Latest Odisha News

BREAKING NEWS

Browsing Category

ଓଡିଶା

Odisha

କୋରିଅର ଜରିଆରେ ଚାଲିଛି ବେଆଇନ କଫ ସିରପ କାରବାର; ଜଣେ ଅଟକ

କଟକ: ସିଲଭର ସିଟିରେ ବେଆଇନ କଫ ସିରପ ଜବତ। ବିପୁଳ ପରିମାଣର କପ ସିରପ ଜବତ କଲା STF । ବାଦମବାଡ଼ି ନ୍ୟୁ ଏଲଆଇସି କଲୋନୀ ସ୍ଥିତ ଏକ କୋରିଅର ସଂସ୍ଥାରୁ ଜବତ ହେଲା ୬୦ ରୁ ଉର୍ଦ୍ଧ୍ବ ପ୍ୟାକେଟରୁ ହଜାର ହଜାର ବେଆଇନ କଫ ସିରପ । STF, ଜିଲ୍ଲା ପ୍ରଶାସନ, ଡ୍ରଗ୍ସ କଣ୍ଟ୍ରୋଲରଙ୍କ ମିଳିତ…

ଦରମା ବନ୍ଦ ନେଇ ୩୦ ସିଏମ୍‌ସି କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ

କଟକ: ସିଏମ୍‌ସି କମିଶନରଙ୍କ କଡ଼ା ଆଭିମୁଖ୍ୟ । ବିଳମ୍ବରେ ଅଫିସ୍ ଆସିବାରୁ ୩୦ ସିଏମ୍‌ସି କର୍ମଚାରୀଙ୍କୁ ସୋ' କଜ୍‌ ନୋଟିସ୍ ଜାରି କଲେ ସିଏମ୍‌ସି କମିଶନର । ଏଥିସହ ଜଣେ OAS ଅଧିକାରୀଙ୍କୁ ସୋ' କଜ୍‌ ନୋଟିସ୍ ଦିଆଯାଇଛି ।  ଅଫିସରେ ନଥିବାରୁ ଜଏଣ୍ଟ କମିଶନର ବରେନ୍ଦ୍ର ମହାନ୍ତିଙ୍କୁ ସୋ'…

ସମନ୍ୱିତ ଗ୍ଲୋବାଲ୍ ଫାଇନାନ୍ସିଆଲ୍ ଟେକ୍ନୋଲୋଜି କ୍ଷମତା ହବ୍ ର ଆନୁଷ୍ଠାନିକ ଶୁଭାରମ୍ଭ ଘୋଷଣା

ଭୁବନେଶ୍ଵର: ଓଡିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ସିଙ୍ଗାପୁର ସ୍ଥିତ ଗ୍ଲୋବାଲ୍ ଫାଇନାନ୍ସ ଆଣ୍ଡ୍ ଟେକ୍ନୋଲୋଜି ନେଟୱାର୍କ (GFTN) ସହଭାଗିତାରେ ସମନ୍ୱିତ ଗ୍ଲୋବାଲ୍ ଫାଇନାନ୍ସିଆଲ୍ ଟେକ୍ନୋଲୋଜି କ୍ଷମତା ହବ୍ (I-GFTCH) ର…

ଓଡ଼ିଶାରେ ୪ ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ…

ଭୁବନେଶ୍ୱର: ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଓଡ଼ିଶା ଏବଂ ଝାଡ଼ଖଣ୍ଡର ୧୩ଟି ଜିଲ୍ଲାକୁ ସଂଯୋଗ କରୁଥିବା ୪ଟି ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି। ଏହା ଭାରତୀୟ ରେଳବାଇର ନେଟୱାର୍କକୁ ପ୍ରାୟ ୫୭୪ କିଲୋମିଟର ବୃଦ୍ଧି କରିବ। ଏହି…

ପୁରୀ ଦଳାଚକଟା ଘଟଣା: ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦାଖଲ କଲେ ଉନ୍ନୟନ କମିଶନର

ଭୁବନେଶ୍ବର: ପୁରୀ ଦଳାଚକଟା ଘଟଣାର ରିପୋର୍ଟ ଦାଖଲ କଲେ ଉନ୍ନୟନ କମିଶନର ଅନୁ ଗର୍ଗ । ମାସେ ଧରି ଚାଲିଥିଲା ତଦନ୍ତ । ୭୦ ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା । ତେବେ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରିପୋର୍ଟ ଦେଲେ ଉନ୍ନୟନ କମିଶନର । ଖବରମୁତାବକ, ମହାପ୍ରଭୁଙ୍କ ବିଶ୍ବ…

