Latest Odisha News

BREAKING NEWS

Browsing Category

ଓଡିଶା

Odisha

TPSODLର ଦୃଢ଼ ପ୍ରସ୍ତୁତି; ବାତ୍ୟା ମୋନ୍ଥାର ସଫଳ ମୁକାବିଲା, ୧୮ ଘଣ୍ଟାରେ ରେକର୍ଡ଼ ଅଞ୍ଚଳରେ ପୁନରୁଦ୍ଧାର

ବ୍ରହ୍ମପୁର: ବାତ୍ୟା ମୋନ୍ଥା ପ୍ରଭାବରେ ସମଗ୍ର ଦକ୍ଷିଣ ଓଡ଼ିଶାରେ ପବନ ଏବଂ ବର୍ଷା ଦେଖିବାକୁ ମିଳିଥିଲା। ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ଅଧୀନରେ ଅନେକ ଅଞ୍ଚଳରେ ଏଥିପାଇଁ ସାମୟିକ ଭାବରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଥିଲା । ଏଭଳି ଏକ…

New CDP Road Project: ସିଡିପି ରାସ୍ତା ପ୍ରକଳ୍ପ ପାଇଁ ଆନ୍ଧାରୁଆରେ ବିଡିଏର ଗ୍ରାମ ସଭା ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ମଙ୍ଗଳବାର ଆନ୍ଧାରୁଆ ପଞ୍ଚାୟତରେ ଏକ ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି। ଖଣ୍ଡଗିରି-ଚନ୍ଦକା ରୋଡରୁ ଆନ୍ଧାରୁଆ ଓ ଦାସପୁର (ନିୟୁସିଟି ) ସହିତ ଯୋଡ଼ିବା ପାଇଁ ଏକ ସମ୍ପୂର୍ଣ୍ଣ ବିକାଶ ଯୋଜନା (ସିଡିପି) ରୋଡ୍ ନିର୍ମାଣ ବିଷୟରେ…

୨୦୨୬ରେ ହେବ ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନର ତୃତୀୟ ସଂସ୍କରଣ

ଢେଙ୍କାନାଳ: ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍‌ଏମ୍‌) ପକ୍ଷରୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯୋଗରେ 'ଟାଟା ଷ୍ଟିଲ୍ କପିଳାସ ହାଫ ମାରାଥନ'ର ତୃତୀୟ ସଂସ୍କରଣ ଘୋଷଣା କରାଯାଇଛି। ଏହି ହାଫ ମାରାଥନ ୨୦୨୬ ଜାନୁଆରୀ ୧୦ରେ ଅନୁଷ୍ଠିତ ହେବ। ଢେଙ୍କାନାଳର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ…

ନୂଆପଡା କଂଗ୍ରେସ ଅଫିସରେ ଧସେଇ ପଶିଲା ପୋଲିସ

ନୂଆପଡା: ନଭେମ୍ବର ୧୧ ତାରିଖରେ ହେବ ନୂଆପଡା ଉପନିର୍ବାଚନ । ସେଥିପାଇଁ ସବୁ ରାଜନୈତିକ ଦଳ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଅଣ୍ଟା ଭିଡିଛନ୍ତି । ବିଜେପି ଦେଢ ବର୍ଷର ସରକାରଙ୍କ ଜନହିତକର କାମ କଥା କହି ଭୋଟ ମାଗୁଥିବାବେଳେ ବିଜେଡି ୨୪ ବର୍ଷର ସରକାରରେ ହୋଇଥିବା କାମ କଥା କହି ଭୋଟ…

Nuapada Bypoll: ନୂଆପଡ଼ା ଉପନିର୍ବାଚନ: ମଇଦାନକୁ ଓହ୍ଲାଇବେ ନବୀନ, ସ୍ନେହାଙ୍ଗିନୀଙ୍କ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର: ପାଖେଇ ଆସିଲାଣି ନୂଆପଡ଼ା ଉପନିର୍ବାଚନ ତାରିଖ। ଏଥିପାଇ କମ୍ପୁଛି ପ୍ରଚାର-ପ୍ରସାର। ମଇଦାନକୁ ଓହ୍ଲାଇଛନ୍ତି ସମସ୍ତ ଦଳୀୟ ନେତା। ଏହେ ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ହେଉଛି। ନଭେମ୍ବର ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ନବୀନ…

