Latest Odisha News

BREAKING NEWS

Browsing Category

ଓଡିଶା

Odisha

Operation Neel Jahar: କନ୍ଧମାଳରେ ଅପରେସନ ‘ନୀଳ ଜହର’: ୧୫୨ ଏକର ଜଙ୍ଗଲ ଜମିରେ ଚାଷ ହୋଇଥିବା ଗଞ୍ଜେଇ ହେଲା ନଷ୍ଟ

କନ୍ଧମାଳ: କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ କାରବାରକୁ ସମୂଳେ ବିନାଶ କରିବା ପାଇଁ ରାଜ୍ୟ ପୋଲିସ ମୁଖିଆଙ୍କ ନିର୍ଦ୍ଦେଶ ଓ ଜିଲ୍ଲା ପୋଲିସ ମୁଖିଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଭିନ୍ନ ଥାନା ପକ୍ଷରୁ ଅପରେସନ ନୀଳ ଜହର ବା ଗଞ୍ଜେଇ ଗଛକଟା ଅଭିଯାନ ଆରମ୍ଭ ହୋଇଛି। ତେବେ ତେର ଦିନରେ ଗୋଛାପଡା…

କୋରାପୁଟରେ ୨ନୂଆ ସବଡିଭିଜନ କାର୍ଯ୍ୟାଳୟ କୋଠା ଉଦଘାଟନ କଲା TPSODL

ବ୍ରହ୍ମପୁର:ଗୁଣାତ୍ମକ ତଥା ଉପଭୋକ୍ତା କୈନ୍ଦ୍ରିକ ବିଦ୍ୟୁତ ସେବାକୁ ପ୍ରାଥମିକତା ଦେଇ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍) କୋରାପୁଟ ଜିଲ୍ଲାରେ ଦୁଇ ସବଡିଭିଜନ ଅଫିସ ନିମନ୍ତେ ନୂତନ କୋଠା ନିର୍ମାଣ କରିଛି । କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ…

NCERT ଢାଞ୍ଚାରେ ଏସ୍‌ସିଇଆରଟି ହେବ, ୧୦ମ ଯାଏଁ ମାଗଣା ପାଠ୍ୟ ପୁସ୍ତକ ମିଳିବ:ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ମୂଳଭିତ୍ତି ରୂପରେ ଗ୍ରହଣ କରି ଶିକ୍ଷାଦାନ କରିଥାଏ ସରସ୍ବତୀ ଶିଶୁ ମନ୍ଦିର। ଉତ୍ତମ ଶିକ୍ଷା ପରିବେଶ ଓ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନକୁ ଶିଶୁ ମନ୍ଦିର ଶିକ୍ଷରା ପ୍ରଣାଳୀ ସବୁଠୁ ଅଧିକ ଗୁରୁତ୍ବ ଦେଇଥାଏ ବୋଲି କେନ୍ଦୁଝରରେ ବଣିଆପାଟ ସରସ୍ୱତୀ…

ପିକନିକ କରିବାକୁ ଆସି ଦାରିଙ୍ଗବାଡିରେ ପିଟାପିଟି…

ଭୁବନେଶ୍ବର: ଦାରିଙ୍ଗବାଡିର ଦୁଲୁରି ପାଇନ୍ ଜଙ୍ଗଲରେ ବଣଭୋଜି ସମୟରେ ରବିବାର ଦିନ ଗଣ୍ଡଗୋଳ ହୋଇଥିଲା। ନିଶାସକ୍ତ କିଛି ପର୍ଯ୍ୟଟକ କୌଣସି କାରଣବଶତଃ ପରସ୍ପର ସହ ଯୁକ୍ତିତର୍କ କରିଥିଲେ। ସୂତ୍ର ଅନୁଯାୟୀ, ଏହି ବିବାଦ ଖୁବ୍ ଶୀଘ୍ର ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ସ୍ଥିତିରେ ପହଞ୍ଚିଥିଲା।…

ଗୃହପାଳିତ ପ୍ରାଣୀଙ୍କ ପାଇଁ ସୋଆରେ ଖୋଲିଲା ସ୍ପା ଓ ଗ୍ରୁମିଂ ସେଂଟର

ଭୁବନେଶ୍ୱର: ଘରେ ରହୁଥିବା ପୋଷା ପ୍ରାଣୀଙ୍କ ଉପଯୁକ୍ତ ଯତ୍ନ ଏବଂ ସ୍ୱାସ୍ଥ୍ୟ ପରିଚାଳନା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ୍ ଆଣ୍ଡ ଆନିମଲ ହଜ୍‌ବ୍ୟାଣ୍ଡରୀ (ଆଇଭିଏସ୍‌ଏଏଚ୍‌)ରେ ଖୋଲିଛି ସ୍ପା ଏବଂ ଗ୍ରୁମିଂ ସେଂଟର। ପ୍ରାଣୀ…

