Latest Odisha News

BREAKING NEWS

Browsing Category

ଓଡିଶା

Odisha

ନଦୀରେ ଭାସୁଛି ୭୦ରୁ ଉର୍ଦ୍ଧ୍ବ ମଇଁଷିଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

କେନ୍ଦ୍ରାପଡା: ଆଳି ବ୍ଲକ୍‌ ଏକମାଣିଆ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ୭୦ରୁ ଉର୍ଦ୍ଧ୍ବ ମଇଁଷି ମୃତ ହୋଇଥିବା ଖବର ରହିଛି । ନଦୀରେ ଭାସୁଛି ୭୩ ମଇଁଷିଙ୍କ ମୃତଦେହ । କିପରି ମୃତ୍ୟୁ ହେଲା ଅସ୍ପଷ୍ଟ ରହିଛି । ମଇଁଷି ପାଳି ପେଟ ପୋଷୁଥିବା ୪ଟି ପରିବାର ଏବେ ବେସାହାରା ।…

ଦୂରନ୍ତୋ ଏକ୍ସପ୍ରେସର ଶୌଚାଳୟରୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର-ଦିଲ୍ଲୀ ଦୂରନ୍ତୋ ଏକ୍ସପ୍ରେସର B-3 କୋଚ୍‌ର ଏକ ଶୌଚାଳୟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ଉତ୍ତର ପ୍ରଦେଶର ଶିବ କୁମାର ବୋଲି ଚିହ୍ନଟ କରାଯାଇଛି। ସୂଚନା ଅନୁଯାୟୀ, ଭୁବନେଶ୍ୱର ରେଳ ଷ୍ଟେସନର ୱାସିଂ ଲାଇନରେ ଟ୍ରେନଟି ଠିଆ ହୋଇଥିବା…

ସେପ୍ଟେମ୍ୱର ୨୮ରୁ କଟକରେ ଦୁର୍ଗାପୂଜା ଆରମ୍ଭ; ଏହି ତାରିଖରେ ଭସାଣୀ..

କଟକ:ପାଖେଇ ଆସୁଛି ଶାରଦୀୟ ଦୁର୍ଗା ପୂଜା । କଟକର ପ୍ରସିଦ୍ଧ ଦୁର୍ଗା ପୂଜା ସେପ୍ଟେମ୍ୱର ୨୮ ତାରିଖରୁ ଆରମ୍ଭ ହେବ । ଅକ୍ଟୋବର ୩ ତାରିଖରେ ମାଙ୍କ ଭସାଣୀ ଶୋଭାଯାତ୍ରା । କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ଏଥିସହ ଶାନ୍ତି ଶୃଙ୍ଖଳାରେ ପୂଜା ପାଳନ କରିବାକୁ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳର ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏକ ଡିପ୍ରେସନରେ…

ସରଳ ହେଲା ଚାଷୀ ପଞ୍ଜିକରଣ: ବାପା କି ଜେଜେବାପାଙ୍କ ନାଁରେ ଜମି ଥିଲେ ବି ପୁଅମାନେ କରିପାରିବେ ପଞ୍ଜିକରଣ….

ଭୁବନେଶ୍ବର: ଚାଷୀଙ୍କ ପାଇଁ ଖୁସି ଖବର । ଏଣିକି ସରଳ ଏବଂ ସହଜ ହେବ ଚାଷୀ ପଞ୍ଜିକରଣ । ବାପାଦାଦା କି ଜେଜେବାପାଙ୍କ ନାମରେ ଜମି ଥିଲେ ବି ଏଣିକି ପୁଅମାନେ ମଧ୍ୟ ନିଜ ନାଁ ପଞ୍ଜିକରଣ କରିପାରିବେ । ଯେଉଁ ପୁଅ ଯେତେ ଜମି ଚାଷ କରୁଥିବେ ସେତିକି ଜମିର ପଞ୍ଜିକରଣ କରିପାରିବେ । ଏଣିକି ଆଉ…

ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ: ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ନୂଆ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁଯାୟୀ, ସୋମବାର ସୁଦ୍ଧା ଉତ୍ତର-ପଶ୍ଚିମ ଓ ପଶ୍ଚିମ-ମଧ୍ୟ ବଙ୍ଗୋପସାଗରରେ ଏହା ସକ୍ରିୟ ହେବ। ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ବଢ଼ିବ। କେତେକ ଜିଲ୍ଲାରେ ବନ୍ୟା ପରି ସ୍ଥିତି ହେବାର…

ମହିଳା କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ମୃତ୍ୟୁ ପୂର୍ବରୁ ଭିଡିଓ କରି…

ନୂଆପଡା: ନୂଆପଡ଼ା ରେଳ ଷ୍ଟେସନ୍‌ ପାଖ ଏକ ଗଛରୁ ମହିଳା କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକ ମହିଳା କନେଷ୍ଟବଳ ଜଣକ ହେଲେ ରୁକ୍ମଣୀ ନାଗ । ମୃତ୍ୟୁ ପୂର୍ବରୁ ଏକ ଭିଡିଓ କରି ଝୁଲି ପଡ଼ିଥିବା ସୂଚନା ରହିଛି । ସେ ନୂଆପଡ଼ା ପୋଲିସରେ କାର୍ଯ୍ୟରତ ଥିଲେ । ନୂଆପଡ଼ା ପୋଲିସ ମୃତ…

ପ୍ରି-ସ୍କୁଲ ଗୁରୁକୁଳ ଅର୍ମାନର ହେଲା ଶୁଭାରମ୍ଭ

ଭୁବନେଶ୍ୱର:ଅଗ୍ରଣୀ ଶିକ୍ଷାନୁଷ୍ଠାନ ଟି. ଏସ୍‌. ଜି ଗୁରୁକୁଳ ଏକ ପ୍ରି-ସ୍କୁଲ “ଗୁରୁକୁଳ ଅର୍ମାନ”ର ଶୁଭାରମ୍ଭ କରିଛି । ଏହି ବିଦ୍ୟାଳୟ ପିଲାମାନଙ୍କର ଶାରିରୀକ, ମାନସିକ ଏବଂ ବୌଦ୍ଧିକ ବିକାଶରେ ପ୍ରଯତ୍ନଶୀଳ ରହିବ । ଏଠାରେ ଉନ୍ନତ ଶିକ୍ଷା ପ୍ରଦାନ ସହିତ ପିଲାମାନଙ୍କ ପାଇଁ ଖେଳକୁଦ,…

ରେଟ୍ରୋ ରିଫ୍ଲେକ୍ଟିଭ୍ ଟେପ୍ ଲଗାଇ ନ ଥିବାରୁ ୨୨୭ ଗାଡ଼ିର ଫିଟନେସ୍ ପ୍ରମାଣପତ୍ର ରଦ୍ଦ

କଟକ/ଭୁବନେଶ୍ୱର: ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ ବିରୋଧରେ ରାଜ୍ୟ ପରିବହନ ପ୍ରାଧିକରଣ ନିର୍ଦ୍ଦେଶରେ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଦ୍ୱାରା କଡ଼ାକଡ଼ି ଏନଫୋର୍ସମେଣ୍ଟ ଜାରି ରହିଛି । ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନକୁ ନେଇ ମାରାଥନ୍ ଏନଫୋର୍ସମେଣ୍ଟ ପରେ ଏବେ…

ପରଲୋକରେ ପ୍ରସିଦ୍ଧ ଗଣିତଜ୍ଞ ଗୋକୁଳାନନ୍ଦ ଦାସ

ଭୁବନେଶ୍ୱର: ପ୍ରସିଦ୍ଧ ଗଣିତଜ୍ଞ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଉପ-କୁଳପତି ପ୍ରଫେସର ଗୋକୁଳାନନ୍ଦ ଦାସଙ୍କ ଶନିବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ଶେଷ ସମୟରେ ତାଙ୍କ ପାଖରେ ଧର୍ମପତ୍ନୀ, ଦୁଇ ପୁଅ…