Latest Odisha News

BREAKING NEWS

Browsing Category

ଓଡିଶା

Odisha

Agriculture Minister Review: ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାର ସମୀକ୍ଷା; ଓଡ଼ିଶାର ପ୍ରଦର୍ଶନକୁ…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଓ କୃଷୋନ୍ନତି ଯୋଜନାର ଆଜି ସମୀକ୍ଷା କରିଛନ୍ତି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ। ଆଭାସି ମାଧ୍ୟମରେ ଦେଶର ସମସ୍ତ ରାଜ୍ୟର କୃଷି ମନ୍ତ୍ରୀ ମାନେ ଯୋଗଦେଇଥିଲେ। ଓଡ଼ିଶାର…

Witchcraft Suspicion: ଡାହାଣୀ ସନ୍ଦେହରେ ନିଜ ମାଆକୁ ହାଣି ଦେଲା ପୁଅ

ମୟୂରଭଞ୍ଜ:ଡାହାଣୀ ସନ୍ଦେହରେ ମା’କୁ କଟୁରୀରେ ହାଣି ହତ୍ୟା କଲା ରାକ୍ଷସ ପୁଅ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଭଳିଆଡ଼ିହା ପଞ୍ଚାୟତ କଲରାଫୁଲିଆ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଅଭିଯୁକ୍ତ ପୁଅ ତପନ ସିଂ(୩୩) ଗିରଫ ହୋଇଛି । ମୃତ ମାଆ ହେଲେ ରାଇମଣି ସିଂ । କୁହାଯାଉଛି ଯେ ପୁଅ…

କଲେଜ ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପୋଡାମାରି କଲେଜ ସମ୍ମୁଖରେ ଗୁରୁବାର ଦିନ ଯୁକ୍ତ ଦୁଇର ଜଣେ ଛାତ୍ରୀଙ୍କୁ ଜଣେ ଯୁବକ ଆକ୍ରମଣ କରିଥିବା ସୂଚନା ମିଳିଛି। ଯାହାଫଳରେ ଛାତ୍ରୀ ଜଣକ ଗୁରୁତର ଆହତ ହୋଇ ପଡିଛନ୍ତି। ତେବେ ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା…

୧୯.୮ ଲକ୍ଷ ହେରଫେର; ସେବା ସମବାୟ ସମିତିର ପୂର୍ବତନ ସେକ୍ରେଟାରୀ ଗିରଫ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ ଅନ୍ତର୍ଗତ ଦହୁଣ୍ଡା ସେବା ସମବାୟ ସମିତିର ପୂର୍ବତନ ସେକ୍ରେଟାରୀଙ୍କୁ ୧୯.୮୦ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହେରଫେର କରିବା ଅଭିଯୋଗରେ ଗୁରୁବାର ଦିନ ଓଡ଼ିଶା ଭିଜିଲାନ୍ସ ଗିରଫ କରିଥିବା ସୂଚନା ମିଳିଛି। ତେବେ ଅଭିଯୁକ୍ତ ସୁବଳ କୁମାର…

କଳିକେଶଙ୍କୁ ନେଇ ଦେଇଥିବା ମନ୍ତବ୍ୟର ସ୍ପଷ୍ଟୀକରଣ ରଖିଲେ ଦିବ୍ୟଶଙ୍କର; ସେ ୟୁଥ୍ ଲିଡର, ନବୀନଙ୍କ…

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗୁରୁବାର ଦିନ ବିଜେଡିର ଭବିଷ୍ୟତ ନେତୃତ୍ୱ ତଥା ତାଙ୍କର ପୂର୍ବ ମନ୍ତବ୍ୟକୁ ନେଇ ନିଜର ମତ ସ୍ପଷ୍ଟ କରିଛନ୍ତି। ସେ ଦୃଢ଼ ଭାବରେ କହିଛନ୍ତି ଯେ ନବୀନ ପଟ୍ଟନାୟକ ହେଉଛନ୍ତି ଦଳର ଅପ୍ରତିଦ୍ୱନ୍ଦ୍ୱୀ ଏବଂ ସର୍ବୋଚ୍ଚ ନେତା, ଏବଂ ଜନସାଧାରଣଙ୍କ…

Odisha Vigilance: ୨ ଲକ୍ଷ ୬୩ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଲେ ଏସସିବି ଡାକ୍ତର

