Latest Odisha News

BREAKING NEWS

Browsing Category

ଓଡିଶା

Odisha

Fertilizer Crisis: ରାଜ୍ୟରେ ସାର ସଙ୍କଟ ନାହିଁ, ଆବଶ୍ୟକୀୟ ସାର ମହଜୁଦ ରହିଛି: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ନାହିଁ ସାର ସଙ୍କଟ। ଏନେଇ ସ୍ପଷ୍ଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ। ଆଜି ସାର ସଙ୍କଟକୁ ନେଇ ଆୟୋଜିତ ହୋଇଥିଲା ସମୀକ୍ଷା ବୈଠକ। ବୈଠକ ପରେ ଉପମୁଖ୍ରମନ୍ତ୍ରୀ କେଭି ସିଂଦେଓ କହିଛନ୍ତି, ରାଜ୍ୟରେ ସାର ସଙ୍କଟ ନାହିଁ। ଆବଶ୍ୟକୀୟ ସାର ମହଜୁଦ ଅଛି। ଯେଉଁମାନେ…

Weather Update: ସକ୍ରିୟ ରହିଛି ଘୂର୍ଣ୍ଣିବଳୟ: ୧୬ ଯାଏଁ ପ୍ରବଳ ବର୍ଷା, ଆଗାମୀ ୩ ଘଣ୍ଟା ପାଇଁ ୯ ଜିଲ୍ଲାକୁ ୟେଲୋ…

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଲଘୁଚାପଜନିତ ବର୍ଷା। ଆଗକୁ ଆଉ ଏକ ଘୂର୍ଣ୍ଣିବଳୟ ରହିଛି। ଏହାର ପ୍ରଭାବରେ ପୁଣି ଭିଜିବ ଓଡିଶା। ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଆହୁରି ୫ ଦିନ ଯାଏ ବର୍ଷା ସମ୍ଭାବନା। ଦକ୍ଷିଣ ଓଡିଶା ଓ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ଏବେ ସକ୍ରିୟ ରହିଛି…

Nepal Violence: ନେପାଳରେ ଫସିଛନ୍ତି ୨୩ ଓଡିଆ ପର୍ଯ୍ୟଟକ

ଭୁବନେଶ୍ୱର: ଗତ କିଛି ଦିନ ଧରି ନେପାଳରେ ଚାଲିଥିବା ହିଂସା ଏବେ ଟିକେ ଶାନ୍ତ ହେଉଛି । ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଏବଂ ଦୁର୍ନୀତି ବିରୋଧରେ ଜେନ-ଜେଡ୍ ଯୁବପିଢ଼ିଙ୍କ ପ୍ରଦର୍ଶନ ପରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ହେଲେ ଏବେ ବି ନେପାଳରେ…

Sarapancha Suspended: ସରକାରୀ ଟଙ୍କା ଆତ୍ମସାତ କରି ନିଲମ୍ବିତ ହେଲେ ସରପଞ୍ଚ

ଭଦ୍ରକ: ଦୁର୍ନୀତି ବିରୋଧରେ ପୁଣି କଡ଼ା କାର୍ଯ୍ୟାନୁଷ୍ଠାନ। ନିଲମ୍ବିତ ହେଲେ ସରପଞ୍ଚ। ଭଦ୍ରକ ଚାନ୍ଦବାଲି ବ୍ଲକ ଗୋପୀନାଥପୁର ପଞ୍ଚାୟତ ସରପଞ୍ଚ ବାପୁନ ବାରିକଙ୍କୁ ନିଲମ୍ବନ କଲେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସଚିବ। ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାରେ ୮ଜଣ ନାବାଳକ ଓ…

PM Visit Odisha: ଖୁବ ଶୀଘ୍ର ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ଖୁବ ଶୀଘ୍ର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି। ଚଳିତ ମାସ ଶେଷରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶା ଆସିବା ପାଇଁ ଆମନ୍ତ୍ରଣ ଦିଆଯାଇଛି। କେଉଁ ତାରିଖରେ ଓଡ଼ିଶା ଆସିବେ ତାହା କିଛି ଦିନ ମଧ୍ୟରେ ସ୍ପଷ୍ଟ ହୋଇପାରେ। ମାସ ଶେଷ ଆଡ଼କୁ, ଅର୍ଥାତ…

