Latest Odisha News

BREAKING NEWS

Browsing Category

ଓଡିଶା

Odisha

Farm Mechanization Mela: ନଭେମ୍ବର ୨୦୨୫ – ଜାନୁଆରୀ ୨୦୨୬ ଯାଏଁ ରାଜ୍ୟରେ କୃଷି ଯନ୍ତ୍ରପାତି ମେଳା

ଭୁବନେଶ୍ୱର: ରାଜ୍ୟରେ କୃଷି ପଦ୍ଧତିକୁ ଉନ୍ନତ କରିବା, ଉତ୍ପାଦକତା ବୃଦ୍ଧି କରିବା ଏବଂ ଚାଷୀଙ୍କୁ ସଶକ୍ତ କରିବା ପାଇଁ ଓଡ଼ିଶା ସରକାର କୃଷି ଯାନ୍ତ୍ରୀକିକରଣକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି। ଉପଲବ୍ଧ ତଥ୍ୟ ଅନୁଯାୟୀ, ୨୦୨୪-୨୫ ମସିହାରେ ଓଡ଼ିଶାରେ କୃଷି ବିଦ୍ୟୁତ୍ ଉପଲବ୍ଧତା ପ୍ରତି…

ହବିଷ୍ୟାଳି ଶିବିର ପାଇଁ ଅନଲାଇନ ପଞ୍ଜୀକରଣ ଆରମ୍ଭ

ପୁରୀ: ଅକ୍ଟୋବର ୭ରୁ ଆରମ୍ଭ ହେବ ହବିଷ ବ୍ରତ । ମାସେ ଧରି ବ୍ରତ ପାଳନ କରିବେ ହବିଷ୍ୟାଳୀ । ଚଳିତ ବର୍ଷ ପାଇଁ ଆଜିଠୁ ଆରମ୍ଭ ହେଲା ପୁରୀ ହବିଷ୍ୟାଳି ଶିବିର ପାଇଁ ଅନଲାଇନ ପଞ୍ଜୀକରଣ । ଏଥିପାଇଁ ଶ୍ରଦ୍ଧାଳୁଙ୍କୁ edistrict.odisha.gov.in ଲିଙ୍କରେ ପଞ୍ଜିକରଣ କରିବାକୁ ପଡିବ । ସ୍ଲଟ୍…

ଆସନ୍ତା ୨୨ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର ୨୨ ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ବଳବତ୍ତର ଥ‌ିବା ହେତୁ ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ । ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ…

‘ନୂଆ ଓ’ ରେ ପାଣି ଭଳି ଉଡିଛି ଟଙ୍କା, ମନ୍ତ୍ରୀ ଦେଲେ ତଦନ୍ତ ଇସାରା

ଭୁବନେଶ୍ବର: ‘ନୂଆ ଓ’ କାର୍ଯ୍ୟକ୍ରମରେ ପାଣି ଭଳି ଟଙ୍କା ଉଡ଼ାଇଥିଲା ପୂର୍ବ ବିଜେଡି ସରକାର । ମୋଟ ୨୬୧ କୋଟି କୋଟି ୬୩ ଲକ୍ଷ ୨୨ ହଜାର ୧୩୦ ଟଙ୍କା ଖର୍ଚ୍ଚ କରିଥିବାବେଳେ, କେବଳ ଟି-ସାର୍ଟ ବାଣ୍ଟି ୧୪ କୋଟି ଟଙ୍କା ଖର୍ଚ୍ଚ କରିଥିଲା ପୂର୍ବ ବିଜେଡି ସରକାର । ସେହିପରି, କ୍ରୀଡ଼ା,…

ଶ୍ରୀମୟୀଙ୍କ କଥା କହି ଦେବାଶିଷଙ୍କୁ ତାଚ୍ଛଲ୍ୟ କଲେ ପ୍ରମିଳା

ଭୁବନେଶ୍ୱର: ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ସପକ୍ଷରେ ବାହାରିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ଶ୍ରୀମୟୀଙ୍କୁ ଦଳ ଅଣଦେଖା କରିଛି, ଆଉ ଦଳ ବିରୋଧରେ ମୁହଁ ଖୋଲିଲେ ଆକ୍ସନ ନେବା ଠିକ ନୁହେଁ ବୋଲି ସେ କହିଛନ୍ତି । କେବଳ ଶ୍ରୀମୟୀ ନୁହଁନ୍ତି ପ୍ରଫୁଲ୍ଲ ମଲ୍ଲିକ, ଭାସ୍କର…

