Latest Odisha News

BREAKING NEWS

Browsing Category

ଓଡିଶା

Odisha

ମନ କି ବାତ୍: ୨୦୨୫ ବର୍ଷର ସଫଳତା ବଖାଣିଲେ, ‘ପାର୍ବତୀ ଗିରି’ଙ୍କୁ ପ୍ରେରଣାର ଉତ୍ସ ବୋଲି କହିଲେ ମୋଦି

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀଙ୍କ ୧୨୯ ତମ 'ମନ୍‍ କି ବାତ୍‍' କାର୍ଯ୍ୟକ୍ରମ। ଚଳିତବର୍ଷର ଶେଷ ମନ କି ବାତ୍ କାର୍ଯ୍ୟକ୍ରମରେ ‘ପାର୍ବତୀ ଗିରି’ଙ୍କ କଥା କହିଲେ ମୋଦି। ୨୦୨୫ରେ ଭାରତକୁ ଅନେକ ସଫଳତା ମିଳିଛି । କ୍ରୀଡ଼ାକ୍ଷେତ୍ରରେ ଝିଅମାନେ ଗୌରବ ଆଣିଛନ୍ତି । ନୂଆ ସଂକଳ୍ପ ସହ ଭାରତକୁ…

Ratna bhandar: ୩ଟି ପର୍ଯ୍ୟାୟରେ ହେବ ରତ୍ନଭଣ୍ଡାର ଗଣତି ମଣତି, ଉପସ୍ଥିତ ରହିବେ….

ପୁରୀ: ୨୦୨୬ ବର୍ଷ ରଥଯାତ୍ରା ଜଥେଷ୍ଟ ପୂର୍ବରୁ ହୋଇପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି । ଶନିବାର ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଚିଠା ପ୍ରସ୍ତାବ ଆଗତ ହୋଇଛି । ଖୁବ ଶୀଘ୍ର ପରିଚାଳନା କମିଟି ବୈଠକରେ ଚିଠା ପ୍ରସ୍ତାବ ସମ୍ପର୍କରେ ଆଲୋଚନା ହୋଇ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ…

Youth Arrested: ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଗାଳିଦେଇ ଯୁବକ ଗିରଫ

ଖୋର୍ଦ୍ଧା: ମୁଖ୍ୟମନ୍ତ୍ରୀଙ୍କୁ ଗାଳିଦେବା ପଡିଲା ମହଙ୍ଗା । ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ । ଗିରଫ ଅଭିଯୁକ୍ତ ହେଲା କେନ୍ଦୁଝର ସଦର ଓଲ୍ଡଟାଉନ ଅଞ୍ଚଳର ସାଫିୱାଲ୍ଲା ଖାନ୍ । ସେ ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଗାଳି ଦେଇଥିବା ସୂଚନା ରହିଛି ।…

ବନ ବିଭାଗ କର୍ମଚାରୀଙ୍କୁ କାଠ ମାଫିଆଙ୍କ ଆକ୍ରମଣ, ଫରେଷ୍ଟଗାର୍ଡ ଆହତ

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ବେଇଆନ କାଠ ମାଫିଆଙ୍କ ଦୌରାତ୍ମ୍ୟ । କାଠ ଚୋରା ଚାଲାଣ ବେଳେ ଧରିଲା ବନବିଭାଗ । ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି କାଠ ମାଫିଆମାନେ । କାଠ ମାଫିଆଙ୍କ ଆକ୍ରମଣରେ ବନ କର୍ମଚାରୀଙ୍କ ଗାଡ଼ି ଭାଙ୍ଗି ଯାଇଛି । ସେମାନଙ୍କ ଠାରୁ ଜବତ…

Cold Wave: ଜାଡ଼ର ମାଡ଼ରେ ଅସ୍ତବ୍ୟସ୍ତ ଓଡ଼ିଶା, ଆଜି ଘନ କୁହୁଡି ନେଇ ୧୮ ଜିଲ୍ଲାକୁ ସତର୍କ ଘଣ୍ଟି

ଭୁବନେଶ୍ବର: ସାରା ରାଜ୍ୟରେ ଏବେ ପାରଦ ତଳ ମୁହାଁ ହୋଇଥିବା ବେଳେ, ଶୀତ ସାଙ୍ଗକୁ କୁହୁଡ଼ିରେ କଲବଲ ହେଉଛନ୍ତି ରାଜ୍ୟବାସୀ । ଲୋକେ ସକାଳୁ ଘରୁ ବାହାରି ପାରୁ ନାହାନ୍ତି । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ନିଆଁ ଜାଳି ତା ପାଖରେ ବସି ରହୁଛନ୍ତି ଲୋକେ । ତେବେ ଆଜି ପାଇଁ ଘନ କୁହୁଡି ନେଇ ୧୮…

