Latest Odisha News

BREAKING NEWS

Browsing Category

ଓଡିଶା

Odisha

ପଞ୍ଚଭୂତରେ ଲୀନ ହେଲେ ବରଗଡର ବୀର ପୁଅ, ଯବାନ ପୁଅକୁ ହରାଇ କାନ୍ଦୁଛି ଜନ୍ମମାଟି

ବରଗଡ: ପୁଅକୁ ହରାଇ କାନ୍ଦୁଛି ମା, ବାପାଙ୍କୁ ହରାଇ କାନ୍ଦୁଛନ୍ତି ପରିବାର ବର୍ଗ । ସମସ୍ତଙ୍କ ଆଦରର ଥିବା ଖଗେନ୍ଦ୍ର ଆଉ ନାହାଁନ୍ତି । ସହୀଦ ହୋଇ ସେ ଘରକୁ ଫେରିଛନ୍ତି । ବରଗଡ ଜିଲ୍ଲା ଗୋଡଭଗା ଗାଁର ଖଗେନ୍ଦ୍ର ମହାପାତ୍ର ସହିଦ ହୋଇଛନ୍ତି । ଅବସର ନେବା ପାଇଁ ଆଉ ମାତ୍ର ୪ ବର୍ଷ ଥିଲା ।…

Puri Police: ଆତଙ୍କ କରୁଥିବା ୭ ଦୁର୍ଦ୍ଦାନ୍ତ ଅପରାଧୀ ସହ ଜଣେ ନାବାଳକୁ ଧରିଲା ପୋଲିସ

ପୁରୀ: ପାର୍ବଣ ପାଇଁ ପୁରୀ ପୋଲିସର ସ୍ପେଶିଆଲ ଡ୍ରାଇଭ୍ । ପର୍ଯ୍ୟଟନ ନଗରୀକୁ ଅପରାଧ ମୁକ୍ତ କରିବା ପାଇଁ ଜୋରଦାର ଚଢ଼ାଉ । ଅପରାଧ ଦମନ ପାଇଁ ଏବେ ଆକ୍ଟିଭ ମୁଡରେ ସମସ୍ତ ଥାନା ଅଧିକାରୀ । ଗତ ୨୪ ଘଣ୍ଟାରେ ଅପରାଧ ଦମନ ନିମନ୍ତେ, ଆତଙ୍କ କରୁଥିବା ୭ ଦୁର୍ଦ୍ଦାନ୍ତ ଅପରାଧୀ ଓ ଜଣେ ନାବାଳକଙ୍କୁ…

ଭତ୍ତା ପାଇଁ ବୟସ ଜାଲିଆତି କଲେ ନିଆଯିବ କଡା କଡା କର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ଭୁବନେଶ୍ୱର: ଭତ୍ତା ପାଇଁ ବୟସ ଜାଲିଆତି ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା । ଖୁବ୍‌ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଭତ୍ତା ପାଇଁ ବୟସ ଜାଲିଆତି କରୁଥିବା ଲୋକଙ୍କ ଉପରେ ତର୍ଜମା ଚାଲିଛି ବୋଲି କହିଲେ…

ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ପାଗ ଖରାପ ଯୋଗୁ କୋଲକାତା ଯାଇଥିଲା ବିମାନ

ଭୁବନେଶ୍ୱର: କୋଲକାତାରୁ ଆସି ଭୁବନେଶ୍ୱରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପାଗ ଖରାପ ଯୋଗୁ ଭୁବନେଶ୍ୱର ବଦଳରେ ଯାଇଥିଲେ କୋଲକାତା । ଦିଲ୍ଲୀରୁ ଭୁବନେଶ୍ୱର ଏୟାରପୋର୍ଟରେ ନ ଓହ୍ଲାଇ ଯାଇଥିଲେ କୋଲକାତା । ଏୟାର୍ ଇଣ୍ଡିଆ AI-473 ବିମାନରେ ନୂଆଦିଲ୍ଲୀରୁ ଫେରୁଥିଲେ ମୁଖ୍ୟମନ୍ତ୍ରୀ ।…

Odisha e-Buses: ଓଡ଼ିଶାକୁ ଆସିବ ୬୦୦ e-ବସ୍‌: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାକୁ ଆସିବ ୬୦୦ e-ବସ୍‌। ଏନେଇ ସୂଚନା ଦେଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ପରିବେଶ ସୁରକ୍ଷା ପାଇଁ e-ବସ୍‌ ଅଧିକ ପ୍ରଚଳନ କରିବାକୁ ଯୋଜନା କରାଯାଉଛି। ରାଜ୍ୟରେ ବର୍ତ୍ତମାନ ୧ ହଜାର e-ବସ୍‌ର ଆବଶ୍ୟକତା ରହିଛି। ଆଗକୁ ରାଜ୍ୟ ସରକାର…

