Latest Odisha News

BREAKING NEWS

Browsing Category

ଓଡିଶା

Odisha

ମହିଳାଙ୍କ ବିଶ୍ବାସ ଜିଣୁଛି ‘ଓଡ଼ିଶା ଯାତ୍ରୀ’, ୫୭% ୟୁଜର ମହିଳା

ଭୁବନେଶ୍ବର: ଓଡ଼ିଶା ଯାତ୍ରୀ ଉପରେ ମହିଳାଙ୍କ ଭରସା ।  ସାମ୍ପ୍ରତିକ ତଥ୍ୟରୁ ଜଣାପଡିଛି ଯେ, ଅକ୍ଟୋବର ୨୦୨୪ ରୁ ଜୁଲାଇ ୨୦୨୫ ମଧ୍ୟରେ ଓଡ଼ିଶା ଯାତ୍ରୀ ପ୍ଲାଟଫର୍ମରେ ମୋଟ ଉପଭୋକ୍ତାଙ୍କ ମଧ୍ୟରୁ ୫୭.୪୪% ମହିଳା ରହିଛନ୍ତି। ପ୍ଲାଟଫର୍ମ ବ୍ୟବହାର କରିଥିବା ୨.୫୭ ଲକ୍ଷ ଯାତ୍ରୀଙ୍କ ମଧ୍ୟରୁ…

ଓଡ଼ିଶାକୁ ଏଗ୍ରିକଲଚର ଲିଡ଼ରସିପ ପୁରସ୍କାର ପ୍ରଦାନ; ଏହି ସମ୍ମାନ ରାଜ୍ୟର ଅନ୍ନଦାତାଙ୍କୁ ଉତ୍ସର୍ଗୀକୃତ କଲେ…

ଭୁବନେଶ୍ବର: ଓଡ଼ିଶାକୁ କୃଷି ପାଇଁ ଶ୍ରେଷ୍ଠ ରାଜ୍ୟ ଭାବରେ ମାନ୍ୟତା ଦେଇ ଏଗ୍ରିକଲଚର ଟୁଡେ ଗ୍ରୁପ୍ ଦ୍ୱାରା ପ୍ରତିଷ୍ଠିତ ଏଗ୍ରିକଲଚର ଲିଡ଼ରସିପ ପୁରସ୍କାର ପ୍ରଦାନ କରାଯାଇଛି। କୃଷି କ୍ଷେତ୍ରରେ ଭାରତର ଅଗ୍ରଣୀ ଗଣମାଧ୍ୟମ ଏଗ୍ରିକଲଚର ଟୁଡେ ଗ୍ରୁପ୍ ଦ୍ୱାରା ଆୟୋଜିତ ୧୬ତମ ଏଗ୍ରିକଲଚର…

ଜୁଲାଇ ୧୪ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି 

ଭୁବନେଶ୍ୱର: ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଜୁଲାଇ ୧୪ ଓ ୧୫ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ପରିପ୍ରେକ୍ଷୀରେ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁସାରେ ଜୁଲାଇ ୧୪…

ଜେଲ୍‌ରୁ ବାହାରିଲେ ଜଗନ୍ନାଥ ପ୍ରଧାନ;କହିଲେ ମୋତେ ଓ ମୋ ଦଳକୁ ବଦନାମ୍…

ଭୁବନେଶ୍ବର:ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିଲେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ । ଆଜି ଝାରପଡ଼ା ଜେଲ୍‌ରୁ ମୁକୁଳିଲେ ଜଗନ୍ନାଥ ପ୍ରଧାନ। ବୁଧବାର ସନ୍ଧ୍ୟାରେ ଝାରପଡା ଜେଲରୁ ମୁକ୍ତ ହେବା ପରେ ଶୁଭେଚ୍ଛୁ ଓ ସମର୍ଥକମାନେ ତାଙ୍କୁ ସ୍ୱାଗତ…

ଓଡ଼ିଶା ଗସ୍ତ ବେଳେ ରୁଦ୍ଧ ଦ୍ଵାର ବୈଠକ କରିବେ ରାହୁଲ

ଭୁବନେଶ୍ୱର: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜୁଲାଇ ୧୧ ତାରିଖରେ ଓଡ଼ିଶା ଗସ୍ତ କରିବେ। ଏହି ସମୟରେ ସେ କଂଗ୍ରେସ ଶିବିରରେ ଏକ ରୁଦ୍ଧ ଦ୍ଵାର ବୈଠକ କରିବେ ବୋଲି ଜଣାପଡିଛି। ଆଗାମୀ ନିର୍ବାଚନକୁ ନଜରରେ ରଖି ଓଡ଼ିଶାରେ ତୃଣମୂଳ ସ୍ତରର ଗଠନକୁ ମଜବୁତ କରିବା ପାଇଁ ଏହି ଗସ୍ତର…

