Latest Odisha News

BREAKING NEWS

Browsing Category

ଓଡିଶା

Odisha

୮୪ ତମ ଇଣ୍ଡିଆନ ରୋଡ୍ସ କଂଗ୍ରେସ ଆରମ୍ଭ, ଜାଣନ୍ତୁ କଣ ଏହି ଆଇଆର୍‌ସି

ଭୁବନେଶ୍ୱର: ଓଡ଼ିଶାରେ ଅନୁଷ୍ଠିତ ହେଉଛି ୮୪ତମ ଇଣ୍ଡିଆନ ରୋଡ୍ସ କଂଗ୍ରେସ (ଆଇଆର୍‌ସି) ମହାକୁମ୍ଭ । ୧୯୩୪ ମସିହାରୁ ଆଇଆର୍‌ସି ଗଠନ ହୋଇଥିବା ବେଳେ ଏଯାବତ୍ ଓଡ଼ିଶାରେ ଆଇଆର୍‌ସିର ୫ଟି ବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇଛି ଏବଂ ପୁଣିଥରେ ୬ଷ୍ଠ ଥର ପାଇଁ ଆୟୋଜନ କରିବାର ସୁଯୋଗ ପାଇଛି ଓଡ଼ିଶା।…

୫୧ ଜୀବନ୍ତ ଭାରତୀୟ ଫ୍ଲାପ୍ ସେଲ୍ କଇଁଛ ଜବତ; ୨ ଗିରଫ

ମାଲକାନଗିରି: ବେଆଇନ ଭାବେ କଇଁଛ ବିକ୍ରି ହେଉଥିବା ବେଳେ ବନବିଭାଗ ପକ୍ଷରୁ ଚଢାଉ କରାଯାଇଛି । ୫୧ଟି ଜୀବନ୍ତ କଇଁଛ ଉଦ୍ଧାର ହୋଇଛି । ଏହି ଘଟଣାରେ ବନବିଭାଗ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଅଭିଯୁକ୍ତ ହେଲେ ମୋଟୁ ଥାନା ଏମପିଭି ୪୭ ଗ୍ରାମର ସୁରଜ ମଣ୍ଡଳ (୨୪ ବର୍ଷ),…

ଝିଅର କାଠ ଫାଳିଆ ମାଡ଼ରେ ମା’,ବାପାଙ୍କ ମୃତ୍ୟୁ; ବାନ୍ଧିଲା ପୋଲିସ

ସୁନ୍ଦରଗଡ଼: କଳିଯୁଗ ଝିଅର କାଣ୍ଡ । ଝିଅର କାଠ ଫାଳିଆ ମାଡ଼ରେ ମା’, ବାପାଙ୍କର ମୃତ୍ୟୁ । ଏପରି ଅଭାବନୀୟ ଘଟଣା ଘଟିଛି କୁତ୍ରା ଥାନା ଅନ୍ତର୍ଗତ କିରିଙ୍ଗସେରା ପଞ୍ଚାୟତର ଭୋଗରା ଗ୍ରାମରେ ଗତ ୩ ତାରିଖ ରାତିରେ । ତେବେ କୁତ୍ରା ପୋଲିସ ଅଭିଯୁକ୍ତ ଝିଅଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ…

Maoist surrender: ୧୭ ଲକ୍ଷ ପୁରସ୍କାର ରାଶି ଥିବା ମହିଳା ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଖଇରାଗଡ଼ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ୧୭ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବା ଜଣେ ମହିଳା ନକ୍ସଲ ପୋଲିସ ଅଧିକ୍ଷକଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। କମଳା ସୋଡି ନାମକ ଏହି ମହିଳା ଜଣକ ୩୦ ବର୍ଷ ବୟସର ଏବଂ ଜଣେ ହାର୍ଡକୋର…

ବାଲିଯାତ୍ରାରେ ରୂପା ତାରକସି ପାଭିଲିଅନ୍ ଓ ସ୍ୱତନ୍ତ୍ର ହସ୍ତତନ୍ତ ମେଳା ଉଦଘାଟିତ

କଟକ: ଐତିହାସିକ ବାଲିଯାତ୍ରାରେ ଆୟୋଜନ ହୋଇଥିବା କଟକ ରୂପା ତାରକସି ପାଭିଲିଅନ୍ ଉଦଘାଟିତ ହୋଇଯାଇଛି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଶାସନ ସଚିବ ତଥା କେନ୍ଦ୍ରାଞ୍ଚଳ ରାଜସ୍ଵ ଆୟୁକ୍ତ ଶ୍ରୀମତୀ ଗୁହା ପୁନମ ତାପସ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୁଧବାର ଦିନ ଏହାର ଉଦ୍ଘାଟନ…