ଜାନୁଆରୀ ୨ଯାଏଁ କଲବଲ କରିବ ଘନ କୁହୁଡି…

ଭୁବନେଶ୍ୱର: ଓଡ଼ିଶାରେ ପ୍ରବଳ ଶୀତ ଲହରୀ ଜାରି ରହିଛି। ଆଗାମୀ ପାଞ୍ଚ ଦିନ ମଧ୍ୟରେ ରାଜ୍ୟର ଅନେକ ଅଂଶରେ ଘନ କୁହୁଡ଼ି ଆଚ୍ଛାଦିତ ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆକଳନ କରିଛି। ଆଇଏମଡି ଅନୁଯାୟୀ, ଆଗାମୀ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଲହରୀ…

ରାଜ୍ୟର ୨୩ ଜିଲ୍ଲାରେ ସରିଲାଣି ସରକାରୀ ଓକିଲ ନିଯୁକ୍ତି

ଭୁବନେଶ୍ବର: ରାଜ୍ୟର ୨୩ ଜିଲ୍ଲାରେ ସରିଲାଣି ସରକାରୀ ଓକିଲ ନିଯୁକ୍ତି। ବାକି ୭ ଜିଲ୍ଲାରେ ଖୁବ୍‌ଶୀଘ୍ର ନିଯୁକ୍ତି ସରିବ କହିଲେ ରାଜ୍ୟ ବିଜେପି ସଭାପତି। ନିଯୁକ୍ତି ନେଇ ୧୨ ଜିଲ୍ଲାରେ ପ୍ରକାଶ ପାଇଛି ବିଜ୍ଞପ୍ତି। ଛୁଟି ପରେ ବାକି ୧୧ ଜିଲ୍ଳାରେ ବିଜ୍ଞପ୍ତି ପ୍ରକାଶ ପାଇବ। ବୋର୍ଡ ନିଗମ…

ରଥଯାତ୍ରା ପୂର୍ବରୁ ଗଣତି ମଣତି: ଆଇନ ମନ୍ତ୍ରୀ

ପୁରୀ: ରତ୍ନଭଣ୍ଡାର ଗଣତି ମଣତି SOP ନେଇ ଆଇନମନ୍ତ୍ରୀ ଦେଲେ ପ୍ରତିକ୍ରିୟା। ରତ୍ନଭଣ୍ଡାର ଗଣତି ମଣତି ନେଇ SOP ଫାଇନାଲ୍‌ ଷ୍ଟେଜ୍‌ରେ ପହଞ୍ଚିଛି। ଉଚ୍ଚସ୍ତରୀୟ କମିଟିରେ ଏନେଇ ଆଲୋଚନା ହୋଇଛି। କମିଟି ଏକ ପୂର୍ଣ୍ଣ୍ରାଙ୍ଗ SOP ସରକାରଙ୍କ ପାଖକୁ ପଠାଇବେ। ସରକାରଙ୍କ ପାଖରୁ SOP ଆସିଲେ ଗଣତି…

ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତାଙ୍କ ନାଁ ଘୋଷଣା

ଭୁବନେଶ୍ୱର: ନୂଆବର୍ଷଠୁ ନୂଆ ରୂପରେ ନଜର ଆସିବ ବିଜୁ ଜନତା ଦଳ। ଯୁବ ଓ ଛାତ୍ର ଟିମ୍ ଗଠନ କଲେ ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜୁ ଯୁବ ଜନତା ସହିତ ବିଜୁ ଛାତ୍ର ବାହିନୀର ରାଜ୍ୟସ୍ତରୀୟ କମିଟି ଘୋଷଣା ହୋଇଛି। ଯୁବ ଜନତା କମିଟିରେ ୪ କାର୍ଯ୍ୟକାରୀ ସଭାପତି ସହ ଛାତ୍ର ଦଳରେ ୫ କାର୍ଯ୍ୟକାରୀ…

ହୋମଗାର୍ଡ ଚାକିରି ପାଇଁ ଲାଇନରେ ସ୍ନାତକ ଏବଂ ସ୍ନାତକୋତ୍ତର ପ୍ରାର୍ଥୀ…

ଝାରସୁଗୁଡା: ଝାରସୁଗୁଡାରେ ଅନୁଷ୍ଠିତ ହୋଇଥିବା ୧୦୨ଟି ହୋମଗାର୍ଡ ପଦବୀ ପାଇଁ ୪,୦୦୦ରୁ ଅଧିକ ପ୍ରାର୍ଥୀ ପରୀକ୍ଷା ଦେବା ପାଇଁ ଆସିଥିଲେ। ହୋମଗାର୍ଡ ପଦବୀ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ଶ୍ରେଣୀ ହୋଇଥିଲେ ମଧ୍ୟ ସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ର ସମେତ ଅନେକ ଉଚ୍ଚଶିକ୍ଷିତ…