Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଧାନସଭା ପରିସରରେ ପୋଲିସ କମିଶନର, କଡ଼ାକଡ଼ି ସିକ୍ୟୁରଟି ଯାଞ୍ଚ

ଭୁବନେଶ୍ୱର: ଆସନ୍ତା ୨୭ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ। ବିଧାନସଭା ଶୀତକାଳୀନ ଅଧିବେଶନ ପାଇଁ ସିକ୍ୟୁରଟି ଯାଞ୍ଚ କଡ଼ାକଡ଼ି କରାଯାଇଛି। ପୋଲିସ କମିଶନର ଏସ. ଦେବଦତ୍ତ ସିଂ ବିଧାନସଭା ପରିସରରେ ସୁରକ୍ଷା ଯାଞ୍ଚ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ…

Human Sagar Death: ସାମ୍ନାକୁ ଆସିଲା ଅର୍ପିତାଙ୍କ ବୟାନ! ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ଏମିତି କହିଲେ…

ଭୁବନେଶ୍ବର: ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଦେହାନ୍ତ ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଛି । ଅତି କମ୍ ବୟସରେ ଯୁବପିଢ଼ିଙ୍କ ହୃଦୟରେ ରାଜ୍ କରିଥିଲେ ହ୍ୟୁମାନ ସାଗର । କହିବାକୁ ଗଲେ ଓଡ଼ିଶାର ପ୍ରତି ଘରେ ହ୍ୟୁମାନଙ୍କୁ ଲୋକେ ଜାଣୁଥିଲେ । ଦୀର୍ଘ ଦିନ ଧରି ଲିଭର ସିରୋସିସ…

Police Raid: ମଦ୍ୟପାନ ବେଳେ ରେଡ୍; ବ୍ରାଉନ ସୁଗାର ସହ ବନ୍ଧୁକ ଜବତ, ୩ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ ପୋଲିସକୁ ବଡ଼ ସଫଳତା । ମଙ୍ଗଳବାର ସକାଳୁ ମଦ୍ୟପାନ ବେଳେ ରେଡ୍ କରିଥିଲା ପୋଲିସ। ଏହି ରେଡ ବେଳେ ବ୍ରାଉନ ସୁଗାର ଧରାପଡିଛି । ଏହା ସହ ବନ୍ଧୁକ ମଧ୍ୟ ଜବତ ହୋଇଛି। ରେଡ୍ ବେଳେ ୩ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ। ସୂଚନା ଅନୁଯାୟୀ, ଅନୁଗୁଳ ଟାଉନ ଥାନା…

ଜଗତସିଂହପୁରରୁ ଧରାପଡ଼ିଥିବା ବାଂଲାଦେଶୀଙ୍କୁ ପଠାଇ ଦିଆଯିବ ବାଂଲାଦେଶ

ଜଗତସିଂହପୁର: ସାରା ଦେଶରେ ଜୋରସୋରରେ ଚାଲିଛି ବାଂଲାଦେଶୀଙ୍କୁ ଚିହ୍ନଟ କରି ବାଂଲାଦେଶ ପଠାଇବା କାର୍ଯ୍ୟକ୍ରମ। ଏଥିରେ ଓଡିଶା ବାଦ ପଡିନି। ଜଗତସିଂହପୁର ଜିଲ୍ଲା ବେରାହିଁପୁର ଓ ଧନିପୁର ଅଞ୍ଚଳ ସାତପୁରା ଠାରୁ ଧରାପଡ଼ିଥିବା ବାଂଲାଦେଶୀଙ୍କୁ ପଠାଇ ଦିଆଯିବ ବାଂଲାଦେଶ । ୩୭ ସଂଧିଗ୍ଧ…

SI Recruitment Scam: ଏସଆଇ ପରୀକ୍ଷା ଅନିୟମିତତା ମାମଲା: ଝାରପଡ଼ା ଜେଲକୁ ସ୍ଥାନାନ୍ତର ହେଲେ ୧୨ ଅଭିଯୁକ୍ତ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ପୋଲିସ ଏସଆଇ କେଳେଙ୍କାରୀ ମାମଲାରେ ଗିରଫ ହୋଇ ବ୍ରହ୍ମପୁର ଜେଲରେ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଭୁବନେଶ୍ବର ସ୍ଥିତ ଝାରପଡ଼ା ଜେଲକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ରାତିରେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ସାମ୍ବା, ଶଙ୍କର ପୃଷ୍ଟି, ସୁରେଶ ନାୟକଙ୍କ ସମେତ…

