Latest Odisha News

BREAKING NEWS

Browsing Category

ଓଡିଶା

Odisha

ଖାଲି ପଡ଼ିଲା ଇଣ୍ଡିଗୋ ବିମାନର ସିଟ୍, ଓଡ଼ିଶା ସରକାର ଗଣିଲେ ୧୭୦ କୋଟି

ଭୁବନେଶ୍ୱର: ଓଡ଼ିଶା ସରକାର ପର୍ଯ୍ୟଟନକୁ ଆଗକୁ ବଢ଼ାଇବା ପାଇଁ ଭୁବନେଶ୍ୱରରୁ ଆନ୍ତର୍ଜାତୀୟ ଉଡ଼ାଣ ଆରମ୍ଭ କରିଥିଲେ। କିନ୍ତୁ ବିମାନର ସିଟ୍ ଫାଙ୍କା ପଡ଼ିବାରୁ ଏୟାରଲାଇନ୍ସକୁ ସରକାର ପ୍ରତି ମାସରେ ପ୍ରାୟ ୮ କୋଟିରୁ ଅଧିକ ଟଙ୍କା ଗଣୁଛନ୍ତି। ଗତ ଦୁଇ ବର୍ଷରେ ରାଜ୍ୟ ସରକାର ୧୭୦ କୋଟି…

ଘରୋଇ ହସ୍ପିଟାଲରେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ, ତଦନ୍ତ ଆରମ୍ଭ

ଭୁବନେଶ୍ୱର: ରାଜଧାନୀସ୍ଥିତ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲ (Utkala Hospital)ରେ ଶୁକ୍ରବାର ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଗତକାଲିର ଏହି ଘଟଣା ହସ୍ପିଟାଲ ପରିସରରେ ଶୋକାକୂଳ ପରିସ୍ଥିତି ସୃଷ୍ଟି କରିଛି। ମୃତକଙ୍କ ନାମ ସୋନାଲୀ ରାଉତ, ଯିଏ ଗଞ୍ଜାମ ଜିଲ୍ଲାର…

ଓଡ଼ିଶାରେ ଖାଲି ପଡ଼ୁଛି ପ୍ଲସ ଟୁ ସିଟ୍, ବୈଷୟିକ ଶିକ୍ଷା ପ୍ରତି ବଢୁଛି ପିଲାଙ୍କ ଆଗ୍ରହ

ଭୁବନେଶ୍ୱର: ଯୁକ୍ତ ଦୁଇ ବା ପ୍ଲସ୍ ଟୁ ପଢ଼ିବା ଅପେକ୍ଷା ବୈଷୟିକ ଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢ଼ୁଛି। ଚଳିତ ବର୍ଷ ରାଜ୍ୟର ବିଭିନ୍ନ କଲେଜରେ ଦେଢ଼ ଲକ୍ଷରୁ ଅଧିକ ପ୍ଲସ୍ ଟୁ ସିଟ୍ ଖାଲି ରହିଛି। ଶିକ୍ଷାବିତ କହୁଛନ୍ତି, ଯେଉଁ ପାଠ ପଢ଼ିଲେ ଆୟ କରିବାର ବାଟ ଅଧିକ ପ୍ରଶସ୍ତ ହେବ…

ସ୍କିମାଟିକ୍‌ ଶିକ୍ଷକଙ୍କ ନିୟମିତ ହେବା ନେଇ ଅନିଶ୍ଚିତତା

ଭୁବନେଶ୍ବର: ସ୍କିମାଟିକ୍‌ ଶିକ୍ଷକଙ୍କ ନିୟମିତ ହେବା ନେଇ ଅନିଶ୍ଚିତତା। ଚିଠି ପ୍ରତ୍ୟାହାର ବଢ଼ାଇଲା ଚିନ୍ତା। ପ୍ରାଥମିକ ଶିକ୍ଷାରୁ ସ୍କିମାଟିକ୍‌(ଯୋଜନାଭିତ୍ତିକ) ପ୍ରଥା ଉଠାଇ ନିୟମିତ ଶିକ୍ଷକ ନିଯୁକ୍ତି, ପ୍ରାଥମିକ ଶିକ୍ଷକଙ୍କ ଚୁକ୍ତି କାର୍ଯ୍ୟକାଳକୁ ନୋସନାଲ ଇନ୍‌କ୍ରିମେଣ୍ଟ ଦେଇ ମୂଳ…