Paradip Port: ପାରୀଦୀପ ବନ୍ଦରରେ ଅଘଟଣ: ଜାହାଜରୁ ଖସିପଡିଲେ ୨ କ୍ରିୟୁ ସଦସ୍ୟ, ଜଣେ ନିଖୋଜ

ପାରୀଦୀପ: ପାରୀଦୀପ ବନ୍ଦରରେ ଅଘଟଣ । ଜାହାଜରୁ ଖସିପଡିଲେ ୨ ଜଣ କ୍ରିୟୁ ସଦସ୍ୟ। ଜଣେ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି ଏବଂ ଅନ୍ୟ ଜଣେ ନିଖୋଜ ଅଛନ୍ତି। ବନ୍ଦରର ୫ ନମ୍ବର ଗେଟ୍ ନିକଟରେ ଥିବା ପିଆଇସିଟି ବର୍ଥରେ ଅଘଟଣ ଘଟିଛି। ଉଦ୍ଧାର କାର୍ଯ୍ୟରେ CISF, ମେରାଇନ ପୋଲିସ, ସ୍କୁବା ଡ୍ରାଇଭର…

ଦୁର୍ଗାପୂଜା ପୂର୍ବରୁ ମରାମତି ହେବ ରାସ୍ତା, ଧାର୍ଯ୍ୟ ସମୟ ଭିତରେ ସରିବ କାମ

ଭୁବନେଶ୍ୱର: ଦୁର୍ଗାପୂଜା ପୂର୍ବରୁ ମରାମତି ହେବ ରାସ୍ତା। ଲଗାଣ ବର୍ଷା କାରଣରୁ ସହରର ଅନେକ ରାସ୍ତାଘାଟ ଖାଲ ହୋଇଯାଇଛି। ଏହି ଖାଲଖମା ରାସ୍ତାକୁ ଦୁର୍ଗାପୂଜା ପୂର୍ବରୁ ମରାମତି କରାଯିବ ବୋଲି ସୂଚନା ଦେଇଛନ୍ତି ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସବୁ ବିଭାଗର…

National Teachers’ Award-2025: ଜାତୀୟ ଶିକ୍ଷକ ସମ୍ମାନ-୨୦୨୫: ଦିଲ୍ଲୀ ବିଜ୍ଞାନ ଭବନରେ ଓଡି଼ଶାର ୨…

ଭୁବନେଶ୍ୱର/ନୂଆଦିଲ୍ଲୀ: ଦିଲ୍ଲୀ ବିଜ୍ଞାନ ଭବନରେ ଜାତୀୟ ଶିକ୍ଷକ ସମ୍ମାନ ପ୍ରଦାନ ସମାରୋହ ଆୟୋଜିତ ହୋଇଛି। ଗୁରୁ ଦିବସରେ ୪୫ ଶିକ୍ଷକଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶାର ୨ ଜଣ ଶିକ୍ଷକଙ୍କୁ ମିଳିଲା ଜାତୀୟ ଶିକ୍ଷକ ସମ୍ମାନ-୨୦୨୫। ମାଲକାନଗିରିର ବସନ୍ତ ରଣା ଓ…

CM Mohan Majhi: ଓହ୍ଲେଇ ପାରିଲେନି ମୁଖ୍ୟମନ୍ତ୍ରୀ, କୋଲକାତା ଗଲା ବିମାନ….

ଭୁବନେଶ୍ବର: ଖରାପ ପାଗ ଯୋଗୁଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିମାନ ଭୁବନେଶ୍ବରରେ ଅବତରଣ କରିପାରିଲାନି । କୋଲକାତାକୁ ଡାଇଭର୍ଟ କରାଗଲା ମୁଖ୍ୟମନ୍ତ୍ରୀଙ୍କ ବିମାନ । ମୁଖ୍ୟମନ୍ତ୍ରୀ ଚାରି ଦିନିଆ ସରକାରୀ ଗସ୍ତରୁ ନୂଆଦିଲ୍ଲରୁ ଫେରିବା ସମୟରେ ତାଙ୍କ ବିମାନ ପ୍ରତିକୂଳ ଅବତରଣ…

Odisha Highcourt: ପାରିବାରିକ ସଂପତ୍ତି ବିଭାଜନ ସଂପର୍କିତ ମାମଲାରେ ଡିଏନ୍‌ଏ ପରୀକ୍ଷା ପାଇଁ ବାଧ୍ୟ…

କଟକ: ଏଣିକି ପାରିବାରିକ ସଂପତ୍ତି ବିଭାଜନ ସଂପର୍କିତ ମାମଲାରେ ଡିଏନ୍‌ଏ ପରୀକ୍ଷା ପାଇଁ ବାଧ୍ୟ କରାଯାଇପାରିବନି। ଏନେଇ ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ। ଡିଏନ୍‌ଏ ପରୀକ୍ଷା ପାଇଁ ଜଣେ ବ୍ୟକ୍ତିଙ୍କୁ ବାଧ୍ୟ କରିବା ତାଙ୍କ ବ୍ୟକ୍ତିଗତ ଗୋପନୀୟତା ଅଧିକାରକୁ ପ୍ରଭାବିତ କରିଥାଏ। ପାରିବାରିକ…