ତାଳ ଗଛରେ କାହିଁକି ଅଧିକ ବିଜୁଳି ପଡେ ଜାଣନ୍ତୁ

ଭୁବନେଶ୍ୱର: ବର୍ଷା ଘଡଘଡି ମାରିଲେ ମନରେ ଭୟ ସୃଷ୍ଟି ହୁଏ । ବର୍ଷା ଯେତିକି ଡରାଏ ନାହିଁ ଘଡଘଡି ବହୁତ ଭୟଭୀତ କରିଥାଏ । ତେବେ ଏହି ଘଡଘଡି ଅଧିକାଂଶ ସମୟରେ କୌଣସି ନା କୌଣସି ଗଛରେ ପଡିଥାଏ । ଯଦି ରିପୋର୍ଟକୁ ଦେଖିବା ତେବେ ଅଧିକାଂଶ ତାଳଗଛରେ ହିଁ ଘଡଘଡି ପଡିଥାଏ । ତେବେ ତାଳ ଗଛରେ…

ରାଉରକେଲା-ରାଞ୍ଚି ରେଳ ସେକ୍ସନରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

ରାଉରକେଲା: ରାଉରକେଲା-ରାଞ୍ଚି ମୁଖ୍ୟ ରେଳ ଲାଇନରେ ବୁଧବାର ସକାଳେ ଏକ ମାଲବାହୀ ଟ୍ରେନର ପ୍ରାୟ ୧୦ଟି ୱାଗନ ଲାଇନଚ୍ୟୁତ ହୋଇଛି। ରିପୋର୍ଟ ଅନୁଯାୟୀ, ସକାଳ ପ୍ରାୟ ୧୦ଟା ସମୟରେ ବାନୋ ଏବଂ କାନାରାୱା ରେଳ ଷ୍ଟେସନ ମଧ୍ୟରେ ୱାଗନଗୁଡ଼ିକ ଟ୍ରାକରୁ ଖସିପଡ଼ିଥିଲା। ଏଥିରେ କିଛି କୋଚ୍ ମଧ୍ୟ…

Cyclone Montha; ବାତ୍ୟା ପାଇଁ ଯୁକ୍ତ ୨ ଫର୍ମ ପୂରଣ ଅବଧି ବୃଦ୍ଧି

ଭୁବନେଶ୍ୱର: ବାତ୍ୟା ମୋନ୍ଥା ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତିକୁ ଦେଖି ଯୁକ୍ତ ୨ ପରୀକ୍ଷା ୨୦୨୬ ପାଇଁ ଫର୍ମ ପୂରଣର ଶେଷ ତାରିଖକୁ ନଭେମ୍ବର ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଓଡ଼ିଶାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପୂର୍ବରୁ ଆବେଦନ ଫର୍ମ ଦାଖଲର ଶେଷ ତାରିଖ ଅକ୍ଟୋବର ୨୮…

ବାତ୍ୟା ରାଜ୍ୟର ୩୩ ବ୍ଲକ ଓ ୧୧ ସହରାଞ୍ଚଳ ପ୍ରଭାବିତ: ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ମୋନ୍ଥାରେ ରାଜ୍ୟର ୩୩ ବ୍ଲକ ଓ ୧୧ ସହରାଞ୍ଚଳ ପ୍ରଭାବିତ ହୋଇଛି। କାଲିଠାରୁ କ୍ଷୟକ୍ଷତି ନେଇ ରିପୋର୍ଟ ସଂଗ୍ରହ କରିବେ ଜିଲ୍ଲାପାଳ। ଫସଲର କ୍ଷୟକ୍ଷତି ନେଇ ତଥ୍ୟ ସଂଗ୍ରହ କରିବେ ଅଧିକାରୀ। ସଠିକ ଆକଳନ କରି ୭୨ ଘଣ୍ଟାରେ ରିପୋର୍ଟ ଦେବେ ଜିଲ୍ଲାପ୍ରଶାସନ। ଏନେଇ ସୂଚନା…

Cyclone Montha: ବାତ୍ୟା ପାଇଁ ଗଞ୍ଜାମ, ଗଜପତିରେ ଭୂସ୍ଖଳନ ସହ ଯାତାୟାତ ଠପ୍

ଭୁବନେଶ୍ୱର: ଆନ୍ଧ୍ର ଉପକୂଳ ଅତିକ୍ରମ କରିବା ପରେ ଘୂର୍ଣ୍ଣିଝଡ଼ ମୋନ୍ଥା ଦୁର୍ବଳ ହୋଇଯାଇଥିଲେ ମଧ୍ୟ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାଣ୍ଡପ କରିଛି। ଯାହା ଫଳରେ ଭୂସ୍ଖଳନ ଏବଂ ରାସ୍ତା, ପୋଲ ଏବଂ ଘର କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକ ଗୁରୁତର…