Latest Odisha News

BREAKING NEWS

Browsing Category

ଓଡିଶା

Odisha

ପ୍ରଥମେ ପଦ୍ମଶ୍ରୀ….ଏବେ ରାଷ୍ଟ୍ରପତିଙ୍କ ସହ କରିବେ ରାତ୍ରୀଭୋଜନ…ଜାଣନ୍ତୁ କିଏ ଏହି ‘ଲେଡି ଟାର୍ଜନ’?

ନୂଆଦିଲ୍ଲୀ: ପରିବେଶ ସୁରକ୍ଷାର ଉଦାହରଣ ଏବଂ 'ଲେଡି ଟାର୍ଜନ' ଭାବରେ ବେଶ୍ ଖ୍ୟାତି ଅର୍ଜନ କରୁଥିବା ପଦ୍ମଶ୍ରୀ ଯମୁନା ଟୁଡୁଙ୍କ ନାମ ପୁଣି ଥରେ ଶିରୋନାମାରେ । ୨୦୨୫ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ରାତ୍ରୀଭୋଜନ ପାଇଁ ମହାମହିମ ରାଷ୍ଟ୍ରପତି ଯମୁନାଙ୍କୁ…

‘ରାଜ୍ୟରେ ମ୍ୟାଲେରିଆ ଓ ଡେଙ୍ଗୁ ପାଇଁ ୧.୫୭ କୋଟି ଔଷଧ ଯୁକ୍ତ ମଶାରି ଯୋଗାଇବେ କେନ୍ଦ୍ର ସରକାର’

ଭୁବନେଶ୍ବର: ବର୍ତ୍ତମାନ ବର୍ଷା ଋତୁ ଚାଲୁଥିବାବେଳେ, ଏହି ସମୟରେ ମଶା ଜନିତ ରୋଗ ବ୍ୟାପିବାର ବହୁ ଆଶଙ୍କା ଥାଏ । ଏନେଇ ରାଜ୍ୟରେ ମ୍ୟାଲେରିଆ ଏବଂ ଡେଙ୍ଗୁ ଓ ଅନ୍ୟାନ୍ୟ ଭେକ୍ଟରବାହିତ ରୋଗ ନିରାକରଣ ବାବଦରେ ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ସମୀକ୍ଷା କରିଛନ୍ତି । ଏଥିପାଇଁ ସମସ୍ତ…

‘ୱି ଓମେନ୍ ୱାଣ୍ଟ କନକ୍ଲେଭ ୨୦୨୫’: ଶୈଫାଳିକା ପଣ୍ଡା ଶକ୍ତି ପୁରସ୍କାର ସହ ସମ୍ମାନିତ

ଭୁବନେଶ୍ବର: ଗୁରୁବାର ନୂଆଦିଲ୍ଲୀର ଦି ଇମ୍ପେରିଆଲ୍ ରେ ନ୍ୟୁଜ୍ ଏକ୍ସ ଦ୍ୱାରା ଆୟୋଜିତ "ୱି ଓମେନ୍ ୱାଣ୍ଟ କନକ୍ଲେଭ ଆଣ୍ଡ୍ ଶକ୍ତି ଆୱାର୍ଡ଼ ୨୦୨୫" ରେ ପ୍ରତିଷ୍ଠିତ ଶକ୍ତି ପୁରସ୍କାର ସହ ସମ୍ମାନିତ ହୋଇଛନ୍ତି ଇମ୍ଫାର କର୍ପୋରେଟ ସାମାଜିକ କଲ୍ୟାଣ ଶାଖା, ବଂଶୀଧର ଏବଂ ଇଲା ପଣ୍ଡା…

ଓଡ଼ିଶାରେ ଗୋହତ୍ୟା ନିଷେଧ: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

କଟକ: ଓଡ଼ିଶାରେ ହୋଇପାରିବନି ଗୋହତ୍ୟା। ଏଥିପାଇଁ ହାଇକୋର୍ଟ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ। ରାଜ୍ୟରେ ଗୋ’ହତ୍ୟା ବନ୍ଦ ପାଇଁ ସ୍ୱତନ୍ତ୍ର ଆଇନ ରହିଛି। ତେଣୁ ସେହି ଆଧାରରେ ଓଡ଼ିଶାରେ ଗୋ’ହତ୍ୟା ହୋଇପାରିବ ନାହିଁ ବୋଲି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି। ଗୋ’ହତ୍ୟା…

