Latest Odisha News

BREAKING NEWS

Browsing Category

ଓଡିଶା

Odisha

ସାପ କାମୁଡ଼ା ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି ବଢାଇବେ ରାଜ୍ୟ ସରକାର…

ଭୁବନେଶ୍ଵର: ଆଗକୁ ସାପ କାମୁଡାରେ ମୃତ୍ୟୁ ପାଇଁ ବଢ଼ିପାରେ କ୍ଷତିପୂରଣ ରାଶି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସାପ କାମୁଡ଼ାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପାଇଁ କ୍ଷତିପୂରଣ ରାଶି ବୃଦ୍ଧି କରିବାକୁ ଓଡ଼ିଶା ସରକାର ବିଚାର କରୁଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା…

‘Project Basketry’: ଆଦିତ୍ୟ ଆଲୁମିନିୟମର ‘ପ୍ରୋଜେକ୍ଟ ବାସ୍କେଟ୍ରି’; ଲୋକଙ୍କ ଜୀବିକାକୁ କରୁଛି ସୁଦୃଢ

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ୟୁନିଟ୍‍ ଆଦିତ୍ୟ ଆଲୁମିନିୟମ ଏହାର କର୍ପୋରେଟ ସାମାଜିକ ଦାୟିତ୍ୱ (ସିଏସଆର) କାର୍ଯ୍ୟକ୍ରମ ଅଧୀନରେ ଏନ୍‍ଜିଓ ଅପ୍‍ହୋଲ୍ଡ ଆର୍ଥ ସହଯୋଗୀତାରେ ‘ପ୍ରୋଜେକ୍ଟ ବାସ୍କେଟ୍ରି’ ଅଭିଯାନ ଚଳାଇଛି। ଏହି ପ୍ରକଳ୍ପ…

Gummajharan Waterfall: ଜଳପ୍ରପାତରେ ଭାସିଯାଇ ୨ ନିଖୋଜ; ମିଳୁନା ପତ୍ତା

ମାଲକାନଗିରି: ଖଇରପୁଟ ବ୍ଲକ ଗୁମ୍ମାଝରଣ ଜଳପ୍ରପାତରେ ଅଘଟଣ । ଗାଧୋଉଥିବା ବେଳେ ଭାସିଗଲେ ୨ ଜଣ ଯୁବକ । ବହୁ ଖୋଜାଖୋଜି ପରେ ମଧ୍ୟ ଏ ପର୍ଯ୍ୟନ୍ତ ସେମାନଙ୍କ ପତ୍ତା ମିଳୁନାହିଁ । ଓଡ୍ରାଫ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଗତକାଲି (ମଙ୍ଗଳବାର) ସନ୍ଧ୍ୟାରୁ ବୁଡ଼ି ୨ କଲେଜ ଛାତ୍ର ନିଖୋଜ…

Jawan Arrested: ପ୍ରେମ ପ୍ରତାରଣା ଅଭିଯୋଗରେ ଏୟାରଫୋର୍ସ ଯବାନ ଗିରଫ

ଭୁବନେଶ୍ବର: ଯୁବତୀଙ୍କ ସହ ପ୍ରେମ ପ୍ରତାରଣା କରିଥିବା ଅଭିଯୋଗରେ ଏୟାର ଫୋର୍ସର ଜଣେ ଯବାନ ଗିରଫ । ଗିରଫ ଅଭିଯୁକ୍ତ ଯବାନ ଜଣକ ନୟାଗଡ ଇଟାମାଟି ଅଞ୍ଚଳର ଗୋଲକ ବିହାରୀ ଦୀକ୍ଷିତ ଓରଫ ଗୋପାଳ ବୋଲି ଜଣାପଡିଛି । ଗୋଲକ ବିହାରୀଙ୍କୁ ବଡଗଡ ଥାନା ପୋଲିସ ଭୁବନେଶ୍ଵର ମାର୍କେଟ୍ ବିଲ୍ଡିଂ ଅଞ୍ଚଳରୁ…

Mandi Open: ଚାଷୀଙ୍କ ପାଇଁ ଖୁସି ଖବର, ରାଜ୍ୟରେ ଡିସେମ୍ବର ୨୫ରୁ ଖୋଲିବ ମଣ୍ଡି

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୨୫ ତାରିଖରୁ ରାଜ୍ୟରେ ମଣ୍ଡି ଖୋଲିବ । ଏନେଇ ଆଜି ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ମନ୍ତ୍ରୀ କହିଛନ୍ତି ଯେ, ସରକାର ଧାନ ନେବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ମିଲରମାନଙ୍କୁ ଗୋଦାମ ଖାଲି କରିବା ପାଇଁ ଦାୟିତ୍ୱ ମଧ୍ୟ…