ଶିକ୍ଷକ-ଶିକ୍ଷୟତ୍ରୀ ବଦଳି ଏବଂ ନିଯୁକ୍ତି ଗଣଶିକ୍ଷା ବିଭାଗ ପକ୍ଷର ବଡ ନିଷ୍ପତ୍ତି…

ଭୁବନେଶ୍ୱର: ନିଜ ଜିଲ୍ଲାରେ ଆଉ ଶିକ୍ଷକଙ୍କୁ ମିଳିବନି ନିଯୁକ୍ତି । ଓଡ଼ିଶା ସରକାର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବଦଳି ଓ ନିଯୁକ୍ତି ପାଇଁ ନୂଆ ନୀତି ପ୍ରସ୍ତୁତ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ନିୟମ ଅନୁସାରେ, ବାର୍ଷିକ ବଦଳି ଏପ୍ରିଲ ୧୫ ତାରିଖରୁ ଜୁନ୍ ୧୫ ମଧ୍ୟରେ ହେବ । ନିଜ…

Constable Murder Case:ରେଡ୍ ଫ୍ଲାଗ୍ ହେଲା ଲେଡି କନଷ୍ଟେବଳ ଶୁଭମିତ୍ରା ହତ୍ୟା ମାମଲା

ଭୁବନେଶ୍ବର: ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତ ପାଇଁ ବଢ଼ିଲା ଅଡ଼ୁଆ। ପ୍ରଥମ ସ୍ତ୍ରୀଙ୍କର ମୃତ୍ୟୁ ଘଟଣା ଓ ଶୁଭମିତ୍ରା ମର୍ଡର କେସ ଏବେ ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ। କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବ ତଦନ୍ତ। କମିସନରେଟ…

Gold Price Today: ଆସୁଛି ପାର୍ବଣ; ଏପଟେ ବଢିଲା ସୁନା-ରୂପା ଦର

ଭୁବନେଶ୍ବର: ଚିନ୍ତା ବଢେଇଛି ସୁନା ଏବଂ ରୂପା ଦର । ଆଜି ପୁଣି ଭାରତୀୟ ବଜାରରେ ସୁନା ଏବଂ ରୂପା ଦର ବଢିଲା । ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୧୧,୩୩୦ ଟଙ୍କା ରହିଛି । ଏହା ଗତକାଲି ୧୦ ଗ୍ରାମ ପିଛା ୧, ୧୧,୧୭୦ ଟଙ୍କା ଥିଲା । ସେହିପରି ୨୨…

Wether Update: ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା, ୨୬ରୁ ବଦଳିବ ପାଗ

ଭୁବନେଶ୍ବର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିଷ୍କ୍ରିୟ ରହିଥିବା ହେତୁ ଆଗାମୀ ୪ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି। ୨୯ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ବିଶେଷ କରି ୨୭ ଓ ୨୮ରେ ସବୁଠାରୁ ବେଶି ବର୍ଷା ଆଶଙ୍କା…

Odisha Assembly Adjourned: ମାତ୍ର ୪ ମିନିଟ ଚାଲିଲା ଗୃହ, ଦ୍ବିତୀୟ ଦିନ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମାରେ ୪ଟା…

ଭୁବନେଶ୍ବର: ଆଜି ବିଧାନସଭା ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ ଆରମ୍ଭରୁ ବିରୋଧୀଙ୍କ କଡା ଆଭିମୁଖ୍ୟ । ଚଲାଇ ଦେଲେନି ଗୃହ । ଆରମ୍ଭ ହେବାର ମାତ୍ର ୪ ମିନଟ୍ ପରେ ମୁଲତବୀ । ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବି କଲେ ବାଚସ୍ପତି ସୁରମା ପାଢୀ । ୧୭ତମ ରାଜ୍ୟ ବିଧାନସଭାର ଚତୁର୍ଥ ଅଧିବେଶନର…