Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଖି ପୂର୍ଣ୍ଣିମାରେ ମହିଳାଙ୍କୁ ଗିଫ୍ଟ; ଜୟପୁରରୁ ମିଳିବ ସୁଭଦ୍ରାର ୩ୟ କିସ୍ତି

ଭୁବନେଶ୍ୱର: ଅଗଷ୍ଟ ୯ ତାରିଖରେ ମହିଳାଙ୍କୁ ରକ୍ଷା ବନ୍ଧନ ଉପହାର ଦେବେ ସରକାର। ସୁଭଦ୍ରା ଯୋଜନା ଅଧୀନରେ ମୋଟ ୧.୨୪ କୋଟି ମହିଳା ହିତାଧିକାରୀ ୫,୦୦୦ ଟଙ୍କାର ତୃତୀୟ କିସ୍ତି ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ରବିବାର ସୂଚନା ଦେଇଛନ୍ତି।…

୧୭ ଲକ୍ଷ ଟଙ୍କା ପୁରସ୍କାର ରାଶିଥିବା ୪ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଛତିଶଗଡ଼ ସିମାନ୍ତ ବିଜାପୁର ଜିଲ୍ଲାରେ ପୁଣି ମାଓବାଦୀ ନିଜର ଉପସ୍ଥିତି ଜାହିର କରିଛନ୍ତି । ପୁଣି ବାସାଗୁଡା ଜଙ୍ଗଲ ରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଯେଉଁଥିରେ ପୋଲିସର ଏନକାଉଣ୍ଟରରେ ୨ ମହିଳା ମାଓବାଦୀ ସମେତ ୪ ଜଣ…

କଟକ, ଖୋର୍ଦ୍ଧା ସମେତ ଏସବୁ ଜିଲ୍ଳାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରବିବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଓଡ଼ିଶାର ୩ ଜିଲ୍ଲା ପାଇଁ ଅରେଞ୍ଜ ସତର୍କତା ଜାରି କରିଛି। ଆଗାମୀ ୩ ଘଣ୍ଟା ମଧ୍ୟରେ କଟକ, କେନ୍ଦ୍ରାପଡ଼ା ଏବଂ ଖୋର୍ଦ୍ଧାର କିଛି ସ୍ଥାନରେ ୪୦ କିଲୋମିଟର ବେଗରେ ପବନ ବହିବା ସହିତ ମଧ୍ୟମ ଧରଣର…

ଏମ୍ସରୁ ପୁଣି ଟିକେଟ୍ ଦଲାଲ୍ ଗିରଫ

ଭୁବନେଶ୍ୱର: ଏମ୍ସ ଭୁବନେଶ୍ବରରୁ ଓପିଡି ଟିକେଟ୍ ଦଲାଲି କରୁଥିବାବେଳେ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲୋ ଖୋର୍ଦ୍ଧା ବାଣପୁର ଅଞ୍ଚଳର ସୁରେଶ ପ୍ରଧାନ । ସେ ପାତ୍ରପଡ଼ା ଏମ୍ସ ନଗରରେ ରହିବା ସହ ଏମ୍ସରେ ଓପିଡି ଟିକେଟ୍ ଦଲାଲି କରୁଥିଲା । ବିଶେଷ କରି ଅଣଓଡ଼ିଆ ଓ…

ମହିଳା ଦୁଷ୍କର୍ମରେ ପ୍ରତିଯୋଗିତା କରୁଛନ୍ତି ବିଜେଡି-କଂଗ୍ରେସ: ବର୍ଷିଲା ଶାସକ ଦଳ…..

ଭୁବନେଶ୍ବର: ରାଜ୍ୟରେ ଏବେ ନାରୀ ନିର୍ଯାତନା, ଦୁଷ୍କର୍ମ ଭଳି ଖବର ଶୀର୍ଷରେ ରହିଥିବା ବେଳେ, ଦୁଇ ବିରୋଧୀ ଦଳ ବିଜେଡି ଏବଂ କଂଗ୍ରେସ ସରକାରଙ୍କୁ ଲଗାତାର ଏନେଇ ଏବେ ଘେରି ଆସୁଥିଲେ । କିନ୍ତୁ ବିଡମ୍ବନାର ବିଷୟ, ଗତ କିଛି ଦିନ ହେବ, ଏଥିପାଇଁ ଦୁଇ ଦଳ ଖବରର ଶିରୋନାମାରେ ଅଛନ୍ତି ।…