୨୫ ସୁଦ୍ଧା ଶକ୍ତିଶ୍ରୀ ସଶକ୍ତୀକରଣ ସେଲ୍ ଖୋଲିବାକୁ ଉଚ୍ଚଶିକ୍ଷା ବିଭାଗର ଚିଠି

ଭୁବନେଶ୍ୱର: ଅଗଷ୍ଟ ୨୫ ସୁଦ୍ଧା ଶକ୍ତିଶ୍ରୀ ସଶକ୍ତୀକରଣ ସେଲ୍ ଖୋଲିବାକୁ ଉଚ୍ଚଶିକ୍ଷା ବିଭାଗର ଚିଠି। ସବୁ ବିଶ୍ବବିଦ୍ୟାଳୟ କୁଳପତିଙ୍କ ସହ ସରକାରୀ ଓ ବେସରକାରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି। ଅଗଷ୍ଟ ୨୦ ସୁଦ୍ଧା ଶକ୍ତିଶ୍ରୀ ସାଥୀ ବାଛିବା ପାଇଁ ପଦକ୍ଷେପ ନେବାକୁ ଉଲ୍ଲେଖ ରହିଛି। ଅଗଷ୍ଟ ୧୪…

୧୨ରୁ ବଢିବ ବର୍ଷା, ୧୩ ସୁଦ୍ଧା ଆଉ ଏକ ଲଘୁଚାପ !

ଭୁବନେଶ୍ୱର: ରାଜ୍ୟରେ ୧୨ ରୁ ବଢିବ ବର୍ଷା। ଆଜି ଦୁଇଟି ଜିଲ୍ଲା ଗଞ୍ଜାମ ଓ ଗଜପତିରେ ପ୍ରବଳ ବର୍ଷା ସମ୍ଭାବନା। ଆଜି ୩୦ ଜିଲ୍ଲାରୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପଟେ ଅଗଷ୍ଟ ୧୩ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।…

ରାକ୍ଷୀ ପୂର୍ଣ୍ଣିମାରେ ହିତାଧିକାରୀଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା, ସରକାର ଦେବେ ୩ୟ କିସ୍ତି

ଭୁବନେଶ୍ୱର: ଆଜି ହିତାଧିକାରୀଙ୍କୁ ମିଳିବ ‘ସୁଭଦ୍ରା’ଟଙ୍କା। ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆଜି ଜୟପୁରରୁ ଆରମ୍ଭ ହେବ ସୁଭଦ୍ରାର ତୃତୀୟ କିସ୍ତି। କୋରାପୁଟ ଜିଲାର ଜୟପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଟମ ଦବାଇ ୧ କୋଟିରୁ ଊର୍ଦ୍ଧ୍ବ ସୁଭଦ୍ରା…

ଆଧୁନିକ ମଡେଲ ହସ୍ପିଟାଲ ହେବ ଏସସିବି: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ଵର: ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର , ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର କାର୍ଯ୍ୟପଦ୍ଧତି, ରୋଗୀ ସେବା ଓ ଆଧୁନିକ ବିକାଶ…

ଓଡ଼ିଆ ପୁଅ ହେଲେ ସିକ୍କିମ ବିଶ୍ୱବିଦ୍ୟାଳୟର କୁଳପତି

ଭୁବନେଶ୍ବର:ଓଡ଼ିଆ ପୁଅ ତଥା ପ୍ରଖ୍ୟାତ ଶିକ୍ଷାବିଦ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଶାନ୍ତନୁ କୁମାର ସ୍ୱାଇଁଙ୍କୁ ସିକ୍କିମ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବରେ ନିଯୁକ୍ତ କରାଯାଇଛି। ଏହି ନିଯୁକ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟର ଭିଜିଟର ଭାବରେ…

ଆଦାନୀ ଧାମରା ପୋର୍ଟରେ ପ୍ରଥମ ଷ୍ଟିଲ ସ୍ଲାବ୍ ରେକ୍ ଲୋଡିଂର ଶୁଭାରମ୍ଭ

ଧାମରା: ଆଦାନୀ ଧାମରା ପୋର୍ଟ ଷ୍ଟିଲ ସ୍ଲାବ୍ ପରିବହନ ଯୋଗାଣ କ୍ଷେତ୍ରରେ ଐତିହାସିକ ମାଇଲଖୁଣ୍ଟ ହାସଲ କରିପାରିଛି । ଧାମରା ପୋର୍ଟ ପକ୍ଷରୁ ପ୍ରଥମଥର ପାଇଁ ଷ୍ଟିଲ ସ୍ଲାବ୍ ଟ୍ରେନ ମାଧ୍ୟମରେ ଲୋଡିଂର ଶୁଭାରମ୍ଭ କରାଯାଇଛି । ପ୍ରଥମଥର ପାଇଁ ଅଗଷ୍ଟ ୩ ତାରିଖରେ ଏମ୍ଭି ଏଚ୍ଟିକେ ନେପ୍ଚୁ୍ୟନ୍…