ଜେଲ୍‌ରୁ ବାହାରିଲେ ଆଇଏଏସ ଧୀମାନ ଚକମା; ସର୍ତମୂଳକ ଜାମିନରେ…

ଭୁବନେଶ୍ବର: ଦୀର୍ଘ ୪୦ ଦିନ ଜେଲରେ ରହିବା ପରେ ଆଜି ଭବାନୀପାଟଣା ଜେଲରୁ ବାହାରିଲେ ଆଇଏଏସ  ଧୀମାନ ଚକମା । କ୍ରସର୍ ମାଲିକଙ୍କଠାରୁ ୧୦ ଲକ୍ଷ ଲାଞ୍ଚ ନେଇ ଗିରଫ ହୋଇଥିଲେ । ହାଇକୋର୍ଟ ୫ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଚମକାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ। ଲାଞ୍ଚ ନେଲା ବେଳେ ଗିରଫ…

ଡକ୍ଟର ବି କେ ମିଶ୍ର ଇମ୍ଫାର ଅଣ-କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ବର: ଇଣ୍ଡିଆନ୍ ମେଟାଲ୍ ଆଣ୍ଡ ଫେରୋ ଆଲୟଜ୍ ଲିମିଟେଡ୍ (ଇମ୍ଫା), ଦେଶର ପ୍ରମୁଖ ଫେରୋ ଆଲୟଜ୍ ଉତ୍ପାଦକ ଡକ୍ଟର ବି କେ ମିଶ୍ରଙ୍କୁ କମ୍ପାନୀର ଅଣ-କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛି। ଡକ୍ଟର ବି କେ ମିଶ୍ର ଏନଆଇଟି ରାଉରକେଲାର ଜଣେ ମେଟାଲ୍‌ ଲୁରଜିକାଲ୍ ଇଞ୍ଜିନିୟର ଏବଂ…

ଚୀନ୍ କମ୍ପାନୀକୁ କଡ଼ା ସମାଲୋଚନା, ୱେବସାଇଟରୁ ହଟିଲା ଜଗନ୍ନାଥଙ୍କ ଫଟୋ ଥିବା ଗୋଡ ପୋଛା

ନୂଆଦିଲ୍ଲୀ: ଚୀନର ଇ-କମର୍ସ ୱେବସାଇଟ୍ ଆଲି ଏକ୍ସପ୍ରେସରେ ପ୍ରଭୁ ଜଗନ୍ନାଥଙ୍କ ଫଟୋ ଥିବା ଡୋରମାଟ୍ ବିକ୍ରି ହେଉଥିବା ଜଣାପଡ଼ିବା ପରେ ବିଭିନ୍ନ ମହଲରୁ କଡ଼ା ସମାଲୋଚନା କରାଯାଇଥିଲା। ତେବେ ଏହାକୁ ନେଇ ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନିନ୍ଦା କରିବା ସହ ୱେବ୍ ସାଇଟକୁ କ୍ଷମା…

ଶିକ୍ଷକଙ୍କ ବଦଳି ପ୍ରସଙ୍ଗ; ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ

କଟକ:ବିଧାୟକ ଓ ସାଂସଦ ନିଜ ନିର୍ବାଚନମଣ୍ଡଳୀର ୧୫ଜଣ ଯୋଗ୍ୟ ଶିକ୍ଷକଙ୍କ ବଦଳି ପାଇଁ ସୁପାରିସ କରିବା ପ୍ରସଙ୍ଗ ହାଇକୋର୍ଟରେ ପହଞ୍ଚିଛି। ଏହି ପ୍ରସଙ୍ଗରେ ହାଇକୋର୍ଟ ଏକ ନୋଟିସ୍ ଜାରି କରିଛନ୍ତି । ଆବେଦନକାରୀ ଶିକ୍ଷକଙ୍କ ବଦଳି ନିର୍ଦ୍ଦେଶ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଦେଇଛନ୍ତି ।…

ପ୍ରଧାନମନ୍ତ୍ରୀଙ୍କ ୭୫ ତମ ଜନ୍ମଦିନରେ ଓଡିଶାରେ ଲାଗିବ ୭୫ ଲକ୍ଷ ଗଛ

ଭୁବନେଶ୍ୱର: ଚଳିତ ବର୍ଷ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୫ ବର୍ଷରେ ପ୍ରଦାର୍ପଣ କରିବାକୁ ଯାଉଛନ୍ତି। ଗତ ବର୍ଷ ପ୍ରଧାନମନ୍ତ୍ରୀ ତାଙ୍କ ଜନ୍ମଦିନରେ ଓଡିଶା ଆସି ଆମର ମା ମାନଙ୍କ ସମ୍ମାନରେ ସୁଭଦ୍ରା ଯୋଜନା ଆରମ୍ଭ କରିଥିଲେ। ଓଡିଶାର ବିକାଶ ପ୍ରତି…