Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁରୀ ହେଲା ମହାନଗର ନିଗମ

ଭୁବନେଶ୍ୱର: ପୁରୀକୁ ଆନୁଷ୍ଠାନିକ ଭାବରେ ପୌରପାଳିକାରୁ ମହାନଗର ନିଗମକୁ ଉନ୍ନୀତ କରାଯାଇଥିବା ନେଇ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସହରାଞ୍ଚଳ ଶାସନ ଏବଂ ଭିତ୍ତିଭୂମି ବିକାଶକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।…

Paradip Beach: ଖୁବଶୀଘ୍ର ପାରାଦୀପ ବେଳାଭୂମି ହେବ ବ୍ଲୁ ଫ୍ଲାଗ୍ ବିଚ୍, ଖର୍ଚ୍ଚ ହେବ ଏତିକି ଟଙ୍କା…

ପାରାଦୀପ: ଖୁବଶୀଘ୍ର ପାରାଦୀପ ବେଳାଭୂମି ହେବ ବ୍ଲୁ ଫ୍ଲାଗ୍ ବିଚ୍ । ପାରାଦୀପରେ ୩ କିଲୋମିଟର ବେଳାଭୂମି ହେବ । ଉନ୍ନତିକରଣ ପାଇଁ ଖର୍ଚ୍ଚ ହେବ ପ୍ରାୟ ୨୪ କୋଟି ଟଙ୍କା । ଏହି ଅବସରରେ ଓଡ଼ିଶା ସରକାରଙ୍କ ମାନବ ସମ୍ବଳ ବିଭାଗର ପ୍ରମୁଖ ସଚିବ ଏନବିଏସ ରାଜପୁତ ଜଗତସିଂହପୁର ଜିଲ୍ଲାର ବିଭିନ୍ନ…

Pralay Missile Test: ଚାନ୍ଦିପୁରରେ DRDO ପକ୍ଷରୁ ଦ୍ରୁତ କ୍ରମାଗତ ୨ଟି ପ୍ରଳୟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଦେଶର ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ ​​କରିବା ପାଇଁ, ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ପ୍ରଳୟ କ୍ଷେପଣାସ୍ତ୍ରର ଏକ ପ୍ରମୁଖ ଏବଂ ସଫଳ ପରୀକ୍ଷଣ କରିଛି। ଓଡ଼ିଶାର ଚାନ୍ଦିପୁରରେ ଗୋଟିଏ ଲଞ୍ଚରରୁ ଦୁଇଟି ପ୍ରଳୟ କ୍ଷେପଣାସ୍ତ୍ର କିଛି ସେକେଣ୍ଡ ମଧ୍ୟରେ ନିକ୍ଷେପ…

ଜିରୋନାଇଟ୍ ଓ ନୂଆବର୍ଷ ପାଇଁ ପ୍ରସ୍ତୁତ ଅଗ୍ନିଶମ ବିଭାଗ, ସମୁଦ୍ର କୂଳରେ ୪୦୦ ଲାଇଫ୍‌ଗାର୍ଡ

ଭୁବନେଶ୍ବର: ଇଂରାଜୀ ନବବର୍ଷ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ସମଗ୍ର ଓଡ଼ିଶାବାସୀଙ୍କୁ ସତର୍କତାର ସହିତ ସେଲିବ୍ରେସନ କରିବାକୁ ଅନୁରୋଧ କରିଛନ୍ତି ଓଡ଼ିଶା ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ। ନବବର୍ଷ ଅବସରରେ ପୁରୀରେ ଜନସମାଗମକୁ ଧ୍ୟାନରେ ରଖି ଓଡ଼ିଶା…

NMMS Exam: ଫେବୃଆରୀ ୧ରେ ହେବ ଏନଏମଏମଏସ ପରୀକ୍ଷା

ଭୁବନେଶ୍ୱର: ଫେବୃଆରୀ ୧ରେ ଅନୁଷ୍ଠିତ ହେବ ଜାତୀୟ ଆୟ ଭିତ୍ତିକ ମେଧାବୃତ୍ତି ପରୀକ୍ଷା (ଏନଏମଏମଏସ) ପରୀକ୍ଷା । ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ପ୍ରତିଷ୍ଠାନ (ଏସସିଇଆରଟି) ଦ୍ବାରା ପରିଚାଳିତ ହେବ ଏହି ପରୀକ୍ଷା । ଏନେଇ ଏସସିଇଆରଟି ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା…

