Latest Odisha News

BREAKING NEWS

Browsing Category

ଓଡିଶା

Odisha

ଧରାପଡିଲେ ୧ ଲକ୍ଷ ୮୧ ହଜାର ନକଲି ଚାଷୀ, ସମସ୍ତଙ୍କୁ ପଠାଗଲା ନୋଟିସ

ଭୁବନେଶ୍ବର: ଧରାପଡିଲେ ନକଲି ଚାଷୀ । ବର୍ଷ ବର୍ଷ ଧରି ରାଜସ୍ବ ଲୁଟ୍ କରି ଚାଲିଥିବା ଏହି ଚାଷୀ ମାନଙ୍କର ପର୍ଦ୍ଦାଫାସ ହୋଇଛି । ଯେଉଁମାନଙ୍କ ପାଇଁ ପ୍ରକୃତ ଚାଷ କରୁଥିବା ଲୋକ ଲାଭବାନ ହୋଇପାରୁନାହିଁ । ହେଲେ ଏମାନେ ମାଲାମାଲ ହେଇଛନ୍ତି ବୋଲି ଆଜି ଏଭଳି କହିଛନ୍ତି ସମବାୟ ମନ୍ତ୍ରୀ…

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଅଗଷ୍ଟ ୧ରୁ ଖୋଲିବ ଭିତରକନିକା, ମ୍ୟାନ୍‌ଗ୍ରୁଭ୍‌ ନର୍ସରୀ ସାଙ୍ଗକୁ ମ୍ୟୁଜିୟମ୍‌ର ନେବେ…

କେନ୍ଦ୍ରାପଡା: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଅଗଷ୍ଟ ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ଦୀର୍ଘ ୩ ମାସ ଧରି ବନ୍ଦ ରହିବା ପରେ ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକ ବେଶ ଉତ୍ସାହିତ ଅଛନ୍ତି। ଏବେ ନୂଆ ରୂପରେ ସଜେଇ ହୋଇଛି ଭିତରକନିକା । ପର୍ଯ୍ୟଟକମାନେ…

ବନକଲାଗି ନୀତି: ଆସନ୍ତାକାଲି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ: ଆସନ୍ତାକଲି ଶ୍ରାବଣ ଶୁକ୍ଳ ଷଷ୍ଠୀ ତିଥି। ଏହି ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଆସନ୍ତାକାଲି ୪ ଘଣ୍ଟା ପାଇଁ ବନ୍ଦ ରହିବ ମହାପ୍ରଭୁଙ୍କ ସାଧାରଣ ଦର୍ଶନ। ଆସନ୍ତାକାଲି ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଧାରଣ…

ଭିଜିଲାନ୍ସ ସ୍କାନରରେ ଆଉ ଜଣେ ସହକାରୀ ଯନ୍ତ୍ରୀ, ଭୁବନେଶ୍ବର ସମେତ ୧୦ଟି ସ୍ଥାନରେ ଚାଲିଛି ରେଡ୍….

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଆର୍ ଆଣ୍ଡ ବି ଡିଭିଜନ୍‌ର ସହକାରୀ ଯନ୍ତ୍ରୀ । ଭୁବନେଶ୍ବର ଆର୍ ଆଣ୍ଡ ବି ଡିଭିଜନ-୩ର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ, ଏକକାଳୀନ ୧୦ଟି ସ୍ଥାନରେ ଭିଜିଲାନ୍ସ ଟିମର ଚଢାଉ ଆରମ୍ଭ ହୋଇଛି । ଆୟବହିର୍ଭୁତ ସମ୍ପତ୍ତି ଠୂଳ ଅଭିଯୋଗରେ ଆଜି ଭିଜିଲାନ୍ସର ଏକ…

ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ପ୍ରବେଶ କରି ଯୁବକ ଅଟକ; ସେପଟେ, ରତ୍ନଭଣ୍ଡାର ଫଟୋ ପୋଷ୍ଟ କରି ଅଡୁଆରେ ଏଏସଆଇ

ପୁରୀ: ପୁଣି ଶ୍ରୀମନ୍ଦିର ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ । ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ପ୍ରବେଶ କରି ଧରାପଡିଛନ୍ତି ଯୁବକ । ଚଷମାରେ ହିଡେନ୍‌ କ୍ୟାମେରା ଲେନ୍ସ ଲଗାଇ ଯାଇଥିଲେ ଯୁବକ । ବେହରଣ ଦ୍ବାର ନିକଟରେ ସନ୍ଦେହ ହେବାରୁ ଯୁବକଙ୍କୁ ଧରିଛି ପୋଲିସ । ଯୁବକ ଜଣକ ପୁରୀ ଗଜପତି…

