Latest Odisha News

BREAKING NEWS

Browsing Category

ଓଡିଶା

Odisha

OMC: ଗନ୍ଧମାର୍ଦ୍ଦନ ଓ ଦୈତାରୀ ଖଣି ଅଞ୍ଚଳ ପରିଦର୍ଶନ ସହ ସମୀକ୍ଷା କଲେ ଓଏମସି ପରିଚାଳନା ନିର୍ଦ୍ଦେଶକ

ଭୁବନେଶ୍ୱର: ଓଡିଶା ଖଣି ନିଗମ (ଓଏମସି) ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲ, ଆଇଏଏସ, କେନ୍ଦୁଝର ଜିଲ୍ଲା ସ୍ଥିତ ନିଗମର ଗନ୍ଧମାର୍ଦ୍ଦନ ଓ ଦୈତାରୀ ଲୌହ ଖଣି ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟର ବ୍ୟାପକ ସମୀକ୍ଷା କରିଛନ୍ତି। ଏହି ଅବସରରେ ପରିଚାଳନା ନିର୍ଦ୍ଦେଶକ ଖଣି କ୍ଷେତ୍ରର…

Baliguda MLA: ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ପରଲୋକ । ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି କରେନ୍ଦ୍ର ମାଝୀ । ସେ ବାଲିଗୁଡ଼ା ବିଧାନସଭା ଆସନରୁ ୨୦୦୪ ଓ ୨୦୦୯ରେ ବିଧାନସଭାକୁ ନିର୍ବାଚିତ…

ଭଦ୍ରକରେ ବନ୍ୟା ସ୍ଥିତି; ୨ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା

ଭଦ୍ରକ: ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଯାହା ଫଳରେ ଭଦ୍ରକ ଜିଲ୍ଲା ପ୍ରଶାସନ ସ୍କୁଲ ଗୁଡ଼ିକୁ ଦୁଇ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି। ଧାମନଗର ବ୍ଲକ ଅନ୍ତର୍ଗତ ସାହାଡା, ଅର୍ଜୁନପୁର, ହସିନାବାଦ ଏବଂ ପ୍ରଧାନୀ ପଞ୍ଚାୟତର ପ୍ରାୟ ୨୫ଟି ସ୍କୁଲ…

Urea black marketing: ୟୁରିଆ କଳାବଜାରୀ ସରକାର ରୋକନ୍ତୁ; ନଚେତ କାର୍ଯ୍ୟାଳୟ ଘେରାଉ ହେବ: ପ୍ରଦେଶ କଂଗ୍ରେସ

ଭୁବନେଶ୍ୱର: ଏବର୍ଷ ଭଲ ମୌସୁମୀ ବର୍ଷା ଯୋଗୁଁ ଚାଷ ଭଲ ହେବ ବୋଲି ଚାଷୀକୁଳ ଆଶା ବାନ୍ଧି ବସିଥିବା ବେଳେ ମଝିରେ ମଝିରେ ସରକାରୀ ଅପାରଗତା ଆଗରେ ତାଙ୍କୁ ପଛେଇଯିବାକୁ ପଡୁଛି। ପ୍ରଥମେ ଚାଷୀ ଚାଷକାମ ପାଇଁ ବିଲରେ ଥିବାବେଳେ ଇ-କେୱାଇସି ପାଇଁ ଧାଡିରେ ଦିନଦିନ ରହିବାକୁ ପଡିଲା। ଏବେ ରୁଆବେଉଷଣ…

ଡଙ୍ଗାର ଷ୍ଟୋରେଜ୍ ଚାମ୍ବରରେ ୨ ମତ୍ସ୍ୟଜୀବୀ ମୃତ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାରେ ଏକ ଡଙ୍ଗାର ଷ୍ଟୋରେଜ୍ ଚାମ୍ବରରେ ଶ୍ୱାସରୁଦ୍ଧ ହୋଇ ଦୁଇଜଣ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି। ଶନିବାର ଦିନ ଚାନ୍ଦିପୁର ନିକଟସ୍ଥ ବଲରାମଗୁଡି ଘାଟରେ ଏହି ଘଟଣା ଘଟିଛି ବୋଲି ଜଣାପଡ଼ିଛି। ୩୦ ବର୍ଷ ବୟସର ଦୁଇ ମତ୍ସ୍ୟଜୀବୀ ମାଛ ସଂଗ୍ରହ କରିବା ପାଇଁ…

Odisha Congress: ଆସନ୍ତାକାଲି ଓଡ଼ିଶା କଂଗ୍ରେସ ପାଇଁ ଦିଲ୍ଲୀରେ ବଡ଼ ବୈଠକ; ଯୋଗ ଦେବେ ପିସିସି ସଭାପତି

ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶା କଂଗ୍ରେସ ପାଇଁ ଦିଲ୍ଲୀରେ ବଡ଼ ବୈଠକ ହେବ । ଏହି ବୈଠକ ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ବୈଠକରେ ଯୋଗଦେବେ ପିସିସି ସଭାପତି ଭକ୍ତ ଦାସ ଓ ଓଡ଼ିଶା ପ୍ରଭାରୀ ଅଜୟ ଲଲୁ । ସଙ୍ଗଠନ ସୃଜନର ୩୫ଜଣ ସଦସ୍ୟ ମଧ୍ୟ ବୈଠକରେ ଉପସ୍ଥିତ ରହିବେ।…

Nandankanan Zoological Park: ମୌସୁମୀର ଧଳା ଶାବକର ମୃତ୍ୟୁ; ଧଳା ବାଘ ସଂଖ୍ୟା ୫କୁ ହ୍ରାସ

ବାରଙ୍ଗ: ନନ୍ଦନକାନନରେ ଏକ ଅଣ୍ଡିରା ଧଳା ବାଘ ଶାବକର ମୃତ୍ୟୁ । ଗତ ଜୁନ୍‌ ମାସ ୭ ତାରିଖରେ ଶାବକଟି ଧଳା ବାଘୁଣୀ ମୌସୁମୀ ଗର୍ଭରୁ ଜନ୍ମ ନେଇଥିଲା। କିନ୍ତୁ ଜନ୍ମ ବେଳରୁ ଶାବକଟି ରୁଗ୍‌ଣ ଥିଲା । ଧଳା ଅଣ୍ଡିରା ବାଘ ଶାବକ ଓଜନ କମ୍ ଥିବାବେଳେ ଗୁରୁତର ହୋଇଯାଇଥିଲା । ତେଣୁ ମା' ଠାରୁ…

Fish Farming: ରାଜ୍ୟରେ କେମିତି ମାଛ ଚାଷ ବୃଦ୍ଧି ହେବ ସେ ନେଇ ଏକ ପ୍ରୋଜେକ୍ଟ ତିଆରି କରାଯାଉ: ରାଜ୍ୟପାଳ

ଭୁବନେଶ୍ବର: ଓଡ଼ିଶା କୃଷି ଓ ବୈଜ୍ଞାନିକ ବିଶ୍ୱବିଦ୍ୟାଳୟର ୬୪ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ତଥା କୁଳପତି ଡକ୍ଟର୍ ହରିବାବୁ କମ୍ଭମପତି, ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ…

ପୁରୀ ମଲ୍ଟି ଲେବଲ୍ କାର ପାର୍କିଂରେ ଅଘଟଣ; ପ୍ରଥମ ମହଲାରୁ ଖସିଲା କାର…

ପୁରୀ: ପୁରୀ ଜଗନ୍ନାଥ ବଲ୍ଲଭ ମଲ୍ଟି ଲେବଲ୍ କାର ପାର୍କିଂରେ ଅଘଟଣ ଘଟିଛି। ପାର୍କିଂର ପ୍ରଥମ ମହଲାରୁ ଏକ ବୋଲେରୋ ଗାଡ଼ି ତଳକୁ ଖସି ପଡ଼ିବାରୁ ଗାଡ଼ିଟି ସମ୍ପୂର୍ଣ ଭାଙ୍ଗିଯାଇଛି। ଗାଡ଼ି ଡ୍ରାଇଭର ଗୁରୁତର ଆହତ ହୋଇ ପୁରୀ ମେଡିକାଲରେ ଚିକିତ୍ସାଧିନ ରହିଛନ୍ତି। ଆହତ ହୋଇଥିବା ଡ୍ରାଇଭର…

ଏମବିବିଏସ ପାଠ୍ୟକ୍ରମ ଫି ବୃଦ୍ଧି ନେଇ ହାଇକୋର୍ଟଙ୍କ ନୋଟିସ

କଟକ: ରାଜ୍ୟର ଏକ ଘରୋଇ ମେଡିକାଲ କଲେଜରେ ଏମବିବିଏସ ପାଠ୍ୟକ୍ରମ ଫି ବୃଦ୍ଧି ନେଇ ଓଡ଼ିଶା ହାଇକୋର୍ଟ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା (SDTE) ବିଭାଗର OJEE ସେଲ୍ ଏବଂ ଡାକ୍ତରୀ ଶିକ୍ଷା ଏବଂ ତାଲିମ (DMET) ନିର୍ଦ୍ଦେଶକଙ୍କୁ ନୋଟିସ୍ ଜାରି କରିଛନ୍ତି। ଭୁବନେଶ୍ୱର ଏବଂ ରାଉରକେଲାର…