Latest Odisha News

BREAKING NEWS

Browsing Category

ଓଡିଶା

Odisha

ନୂଆପଡା ଉପନିର୍ବାଚନ; ଦିନ ୩ଟା ସୁଦ୍ଧା ୬୫.୨୦% ମତଦାନ

ନୂଆପଡା: ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଆର ଏସ ଗୋପାଳନଙ୍କ କାର୍ଯ୍ୟାଳୟ ଅନୁଯାୟୀ, ମଙ୍ଗଳବାର ଅପରାହ୍ନ ୩ଟା ସୁଦ୍ଧା ନୂଆପଡା ବିଧାନସଭା ଉପନିର୍ବାଚନରେ ପ୍ରଭାବଶାଳୀ ୬୫.୨୦% ମତଦାନ ହୋଇଛି। "ସମ୍ବେଦନଶୀଳ ଏବଂ ସଖୀ ବୁଥ୍ ସମେତ ସମଗ୍ର ନିର୍ବାଚନମଣ୍ଡଳୀରେ ମତଦାନ ସୁଗମ ଏବଂ…

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ହାଇକୋର୍ଟରେ କ୍ଷମା ମାଗିଲେ ବ୍ରହ୍ମପୁର ଏସପି

କଟକ: ଆଇନଜୀବୀ ତଥା ପିତବାସ ହତ୍ୟା ମାମଲାରେ ବିବାଦୀୟ ବୟାନ ଦେଇଥିବାରୁ ଆଜି ହାଇକୋର୍ଟରେ ହାଜର ହୋଇ କ୍ଷମା ମାଗିଲେ ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ୍ । ମାମଲାର ପର୍ଦ୍ଦାଫସ୍ ବେଳେ ବିବାଦୀୟ ବୟାନ ଦେଇଥିଲେ ଏସପି । ଅଦାଲତ ଅବମାନନା ମାମଲା ନଚଳାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି…

କଲବଲ କରିବ ଶୀତ; ୨-୩°C ଖସିବ ରାତିର ତାପମାତ୍ରା

ଭୁବନେଶ୍ୱର: ଓଡ଼ିଶାରେ ଶୀତ ଲହରୀ ବୃଦ୍ଧି ପାଉଥିବା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୨-୩°C ହ୍ରାସ ପାଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାର ସୂଚନା ଦେଇଛି। ପାଣିପାଗ ବିଭାଗ ପକ୍ଷରୁ ନଭେମ୍ବର ୧୧-୧୨ ତାରିଖରେ କନ୍ଧମାଳ, ଝାରସୁଗୁଡ଼ା…

ସଫେଇ କର୍ମଚାରୀ ସହଦେବ ନାୟକ ହତ୍ୟାକାଣ୍ଡ ମାମଲା: ଧରାପଡିଲା ମାଷ୍ଟରମାଇଣ୍ଡ ସୁଲେଇ ନାୟକ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ବିଏମସି ସଫେଇ କର୍ମଚାରୀ ସଂଘର ସଭାପତି ସହଦେବ ନାୟକ ହତ୍ୟା ଘଟଣାରେ ମାଷ୍ଟମାଇଣ୍ଡ ଗିରଫ । ଦୀର୍ଘ ୧୦ ମାସ ପରେ ଏହି ହତ୍ୟା ଘଟଣାର ମାଷ୍ଟମାଇଣ୍ଡ ସୁଲେଇ ନାୟକକୁ ବାନ୍ଧିଲା ମଞ୍ଚେଶ୍ବର ଥାନା ପୋଲିସ । ଏହାକୁ ମିଶାଇ ୭ରେ ପହଞ୍ଚିଛି ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ।…

ନୂଆପଡା ଉପନିର୍ବାଚନ; ଆଉ ଜଣେ ପ୍ରିଜାଇଡିଂ ଅଫିସର ନିଲମ୍ବିତ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ସମୟରେ ଏକ ବୁଥ୍‌ରେ ପ୍ରିଜାଇଡିଂ ଅଫିସର ଭାବରେ ନିଯୁକ୍ତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ର ଜଣେ ଶିକ୍ଷକଙ୍କୁ ମଙ୍ଗଳବାର ଦିନ ଭୋଟ୍ ଗୋପନୀୟତା ଉଲ୍ଲଂଘନ ଅଭିଯୋଗରେ ନିଲମ୍ବିତ କରାଯାଇଛି। ସନ୍ଦୀପ କୁମାର ସ୍ୱାଇଁ ନାମକ ଏହି ଶିକ୍ଷକ ସିନାପାଲି ବ୍ଲକର…

