Latest Odisha News

BREAKING NEWS

Browsing Category

ଓଡିଶା

Odisha

ତରଭା ପୋଲିସକୁ ବଡ଼ ସଫଳତା: ଗଞ୍ଜେଇ ଗାଡ଼ିକୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ

ସୁବର୍ଣ୍ଣପୁର: ତରଭା ପୋଲିସକୁ ବଡ଼ ସଫଳତା। ଗଞ୍ଜେଇ ଗାଡ଼ିକୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ। ତରଭା ଥାନା ମେଣ୍ଢା ନିକଟରେ ଚାଲାଣ ବେଳେ ଗାଡ଼ି ଜବତ। ଗାଡ଼ିରୁ ୯ କୁଇଣ୍ଟାଲ ଗଞ୍ଜେଇ ଜବତ କଲା ପୋଲିସ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୯ କୋଟି ଟଙ୍କା ହେବ। ଘଟଣାରେ ୪ ଜଣଙ୍କୁ ଗିରଫ କରି ପୋଲିସ…

ଜିଏମ୍‌ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାରଣ ଘଟଣା: କୁଳପତି ଜାରି କଲେ ଆଡଭାଇଜରି

ସମ୍ବଲପୁର:ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ଛାତ୍ରୀ ଅସଦାଚରଣ ପରେ କୁଳପତି ଜାରି କଲେ ଆଡଭାଇଜରି । ଏଥିସହ ଅପରାହ୍ନ ୪ଟାରେ ବସିବ ଆଭ୍ୟନ୍ତରୀଣ କମିଟି ବୈଠକ । ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ପାଇଁ ମାର୍ଗଦର୍ଶିକାରେ କୁହାଯାଇଛି ଯେ, କାର୍ଯ୍ଯକ୍ଷେତ୍ରରେ ପ୍ରଫେସନାଲ…

ମହିଳା କର୍ମଚାରୀ ଓ ଛାତ୍ରୀଙ୍କୁ ରେଭେନ୍ସାର କଡା ନିର୍ଦ୍ଦେଶ: ସାଢେ ୫ଟା ସୁଦ୍ଧା କ୍ୟାମ୍ପସ ଛାଡ….

କଟକ: ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା ପରେ ଏବେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ମହିଳା ସୁରକ୍ଷାକୁ ଗୁରୁତ୍ବ ଦିଆଯାଉଥିବା ବେଳେ କଡା ପଦକ୍ଷେପ ଗ୍ରହଣ କରାଯାଉଛି । ଏହାରି ଭିତରେ ଏବେ ବଡ ପଦକ୍ଷେପ ଗ୍ରହଣ କରିଛି ରେଭେନ୍ସା । ସଂଧ୍ୟା ୫ଟା ୩୦ ପରେ କଲେଜ କ୍ୟାମ୍ପସ ଭିତରେ କୌଣସି ମହିଳା…

ଆସନ୍ତାକାଲିଠାରୁ ଆରମ୍ଭ ହେବ ଚାଷୀ ପଞ୍ଜୀକରଣ

ଭୁବନେଶ୍ୱର: ୧୯ ତାରିଖ (ଆସନ୍ତାକାଲି)ରୁ ଆରମ୍ଭ ହେବ ଚାଷୀ ପଞ୍ଜିକରଣ। ଏନେଇ ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୨୫-୨୬ ବର୍ଷର ଖରିଫ ଧାନ ଫସଲ ପାଇଁ ୧୯ରୁ ଏହି ପଞ୍ଜୀକରଣ କରାଯିବ। ଏନେଇ ଡିଆରସି ଓ ଏଆରସି ମାନଙ୍କୁ କୁହାଯାଇଛି ଯେ, ଧାନ ସଂଗ୍ରହ ସମ୍ପର୍କିତ…

ରାଜ୍ୟରେ ଆହୁରି ୫ ଦିନ ବର୍ଷିବ: ପ୍ରବଳ ବର୍ଷା ନେଇ ଆଜି ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆହୁରି ୫ ଦିନ ବର୍ଷିବ। ପ୍ରବଳ ବର୍ଷା ନେଇ ଆଜି ପାଇଁ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୮ ଉପକୂଳ ଜିଲ୍ଲାରେ ଶୁଖିଲା ପାଗ ରହିବ। ଆସନ୍ତାକାଲି ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ…

