Latest Odisha News

BREAKING NEWS

Browsing Category

ଓଡିଶା

Odisha

Khandagiri Jatra:ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ୧୪ ନିୟମ ଜାରି କଲା ଖଣ୍ଡଗିରି ପୋଲିସ

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ଖଣ୍ଡଗିରି ଯାତ୍ରା । ତେବେ ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ୧୪ଟି ନିୟମ ଜାରି କରିଛି ଖଣ୍ଡଗିରି ପୋଲିସ । କୌଣସି ପ୍ରକାର ନଗ୍ନ ନୃତ୍ୟ କିମ୍ବା ଉତ୍ତେଜକ ଦୃଶ୍ୟ ପରିବେଷଣ ନିଷିଦ୍ଧ ହୋଇଛି । ଯାତ୍ରା ପେଣ୍ଡାଲ ନିକଟରେ ୬ଟି ଏମର୍ଜେନ୍ସି ପ୍ରବେଶ ଓ…

କିଟ୍ ଓ କିସର ମିନି ମାରାଥନ; ଶାଢ଼ି ପିନ୍ଧି ଦୌଡ଼ିଲେ ୬ ହଜାର ମହିଳା

ଭୁବନେଶ୍ୱର: ‘ସମସ୍ତଙ୍କ ପାଇଁ ଶିକ୍ଷା’ ବାର୍ତ୍ତା ନେଇ ପ୍ରତିବର୍ଷ ଜାନୁଆରୀ ମାସର ଶେଷ ରବିବାର କିଟ୍ ଓ କିସ୍ ପକ୍ଷରୁ ମିନି ମାରାଥନ୍‌ର ଆୟୋଜନ କରାଯାଇଥାଏ । ଚଳିତ ବର୍ଷ ମଧ୍ୟ ଓଡ଼ିଶାର ସମସ୍ତ ଜିଲ୍ଲା ଏବଂ ଭାରତର ମେଟ୍ରୋ ସହରଗୁଡ଼ିକରେ ଏହି ମିନି ମାରାଥନର ଆୟୋଜିତ ହୋଇଯାଇଛି । କିଟ୍‌,…

ନବସୃଜନ ଉପରେ ଗୁରୁତ୍ୱ ଦେବାକୁ ପିଲାଙ୍କୁ ପ୍ରେରଣା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ସ୍ଥିତ ରାଜଭବନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍କୁଲ ଛାତ୍ରଛାତ୍ରୀ ଓ ସ୍ଥାନୀୟ ବାସିନ୍ଦାଙ୍କ ଗ୍ରହଣରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ ଶୁଣିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ମନ କି ବାତ…

କଟକ ଖାନନଗରରେ ‘ଆମ ବସ୍’ ଭଙ୍ଗାରୁଜା ଘଟଣା; ଆଇନ୍ ହାତକୁ ନନେବାକୁ କ୍ରୁଟର ଅପିଲ…

କଟକ: କଟକ ନେତାଜୀ ବସ୍ ଟର୍ମିନାଲରୁ ଚଳାଚଳ କରୁଥିବା ୧୮ ନମ୍ବର ରୁଟ୍ ର ଖାନନଗର, ସାଇ ମନ୍ଦିର ନିକଟରେ ଆମ ବସକୁ ଭଙ୍ଗାରୁଜା କରିଛନ୍ତି ଅଟୋଚାଳକ। ଏପରିକି ବସ୍ ଚାଳକଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସକାଳ ସମୟରେ କଟକରେ ଏକ ମାରାଥନ୍ ଚାଲିଥିବାରୁ ଏକ ପାର୍ଶ୍ୱ ରାସ୍ତା…

Illegal Cattle Smuggling:ଥମୁନି ବେଆଇନ ଗୋ ଚାଲାଣ: ତେଲ ଟ୍ୟାଙ୍କର ଭିତରେ ଥିଲେ ୩୫ରୁ ଅଧିକ ଗୋରୁ

ଭଦ୍ରକ: ଥମୁନି ଗୋ-ଚାଲାଣ । ତେଲ ଟ୍ୟାଙ୍କରରେ ଅଭିନବ ଉପାୟରେ ଗୋଚାଲାଣ କରୁଛନ୍ତି ଗୋ-ମାଫିଆ । ବେଆଇନ୍‌ ଭାବେ ଗୋ-ଚାଲାଣ ବେଳେ ମାଡ଼ିବସିଥିଲେ ଗୋ-ରକ୍ଷକ । ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଜିଲ୍ଲା ଧାମନଗର ଥାନା ବାରିକପୁର ଛକ ନିକଟରେ ଗାଡିକୁ ଅଟକାଇଥିଲେ ସ୍ଥାନୀୟ ଲୋକମାନେ। ଏହି…

