Latest Odisha News

BREAKING NEWS

Browsing Category

ଓଡିଶା

Odisha

ସବୁ ରାଜସ୍ୱ କାର୍ଯ୍ୟାଳୟରେ ଲାଗିବ ବାୟୋମେଟ୍ରିକ, ସମସ୍ତ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି

ଭୁବନେଶ୍ୱର: ଏଣିକି ସରକାରୀ କର୍ମଚାରୀ ହେବେ ସାବାଡ଼। ଅଫିସକୁ ମନଇଚ୍ଛା ଆସିପାରିବେନି ସରକାରୀ କର୍ମଚାରୀ। ନଚେତ ଅଫିସରଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ। ସବୁ ରାଜସ୍ୱ କାର୍ଯ୍ୟାଳୟରେ ବସିବ ବାୟୋମେଟ୍ରିକ । ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ବାୟୋମେଟ୍ରିକ ଲାଗୁ ହେବା ପାଇଁ ରାଜସ୍ୱ ଓ…

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ଗିରଫ ପ୍ରଧାନ ଶିକ୍ଷକ ନିଲମ୍ବିତ

କଳାହାଣ୍ଡି: ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ପ୍ରଧାନ ଶିକ୍ଷକ ନିଲମ୍ବିତ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଭେଜିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ଖମାରୀ ନିଲମ୍ବିତ ହୋଇଛନ୍ତି। ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କଲା ଶିକ୍ଷା ବିଭାଗ। ପୂର୍ବରୁ ତାଙ୍କୁ…

୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ହୋଇପାରେ ଆଲୋଚନା….

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତାଙ୍କ ସହିତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ଦିଲ୍ଲୀ ଗସ୍ତରେ ଯିବେ । ଯାହାକୁ ନେଇ ଉଭୟ ନେତା ପ୍ରମୁଖ ସରକାରୀ ଏବଂ ଦଳ ସମ୍ପର୍କିତ ଆଲୋଚନା ସମେତ ଉଚ୍ଚସ୍ତରୀୟ ବୈଠକରେ ଅଂଶଗ୍ରହଣ…

ଆସୁଛି ଆଉ ଏକ ଲଘୁଚାପ: ୧୭ ଯାଏଁ ବର୍ଷିବ!, ଆଜି ପାଇଁ ଏହି ସବୁ ଜିଲ୍ଲାକୁ ସତର୍କତା ଜାରି…

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ମୌସୁମୀ ଜନିତ ବର୍ଷା । ତେବେ ଆଉ ଏକ ଲଘୁଚାପ ଆସୁଥିବା ସୂଚନା ରହିଛି । ଆସନ୍ତା ୧୩ ତାରିଖରେ ଓଡ଼ିଶା ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର କିମ୍ବା ଏହାର କିଛି ଦକ୍ଷିଣରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହାର ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଲଘୁଚାପରେ…

ବଜାରରେ ବୋମାମାଡ଼ କରି ଗହଣା ଦୋକାନୀଙ୍କଠାରୁ ଲୁଟ୍; ଦୋକାନୀ ଆହତ

କଟକ:ନିଶ୍ଚିନ୍ତକୋଇଲି ଥାନା ଅସୁରେଶ୍ୱର ବଜାରରେ ବୋମାମାଡ଼ । ୫ ଜଣ ଦୁର୍ବୃତ୍ତ ବୋମାମାଡ଼ କରି ଗହଣା ଦୋକାନୀଙ୍କ ଠାରୁ ଗହଣା ଭର୍ତ୍ତି ବ୍ୟାଗ୍‌ ନେଇ ଫେରାର ହୋଇଯାଇଛନ୍ତି । ଲୁଟ୍‌ ବେଳେ ଗହଣା ଦୋକାନୀ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଲୁଟର ଶିକାର ହୋଇଥିବା ମହାବୀର ଜୁଏଲର୍ସର…

ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ଆଦର୍ଶ ବିଦ୍ୟାଳୟ ; ମାଗଣା ପରିବହନ…

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରୁ ଜଣାଯାଇଛିଯେ, ପ୍ରଥମ ପର୍ଯ୍ୟାୟରେ ୮୩୫ ଆଦର୍ଶ ବିଦ୍ୟାଳୟ ନିର୍ମାଣ ହେବ। ଏହି ବିଦ୍ୟାଳୟ ଗୁଡିକ ରାଜ୍ୟର ଉଚ୍ଚ…