ଏଫଏମ୍ କଲେଜ ଛାତ୍ରୀ ମୃତ୍ୟୁ ମାମଲା; ଆଜି ହାଜର ହେବେ ଆଇସସି ସଦସ୍ୟ

ବାଲେଶ୍ୱର: ଫୋକିର ମୋହନ କଲେଜ ଛାତ୍ରୀ ମୃତ୍ୟୁ ମାମଲା। ଆଜି ହାଜର ହେବେ ICC ସଦସ୍ୟ। ତଦନ୍ତ କମିଟି ପାଖରେ ହାଜର ହେବେ ଆଭ୍ୟନ୍ତରୀଣ କମିଟି ସଦସ୍ୟ। ଆଭ୍ୟନ୍ତରୀଣ କମିଟି (ICC) ସଦସ୍ୟଙ୍କୁ ବ୍ୟକ୍ତିଗତ ହାଜର ପାଇଁ ଦିଆଯାଇଛି ନିର୍ଦ୍ଦେଶ। ଆଜି ଓ ଆସନ୍ତାକାଲି FM କଲେଜରେ ବ୍ୟକ୍ତିଗତ ହାଜର…

ଯାତ୍ରୀଙ୍କ ଚାହିଦା ଦେଖି କିଛି ଟ୍ରେନର ସମୟସୀମା ବୃଦ୍ଧି ଏବଂ ଅତିରିକ୍ତ କୋଚ୍ ସଂଯୋଗ

ଭୁବନେଶ୍ୱର:ପୂର୍ବତଟ ରେଳପଥ ପକ୍ଷରୁ ଯାତ୍ରୀଙ୍କ ସୁବିଧା ବୃଦ୍ଧି ଓ ବର୍ଦ୍ଧିତ ଯାତ୍ରା ଚାହିଦାକୁ ପୂରଣ କରିବା ଲକ୍ଷ୍ୟରେ ଏବଂ ଉତ୍ତମ ଯାତ୍ରା ସୁବିଧା ସୁନିଶ୍ଚିତ କରିବା ପାଇଁ କିଛି ଟ୍ରେନର ସମୟସୀମା ବୃଦ୍ଧି ଏବଂ ଅତିରିକ୍ତ କୋଚ୍ ସଂଯୋଗ ବ୍ୟବସ୍ଥା କରାଯାଇଛି । ନିରନ୍ତର ଜନସାଧାରଣଙ୍କ…

ରାଣୀତାଲ ଲିଙ୍କ କ୍ୟାବିନ୍ ଏବଂ ଭଦ୍ରକ ମଧ୍ୟରେ ଚତୁର୍ଥ ରେଳ ଲାଇନ ପାଇଁ ୧୪୯ କୋଟି ମଞ୍ଜୁର

ଭୁବନେଶ୍ବର:ଓଡ଼ିଶାରେ ରେଳ ଭିତ୍ତିଭୂମି ବୃଦ୍ଧି କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ରେଳ ମନ୍ତ୍ରଣାଳୟ ₹୧୪୯ .୩୨ କୋଟି ମୂଲ୍ୟରେ ରାଣୀତାଲ ଲିଙ୍କ କ୍ୟାବିନ୍ ଏବଂ ଭଦ୍ରକ ଷ୍ଟେସନ (୫.୦୬ କିଲୋମିଟର)ମଧ୍ୟରେ ଚତୁର୍ଥ ଲାଇନକୁ ମଞ୍ଜୁର କରିଛି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ…

ରାଜ୍ୟରେ ଖୋଲିବ ଆଉ ୫ନୂଆ ମହିଳା ଏନସିସି ବାଟାଲିୟନ

ଭୁବନେଶ୍ବର: ଛାତ୍ରୀମାନଙ୍କୁ ସଶକ୍ତ କରିବା ଦିଗରେ ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି କ୍ରମେ ରାଜ୍ୟରେ ୫ ଟି ନୂଆ ମହିଳା ଏଏନସିସି ବାଟାଲିୟନ ଖୋଲିବାକୁ ଯାଉଅଛି। ଏନେଇ ଓଡ଼ିଶା ଏନସିସି ନିର୍ଦ୍ଦେଶକଙ୍କୁ ଚିଠି କରିଛି ଉଚ୍ଚଶିକ୍ଷା ବିଭାଗ । ରାଜ୍ୟର ବର୍ତ୍ତମାନ ଏଏନସିସି କ୍ୟାଡେଟ ସଂଖ୍ୟା…

ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ଗୋବରଘାଟିରେ ଆଦିବାସୀ ନୃତ୍ୟ ଓ ସଙ୍ଗୀତ କେନ୍ଦ୍ର ଉଦ୍‌‌ଘାଟିତ

କଳିଙ୍ଗନଗର: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍‌‌ଏଫ୍‌‌) ପକ୍ଷରୁ ଗୋବରଘାଟି ଫେଜ୍‌‌-୨ର ବାମିଆଘାଟ କମ୍ୟୁନିଟି ହଲ୍‌‌ରେ ଆଦିବାସୀ ନୃତ୍ୟ ଓ ସଙ୍ଗୀତ କେନ୍ଦ୍ର ଉଦ୍‌‌ଘାଟନ କରାଯାଇଛି । ଏହି କେନ୍ଦ୍ର ଜରିଆରେ ସ୍ୱଦେଶୀ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଓ ପ୍ରସାର ହୋଇପାରିବ। ଏହି…