Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୀତବାସ ପଣ୍ଡାଙ୍କ ପତ୍ନୀଙ୍କ ସାଙ୍ଘାତିକ ଅଭିଯୋଗ ପରେ ପରିବାରକୁ ୨୪ ଘଣ୍ଟିଆ ସୁରକ୍ଷା

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା। ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ମାଗିଲେ ପୀତବାସଙ୍କ ସ୍ତ୍ରୀ ସୁସ୍ମିତା ପଣ୍ଡା। କହିଲେ ଜୀବନ ପ୍ରତି ବିପଦ ଅଛି। ପୁଅ ପାଖକୁ ମାମଲା ପ୍ରତ୍ୟାହାର କରିବାକୁ ବାରମ୍ବାର ଧମକପୂର୍ଣ୍ଣ କଲ୍ ଆସୁଛି। ମୁଖ୍ୟ ଅଭିଯୁକ୍ତ…

ଏହି ଜିଲ୍ଲାରେ ବଢିଛି ସଡ଼କ ଦୁର୍ଘଟଣା; ଗତବର୍ଷ ତୁଳନାରେ ୧୧ % ଅଧିକ ଦୁର୍ଘଟଣା

ଖୋର୍ଦ୍ଧା: ଜିଲ୍ଲାରେ ଗତବର୍ଷ(ଜାନୁଆରୀରୁ ସେପ୍ଟେମ୍ବର) ତୁଳନାରେ ଚଳିତବର୍ଷ ୧୧.୦୧ ପ୍ରତିଶତ ଅଧିକ ଦୁର୍ଘଟଣା ଘଟିଛି । ଜାତୀୟ ରାଜପଥରେ ହିଁ ସର୍ବାଧିକ ମୁଣ୍ଡ ଗଡି଼ଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ବୈଠକରେ ଏହି ତଥ୍ୟ ଉପସ୍ଥାପନ କରାଯାଇଛି ।…

ମେଳା ବୁଲିଲା ବେଳେ ନାବାଳକଙ୍କୁ ଛୁରାମାଡ, କଟକ ସ୍ଥାନାନ୍ତର

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଜଗଧାତ୍ରୀ ମେଳା ସମୟରେ କେହି ଦୁର୍ବୃତ୍ତ ଜଣେ ନାବାଳକଙ୍କୁ ଛୁରାମାଡ କରିଛନ୍ତି। ଫଳରେ ସେ ଗୁରୁତର ଆହତ ହୋଇପଡ଼ିଛି। ଆହତ ନାବାଳକ ଜଣକ ହେଉଛନ୍ତି ବାଙ୍ଗିରିପୋଷିର ବୁଡାମରା ଗାଁର ୧୬ ବର୍ଷୀୟ ବାଳକ ଆକାଶ ନାୟକ। ଛୁରାମାଡ ପରେ ତାଙ୍କୁ ଜିଲ୍ଲା…

ପୁରୀ ରଥଯାତ୍ରା ଦଳାଚକଟା; ୭ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରଥଯାତ୍ରା ସମୟରେ ପୁରୀ ଶରଧାବାଲିରେ ଦଳାଚକଟା ଘଟଣାରେ ଓଡ଼ିଶା ସରକାର ୭ ଜଣ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଏକ ଘରୋଇ ପ୍ରଯୁକ୍ତିବିଦ୍ୟା ସଂସ୍ଥାକୁ କଳା ତାଲିକାଭୁକ୍ତ କରିବାକୁ ନିଷ୍ପତ୍ତି…

ସାଇ ଇଣ୍ଟର ନ୍ୟାସନାଲ ଚତୁର୍ଥ ସ୍ମାରକୀ ୨୦୨୫ ଅନୁଷ୍ଠିତ

ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ପ୍ରତିଷ୍ଠାତା ସ୍ୱର୍ଗତ ଡକ୍ଟର ବିଜୟ କୁମାର ସାହୁଙ୍କ ସ୍ମୃତିରେ ଚତୁର୍ଥ ସାଇ ଇଣ୍ଟରନ୍ୟାସନାଲ ସ୍ମାରକୀ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରକୃତ ଶିକ୍ଷା, ଜ୍ଞାନ ବୃଦ୍ଧି ଉପରେ ଆଲୋକପାତ କରିଥିଲେ ।…

ରାଜ୍ୟକୁ ଉତ୍ତର ଦିଗରୁ ଆସୁଛି ଥଣ୍ଡା ପବନ: ଖସିବ ତାପମାତ୍ରା, ଆହୁରି ବଢ଼ିବ ଶୀତ

ଭୁବନେଶ୍ୱର: ରାଜ୍ୟରେ ବଢିବାରେ ଲାଗିଛି ଶୀତର ପ୍ରକୋପ । ଥଣ୍ଡାରେ ଥରହର ହେଲେଣି ପଶ୍ଚିମ ଓଡ଼ିଶାବାସୀ । ଆଗକୁ ରାଜ୍ୟରେ ବୃଦ୍ଧି ପାଇବ ଶୀତର ପ୍ରକୋପ । ରାଜ୍ୟକୁ ଉତ୍ତର ଦିଗରୁ ଥଣ୍ଡା ପବନ ଆସୁଥିବାରୁ ଶୀତର ମାତ୍ରା ବଢିବା ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ୭…