ରାଜ୍ୟରେ ହେବ ୧୧ଟି ନୂଆ ଏଡିଜେ କୋର୍ଟ

ଭୁବନେଶ୍ୱର: ଓଡ଼ିଶା ସରକାର ୧୧ଟି ଅତିରିକ୍ତ ଜିଲ୍ଲା ଜଜ୍ (ଏଡିଜେ) କୋର୍ଟ ପ୍ରତିଷ୍ଠା ପାଇଁ ସୋମବାର ଦିନ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିମଧ୍ୟରୁ ୩ଟି ହେଉଛି ବିଭିନ୍ନ ଜିଲ୍ଲାରେ ଏଡିଜେ (ଭିଜିଲାନ୍ସ) କୋର୍ଟ। ଆଇନ ବିଭାଗ ପୁରୀ, ନୟାଗଡ ଏବଂ କେନ୍ଦ୍ରାପଡା ଜିଲ୍ଲାରେ ଏହି ଭିଜିଲାନ୍ସ…

ଅନ୍ତ୍ୟୋଦୟ ଗୃହ ଯୋଜନାରେ ୫୭ ହଜାରରୁ ଅଧିକ ହିତାଧିକାରୀଙ୍କୁ ଗୃହ ପ୍ରଦାନ

ଭୁବନେଶ୍ୱର: ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ନେତୃତ୍ୱରେ ଓଡ଼ିଶା ସରକାର ରାଜ୍ୟ ସାରା ୫୭୩୦୮ ଜଣ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନା (ଏଜିଜେ) ଅଧୀନରେ ପ୍ରଥମ କିସ୍ତି ସହାୟତା ପ୍ରଦାନ କରିଛନ୍ତି। ଏଜିଜେ ପୋର୍ଟାଲ୍ ମାଧ୍ୟମରେ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ…

ଜାଣି ନିଅନ୍ତୁ ଦିନକୁ ଏତେ ପାଣି ପିଇ ଦେଉଛନ୍ତି କି ? ଜୀବନ ଯାଇ ପାରେ !

ନୂଆଦିଲ୍ଲୀ: ଗରମ ଦିନରେ ଶରୀରରେ ପାଣିର ଆବଶ୍ୟକତା ବୃଦ୍ଧି ପାଇଥାଏ। ବିଶେଷକରି ପିଲାମାନଙ୍କ ସ୍ୱାସ୍ଥ୍ୟ ପାଇଁ ସଠିକ୍ ପରିମାଣରେ ପାଣି ପିଇବା ଅତ୍ୟନ୍ତ ଜରୁରୀ। ପିଲାମାନଙ୍କ ଶରୀରରେ ୭୮% ପର୍ଯ୍ୟନ୍ତ ପାଣି ଥାଏ, ଯାହା ବୟସ୍କମାନଙ୍କ ତୁଳନାରେ (୬୦%) ଅଧିକ। ପରିସ୍ରା, ଝାଳ ଓ ନିଶ୍ୱାସ…

ପୁଣି ଶ୍ରୀମନ୍ଦିରରୁ ଧରାହେଲା ହିଡେନ୍‌ କ୍ୟାମେରା; ଗୁଜରାଟର ଭକ୍ତ ଅଟକ

ପୁରୀ:ଶ୍ରୀମନ୍ଦିର ଭିତରୁ ପୁଣି ଜବତ ହେଲା ସ୍ପାଏ କ୍ୟାମେରା । କୀର୍ତ୍ତନଚକଡ଼ା ନିକଟରୁ ଧରାପଡ଼ିଲା ହିଡେନ୍‌ କ୍ୟାମେରା । ଆଜି ଶ୍ରୀମନ୍ଦିର ଭିତରୁ ସ୍ପାଏ କ୍ୟାମେରା ଜବତ କରିବା ସହ ଜଣକୁ ଅଟକ ରଖି ପଚରାଉଚରା କରୁଛି ସିଂହଦ୍ଵାର ଥାନା ପୋଲିସ । ଅଟକ ବ୍ୟକ୍ତି ଜଣକ ଗୁଜରାଟର ଜଣେ ଭକ୍ତ…