ଓଡିଶାରୁ ୪ ଜଣଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର

ଭୁବନେଶ୍ୱର: ଓଡ଼ିଶାର ୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର। ସଖୀ ନାଟ ଲୋକ ନାଟ୍ୟ କଳାକାର ସୀମାଞ୍ଚଳ ପାତ୍ର, ବିଶିଷ୍ଟ ଶିକ୍ଷାବିତ୍ ତଥା ଲୋକକଥାବାଦୀ ମହେନ୍ଦ୍ର କୁମାର ମିଶ୍ର ଏବଂ ସାନ୍ତାଳୀ ଲେଖକ ଚରଣ ହେମ୍ବ୍ରମ, ଶରତ ପାତ୍ରଙ୍କୁ ୨୦୨୬ ପାଇଁ ପଦ୍ମଶ୍ରୀ ପ୍ରଦାନ…

ୟୁନେସ୍କୋର ପ୍ରୟୋଗାତ୍ମକ ଐତିହ୍ୟ ତାଲିକାଭୁକ୍ତ ହେଲା ହୀରକ ତ୍ରିଭୁଜ ରତ୍ନଗିରି-ଉଦୟଗିରି-ଲଳିତଗିରି

ଭୁବନେଶ୍ୱର: ବିଶ୍ୱ ଐତିହ୍ୟ ତାଲିକାରେ ଯୋଡ଼ିହେବା ପାଇଁ ବିଶ୍ୱ ପ୍ରସିଦ୍ଧ ବୌଦ୍ଧ ସର୍କିଟ୍ ଭିତରୁ ଅନ୍ୟତମ ରତ୍ନଗିରି, ଲଳିତଗିରି ଓ ଉଦୟଗିରି ୟୁନେସ୍କୋର ପ୍ରୟୋଗାତ୍ମକ ଐତିହ୍ୟ ତାଲିକାଭୁକ୍ତ ହୋଇଛି । କରିବା ପାଇଁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନ ଭାରତୀୟ ପ୍ରତ୍ନତାତ୍ତ୍ୱିକ…

Caravan Bus: କୋଣାର୍କରୁ ଗଡିଲା କାରାଭାନ ବସ୍, ପର୍ଯ୍ୟଟକଙ୍କୁ ଦେବ ବିଳାସପୂର୍ଣ୍ଣ ଅନୁଭୂତି

କୋଣାର୍କ: ଓଡ଼ିଶାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି କାରାଭାନ ସେବା । ପର୍ଯ୍ୟଟକଙ୍କୁ ବିଳାସପୂର୍ଣ୍ଣ ଅନୁଭୂତି ଦେବା ପାଇଁ ଏହି ବସ ଗଡିବ । ଆଜି ପବିତ୍ର ମାଘ ସପ୍ତମୀ ଅବସରରେ କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ମୁଖ ବ୍ୟାଖ୍ୟାନ କେନ୍ଦ୍ର ପରିସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଏହାକୁ…

Republic Day: କୋରାପୁଟରେ ହଟିଲା ଆମିଷ ବିକ୍ରି କଟକଣା…

ଭୁବନେଶ୍ୱର: ସାଧାରଣ ଜନତାଙ୍କ ତୀବ୍ର ସମାଲୋଚନା ପରେ କୋରାପୁଟ ପ୍ରଶାସନ ରବିବାର ଗଣତନ୍ତ୍ର ଦିବସରେ ଆମିଷ ବିକ୍ରି ଉପରୁ କଟକଣା ହଟାଦେଇଛନ୍ତି। “କୋରାପୁଟ ଜିଲ୍ଲାରେ ୭୭ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ମାଂସ, କୁକୁଡ଼ା, ମାଛ, ଅଣ୍ଡା ଏବଂ ଅନ୍ୟାନ୍ୟ ନିରାମିଷ ଖାଦ୍ୟ ସାମଗ୍ରୀ ବିକ୍ରୟ…

ରାଜ୍ୟର ନିର୍ଦ୍ଧାରିତ ସମୟରେ ହେବ ପଞ୍ଚାୟତ ନିର୍ବାଚନ, ସବଡିଭିଜନସ୍ତରରେ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ନେଇ ଆସିଲା ବଡ ଅପଡେଟ୍ । ରାଜ୍ୟର ନିର୍ଦ୍ଧାରିତ ସମୟରେ ପଞ୍ଚାୟତ ନିର୍ବାଚନ ହେବା ନେଇ ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର । ୫ ବର୍ଷ କାର୍ଯ୍ୟକାଳ ସରିଲେ ହେବ ପଞ୍ଚାୟତ ନିର୍ବାଚନ । ପଞ୍ଚାୟତ ନିର୍ବାଚନ ପାଇଁ ସବ୍‌ଡିଭିଜନସ୍ତରରେ ପ୍ରସ୍ତୁତି…