Latest Odisha News

BREAKING NEWS

Browsing Category

ଓଡିଶା

Odisha

ST/SC Conference: ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ ଆରମ୍ଭ, ଉଦଘାଟନ କଲେ ଓମ୍ ବିର୍ଲା

ଭୁବନେଶ୍ୱର: ଆରମ୍ଭ ହେଲା ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ। ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀକୁ ଉଦଘାଟନ କରିଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା। ଦୁଇ ଦିନ ଧରି ଚାଲିବ ଏହି ସମ୍ମିଳନୀ । ୧୯୯୪ ପରେ ପ୍ରଥମ ଥର ପାଇଁ ଓଡ଼ିଶାରେ କୌଣସି ସଂସଦୀୟ କମିଟିର…

Odisha High Court: ନାବାଳିକାଙ୍କୁ ଦେହଜୀବୀ ବୃତ୍ତିରେ ନିୟୋଜିତ କରିବା ଘଟଣା, ପୁରୀ ହୋଟେଲର ଆବେଦନ ଖାରଜ କଲେ…

କଟକ: ଜଣେ ନାବାଳିକାକୁ ଦେହଜୀବୀ ବୃତ୍ତିରେ ଲିପ୍ତ କରାଯିବା ବାସ୍ତବରେ ଏକ ଉଦବେଗଜନକ ଘଟଣା ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ଅପ୍ରାପ୍ତ ବୟସ୍କଙ୍କୁ ବେଶ୍ୟାବୃତ୍ତିରେ ନିୟୋଜିତ କରାଯାଇଥିବା ହୋଟେଲକୁ ତିନି ବର୍ଷ ପାଇଁ ବନ୍ଦ ପାଇଁ ପୁରୀ ସବ୍-ଡିଭିଜନାଲ ମାଜିଷ୍ଟ୍ରେଟ ପ୍ରଦାନ…

Weather Update: ଦୁର୍ବଳ ହେଉଛି ଲଘୁଚାପ, ଆସନ୍ତା ୩ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଲଘୁଚାପଜନିତ ବର୍ଷା। ଆଗାମୀ ୫ ଦିନ ଆହୁରି ବର୍ଷିବ। ଆସନ୍ତା ୩ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଦୁର୍ବଳ…

ମଦ୍ୟପ ଟ୍ରକ୍‌ ଡ୍ରାଇଭରର ଉନ୍ମକ୍ତ କାଣ୍ଡ; ଭାଙ୍ଗିଲା ଦୋକାନ ଓ ଦୁଇଟି ଘର, ଚାଲିଗଲା..

ଗଞ୍ଜାମ: ଢଉଗାଁ ଛକରେ ମଦ୍ୟପ ଟ୍ରକ୍‌ ଡ୍ରାଇଭରର ଉନ୍ମକ୍ତ କାଣ୍ଡ । ଟ୍ରକ ପ୍ରଥମେ ଜଣେ ବ୍ୟକ୍ତି ଉପରେ ଗାଡି ଚଢାଇ ଦେବା ପରେ ସେଠାରୁ ୭୦୦ ମିଟର ପରେ ଗୋଟିଏ,ଦୋକାନ, ଦୁଇଟି ଘର ଉପରେ ମଡ଼ାଇଦେଲା । ସୂଚନାଥାଉକି, ଟ୍ରକ୍‌ ଧକ୍କାରେ ଜଣଙ୍କ ପ୍ରାଣ ଚାଲିଯାଇଛି । ମୃତକ ହେଲେ ଢ଼ଉଗାଁ ଗ୍ରାମର…

Suicide: ନିଜକୁ ଜାଳି ଦେଲେ ଆଇନଜୀବୀ;କାରଣ ଅସ୍ପଷ୍ଟ

ଭୁବନେଶ୍ବର:ରାଜଧାନୀରେ ନିଜ ଦେହରେ ନିଆଁ ଲଗାଇଦେଲେ ଆଇନଜୀବୀ । ମଞ୍ଚେଶ୍ବର ଥାନା ପାଣ୍ଡରା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ୪୬ ବର୍ଷୀୟ ଦୀପକ ସାହୁ । ଖବର ପାଇ ମଞ୍ଚେଶ୍ବର ଥାନା ପୁଲିସ ଘଟଣାସ୍ଥଳରୁ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌…

Women Safety Report: ମହିଳା ସୁରକ୍ଷା କ୍ଷେତ୍ରରେ ଭାରତର ଶୀର୍ଷ ୭ଟି ସହର ମଧ୍ୟରେ ରହିଛି ଓଡିଶାର ଏହି ସହର…