Sun Temple: କୋଣାର୍କ ସୂର୍ଯ୍ୟ ମନ୍ଦିର ନାଟମଣ୍ଡପରେ ପର୍ଯ୍ୟଟକଙ୍କ ଚଢ଼ିବା ନେଇ ଲାଗିଲା କଟକଣା

ପୁରୀ: ପୁରୀ ଜିଲ୍ଲାର କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ନେଇ ଭାରତୀୟ ପ୍ରତ୍ନତତ୍ତ୍ଵ କର୍ତ୍ତୃପକ୍ଷ (ଏଏସଆଇ) ପକ୍ଷରୁ ନୂଆ କଟକଣା ଜାରି ହୋଇଛି । ବିଶ୍ଵ ଐତିହ୍ୟ ସୂର୍ଯ୍ୟ ମନ୍ଦିର ନାଟମଣ୍ଡପରେ ଏଣିକି ଆଉ ପର୍ଯ୍ୟଟକ ଚଢି ପାରିବେ ନାହିଁ । ପର୍ଯ୍ୟଟକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି…

Ashrumochan Mohanty: ଦୁର୍ଘଟଣାର ଶିକାର ହେଲେ ଅଭିନେତା ଅଶ୍ରୁମୋଚନ, କେନାଲକୁ ଖସିଲା କାର୍

ଭୁବନେଶ୍ୱର: ଦୁର୍ଘଟଣାଗ୍ରସ୍ତ ପ୍ରବୀଣ ଅଭିନେତା ଅଶ୍ରୁମୋଚନଙ୍କ କାର୍ । କୁକରକୁ ବଞ୍ଚାଇବାକୁ ଯାଇ କେନାଲକୁ ଖସିଲା ଗାଡି । ଅଳ୍ପକେ ବଞ୍ଚିଗଲେ ଅଶ୍ରୁମୋଚନ କଟକରେ ଏକ ସୁଟିଂ ସାରି ଫେରୁଥିବା ସମୟରେ ପ୍ରବୀଣ ଓଡ଼ିଆ ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ କାର କେନାଲରେ ଖସି ପଡ଼ିବାରୁ ଆଜି ଏକ…

ନୁଆପଡା ଉପନିର୍ବାଚନରେ ଶିଶୁମାନଙ୍କ ଦୁରୁପଯୋଗ;ବିଜେପି ବିରୋଧରେ କଂଗ୍ରେସର ସିଇଓ ନିକଟରେ ଅଭିଯୋଗ

ଭୁବନେଶ୍ୱର: ନୁଆପଡା ବିଧାନସଭା ଉପ ନିର୍ବାଚନରେ ନିର୍ବାଚନ ଆଦର୍ଶ ଆଚରଣ ନିୟମ ଉଲ୍ଲଂଘନ କରି ଶିଶୁମାନଙ୍କୁ ନିର୍ବାଚନ ପ୍ରଚାରରେ ବ୍ୟବହାର କରୁଥିବା ଗୁରୁତର ଅଭିଯୋଗ ଉଠିଛି। ଏହି ଅଭିଯୋଗ ନେଇ ଆଜି ଓଡ଼ିଶା ପ୍ରଦେଶ କମିଟି ପକ୍ଷରୁ (OPCC) ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଲିଖିତ…

୩ ସେବାୟତ ନିଲମ୍ବିତ; ଶ୍ରୀମନ୍ଦିର ପ୍ରଶାସନ ନେଲା ଆକ୍ସନ

ପୁରୀ:ବିଶୃଙ୍ଖଳା ଅଭିଯୋଗରେ ୩ ସେବାୟତ ନିଲମ୍ବିତ ହୋଇଛନ୍ତି । ଏନେଇ କାର୍ଯ୍ଯାନୁଷ୍ଠାନ ଗ୍ରହଣ କଲେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଅରବିନ୍ଦ ପାଢୀ। । ବାହାର କାଠ ନିକଟରେ ଯାତ୍ରୀଙ୍କ ଠାରୁ ବେନିୟମ ଭାବେ ଅର୍ଥ ଆଦାୟ ନେଇ ୨ଜଣ ସେବାୟତଙ୍କୁ ନିଲମ୍ବନ କରାଯାଇଛି । ଗତମାସରେ ଶ୍ରୀମନ୍ଦିରର…