ୱାଟର ଲଗିଙ୍ଗ୍ କମ୍ କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି: ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ବର:ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ୱାଟର ଲଗିଙ୍ଗ୍ ପ୍ରସଙ୍ଗୁ ନେଇ ରଖିଲେ ପ୍ରତିକ୍ରିୟା ।ମନ୍ତ୍ରୀ କହିଛନ୍ତି ଯେ, ଭୁବନେଶ୍ବରରେ ୱାଟର ଲଗିଙ୍ଗ୍ କମ୍ କରାଯିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ମୁଖ୍ୟମନ୍ତ୍ରୀ ଏହା ଉପରେ ଅନୁଧ୍ୟାନ କରୁଛନ୍ତି,…

ଡ୍ୟାସବୋର୍ଡ ସମୀକ୍ଷା ବୈଠକ; ସ୍ମାର୍ଟ ଗଭର୍ଣ୍ଣାନ୍ସ – ତ୍ୱରିତ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ଵ

ଭୁବନେଶ୍ବର: ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୩୫ତମ ଡ୍ୟାସବୋର୍ଡ ସମୀକ୍ଷା ବୈଠକ ବିଭାଗର ପ୍ରମୁଖ ସଚିବ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନାଗରିକ-କୈନ୍ଦ୍ରିକ ଶାସନ ଉପରେ ଗୁରୁତ୍ୱ ସହିତ ମୁଖ୍ୟ ସହରାଞ୍ଚଳ ବିକାଶ ପଦକ୍ଷେପଗୁଡ଼ିକରେ ପ୍ରଗତିକୁ ତ୍ୱରାନ୍ୱିତ…

ରାଜଧାନୀରୁ ୨୫ ଲକ୍ଷ ଟଙ୍କାର ଧଳା ଜହର ଜବତ; ୫ ଗିରଫ

ଭୁବନେଶ୍ବର: ରାଜଧାନୀରୁ ୨୫ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ। ମୈତ୍ରୀବିହାର ଥାନା ଅଞ୍ଚଳରେ କାରବାର ବେଳେ ଧରିଛି ପୋଲିସ । ୨୫୪ ଗ୍ରାମ୍‌ ବ୍ରାଉନ୍‌ସୁଗାର ସହ ତିନୋଟି ବାଇକ୍‌ ଓ ୩ ହଜାର ଟଙ୍କା ଜବତ କରିଛି ପୋଲିସ । ପୋଲିସ ଅତର୍କିତ ଚଢ଼ଉ କରି ୨୫୪ ଗ୍ରାମ ବ୍ରାଉନସୁଗାର ଜବତ କରିଛି ।…

ଡାଇରିଆ ଡର: ଦୟା ନଦୀ ପାଣି ବ୍ୟବହାର ନକରିବାକୁ ମାର୍ଗଦର୍ଶିକା ଜାରି

ଭୁବନେଶ୍ୱର: କଣାସରେ ଝାଡ଼ାବାନ୍ତି ବ୍ୟାପିବାର ମୁଖ୍ୟ କାରଣ ଦୟା ନଦୀ। ଦୟା ନଦୀ ପାଣି ବ୍ୟବହାର ଯୋଗୁଁ ବ୍ୟାପୁଛି ଝାଡ଼ାବାନ୍ତି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ଦେଇଛନ୍ତି ସୂଚନା। ଜଟଣୀ ରାଣୀପୁରରେ ପହଞ୍ଚିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଟିମ୍। ନମୂନା ରିପୋର୍ଟ ଆସିବା…

ଘରୋଇ ପୁଞ୍ଜି ନିବେଶରେ ଦେଶରେ ୧ ନଂ ଓଡ଼ିଶା

ଭୁବନେଶ୍ୱର: ଘରୋଇ ପୁଞ୍ଜି ନିବେଶରେ ଦେଶରେ ଏକ ନମ୍ବର ଓଡ଼ିଶା। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଘରୋଇ ପୁଞ୍ଜିନିବେଶ ହାସଲ କରିବା ଅନ୍ୟ ସବୁ ରାଜ୍ୟକୁ ଓଡ଼ିଶା ପଛରେ ପକାଇ ଏକ ନମ୍ବର ସ୍ଥାନ ହାସଲ କରିଛି। ଶିଳ୍ପ କ୍ଷେତ୍ରରେ ଓଡ଼ିଶାକୁ ମିଳିଛି ସଫଳତା । CMIE ରିପୋର୍ଟ…