ଏମ୍ସରେ ଅସଦାଚରଣ ଘଟଣା; ନର୍ସିଂ ଅଫିସର୍ ଗିରଫ

ଭୁବନେଶ୍ବର: ଭୁବନେଶ୍ବର ଏମ୍ସରେ ମହିଳା ଆଟେଣ୍ଡାଣ୍ଟଙ୍କୁ ଅସଦାଚରଣ ଘଟଣା । ଅଭିଯୁକ୍ତ ନର୍ସିଂ ଅଫିସର୍‌ ନାନୁ ରାମ ଚୌଧୁରୀ ଗିରଫ । ଅଭିଯୁକ୍ତକୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ । ସୋମବାର ଅସଦାଚରଣ ଅଭିଯୋଗ ଆଣିଥିଲେ ଆଟେଣ୍ଡାଣ୍ଟ । ଏନେଇ ସେ ଖଣ୍ଡଗିରି ଥାନାରେ ଏତଲା ଦେଇ…

ଚଳନ୍ତା ଗାଡିରେ ରୋମାନ୍ସ କରି ହଟହଟା ହେଲେ ଯୁବକ; କଟିଲା ୧୬ ହଜାର ଟଙ୍କାର ଚାଲାଣ

କଟକ: ରିଲ୍ସ କରିବା ନିଶା ଏବେ ସମାଜକୁ ଧିରେ ଧିରେ ଅଧପତନ ଆଡକୁ ନେଇଯାଉଛି । ସେ ପିଲା ହୁଅନ୍ତୁ ବା ଯୁବକ କିମ୍ବା ବୟସ୍କ ସମସ୍ତଙ୍କୁ ରିଲ୍ସ ନାମକ ବ୍ୟାଧି ଗ୍ରାସିବାରେ ଲାଗିଛି । ଏନେକ ସମୟରେ ଏପରି ରିଲ୍ସ ମାନ ସାମ୍ନାକୁ ଆସୁଛି ଯାହା ଏତେ ବିପଦପୂର୍ଣ୍ଣ ଯେ, ଦେଖିଲେ ଭୟରେ ଛାତି ଥରିଯିବ…

ଘର ଗୋଡ଼ ପୋଛାରେ ମହାପ୍ରଭୁ ଜଗନ୍ନାଥଙ୍କ ମୁହଁ ଛାପିଲା ଚାଇନା କମ୍ପାନୀ; ଭକ୍ତଙ୍କ ତୀବ୍ର ପ୍ରତିବାଦ

ଭୁବନେଶ୍ବର: ପୁଣି ଥରେ ହିନ୍ଦୁ ଦେବଦେବୀଙ୍କ ଛବିକୁ ଅନୁଚୂତ ଭାବେ ବ୍ୟବହାର ଘଟଣା ସାମ୍ନାକୁ ଆସିଛି । ଏକ ଚାଇନିଜ୍‌ ଇ-କମର୍ସ ପ୍ଲାଟଫର୍ମ ‘ଅଲି ଏକ୍ସପ୍ରେସ’ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଛବି ଥିବା ଗୋଡ଼ ପୋଛା ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଏହି ଘଟଣା କୋଟି କୋଟି ଜଗନ୍ନାଥ…

ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି; ୯୧ ପ୍ରତିଶତ ଅଭିଯୋଗର ସମାଧାନ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ୟୁନିଟ-୨ ଠାରେ ଆୟୋଜିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ସମସ୍ୟା ଓ ଦୁଃଖ ଶୁଣିଛନ୍ତି। ପ୍ରତିଥର ଭଳି ମୁଖ୍ୟମନ୍ତ୍ରୀ ପୂର୍ବାହ୍ନରେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ବାହାରେ ଅପେକ୍ଷା କରିଥିବା ଦିବ୍ୟାଙ୍ଗ ଅଭିଯୋଗକାରୀଙ୍କୁ…

ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କଲେ ହାଇକୋର୍ଟ

ଭୁବନେଶ୍ୱର: ପୁଣି ବଢିଲା ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଅଡୁଆ । ଆଗୁଆ ଜାମିନ ଖାରଜ କଲେ ହାଇକୋର୍ଟ । ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଆଗୁଆ ଜାମିନ ଆବେଦନ କରିଥିଲେ ବିଷ୍ଣୁପଦ । CBI ଗିରଫଦାରି ଏଡ଼ାଇବା ପାଇଁ ଆଗୁଆ ଜାମିନ ଆବେଦନ କରିଥିଲେ ବିଷ୍ଣୁପଦ ସେଠୀ । ତେବେ ଗତ ୧୫ ତାରିଖରେ କେସ…