୨୪ଘଣ୍ଟାରେ ୨୮ ଜିଲ୍ଲାରେ ପ୍ରବଳ ବର୍ଷିବ! ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର ଓଡ଼ିଶାରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାରୁ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ସମ୍ଭାବନା…

ଖୁବଶୀଘ୍ର ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣାରୁ ହଟିବ ପରଦା; ପୁରୁଷ ବନ୍ଧୁଙ୍କୁ ଅଟକ ରଖିଲା ପୋଲିସ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଛାତ୍ରୀ ଜିଅନ୍ତା ଜଳିଯିବା ମାମଲା । ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କୁ ଅଟକ ରଖିଲା ପୋଲିସ । ତେବେ ଚେନ୍ନାଇରୁ ଯୁବକକୁ ପୋଲିସ ଓଡ଼ିଶା ଆଣୁଥିବା ସୂଚନା ରହିଛି । ଘଟଣାର ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ଯୁବକଙ୍କ ନାଁରେ…

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା; ୨ ଅଭିଯୁକ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

କଟକ: ଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ଆସନ୍ତା ୧୧ ଓ ୧୨ ଦୁଇ ଦିନ ପାଇଁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇ ପଚରା ଉଚରା କରିବ । ସେମାନେ ହେଲେ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ଏବଂ…

ପାହାଡ଼ରୁ ରେଳ ଟ୍ରାକକୁ ଖସିଲା ବିରାଟ ପଥର, ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ…

ରାୟଗଡ଼ା: ଟ୍ରାକ୍ ଉପରେ ପଥର ପଡ଼ିଥିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିବାବେଳେ, ବଡ଼ ଅଘଟଣରୁ ବର୍ତ୍ତିଗଲା ଲିଙ୍କ କୋରବା ଏକ୍ସପ୍ରେସ ଟ୍ରେନ୍ । ରାୟଗଡା ସହର ଉପକଣ୍ଠ ମଝିଘରିଆଣୀ ମନ୍ଦିର ନିକଟ ରେଳ ଧାରଣାରେ ହୋଇଛି ଏହି ଅଘଟଣ । ରେଳ ଧାରଣାରେ ପଥର ଯୋଗୁଁ କୋରବା ଟ୍ରେନ ୬ ଘଣ୍ଟା ଧରି…

ପୋଲିସ ଡ୍ରାଇଭର ନିଯୁକ୍ତି ପ୍ରସଙ୍ଗ: ବୟସ ସୀମା ୪ ବର୍ଷ କୋହଳ

ଭୁବନେଶ୍ବର: ପୋଲିସ ଡ୍ରାଇଭର ନିଯୁକ୍ତି ପ୍ରସଙ୍ଗରେ ସର୍ବାଧିକ ବୟସସୀମା ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି ହାଇକୋର୍ଟ । ସର୍ବାଧିକ ବୟସ ସୀମା କୋହଳ ନେଇ ହୋଇଥିବା ପିଟିସନ ଉପରେ ଆସିଲା ରାୟ । ସର୍ବାଧିକ ବୟସ ସୀମା ୪ ବର୍ଷ କୋହଳ କଲେ ରାଜ୍ୟ ସରକାର । ଏନେଇ…

ରାଜଧାନୀରେ ଚାଞ୍ଚଲ୍ୟ; ଡେଲିଭରୀ ବୟ ଆକ୍ରମଣରେ ମହିଳା ଗୁରୁତର

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ। ଭୁବନେଶ୍ୱରରେ ଅନଲାଇନ ଫୁଡ୍ ଡେଲିଭରୀକୁ ନେଇ ଏପରି କିଛି ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଭୁବନେଶ୍ୱରରେ ବିନୋଦିନୀ ରଥ ନାମକ ଜଣେ ମହିଳା ଅନଲାଇନରେ ଫୁଡ୍ ଅର୍ଡର୍ କରିଥିଲେ। ଖାଦ୍ୟ ପହଞ୍ଚିବାରେ ବିଳମ୍ବ ହେବାରୁ ସେ…