ଟାୟାର୍‍ ଟେକ୍ନୋଲୋଜି ନେଇ କିଟ୍‍ ଓ ଆପୋଲୋ ଟାୟାର୍ସ ମଧ୍ୟରେ ବୁଝାମଣା

ଭୁବନେଶ୍ୱର: ଟାୟାର ଟେକ୍ନୋଲୋଜି ପାଠ୍ୟକ୍ରମ ନେଇ କିଟ୍‍ ବିଶ୍ୱବିଦ୍ୟାଳୟ ଓ ଆପୋଲୋ ଟାୟାର୍ସ ମଧ୍ୟରେ ମଙ୍ଗଳବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି। କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଶରଣଜିତ ସିଂହ ଏଥିରେ ସ୍ୱାକ୍ଷର କରିଥିବା ବେଳେ ଆପୋଲୋ ଟାୟାର୍ସ ପକ୍ଷରୁ…

ପୁରୀରେ ପ୍ରତିଷ୍ଠା ହେବ କୁସ୍ତି ଏବଂ ବକ୍ସିଂ ଏକାଡେମୀ 

ଭୁବନେଶ୍ୱର: ପୁରୀରେ ଏକ କୁସ୍ତି ଏବଂ ବକ୍ସିଂ ଏକାଡେମୀ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର ଅନୁମୋଦନ ପ୍ରଦାନ କରିଛନ୍ତି।ଏ ସମ୍ପର୍କରେ କ୍ରୀଡା ଏବଂ ଯୁବ ସେବା ବିଭାଗ ପକ୍ଷରୁ ପୁରୀ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଏକ ଚିଠି ପଠାଯାଇଛି। ପ୍ରସ୍ତାବିତ ଏକାଡେମୀ ପାଇଁ ଜିଲ୍ଲା…

ଇନ୍‌ଟ୍ୟାକ୍ ପକ୍ଷରୁ ଓଡ଼ିଆ ଚଳଚ୍ଚିତ୍ରକୁ ‘ଐତିହ୍ୟ ମାନ୍ୟତା’ ପ୍ରଦାନ

ଭୁବନେଶ୍ୱର: ଭାରତୀୟ କଳା ଓ ସାଂସ୍କୃତିକ ଐତିହ୍ୟ ନ୍ୟାସ୍ (ଇନ୍‌ଟ୍ୟାକ୍‌) ପକ୍ଷରୁ ରବିବାର ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ବିକାଶ, ସଂରକ୍ଷଣ ତଥା ଯୁଗୋପଯୋଗିତା ସ୍ଥିତି ପାଇଁ ଏକ ବିଶେଷଜ୍ଞସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଇନ୍‌ଟ୍ୟାକ୍ ରାଜ୍ୟ ଆବାହକ ଡ. ବିଶ୍ୱଜିତ ମହାନ୍ତିଙ୍କ…

ଭିଡ଼ିଓ ଜାରି କରି ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ ଅପିଲ୍‌ କଲେ ଟପ୍ ମାଓନେତା ଭୂପତି..

ମାଲକାନଗିରି: ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଥିବା ମାଓ ସଙ୍ଗଠନର ଅନେକ ବଡ ବଡ ନେତା ସଙ୍ଗଠନ ଛାଡିବାରେ ଲାଗିଛନ୍ତି । ଏହାରି ଭିତରେ ଏକ ଭିଡ଼ିଓ ଜାରି କରି ମାଓବାଦୀମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ ଅପିଲ୍‌ କରିଛନ୍ତି ଟପ୍‌ ମାଓନେତା ଭୂପତି । ଦେଢ ମାସ ତଳେ ଗଡଚିରୋଲିରେ ଆତ୍ମସମର୍ପଣ…

୩୭ତମ ସଂସଦୀୟ ଇଣ୍ଟର୍ନଶିପ୍ କାର୍ଯ୍ୟକ୍ରମ: ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ୧୨ ଦେଶର ୪୦ ପ୍ରତିନିଧି

ଭୁବନେଶ୍ୱର: ୩୭ତମ ସଂସଦୀୟ ଇଣ୍ଟର୍ନଶିପ୍ କାର୍ଯ୍ୟକ୍ରମ ଅବସରରେ ନୂଆଦିଲ୍ଲୀ ସ୍ଥିତ ସଂସଦ ସଚିବାଳୟର ପାର୍ଲିଆମେଣ୍ଟାରି ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ଇନଷ୍ଟିଚ୍ୟୁଟ ଫର୍ ଡେମୋକ୍ରାସିସ (PRIDE) ତରଫରୁ ୧୨ଟି ଦେଶର ୪୦ ଜଣ ବିଦେଶୀ ପ୍ରତିନିଧି ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…