ରାଜ୍ୟରେ ବଢୁଛି ଶୀତ; ୧୫ ଡିଗ୍ରୀ ତଳେ ୧୪ ସହରର ତାପମାତ୍ରା

ଭୁବନେଶ୍ୱର: ଓଡ଼ିଶାରେ ଦିନକୁ ଦିନ ଶୀତ ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ସେଲସିୟସକୁ ହ୍ରାସ ପାଇଥିବା ନେଇ  ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି। ଏଥିସହିତ କନ୍ଧମାଳର ଜି. ଉଦୟଗିରି ଏବଂ ଫୁଲବାଣୀ…

Nuapada Bypoll: ନୂଆପଡ଼ା ଉପନିର୍ବାଚନ: ପ୍ରିଜାଇଡିଂ ଅଫିସର୍‌ ସସ୍‌ପେଣ୍ଡ

ଭୁବନେଶ୍ଵର: ନୂଆପଡ଼ା କୁଳିଆବନ୍ଧ ୩୬ ନଂ ବୁଥ୍‌ର ପ୍ରିଜାଇଡିଂ ଅଫିସର ଧନଞ୍ଜୟ ମଲ୍ଲିକ ସସ୍‌ପେଣ୍ଡ। ଭୋଟ୍‌ର ଗୋପନୀୟତା ଉଲ୍ଲଙ୍ଘନ କରିବାରୁ କାର୍ଯ୍ୟାନୁଷ୍ଠାନ। ପ୍ରେସମିଟ୍ କରି ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ସିଇଓ କହିଛନ୍ତି ଯେ, ଶାନ୍ତି ଶୃଙ୍ଖଳାର ସହ ଭୋଟିଂ…

Nuapada Bypoll: ଭୋଟ ଦେଉଛି ନୂଆପଡ଼ା, ନେତା ବାଛିବେ ଅଢେଇ ଲକ୍ଷ ଭୋଟର

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ। ୨ ଲକ୍ଷ ୫୩ ହଜାର ୬୨୪ ଜଣ ଭୋଟର ନେତା ବାଛିବେ। ୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ମୋଟ୍ ୩୫୮ ମତଦାନ କେନ୍ଦ୍ରରୁ ୪୭ଟି ସମ୍ବେଦନଶୀଳ ବୁଥ୍। ସମ୍ବେଦନଶୀଳ ବୁଥ୍‌ରେ ୪ଟା ଯାଏଁ, ଅନ୍ୟ ସବୁ ବୁଥ୍‌ରେ ୫ଟା ଯାଏଁ ଭୋଟିଂ…

Daringbadi: ଏହି ଦିନ ଉଦ୍‌ଘାଟନ ହେବ ଦାରିଙ୍ଗବାଡି ଇକୋ ରିଟ୍ରିଟ; ମିଳିବ ଏହି ସୁଯୋଗ

କନ୍ଧମାଳ: ଦାରିଙ୍ଗବାଡିରେ ଶୀତ ବଢିବା ସାଙ୍ଗକୁ ପର୍ଯ୍ୟଟକ ମଧ୍ୟ ଭିଡ଼ ମଧ୍ୟ ବଢିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଦୀର୍ଘ ୫ ବର୍ଷ ହେଲା ଦାରିଙ୍ଗବାଡିରେ ଇକୋ ରିଟ୍ରିଟର ବ୍ୟବସ୍ଥା କରି ସେଠାରେ ତମ୍ବୁ ଘର କରୁଛନ୍ତି। ସେଠାରେ ପର୍ଯ୍ୟଟକ ପଞ୍ଚ ତାରକା ହୋଟେଲର ସୁବିଧା ପାଉଛନ୍ତି । ଚଳିତ ବର୍ଷ…

ଆଇଆର୍‌ସିର ଉପ-ସଭାପତି ଭାବେ ନିର୍ବାଚିତ ହେଲେ ଇଆଇସି ଏଲ୍‌.କେ.ପାଢୀ

ଭୁବନେଶ୍ବର: ରାଜପଥ ଇଞ୍ଜିନିୟରମାନଙ୍କର ସର୍ବୋଚ୍ଚ ସଂଗଠନ, ଆଇଆର୍‌ସିର ୮୪ତମ ସଂସ୍କରଣର ୨୩୬ତମ ପରିଷଦ ବୈଠକରେ ନୂତନ ପଦାଧିକାରୀମାନଙ୍କ ନାମ ଘୋଷଣା କରାଯାଇଛି। ତେଲେଙ୍ଗାନା ସରକାରଙ୍କ ସଡ଼କ ଓ ବିଲ୍ଡିଂ ବିଭାଗର ଇଞ୍ଜିନିୟର-ଇନ୍‌-ଚିଫ୍‌, ଇଂ. ଜେ.ମୋହନ ନାଏକ ଆଇଆର୍‌ସିର ସଭାପତି ଭାବେ…