Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅବକାରୀ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଚଢ଼ାଉ; ୬୨.୦୩ ଲକ୍ଷ ଟଙ୍କାର ବେଆଇନ ସାମଗ୍ରୀ ଜବତ

ଭୁବନେଶ୍ୱର: ଚଳିତ ମାସ ୨୦ ତାରିଖରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଚଢ଼ାଉ ଅଭିଯାନର ତୃତୀୟ ଦିନ। ଅବକାରୀ ବିଭାଗ ପକ୍ଷରୁ ୨୧୧ଟି ମାମଲା ରୁଜୁ ହେବା ସହ ୬୨.୦୩ ଲକ୍ଷ ଟଙ୍କା ମୂଲ୍ୟର ବେଆଇନ ସାମଗ୍ରୀ ଜବତ ହୋଇଛି । ସୂଚନା ଅନୁସାରେ, ଏହି ଅଭିଯାନ ସମୟରେ ୧୩୬ ଜଣଙ୍କୁ ଗିରଫ କରାଯାଇଥିବା…

ଧାନକିଣା ପ୍ରସଙ୍ଗରେ କୃଷକଙ୍କୁ ନ୍ୟାୟ ନଦେଲେ ରାଜରାସ୍ତାକୁ ଓହ୍ଲାଇବୁ: ବିଜେଡି

ଭୁବନେଶ୍ୱର: କୃଷକ ଦିବସରେ ରାଜ୍ୟର କୃଷକଙ୍କ ସ୍ୱାର୍ଥ ପାଇଁ ସ୍ୱର ଉଠାଇଲା ବିଜେଡି । ଧାନ କିଣାକୁ ନେଇ ରାଜ୍ୟର ଚାଷୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଇନପୁଟ ସବସିଡି ବାବଦକୁ କୁଇଣ୍ଟାଲ ପିଛା ୮୦୦ ଟଙ୍କା…

ବିନା କୌଣସି ପଞ୍ଜୀକରଣରେ ଚାଲିଥିଲା ଡାଇଗ୍ନୋଷ୍ଟିକ୍ ସେଣ୍ଟର,ସ୍ୱତନ୍ତ୍ର ଟିମର ଚଢାଉ

କଟକ: କଟକ ମଙ୍ଗଳାବାଗର କାଠଗୋଲା ଅଞ୍ଚଳରେ ଥିବା ବିଏସଆର ଡାଇଗ୍ନୋଷ୍ଟିକ୍ ସେଣ୍ଟର ଉପରେ ରାଜ୍ୟ ଓ କଟକ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ । ବିନା କାଗଜପତ୍ରରେ ଦୀର୍ଘଦିନ ହେବ ଚାଲି ଆସୁଥିବା ଅଭିଯୋଗ । ବେଆଇନ ଭାବେ ଅଲଟ୍ରାସାଉଣ୍ଡ କରାଯାଉଥିବା ଅଭିଯୋଗ ପରେ…

ବାରିପଦାରେ ନିର୍ମାଣ ହେବ ଆଧୁନିକ “ଅଟଳ ବସ୍ ଷ୍ଟାଣ୍ଡ”

ଭୁବନେଶ୍ୱର: ଯାତ୍ରୀ ସୁବିଧା, ସହରୀୟ ଗତିଶୀଳତା ଓ ପର୍ଯ୍ୟଟନ ସମ୍ଭାବନାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ବିମାନବନ୍ଦର ସଦୃଶ ସୁବିଧା ସହିତ ଏକ ଆଧୁନିକ “ଅଟଳ ବସ୍ ଷ୍ଟାଣ୍ଡ” ନିର୍ମାଣ କରାଯିବ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର ଘୋଷଣା…

ଶ୍ରୀମନ୍ଦିର ଖୁବଶୀଘ୍ର ହେବ ଗଣତି ମଣତି, ଏଏସଆଇ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ

କଟକ: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଏବଂ ଗଣତି ମଣତି ସମ୍ପର୍କିତ ଜନସ୍ୱାର୍ଥ ମାମଲାରେ ଶୁଣାଣି କରି ହାଇକୋର୍ଟରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସଆଇ) ପକ୍ଷରୁ ଏକ ସତ୍ୟପାଠ ଦାଖଲ ହୋଇଛି । ରତ୍ନଭଣ୍ଡାରର ଆବଶ୍ୟକୀୟ ମରାମତି କାର୍ଯ୍ୟ ସଫଳତାର ସହ ଶେଷ ହୋଇଥିବା ଏଏସଆଇ ସତ୍ୟପାଠରେ…