ପରକ୍ରିୟା ପ୍ରୀତି ଅଭିଯୋଗରେ ପତ୍ନୀଙ୍କୁ ରାସ୍ତାରେ ବୁଲାଇବା ଘଟଣା, ସ୍ବାମୀ ଗିରଫ

ପୁରୀ: ପୁରୀ ଜିଲ୍ଲାର ନିମାପଡାରେ ପତ୍ନୀ ଓ ଜଣେ ବ୍ୟକ୍ତିଙ୍କୁ ଧରି ରାସ୍ତାରେ ବୁଲାଇବା ଘଟଣାରେ ଜଣେ ବାଣିଜ୍ୟ ଅଧ୍ୟାପକ ଏବଂ ତାଙ୍କ ବନ୍ଧୁଙ୍କୁ ଗିରଫ କରାଯାଇଛି। BNS ଧାରା ଅଧୀନରେ ଜଣେ ମହିଳାଙ୍କୁ ସାର୍ବଜନୀନ ଭାବେ ଅପମାନ ଏବଂ ଧମକ ଦେବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି।…

ବସ୍‌ରେ ଗଞ୍ଜେଇ ନେଉଥିଲେ ମହିଳା, ଆଉ ତା ପରେ..

ନୂଆପଡା : ନୂଆପଡାରେ ଅପରେସନ ଶୁଦ୍ଧି ପରେ ଆରମ୍ଭ ହୋଇଛି ଅପରେସନ ପ୍ରହାର । ପୋଲିସ ଡିଜିଙ୍କ ନିର୍ଦ୍ଦେଶକ୍ରମେ ଆକ୍ସନ ମୋଡରେ ଅଛନ୍ତି ଏସପି ଅମରିତ ପାଲ ସିଂ । ଜିଲ୍ଲାରେ ଅପରେସନ ପ୍ରହାର ଆରମ୍ଭ ହେବାରୁ ୧୩ଜଣ ଅଭିଯୁକ୍ତ ଧରାପଡିଛନ୍ତି । ୧୩ଜଣଙ୍କ ମଧ୍ୟରେ ୬ଜଣ ମହିଳା ଥିବା ସୂଚନା ମିଳିଛି…

ରାଜ୍ୟରେ ସାରର କୌଣସି ଅଭାବ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲୋକସେବା ଭବନ ଠାରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ସାର ଯୋଗାଣ ସ୍ଥିତିର ସମୀକ୍ଷା କରି ସମସ୍ତ ଜିଲ୍ଲାରେ ଥିବା ପ୍ୟାକ୍ସ ଏବଂ ଲ୍ୟାମ୍ପ୍‌ସ ଜରିଆରେ ସାର ଆବଣ୍ଟନ କାର୍ଯ୍ୟକୁ ଠିକ ଭାବରେ ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାପାଳଙ୍କୁ କଡାକଡି…

କଣ ପାଇଁ ପ୍ରଫୁଲ୍ଲ ଖପ୍ପା

ଚର୍ଚ୍ଚାରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୟାନ । ବିଜେଡିରେ ଜଳୁଥିବା ନିଆଁରେ ସେ ଘିଅ ଢାଳିଛନ୍ତି । ବିଜେଡିର ପରିଚାଳନାକୁ ନେଇ ସେ ପ୍ରଶ୍ନ ଉଠାଛନ୍ତି । ଦେବାଶିଷ ସାମନ୍ତରାୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଭୂପିନ୍ଦର ସିଂ, ଅମର ଶତପଥୀ, ଭାସ୍କର…

Harishankar Rout Quits BJD: ‘ ଆଗକୁ ଭାଙ୍ଗିଯିବ ବିଜେଡି’, କହି ଦଳ ଛାଡିଲେ ଛାତ୍ର ନେତା

ଭୁବନେଶ୍ବର: ଆଗକୁ ବିଜେଡି ଭାଙ୍ଗିଯିବ । ଆଜି କିଛି ଏପରି ଅଭିଯୋଗ କରି ଦଳ ଛାଡିଛନ୍ତି ପୂର୍ବତନ ଛାତ୍ର ନେତା ହରିଶଙ୍କର ରାଉତ । ତିନି ଫର୍ଦ୍ଦର ଅଭିଯୋଗ ଦାଖଲ କରି ସେ ଦଳ ଛାଡିଛନ୍ତି । ହରିଶଙ୍କର ଦଳୀୟ ଆଭ୍ୟନ୍ତରୀଣ ଗୋଷ୍ଠୀ ବିବାଦକୁ କାରଣ ଦର୍ଶାଇ ଏବଂ ବରିଷ୍ଠ ବ୍ୟୁରୋକ୍ରାଟରୁ…