Latest Odisha News

BREAKING NEWS

Browsing Category

ଓଡିଶା

Odisha

କାହିଁକି ଓଡ଼ିଶା ମୁହାଁ ହେଉନାହିଁନ୍ତି ପର୍ଯ୍ୟଟକ! ଦେଶର ଶ୍ରେଷ୍ଠ ୧୦ ପର୍ଯ୍ୟଟନ କ୍ଷେତ୍ର ତାଲିକାରେ ନାହିଁ ଓଡିଶାର…

ଭୁବନେଶ୍ୱର: ପର୍ଯ୍ୟଟନ କ୍ଷେତ୍ରରେ ପଛେଇଛି ଓଡିଶା । ବିଶ୍ୱ ପର୍ଯ୍ୟଟନ ଦିବସରେ ପ୍ରକାଶିତ ଭାରତୀୟ ପର୍ଯ୍ୟଟନ ତଥ୍ୟଭିତ୍ତିକ ବାର୍ଷିକ ରିପୋର୍ଟ-୨୦୨୫ ଅନୁଯାୟୀ, ଉଭୟ ଘରୋଇ ଓ ବିଦେଶୀ ପର୍ଯ୍ୟଟକ ତାଲିକାରେ ଶ୍ରେଷ୍ଠ ୫ରୁ ୧୦ ରାଜ୍ୟ ମଧ୍ୟରେ ଓଡିଶାର ସ୍ଥାନ ନାହିଁ । ୨୦୨୪ରେ ଓଡ଼ିଶାକୁ ମାତ୍ର…

AI-generated content: ନିର୍ବାଚନ ଆୟୋଗର ନିର୍ଦ୍ଦେଶାବଳୀ ଜାରି; କୃତ୍ରିମ ବୁଦ୍ଧିମତ୍ତା ସାହାଯ୍ୟରେ ଉତ୍ପନ୍ନ…

ଭୁବନେଶ୍ୱର: ରାଜନୈତିକ ନେତାମାନଙ୍କୁ ନିର୍ବାଚନ ସମ୍ବନ୍ଧୀୟ ବାର୍ତ୍ତା ଦେଉଥିବା ଦର୍ଶାଇ କୃତ୍ରିମ ଭାବରେ ଉତ୍ପନ୍ନ ସୂଚନାର ଅପବ୍ୟବହାର ହେଉଛି, ଯାହା ନିର୍ବାଚନ ସମୟରେ ରାଜନୈତିକ ଅଭିଯାନର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଥିବା ନୀତିନିୟମର ଉଲ୍ଲଂଘନ କରିବା ସହ ସମସ୍ତ ରାଜନୈତିକ…

ସମ୍ଭାବ୍ୟ ବାତ୍ୟା ପାଇଁ ବାଲେଶ୍ବର ଓ ଗଞ୍ଜାମରେ ଛୁଟି ବାତିଲ୍

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ପାଇଁ ବାଲେଶ୍ବର ଓ ଗଞ୍ଜାମରେ କର୍ମଚାରୀଙ୍କ ଛୁଟି ବାତିଲ୍ ହୋଇଛି। ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରିଛନ୍ତି ଜିଲ୍ଲାପାଳ। ପରିସ୍ଥିତି ନିୟନ୍ତ୍ରଣାଧୀନ ହେବା ପର୍ଯ୍ୟନ୍ତ ଛୁଟି ବାତିଲ୍ ରହିବ। ଏପରିକି ଛୁଟିରେ ଥିବା କର୍ମଚାରୀଙ୍କୁ ତୁରନ୍ତ…

ଚିପିଲିମା ପାୱାର ଚ୍ୟାନେଲ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ମାଙ୍କୁ ଶେଷ ପୋଷ୍ଟ…

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ଚିପିଲିମା ପାୱାର ଚ୍ୟାନେଲରୁ ଜଣେ ଯୁବକଙ୍କ ମୃତଦେହ ଶନିବାର ଉଦ୍ଧାର କରାଯାଇଛି। ଦୁଇ ଦିନ ପୂର୍ବରୁ ସେ ନିଖୋଜ ହୋଇଥିଲେ। ବଲାଙ୍ଗୀର ଜିଲ୍ଲାର ମହାଲକ୍ଷ୍ମୀନଗରର ସୌରଭ ସମ୍ବିତ ତ୍ରିପାଠି ନାମକ ୨୪ ବର୍ଷୀୟ ଯୁବକ ବୁର୍ଲାର ବୀର ସୁରେନ୍ଦ୍ର ସାଏ…

