟଣାରେ ନ୍ୟାୟ ଦାବି କରି ଶୁକ୍ରବାର ଓଡ଼ିଶା କଂଗ୍ରେସ ଡିଜିପି କାର୍ଯ୍ୟାଳୟ ନିକଟରେ ଧାରଣା ଦେଇଛି। ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଭୁବନେଶ୍ୱରର ମାତା ମଠରୁ ଡିଜିପି…

ନାଣ୍ଡୁ ବାବୁ ମୋ ବାପାଙ୍କୁ ଫସାଇବାକୁ ଚେଷ୍ଟା କରୁଛନ୍ତି, ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ପୁଅ ଆଣିଲେ ବଡ଼ ଅଭିଯୋଗ

ପୁରୀ: ଓଡ଼ିଆ ଯାତ୍ରା ଜଗତରେ ପୁଣି ଥରେ ବିବାଦର ଝଡ଼। ଏଥର ମୁଖ୍ୟ ଚରିତ୍ରରେ ଯାତ୍ରା ଅଭିନେତ୍ରୀ ସୋନାଲୀ ଓ ତାଙ୍କ ସ୍ୱାମୀ ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତ ସିଙ୍ଘାର। ଏକ ନାଟକୀୟ ଘଟଣାକ୍ରମରେ ସୋନାଲୀଙ୍କ ୧୨ ବର୍ଷୀୟ ପୁଅ ପୁରୀର କୃଷ୍ଣପ୍ରସାଦ ଥାନାରେ ପହଞ୍ଚି ବାପାଙ୍କ ପାଇଁ ନ୍ୟାୟ ଦାବି…

ଭୁବନେଶ୍ୱର ଭରତପୁର ଥାନାରେ ରହସ୍ୟମୟ ମୃତ୍ୟୁ: ପୁଲିସ ଉପରେ ଗୁରୁତର ଅଭିଯୋଗ

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ରାଜଧାନୀ ଉପକଣ୍ଠରେ ଥିବା ଭରତପୁର ଥାନା। ଶୁକ୍ରବାର ଏକ ରହସ୍ୟମୟ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ପଣ୍ଡାକୁଡ଼ିଆ ଅଞ୍ଚଳରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ଭାରତପୁର ପୁଲିସ ଉପରେ ଗୁରୁତର ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ପରିଚୟ ଯାଜପୁର ଜିଲ୍ଲାର…

ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲା: ପ୍ରେମିକକୁ ଉଠାଇଲା ପୋଲିସ କିନ୍ତୁ ପଡ଼ୋଶୀଙ୍କ ବୟାନ ଘଟଣାକୁ କଲା ରହସ୍ୟମୟ

କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇରେ ଜଣେ ପ୍ଲସ୍-୩ ଛାତ୍ରୀଙ୍କ ରହସ୍ୟମୟ ମୃତ୍ୟୁ ମାମଲା ଏବେ ଚର୍ଚ୍ଚାର ବିଷୟ। ଛାତ୍ରୀଙ୍କ ପ୍ରେମିକ ପ୍ରମୋଦ ବେହେରାଙ୍କୁ ଚେନ୍ନାଇରୁ ଉଠାଇ ଆଣିଛି କେନ୍ଦ୍ରାପଡ଼ା ପୁଲିସ। ଏକ ସନ୍ଦେହଜନକ ପରିସ୍ଥିତିରେ ଯୁବତୀ ଜଣଙ୍କ ନିଜ ଘରେ ଜଳିଯାଇଥିବା ଦେଖିବାକୁ…