ଭୁବନେଶ୍ୱର: ପ୍ରକାଶ ପାଇଲା ୨୦୨୫ ଜାତୀୟ ମହିଳା ସୁରକ୍ଷା ରିପୋର୍ଟ । ମହିଳା ସୁରକ୍ଷା କ୍ଷେତ୍ରରେ ଭାରତର ଶୀର୍ଷ ୭ଟି ସହର ମଧ୍ୟରେ ଓଡିଶାର ରାଜଧାନୀ ଭୁବନେଶ୍ବର ମଧ୍ୟ ସ୍ଥାନ ପାଇଛି । ୨୦୨୫ ଜାତୀୟ ମହିଳା ସୁରକ୍ଷା ରିପୋର୍ଟ ଓ ସୂଚକାଙ୍କ (ନାରୀ) ଅନୁଯାୟୀ, ଅନେକ ଅନ୍ୟ ସହରାଞ୍ଚଳ ତୁଳନାରେ…

Sri Lankan officer visits Kalinga Stadium: କଳିଙ୍ଗ ଷ୍ଟାଡ଼ିୟମ ଏବଂ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ବୁଲି ଦେଖିଲେ…

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀଲଙ୍କାର ଅଧିକାରୀମାନେ ଆଜି କଳିଙ୍ଗ ଷ୍ଟାଡ଼ିୟମ ଏବଂ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପରିଦର୍ଶନରେ ଯାଇଥିଲେ । ଏହି ଅବସରରେ ଶ୍ରୀଲଙ୍କା ଦେଶର ଅଧିକାରୀମାନେ କଳିଙ୍ଗ ଷ୍ଟାଡ଼ିୟମରେ ରହିଥିବା ସ୍ପୋର୍ଟ୍ସ ସାଇନ୍ସ ସେଣ୍ଟର, ଆଥଲେଟିକ୍ସ ଷ୍ଟାଡ଼ିୟମ, ହକି…

Dog Census: ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ ଆରମ୍ଭ ହେବ କୁକୁର ଗଣନା

ଭୁବନେଶ୍ବର: ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ ବିଏମସି ପକ୍ଷରୁ କୁକୁର ଗଣନା(Dog Census) ଆରମ୍ଭ ହେବ ବୋଲି BMC କମିଶନର ଚଞ୍ଚଳ ରାଣା କହିଛନ୍ତି । ଭେଟେନାରୀ ଡାକ୍ତରଙ୍କ ପରାମର୍ଶ ନେଇ ପ୍ରତି ୱାର୍ଡରେ ଏକକାଳୀନ ଗଣନା ଆରମ୍ଭ ହେବ। ପ୍ରତି ୱାର୍ଡ ପାଇଁ ୩ ରୁ ୪ ଜଣ ଅଧିକାରୀ କୁକୁର ଗଣନା…

E-Bus Adoption: ଇ-ବସ୍‍ ଚଳାଚଳ କ୍ଷେତ୍ରରେ ଓଡ଼ିଶା ଦେଶର ପଞ୍ଚମ ସ୍ଥାନ ହାସଲ କରଛି

ଭୁବନେଶ୍ୱର: ଇ-ବସ୍‍ ଚଳାଚଳ କ୍ଷେତ୍ରରେ ଓଡ଼ିଶା ଦେଶର ପଞ୍ଚମ ସ୍ଥାନ ହାସଲ କରି ସହରାଞ୍ଚଳ ପରିବହନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହାସଲ କରିଛି । ବର୍ତ୍ତମାନ ୪୫୦ଟି ଇ-ବସ୍ ଚଳାଚଳ କରୁଥିବା ଏବଂ ଆଗାମୀ ବର୍ଷଗୁଡ଼ିକରେ ଏହି ସଂଖ୍ୟା ୧୦୦୦ ଅତିକ୍ରମ କରିବାକୁ ଯୋଜନା କରୁଥିବାରୁ, ସହରଗୁଡ଼ିକୁ…

Illegal Donations: ଚାନ୍ଦା ମାଗିଲେ ପୋଲିସକୁ ଫୋନ୍‌ କରନ୍ତୁ: ଡିସିପି

କଟକ: ଆରମ୍ଭ ହେଲାଣି ପାର୍ବଣ ଋତୁ। ଏହି ସମୟରେ କିଛି ବ୍ୟକ୍ତିବିଶେଷ ବେଆଇନ ଚାନ୍ଦା ଆଦାୟ କରି ପୂଜା ଉତ୍ସବ ପାଳନ କରିବା ଭଳି ଘଟଣା ବିଭିନ୍ନ ସମୟରେ ନଜରକୁ ଆସିଥାଏ। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଚାନ୍ଦା ଆଦାୟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ଚାନ୍ଦା ଆଦାୟକାରୀଙ୍କ ବିରୁଦ୍ଧରେ ଦୃଢ଼…