ଭୁବନେଶ୍ୱର: କୁହାଯାଏ ଡାକ୍ତର ହେଉଛନ୍ତି ଦ୍ବିତୀୟ ଭଗବାନ । ସେମାନେ ସେବା ମନଭାବ ରଖି ଏହି ପେଶାକୁ ଆଶିଥାନ୍ତି । ହେଲେ ବର୍ତ୍ତମାନ ଏହା କେବଳ ଲୋକକଥାରେ ହିଁ ସୀମିତ ରହିଯିବା ପରି ଲାଗୁଛି । ଆଜି ଜଣେ ଡାକ୍ତରଙ୍କ ଲଜ୍ଜାଜନକ ଖବର ସାମ୍ନାକୁ ଆସିଛି । ୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ନେଇ…

Khandagiri:BMCର ସୋ କଜ୍ ନୋଟିସ୍;ନିର୍ଦ୍ଧାରିତ ଫି ଠାରୁ ୨ ଗୁଣା ଅଧିକ ଟଙ୍କା ଆଦାୟ ଅଭିଯୋଗ

ଭୁବନେଶ୍ବର: ଖଣ୍ଡଗିରି ମେଳାରେ ବେଆଇନ ପାର୍କିଙ୍ଗ ଆଦାୟ ନେଇ BMC ନୋଟିସ୍ ଜାରି କରିଛି । BMCର ନିର୍ଦ୍ଧାରିତ ଫି ଠାରୁ ୨ ଗୁଣା ଅଧିକ ଟଙ୍କା ଆଦାୟ ଅଭିଯୋଗ ହୋଇଛି । ତେବେ ଅତ୍ୟଧିକ ପାର୍କିଙ୍ଗ ଫି ଆଦାୟ କରୁଥିବା ଲିଜ ହୋଲ୍ଡରଙ୍କୁ ସୋ କଜ ନୋଟିସ୍ ଜାରି କରାଯାଇଥିବା କହିଛନ୍ତି ମେୟର ।…

Blackbuck Deer Counting: ଆରମ୍ଭ ହେଲା ବିରଳ କୃଷ୍ଣସାର ମୃଗ ଗଣନା, ୨୮ ଟିମ୍ ନିୟୋଜିତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ଖଣ୍ଡ ଅଧୀନରେ ଥିବା ଆସିକା ବନାଞ୍ଚଳର ଜଗତି ପିଢ଼ିଆ ଓ ଏହାର ଆଖପାଖ ଅଞ୍ଚଳରେ ଆରମ୍ଭ ହୋଇଛି ବିରଳ କୃଷ୍ଣସାର ମୃଗ ଗଣନା । କୃଷ୍ଣସାର ମୃଗ ଗଣନା ପାଇଁ ୨୮ ଦଳ ଗଠନ କରାଯାଇଛି । ଏଥିରେ ସାମିଲ ହୋଇଛନ୍ତି ଟ୍ରେନର, ବ୍ରହ୍ମପୁର ଏସିଏଫ, ଆସ୍କା…

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ; ୩ ଦିନ ପାଇଁ ଶିମିଳିପାଳ ବନ୍ଦ

ବାରିପଦା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଫେବୃଆରୀ ୪ ତାରିଖରୁ ତିନି ଦିନ ପାଇଁ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଲାଗୁ ହୋଇଥିବା କଟକଣାର ଅଂଶ ସ୍ୱରୂପ ଶିମିଳିପାଳ କ୍ଷେତ୍ର…

ଜମ୍ମୁ-କଶ୍ମୀରରେ ଓଡ଼ିଆ ଯବାନଙ୍କ ମୃତ୍ୟୁ

ନୟାଗଡ: ଜମ୍ମୁ-କଶ୍ମୀରରେ ଓଡ଼ିଆ ଯବାନଙ୍କ ମୃତ୍ୟୁ। ଜନ୍ମ ମାଟିରେ ଶୋକାକୁଳ ପରିବେଶରେ ହେଲା ଶେଷକୃତ୍ୟ। ନୟାଗଡ ବ୍ଲକ ଆନନ୍ଦାପଲ୍ଲୀ ଗାଁର ଜିତୁ ବେହେରାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବିବାହର ମାତ୍ର ୧୦ମାସ ପରେ ତାଙ୍କର ମୃତ୍ୟୁ ହୋଇଛି। ଝୁରୁଛି ନୟାଗଡ ମାଟି। ସୂଚନା ଅନୁସାରେ କିଛି…