ଏମ୍ସ ଭୁବନେଶ୍ୱରରେ ସଫଳତାର ସହିତ ସମ୍ପନ୍ନ ହେଲା ପ୍ରଥମ ଲିଭର ପ୍ରତିରୋପଣ

ଭୁବନେଶ୍ୱର: ନିଜର ସଫଳତାର ଯାତ୍ରାରେ ଆଉ ଏକ ଗୌରବମୟ ଫର୍ଦ୍ଦ ଯୋଡ଼ିଛି ଏମ୍ସ ଭୁବନେଶ୍ବର । ସମ୍ପୂର୍ଣ୍ଣ ପୂର୍ବ ଭାରତରେ ଗୁଣବତ୍ତାପୂର୍ଣ୍ଣ ସ୍ବାସ୍ଥ୍ୟସେବା ପ୍ରଦାନରେ ନିର୍ଭରଯୋଗ୍ୟ ବ୍ରାଣ୍ଡ୍ ପାଲଟିଥିବା ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ, ସଫଳତାର ସହିତ ପ୍ରଥମ ଯକୃତ(ଲିଭର) ପ୍ରତିରୋପଣ…

ଶହୀଦ ମାଧୋ ସିଂହ ସ୍ମାରକୀ ମହାବିଦ୍ୟାଳୟ ନାମରେ ନାମିତ ହେଲା ଘେଁସ କଲେଜ

ଭୁବନେଶ୍ୱର: ବରଗଡ ଜିଲ୍ଲା ଘେଁସଠାରେ ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଅବସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଘେଁସ ଗ୍ରାମରେ ଶହୀଦଙ୍କ ସ୍ମାରକୀ ପ୍ରତିଷ୍ଠା ହେବ ଏବଂ ଏଥିରେ ତାଙ୍କ ପ୍ରତିମୂର୍ତ୍ତୀ…

ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବ: ୩୫୦ ନୃତ୍ୟଶିଳ୍ପୀ ସହ ବିଦେଶରୁ ଭାଗନେଇଥିଲେ ୧୫ ନୃତ୍ୟଶିଳ୍ପୀ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଆୟୋଜିତ ହେଉଥିବା ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବର ଉଦ୍‌ଯାପନୀ କାର୍ଯ୍ୟକ୍ରମ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଉଦ୍‌ଯାପନୀ ସନ୍ଧ୍ୟାରେ…

Sand Art: ବାଲୁକା କଳାରେ ବିଶ୍ୱକୁ ନବବର୍ଷର ଶୁଭେଚ୍ଛା ଓ ଶାନ୍ତିର ବାର୍ତ୍ତା…

ପୁରୀ: ରାତି ପାହିଲେ ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ବାଗତ କରିବ ସମସ୍ତ ବିଶ୍ବ । ଏନେଇ ଚାରିଆଡେ ଉତ୍ସବ ମୁଖର । ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ମାଧ୍ୟମରେ ନୂତନ ବର୍ଷକୁ ସ୍ୱାଗତ କରି ସାରା ବିଶ୍ୱକୁ ଇଂରାଜୀ ନୂତନ ବର୍ଷ ର ଅଭିନନ୍ଦନ…

ନୋ ପିୟୁସିସି, ନୋ ଫୁଏଲ ନୀତି; ପୁଣି ବଢିଲା ଅବଧି

ଭୁବନେଶ୍ୱର: ପ୍ରଦୂଷଣ ପ୍ରମାଣପତ୍ର (ପିୟୁସିସି) ବିନା ନୋ ଫୁଏଲ' ନୀତି ଲାଗୁ କରିବା ପାଇଁ ସମୟସୀମାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ବୁଧବାର ଦିନ ସୂଚନା ଦେଇଛନ୍ତି। ତେବେ ଗାଡ଼ି ଚାଳକ ମାନଙ୍କୁ ଅଯଥା ଚାପ ବିନା ଆବଶ୍ୟକ…