ମହିଳା ଅସଦାଚରଣରେ ଓଡିଶା ଏକ ନମ୍ବର: ବିଜେଡି

ଭୁବନେଶ୍ୱର: ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଘରେ ପଶି ଦୁଷ୍କର୍ମ କରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ଲଜ୍ଜାଜନକ ବୋଲି ବିଜୁ ଜନତା ଦଳ କହିଛି । ଶନିବାର ଶଙ୍ଖ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ଉପସଭାପତି ସଂଜୟ ଦାସବର୍ମା, ଡବଲ ଇଂଜିନ…

୨୦୩୦ ସୁଦ୍ଧା ଭୁବନେଶ୍ୱର,ପୁରୀରେ ରେଳ ଚଳାଚଳ କ୍ଷମତା ହେବ ଦ୍ୱିଗୁଣ

ଭୁବନେଶ୍ବର: ଆମେ କୋଚିଂ ଟର୍ମିନାଲଗୁଡ଼ିକର ସମ୍ପ୍ରସାରଣ କରୁଛୁ, ବର୍ଦ୍ଧିତ ଯାତ୍ରୀ ଚାହିଦା ପୂରଣ କରିବା ଏବଂ ଭିଡ଼ ହ୍ରାସ କରିବା ପାଇଁ ବିଭିନ୍ନ ସହରରେ ସେକ୍ସନାଲ ଏବଂ କାର୍ଯ୍ୟକ୍ଷମ କ୍ଷମତା ବୃଦ୍ଧି କରୁଛୁ। ଏହି ପଦକ୍ଷେପ ଆମର ରେଳ ନେଟୱାର୍କକୁ ଉନ୍ନତ କରିବ ଏବଂ ଦେଶବ୍ୟାପୀ…

ଶ୍ରୀମନ୍ଦିରରେ ମହିଳା ଭକ୍ତଙ୍କ ପ୍ରତି ଅସଦାଚରଣ ଅଭିଯୋଗ, ସେବକଙ୍କ ବିରୋଧରେ ହେବ କଡା ଆକ୍ସନ…

ପୁରୀ: ଶ୍ରୀମନ୍ଦିରରେ ମହିଳା ଭକ୍ତଙ୍କ ପ୍ରତି ଅସଦାଚରଣ ଅଭିଯୋଗ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ସେ କହିଛନ୍ତି ଯେ, ଏହା ଏକ ଘୃଣ୍ୟ ଏବଂ ନିନ୍ଦନୀୟ କାର୍ଯ୍ୟ। ଏଭଳି ଘଟଣାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ । ଶ୍ରୀମନ୍ଦିର…

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ ଗିରଫ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର: ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ବଲାଙ୍ଗୀର ଟାଉନ ଥାନା ପୋଲିସ । ଟାଉନ ଥାନା ପୋଲିସର ସ୍ବତନ୍ତ୍ର ସ୍କ୍ବାଡ୍‌ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ପ୍ରମୋଦ ସିଂ, ପ୍ରିନ୍ସ ସିଂ ଓ ରଞ୍ଜନ । ପୋଲିସ ସେମାନଙ୍କ ଠାରୁ ଦେଶୀ…

ବାହାର ଠିକାଦାରଙ୍କୁ କାମ କରିବା ମନା ..ଏହି ଜିଲ୍ଲା ଠିକାଦାର ସଂଘ ନେଲେ ନିଷ୍ପତ୍ତି

କଳାହାଣ୍ଡି:କଳାହାଣ୍ଡି ଜିଲ୍ଲାରେ ଆଗାମୀ ଦିନରେ ଜିଲ୍ଲା ବାହାର ଠିକାଦାରଙ୍କୁ କାମ କରିବାକୁ ଦିଆଯିବ ନାହିଁ । କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ବିଭାଗ ଦ୍ଵାରା ହେଉଥିବା ରାସ୍ତା କାମ,ପୋଲ କାମ ଓ ଅନ୍ୟାନ୍ୟ କାମରେ ଜିଲ୍ଲା ବାହାରର ଠିକାଦାରଙ୍କୁ ନ ଆସିବାକୁ ଅନୁରୋଧ କରିବା ସହ ଜିଲ୍ଲାର…