ବାତ୍ୟା ମୋନ୍ଥା ପାଇଁ ପାରାଦୀପରେ ସତର୍କ ସୂଚନା

ପାରାଦୀପ: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅବପାତ ସୃଷ୍ଟି ହୋଇ ଆନ୍ଧ୍ର ଉପକୂଳ ମୁହାଁ ହୋଇଛି ସମ୍ଭାବ୍ୟ ବାତ୍ୟା ମନ୍ଥା । ଏହା ଏବେ ବିଶାଖାପାଟନମ୍ ଠାରୁ ୯୯୦ ଏବଂ ଗୋପାଳପୁର ଠାରୁ ୧୦୪୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ୨୭ ତାରିଖରୁ ୨୯ ତାରିଖ ଯାଏ ଓଡ଼ିଶାର ବିଭିନ୍ନ ସ୍ଥାନରେ…

ଜଗତସିଂହପୁରରେ ପାନ ଦୋକାନୀଙ୍କୁ ହତ୍ୟା ଅଭିଯୋଗ, ତଦନ୍ତ ଆରମ୍ଭ…

ଜଗତସିଂହପୁର: ଜଗତସିଂହପୁର ବସ ଷ୍ଟାଣ୍ଡ ନିକଟରେ ଜଣେ ପାନ ଦୋକାନ ମାଲିକଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଯେଉଁ ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ମୁଖ୍ୟ ବସ୍ ଷ୍ଟାଣ୍ଡ ନିକଟ ଯୋଗଡ଼ାରୀ ଛକ…

Cyclone ‘Montha’: ଆସୁଛି ବାତ୍ୟା ‘ମୋନ୍ଥା’… କେତେ ବିପଦରେ ଓଡିଶା… ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଲେ…

ଭୁବନେଶ୍ବର: ଅକ୍ଟୋବର ଆସିଲେ ରାଜ୍ୟକୁ ବାତ୍ୟା ଭୟ ଘାରେ । ଏବର୍ଷ ବା ସେଥିରୁ ବାଦ୍ ପଡିବ କିପରି । ପାଣିପାଗ ବିଭାଗର ଆକଳନ ଅନୁସାରେ ମାସ ଶେଷ ବେଳକୁ ପୁଣି ଥରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ବାତ୍ୟା । ଯାହାର ନାମ ‘ମୋନ୍ଥା’ ରଖାଯାଇଛି । ଯାହା ଅକ୍ଟୋବର ୨୭ରେ ବାତ୍ୟାର…

ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ 

ଭୁବନେଶ୍ବର: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ। ସୁଦୃଶ ଲଘୁଚାପ ଅବପାତରେ ପରିଣତ ହୋଇଛି।ଅବପାତଟି କ୍ରମଶଃ ଗଭୀର ଅବପାତରେ ପରିଣତ ହୋଇ ୨୭ ତାରିଖ ସକାଳେ ବାତ୍ୟାର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାର ପ୍ରଭାବରେ ୨୭ରୁ ୨୯ ତାରିଖ ୩ ଦିନ…

IIT Bhubaneswar:ଆଇଆଇଟି ଭୁବନେଶ୍ୱର ଏବଂ ଇସ୍ରୋ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ; ଗବେଷଣା ଏବଂ ବିକାଶକୁ…

ଭୁବନେଶ୍ୱର: ଭାରତୀୟ ମହାକାଶ ଗବେଷଣା ସଂଗଠନ (isro), ଏହାର ଜାତୀୟ ଦୂରବର୍ତ୍ତୀ ସେନ୍ସିଂ କେନ୍ଦ୍ର (NRSC) ମାଧ୍ୟମରେ ଏବଂ ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ୧୭ ଅକ୍ଟୋବର ୨୦୨୫ରେ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି ଯାହା ଦ୍ୱାରା ସହଯୋଗପୂର୍ଣ୍ଣ ଗବେଷଣା ଏବଂ…

ସଂପର୍କୀୟ ଭାଇ ଓ ଦାଦା ଗଣଦୁଷ୍କର୍ମ କରିଥିବା ଅଭିଯୋଗ

ପୁରୀ: ଘରେ ପଶି ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ । ଘରେ ପଶି ସଂପର୍କୀୟ ଭାଇ ଓ ଦାଦା ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତେବେ ପୁରୀ ଜିଲ୍ଲା ଚନ୍ଦନପୁର ଥାନା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦାଦା ଓ ପୁତୁରାକୁ ଅଟକ ରଖି ତଦନ୍ତ ଚଳାଇଛି। ସୂଚନାଥାଉକି, ଚନ୍ଦନପୁର ଥାନା…