ବନବାସୀ ଆଶ୍ରମ ପିଲାଙ୍କ ଗହଣରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ଶୁଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ଵର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ବନବାସୀ କଲ୍ୟାଣ ଆଶ୍ରମ ପରିସରରେ ଅନ୍ତେବାସୀ ପିଲାଙ୍କ ଗହଣରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର ଆଜି ଥିଲା…

ଅମରେଶଙ୍କ ସସପେଣ୍ଡ ପରେ ପ୍ରତିକ୍ରିୟା ରଖିଲେ ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି…

ଭୁବନେଶ୍ବର: ବାଲେଶ୍ୱରରୁ ବିଜେଡି କର୍ପୋରେଟର ଅମରେଶ ଜେନା ଗିରଫ ପରେ ଦଳ ତାଙ୍କୁ ନିଲମ୍ବିତ କରିଛି । ଅମରେଶ ଜେନାଙ୍କ ଗିରଫ ପରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଅଶୋକ ଚନ୍ଦ୍ର ପଣ୍ଡା । ସେ କହିଛନ୍ତି ଯେ, ଏକ ସମ୍ବେଦନଶୀଳ ଅଭିଯୋଗକୁ ନେଇ ଅମରେଶ ଜେନାଙ୍କ…

ବଲାଙ୍ଗିର ନୂଆଁଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ, ଅଗଷ୍ଟ ୨୮ ସକାଳ…

ବଲାଙ୍ଗୀର: ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ । ବଲାଙ୍ଗିର ପାଇଁ ବାହାରିଲା ଲଗ୍ନ । ଅଗଷ୍ଟ ୨୮ ଗୁରୁବାର ସକାଳ ୯ଟା ୪୭ରୁ ୧୧ଟା ୧୧ ଯାଏଁ ନବାନ୍ନ ଲାଗି ହେବ । ଇଷ୍ଟଦେବୀ ମା ପାଟଣେଶ୍ବରୀ ଓ ସମଲେଶ୍ବରୀଙ୍କ ନିକଟରେ ଲାଗି ହେବ ନବାନ୍ନ । ବଲାଙ୍ଗିର ଶୈଳଶ୍ରୀ ପ୍ୟାଲେସ ଠାରେ ରବିବାର ଏନେଇ…

ଗିରଫ ପରେ ବିଜେଡିରୁ ବିଦା ହେଲେ ଅମରେଶ

ଭୁବନେଶ୍ବର: ଯୌନ ନିର୍ଯାତନା ଅଭିଯୋଗରେ ଗିରଫ ହେବା ସଙ୍ଗେ ସଙ୍ଗେ ଦଳରୁ ବହିଷ୍କୃତ ହେଲେ ପୂର୍ବତନ ବିଜେଡି କର୍ପୋରେଟର ଅମରେଶ ଜେନା । ଗତକାଲି ତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆସିବା ପରେ ଆଜି ତାଙ୍କୁ ବାଲେଶ୍ବରରୁ ବାନ୍ଧିଛି କମିଶନରେଟ ପୋଲିସ୍ । ଏହାପରେ ଦଳର ସୁପ୍ରିମୋ ନବୀନ…

ମୋଦିଙ୍କ ମନ କି ବାତ୍: କେନ୍ଦୁଝର ସଂକୀର୍ତ୍ତନ ମଣ୍ଡଳୀଠୁ ଆରମ୍ଭ କରି ମୟୂରଭଞ୍ଜର ସାନ୍ତାଳୀ ଶାଢୀ….କ’ଣ କହିଲେ…

ନୂଆଦିଲ୍ଲୀ/ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ମୋଦି ଆଜି 'ମନ କି ବାତ'ର ୧୨୪ତମ ଏପିସୋଡ୍ ମାଧ୍ୟମରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ଦେଶବାସୀଙ୍କ ସମ୍ମୁଖରେ ବିଭିନ୍ନ ପ୍ରସଙ୍ଗ ନେଇ ମୋଦି ନିଜର ମତ ରଖିଥିବା ବେଳେ ଏଥିରେ ଓଡିଶାର କେନ୍ଦୁଝର ଜିଲ୍ଲାର ସଂକୀର୍ତ୍ତନ ମଣ୍ଡଳୀ ଏବଂ…