ଖ୍ରୀଷ୍ଟମାସ ଓ ନୂଆ ବର୍ଷ ପାଇଁ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଖ୍ରୀଷ୍ଟମାସ ଏବଂ ନୂଆବର୍ଷ କଡ଼ା ସୁରକ୍ଷା ମଧ୍ୟରେ ପାଳନ କରିବାକୁ ଯାଉଛି। କମିଶନରେଟ୍ ପୋଲିସ ନୂଆବର୍ଷ ପୂର୍ବ ସନ୍ଧ୍ୟାରେ 'ଜିରୋ ନାଇଟ୍' କାର୍ଯ୍ୟକ୍ରମ ସମେତ ଶାନ୍ତିପୂର୍ଣ୍ଣ ଉତ୍ସବ ସେଲିବ୍ରେସନ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛି।…

ଜାନୁଆରୀ ୮ରୁ ଭିତରକନିକାରେ କୁମ୍ଭୀର ଗଣନା, ୩ ଦିନ ବନ୍ଦ ରହିବ ଜାତୀୟ ଉଦ୍ୟାନ

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍ ତିନି ଦିନ ପାଇଁ କେନ୍ଦ୍ରାପଡା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଏନେଇ ବିଭାଗୀୟ ବନ ଅଧିକାରୀ (ଡିଏଫଓ) ବରଦରାଜ ଗାଁକର କହିଛନ୍ତି। କାରଣ ଏହି ସମୟରେ ଲୁଣାପାଣି କୁମ୍ଭୀର ଗଣନା…

ଲାଞ୍ଚ ଅଭିଯୋଗରେ ସିଏଚଏସଇର ପୂର୍ବତନ କର୍ମଚାରୀଙ୍କୁ ୩ ବର୍ଷ ଜେଲ 

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ)ର ପୂର୍ବତନ ଜୁନିଅର ଡାଏରିଷ୍ଟ ଅଜୟ କୁମାର ମହାନ୍ତିଙ୍କୁ ଲାଞ୍ଚ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି ଭୁବନେଶ୍ୱରର ଭିଜିଲାନ୍ସ କୋର୍ଟ। ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ଅଜୟ ମହାନ୍ତିଙ୍କୁ ଦୁର୍ନୀତି ନିବାରଣ ଆଇନ, ୧୯୮୮ର…

Maoists Surrender: ବିପୁଳ ଅସ୍ତ୍ରସସ୍ତ୍ର ସହ ଆତ୍ମସମର୍ପଣ କଲେ ୨୨ ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ୨୨ ଜଣ ମାଓବାଦୀ ପୋଲିସ ସମ୍ମୁଖରେ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଛନ୍ତି । ରାଜ୍ୟ ସରକାର ମାଓବାଦୀଙ୍କ ଉପରେ ପୁରସ୍କାର ବୃଦ୍ଧି କରିବା ପରେ ଏହି ଆତ୍ମସମର୍ପଣ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଥିବା କୁହାଯାଉଛି । ଓଡ଼ିଶା ମାଓବାଦୀଙ୍କୁ ଅଧିକ…

ସୌରଶକ୍ତିର ସଠିକ୍ ଉପଯୋଗ ହେଲେ ଶକ୍ତି ସୁରକ୍ଷା ଓ ପରିବେଶଗତ ସ୍ଥିରତା ହାସଲ କରା‌ଯାଇପାରିବ…

କଟକ: ସୌରଶକ୍ତିର ସଠିକ୍ ଉପଯୋଗ ହୋଇପାରିଲେ ଶକ୍ତି ସୁରକ୍ଷା ଏବଂ ପରିବେଶଗତ ସ୍ଥିରତା ହାସଲ କରା‌ଯାଇପାରିବ । ବିଶେଷକରି ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (MSME) ପାଇଁ ଏହା ଏକ ରଣନୈତିକ ଉପକରଣ ଭାବରେ ଗୁରୁତ୍ୱ ବହନ କରିପାରିବ । ଏନେଇ ବୁଧବାର OASME ସଂଘ ସମ୍ମିଳନୀ କକ୍ଷରେ OASME,…