୧୫୦ ବର୍ଷରେ “ବନ୍ଦେ ମାତରମ୍”; ସ୍ୟାଣ୍ଡ ଆନିମେସନରେ ଗୀତର ଯାତ୍ରାକୁ ଚିତ୍ରିତ କଲେ ବାଲୁକା ଶିଳ୍ପୀ ମାନସ

ପୁରୀ: ଭାରତର ପ୍ରସିଦ୍ଧ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଦେଶଭକ୍ତିମୟ ଗୀତ “ବନ୍ଦେ ମାତରମ୍” ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବାଲୁକା ଆନିମେସନ୍ ସ୍ୱଳ୍ପଚିତ୍ର ସୃଷ୍ଟି କରିଛନ୍ତି । ଏହି ଆନିମେସନ୍‌ରେ ମାନସ କୁମାର ସାହୁ ସୁନ୍ଦରଭାବରେ “ବନ୍ଦେ ମାତରମ୍” ଗୀତର ଯାତ୍ରାକୁ ଚିତ୍ରିତ…

OCS ପ୍ରିଲିମିନାରୀ ପରୀକ୍ଷା ରେଜଲ୍ଟ ପ୍ରକାଶ; ୭୮୧ ମହିଳା ଦେବେ ମେନ ପରୀକ୍ଷା

ଭୁବନେଶ୍ବର: ଓଡିଶା ସିଭିଲ ସର୍ଭିସ  (OCS) ପ୍ରିଲିମିନାରି  ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ପରୀକ୍ଷା ହେବାର ମାତ୍ର ୨୪ ଦିନ ମଧ୍ୟରେ ଏହା ଫଳାପଳ ପ୍ରକାଶ କରିଛି ଓଡିଶା ଲୋକ ସେବା ଆୟୋଗ । ୨୦୨୫ ଅକ୍ଟୋବର ୧୨ ତାରିଖରେ ହୋଇଥିଲା ପରୀକ୍ଷା । ପରୀକ୍ଷାର୍ଥୀ ଓପିଏସସି ଓ୍ବେବସାଇଟ …

ବାଲିଯାତ୍ରାରେ ଭୋଟର ସହାୟତା କେନ୍ଦ୍ର ଉଦଘାଟିତ

କଟକ: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଓ ସ୍ଥାନୀୟ ନିର୍ବାଚନ ବିଭାଗର ମିଳିତ ଆନୁକୂଲ୍ୟରେ ଐତିହାସିକ କଟକ ବାଲିଯାତ୍ରାରେ ଭୋଟର ସହାୟତା କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଭୋଟର ତାଲିକାରେ ଶତପ୍ରତିଶତ ନାମ ପଞ୍ଜିକରଣ, ମତଦାନର ମହତ୍ତ୍ୱ ଆଦି ବିଭିନ୍ନ ବିଷୟରେ ସଚେତନ କରି ଭାରତୀୟ…

ସୁନାର ଓଡ଼ିଶାକୁ ବିଜେପି ସରକାର ଛାରଖାର କରିଦେଲା: ବିଜେଡି

ନୂଆପଡ଼ା: ରାଜ୍ୟର ଗରିବ, ପ୍ରବାସୀ ଶ୍ରମିକ, କୃଷକ, ମହିଳା ମାନଙ୍କ ପାଇଁ ନବୀନ ସରକାର ଯାହା ସବୁ କରିଥିଲେ, ତାକୁ ମୋହନ ସରକାର ଛାରଖାର କରିଦେଲେ । ୧୬ ମାସ ଭିତରେ ରାଜ୍ୟକୁ ଆଗକୁ ନେବା ପରିବର୍ତ୍ତେ ପଛକୁ ନେବାର ସବୁ ବନ୍ଦେବସ୍ତ କରିଛନ୍ତି । ନିର୍ବାଚନୀ ପ୍ରତିଶ୍ରୁତି ରକ୍ଷା କରିବାରେ ଏହି…

Bali Yatra: ବାଲିଯାତ୍ରାରେ ପରିବହନ ବିଭାଗର ସ୍ୱତନ୍ତ୍ର ଷ୍ଟଲ ଉଦଘାଟନ; ଭାଗ୍ୟଶାଳୀ ବିଜେତାଙ୍କୁ ମିଳିବ ହେଲମେଟ୍

କଟକ: ସଡ଼କ ସୁରକ୍ଷା ସଚେତନତାକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ପରିବହନ ବିଭାଗର ବିଭିନ୍ନ ଲୋକାଭିମୁଖୀ ସୂଚନା ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ, ଓଡ଼ିଶା ଏବଂ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, କଟକଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ଷ୍ଟଲ୍ ସ୍ଥାପନ…