Cyclone Likely to Form: ମାଡିଆସୁଛି ଭୟଙ୍କର ବାତ୍ୟା!, ଗୋଟିଏ ନୁହେଁ ବଙ୍ଗୋପସାଗରରେ ଦୁଇଟି ସିଷ୍ଟମ୍…

ଭୁବନେଶ୍ବର: ପୁଣି ଘାରିଲାଣି ବାତ୍ୟା ଆଶଙ୍କା...ବଙ୍ଗୋପସାଗରରେ ଦାନା ବାନ୍ଧୁଛି...ଓଡିଶା, ଆନ୍ଧ୍ର ନା ତାମିଲନାଡୁ?...କେଉଁଠି ହେବ ମାଡ?...ବାତ୍ୟା ଆଶଙ୍କାରେ ଚିନ୍ତାରେ ଚାଷୀ କୂଳ... ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ସୃଷ୍ଟି ପାଇଁ ପାଗ ଅନୁକୂଳ ହେଉଥିବା ବେଳେ ମ୍ୟାଲେସିଆ ଓ ସଂଲଗ୍ନ…

Road Accident: ମର୍ମନ୍ତୁଦ ଦୁର୍ଘଟଣା: ଟ୍ୟାଙ୍କରକୁ ପିଟିଲା ବୋଲେରୋ, ୩ମୃତ

କଟକ: ଡିଭାଇଡର୍ ଭାଙ୍ଗି କଣ୍ଟେନର୍ ସହ ପିଟିହେଲା ବୋଲେରୋ । ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ୨ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ପଠାଯାଇଛି । କଟକଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ବଇଁଚୁଆ ରଜକଣା ଛକରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

Debashis Samantray: ବିଜେଡିକୁ ବଡ଼ ଝଟକା, ପଦ ଛାଡ଼ିଲେ ସାଂସଦ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର: ବିଜେଡିର ପଦ ଛାଡ଼ିଲେ ସାଂସଦ ଦେବାଶିଷ ସାମନ୍ତରାୟ । ସିନିୟର୍ ସିଟିଜେନ୍ ସେଲ୍‌ ଉପସଭାପତି ପଦରୁ ଆଜି ଇସ୍ତଫା ଦେଲେ ଦେବାଶିଷ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଲେ ଇସ୍ତଫାପତ୍ର । ତାଙ୍କୁ ଗୁରୁତ୍ୱ ଦେଉନଥିବାରୁ ପଦବୀ ଛାଡ଼ିଥିବା ଇସ୍ତଫାପତ୍ରରେ ଉଲ୍ଲେଖ…

Bus Accident: ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୨୦ରୁ ଅଧିକ ଯାତ୍ରୀ ଆହତ

ସୋନପୁର: ସୋନପୁର ଜିଲ୍ଲା ବିନିକା ଥାନା ସିଙ୍ଗିଯୁବା ପୋଲ ତଳକୁ ଖସିଲା ଯାତ୍ରୀବାସୀ ବସ୍ । ଏଥିରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତମାନଙ୍କ ମଧ୍ୟରୁ ଅତ୍ୟଧିକ ଗୁରୁତର ଥିବା ଯାତ୍ରୀଙ୍କୁ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଧାଗଢ଼ା ୧ ଲକ୍ଷ ୮୮ ହଜାରରୁ ଅଧିକ ଘରକୁ ଡିସେମ୍ବର ସୁଦ୍ଧା ଶେଷକରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ଅଧା ପାନ୍ତରିଆ ହୋଇପଡି ରହିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ପ୍ରଦାନ କରାଯାଇଥିବା ଲକ୍ଷାଧିକ ଘର । ପିଏମ୍‌ଏଓ୍ବାଇଜିରେ ମାତ୍ର ୧ଲକ୍ଷ ୧୪ହଜାର ୩୫୭ ଘର ସମ୍ପୂର୍ଣ୍ଣ ହୋଇଛି । ୩ଲକ୍ଷ ୨୬ ହଜାର ୫୮୨ ଘର ଏବେ ଅଧାପନ୍ତରିଆ ହୋଇ ପଡି ରହିଛି । ସେଥିମଧ୍ୟରୁ…