Latest Odisha News

BREAKING NEWS

Browsing Category

ଓଡିଶା

Odisha

୨ଟି କାରରୁ ୨୭ କିଲୋ ଗଞ୍ଜେଇ ଜବତ: ୫ ବିଟେକ୍ ଛାତ୍ର ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆରେ ଗାଡି ଯାଞ୍ଚ ସମୟରେ ୨୭ କିଲୋ ଗଞ୍ଜେଇ ଜବତ ହୋଇଛି । ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ଗିରଫ ହୋଇଥିବା ଅଭିଯୁକ୍ତମାନେ ବିଟେକ୍ ଛାତ୍ର ବୋଲି ଜଣାପଡିଛନ୍ତି । ଗିରଫ ଛାତ୍ରମାନଙ୍କ ମଧ୍ୟରେ ଜଣେ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ବଇରୀ…

ରାଜ୍ୟରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ, ସୃଷ୍ଟି ହେବ ୮୪୦ ପଦବୀ

ଭୁବନେଶ୍ବର: ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି । ସେଥିମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ରହିଛି । ଏହି ଜିଲ୍ଲାର ବଡ଼ସାହି, ବାଙ୍ଗିରିପୋଷୀ, ଶୁଳିଆପଦା, ଖୁଣ୍ଟା, ଗୋପବନ୍ଧୁ ନଗର, ରାଇରଙ୍ଗପୁର କପ୍ତିପଦା, ସୁକ୍ରୁଲି, ଜାମଦା, ବିଜାତୋଳା, ତିରିଙ୍ଗ ଓ…

ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ଛଅ ମାସ ପାଇଁ ବୃଦ୍ଧି

ଭୁବନେଶ୍ୱର: ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଛି। ଛଅ ମାସ ପାଇଁ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟୟ କୁଳାଧିପତି ଡକ୍ଟର ହରିବାବୁ କମ୍ଭମପାଟି। ଜୁଲାଇ ୨୧ ତାରିଖରୁ ଆଗାମୀ ଛଅ ମାସ ଯାଏ ସେ…

ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତି ରଦ୍ଦ

ଭୁବନେଶ୍ୱର: ରଦ୍ଦ ହେଲା ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତି ରଦ୍ଦ କଲେ ରାଜ୍ୟପାଳ। ଓଡ଼ିଶା ହାଇକୋର୍ଟଙ୍କୁ ଅବଗତ କଲେ ଆଡ଼ଭୋକେଟ୍ ଜେନେରାଲ୍। ଉତ୍କଳ ବିଶ୍ୱବିଦ୍ୟାଳୟରେ ଭାରପ୍ରାପ୍ତ VC ନିଯୁକ୍ତ…

ସୁଧୁରୁଛି ବଳଙ୍ଗା ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା; କଢାଗଲା ଅକ୍ସିଜେନ ସପୋର୍ଟ ସିଷ୍ଟମ

ଭୁବନେଶ୍ବର: ପୁରୀ ଜିଲ୍ଲା ନିମାପଡା ବ୍ଲକ ବଳଙ୍ଗାରେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ତିନି ଜଣ ଦୁର୍ବୁତ୍ତ କିରୋସିନି ଢାଳି ପୋଡିଦେଇଥିବାବେଳେ, ପୀଡିତା ଜଣକ ଅଧିକ ଉନ୍ନତ ଚିକିତ୍ସା ପାଇଁ ଏବେ ଦିଲ୍ଲୀ ସ୍ଥିତ ଅଖିଳ ଭାରତ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ) ରେ ଚିକିତ୍ସାଧୀନ ଅଛନ୍ତି । ତେବେ…

୪୫ କଏଦୀଙ୍କ ଜେଲ୍‌ ଜୀବନରେ ପଡିଲା ପୂର୍ଣ୍ଣଛେଦ, ଚାରିକାନ୍ଥ ଭିତରୁ ବାହାରି ମୁକ୍ତିର ଆନନ୍ଦ ଚାଖିଲେ

ଭୁବନେଶ୍ବର: କାଲି ଶେଷ ହୋଇଛି ୪୫ କଏଦୀଙ୍କ ଜେଲ ଦଣ୍ଡ । ବିଭିନ୍ନ ହତ୍ୟା ମାମଲାରେ ଜେଲ ଦଣ୍ଡ ଭୋଗୁଥିବା ରାଜ୍ୟର ୨୬ ଜେଲ୍‌ ରୁ ୪୫ଜଣ କଏଦୀଙ୍କୁ ସମ୍ପୂର୍ଣ୍ଣ ମୁକ୍ତି ମିଳିଛି । ସୋମବାର ରାତି ଥିଲା ସେମାନଙ୍କ ପାଇଁ ‌ଜେଲ୍‌ ରେ ଶେଷ ରାତି । ମଙ୍ଗଳବାର ଜେଲ୍‌ ର ଚାରିକାନ୍ଥ ଭିତରୁ ବାହାରି…

ଆସନ୍ତାକାଲି ଚିତାଲାଗି ଅମାବାସ୍ୟା, ୪ ଘଣ୍ଟା ଜଗା ଦର୍ଶନ ବନ୍ଦ

ପୁରୀ: ଆସନ୍ତାକାଲି ଚିତାଲାଗି ଅମାବାସ୍ୟା। ୪ ଘଣ୍ଟା ମହାପ୍ରଭୁଙ୍କର ସାଧାରଣ ଦର୍ଶନ ବନ୍ଦ। ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି କାରଣରୁ ସାଧାରଣ ଦର୍ଶନ ବନ୍ଦ। ଅପରାହ୍ଣ ୨ଟା ୩୦ରୁ ସଂଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଦର୍ଶନ ବନ୍ଦ। ଆସନ୍ତାକାଲି ମହାପ୍ରଭୁଙ୍କ ମସ୍ତକରେ ସୁବର୍ଣ୍ଣ ଚିତା ଲାଗି ହେବ।…

ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୨ଟି ନୂଆ ବାଟାଲିୟନ: ସୃଷ୍ଟି ହେବ ୧୯୪୪ଟି ନୂତନ ପଦବୀ

ଭୁବନେଶ୍ବର: ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ (OISF)ର ୨ଟି ନୂଆ ବାଟାଲିୟନ୍ ରାଜ୍ୟରେ ପ୍ରତିଷ୍ଠା ହେବ । ପୂର୍ବରୁ ରାଜ୍ୟରେ ଦୁଇଟି ବାଟାଲିୟନ ଥିବା ବେଳେ ଓଡ଼ିଶା ସରକାର ଦୁଇଟି ନୂତନ OISFର ତୃତୀୟ ଏବଂ ଚତୁର୍ଥ ବାଟାଲିୟନ ପ୍ରତିଷ୍ଠାକୁ ଅନୁମୋଦନ କରିଛନ୍ତି । ଯାହା ବିଭିନ୍ନ…

ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ; କାଲିଠୁ ବଢିବ ବର୍ଷାର ପରିମାଣ, ୨୪ ଘଣ୍ଟା ପାଇଁ ୨୧ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ବର: ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ । ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟରେ ବଢ଼ିବ ବର୍ଷା ପରିମାଣ । ୨୮ ତାରିଖ ଯାଏ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଭିଏତନାମରେ ହିଟ କରିଥିବା ବାତ୍ୟା ୱିଫାର…